ଜୀବନସାଥୀଙ୍କୁ ନିକଟରୁ ଆହୁରି ନିକଟତର କରିବା ପାଇଁ ଆପଣାନ୍ତୁ ଏହି ୪ ଉପାୟ
ସମ୍ପର୍କର ଆରମ୍ଭ ହେଉ କିମ୍ବା ସମ୍ପର୍କ ଦୀର୍ଘ ସମୟ ଧରି ଚାଲିଥାଉ, ପ୍ରତ୍ୟେକ ଦମ୍ପତି ଚାହାନ୍ତି ଯେ, ସେମାନଙ୍କ ମଧ୍ୟରେ କୌଣସି ଦୂରତା ରହିବା ଉଚିତ୍ ନୁହେଁ। ତେଣୁ, କିଛି ଟିପ୍ସ ଗ୍ରହଣ କରି, ଆପଣ ସାଥୀଙ୍କୁ ନିକଟରୁ ଆହୁରି ନିକଟତର…
ମୋଦିଙ୍କ ରାଲିକୁ ନେଇ ବ୍ୟାପକ ପ୍ରସ୍ତୁତି: ହେଲେ ସାମାଜିକ ଦୂରତା ଭୁଲିଗଲେ ସମର୍ଥକ!
ପାଟନା,୨୩ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଶୁକ୍ରବାର ସେ ବିହାରର ସାସାରାମରେ ପ୍ରଥମ ରାଲିରେ ଯୋଗ ଦେଇଛନ୍ତି । କରୋନା ମହାମାରୀ ସମୟରେ ମୋଦିଙ୍କର ଏହା ପ୍ରଥମ…
ବିହାର ବିଧାନସଭା ନିର୍ବାଚନ: ବିରୋଧିଙ୍କ ଉପରେ ଗର୍ଜିଲେ ମୋଦି ଉଠାଇଲେ ନାହିଁ ଚିରାଗଙ୍କ କଥା
ପାଟନା,୨୩ ।୧୦: ବିହାର ବିଧାସଭା ପାଇଁ ଆସନ୍ତା ସପ୍ତାହରେ ପ୍ରଥମ ପର୍ଯ୍ୟାୟ ମତଦାନ କରାଯିବ । ଏଥିଲାଗି ଏବେ ପ୍ରଚାର କାର୍ଯ୍ୟ ଯୋର ଧରିଛି । ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା)ର ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାସାରାମ ପହଞ୍ଚିଛନ୍ତି…
୪୭ ବର୍ଷରେ ବି ଫିଟ୍ ଅଛନ୍ତି ମଲାଇକା: ଏଥିପାଇଁ କରିଥାନ୍ତି ଏସବୁ…
ନିଜର ଫିଟ୍ନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ମଲାଇକା ଆରୋରା ଇତିମଧ୍ୟରେ ୪୭ ବର୍ଷର ହୋଇସାରିଛନ୍ତି। ୨୩ ଅକ୍ଟୋବର, ୧୯୭୩ରେ ମହାରାଷ୍ଟ୍ରର ଥାନେରେ ଜନ୍ମଗ୍ରହଣ କରିଥିବା ମଲାଇକାଙ୍କର ଆଜି ହେଉଛି ଜନ୍ମଦିନ। ୪୭ ବର୍ଷୟରେ ମଧ୍ୟ ସେ ପୁରା ଫିଟ୍…
ସାଧାରଣ ଲୋକ ବି ହୋଇଯିବେ ମାଲାମାଲ୍ : କେବଳ ଚାଣକ୍ୟଙ୍କ ଏହି କଥାକୁ ଦେଲେ ଧ୍ୟାନ
ମନୁଷ୍ୟ ସର୍ବଦା ଧନୀ ହେବାକୁ ଚେଷ୍ଟା କରେ। ଏକ ସୁଖମୟ ଜୀବନ ବଞ୍ଚିବାକୁ ଚାହେଁ। ଏ ନେଇ ଅର୍ଥ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ ଧନୀ ହେବା ପାଇଁ କ’ଣ କରାଯିବା ଉଚିତ ବୋଲି ମନରେ ପ୍ରଶ୍ନ ଉଠିଥାଏ। ଏହାର…
ବୟସ ୧୪, ଉଚ୍ଚତା ୭ ଫୁଟ
ବେଜିଂ,୨୩ା୧୦: ଦକ୍ଷିଣ ପଶ୍ଚିମ ଚାଇନାର ସିଚୁଆନ ରାଜ୍ୟ ଲେଶାନ ସିଟିର ଜଣେ ୧୪ ବର୍ଷର ବାଳକଙ୍କ ଉଚ୍ଚତା ୭ ଫୁଟ। ଏହି ବାଳକ ବିଶ୍ୱର ସବୁଠୁ ଡେଙ୍ଗା ବାଳକ ଭାବରେ ପରିଗଣିତ ହୋଇଛନ୍ତି। ତାଙ୍କ ନାମ ରେନ୍ କିୟୁ। ରେନ୍ ତାଙ୍କ…
ଭୁବନେଶ୍ୱରରୁ ଗୁରୁତର ରୋଗୀ ଯିବେ ହାଇଦ୍ରାବାଦ: ନୟାପଲ୍ଲୀରୁ ଗ୍ରୀନ୍ କରିଡର ଯୋଗେ ଗଲେ ବିମାନ ବନ୍ଦର
ଭୁବନେଶ୍ୱର, ୨୩।୧୦(ବ୍ୟୁରୋ): ଜଣେ ଗୁରୁତର ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ନେବା ପାଇଁ ଭୁବନେଶ୍ୱରର ନୟାପଲ୍ଲୀରୁ ବିମାନ ବନ୍ଦର ପର୍ଯ୍ୟନ୍ତ ସ୍ବତନ୍ତ୍ର ଗ୍ରୀନ୍ କରିଡର କରାଗଲା। ନୟାପଲ୍ଲୀର ଏକ ଘରୋଇ ହସ୍ପିଟାଲରୁ ଉକ୍ତ ରୋଗୀଙ୍କୁ ହାଇଦ୍ରାବାଦ ନିଆଯିବ। ସମ୍ପୃକ୍ତ ରୋଗୀଙ୍କ ଘର ପୁରୀ…
ମାଗଣା କରୋନା ଭ୍ୟାକ୍ସିନକୁ ନେଇ ଭାଜପା ଉପରେ ବର୍ଷିଲେ ଶିବସେନା ନେତା
ମୁମ୍ବାଇ,୨୩ ।୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ସବୁଦଳ ପ୍ରାୟ ସେମାନଙ୍କର ସଂକଳ୍ପ ପତ୍ର ଜାରି କରିଥିବା ବେଳେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା)ର ଘୋଷଣାକୁ ନେଇ ବିରୋଧି ପ୍ରଶ୍ନ କରିଛି । ଭାଜପା କହିଛି ନିର୍ବାଚନରେ ବିଜୟ ଲାଭ କରିବା…
ନବରାତ୍ରିରେ ଦୁର୍ଗାଙ୍କ ମୂର୍ତ୍ତି ଏହି ସ୍ଥାନରେ ରଖି କରନ୍ତୁ ପୂଜା: ଚମକିବ ଭାଗ୍ୟ
ନବରାତ୍ରିର ନଅ ଦିନରେ, ମା’ଙ୍କ ନଅ ପ୍ରକାରର ପୂଜା ହୋଇଥାଏ। ଘରେ ମା’ଙ୍କ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତି ଦୂର ହୁଏ। ନବରାତ୍ରି ଦିନ, ଠିକ୍ ଦିଗରେ ମା’ଙ୍କ ପ୍ରତିମା ସ୍ଥାପନ କରିବା ଏବଂ ଭଲଭାବେ ପୂଜା…
ଗାଧୋଇବାକୁ ଯାଇ କେନାଲରେ ଭାସିଗଲେ ଶିକ୍ଷକ
ବରଗଡ଼ ଅଫିସ,୨୩ା୧୦: ବରଗଡ଼ ମୁଖ୍ୟ କେନାଲରେ ଶୁକ୍ରବାର ପୂର୍ବାହ୍ନରେ ଜଣେ ଶିକ୍ଷକ ଭାସି ଯାଇଛନ୍ତି। ସେ ହେଲେ ବରଗଡ଼ ବ୍ଲକ ଅନ୍ତର୍ଗତ ସିମେଣ୍ଟ ନଗର ନିକଟ ସ୍କୁଲ ପଡ଼ାର ଜଳନ୍ଧର କଲେତ୍ (୭୦)। ଜଳନ୍ଧର ଭଟଲି ବ୍ଲକ ଅନ୍ତର୍ଗତ ବାଞ୍ଜିପାଲି ପ୍ରାଥମିକ…
୨୧୦ କୋଟିର ମାଲିକ ବାହୁବଳୀ ଷ୍ଟାର ପ୍ରଭାସ: ରହିଛି ୧.୫ କୋଟିର ଜିମ୍, ୬୦ କୋଟିର ଫାର୍ମ ହାଉସ୍, ୪୦ କୋଟିର ପର୍ସନାଲ ଇନ୍ଭେଷ୍ଟମେଣ୍ଟ
ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ପ୍ରଭାସଙ୍କ ପାଇଁ ପରିଚୟର କୌଣସି ଆବଶ୍ୟକତା ନାହିଁ। ଫିଲ୍ମ ‘ବାହୁବଳୀ’ରୁ ସେ ଘରେ ଘରେ ପରିଚିତ ହୋଇସାରିଛନ୍ତି। ଦକ୍ଷ ଅଭିନୟ ଓ ହ୍ୟାଣ୍ଡସମ୍ ଲୁକ୍ ପାଇଁ ସାରା ଦେଶରେ ତାଙ୍କର ଅଗଣିତ ପ୍ରଶଂସକ ରହିଛନ୍ତି। ଆଜି…
ଗଞ୍ଜାମରେ ପନିପରିବା ଦର ଆକାଶଛୁଆ, ୧୦୦ ଟପିଲା ପିଆଜ
ଗଞ୍ଜାମ,୨୩ା୧୦(ଡି.ଏନ୍.ଏ.): ଦୀର୍ଘ ୮ ମାସରୁ ଊର୍ଦ୍ଧ୍ୱ ହେବ କରୋନା କଟକଣା ତଥା ଲକ୍ଡାଉନ ଶଟ୍ଡାଉନରେ କାମଧନ୍ଦା କରି ନ ପାରି ସାଧାରଣ ଜନତାଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ପଡ଼ିଥିବା ବେଳେ ପନିପରିବା ଦର ବୃଦ୍ଧି ଚିନ୍ତା ବଢ଼ାଇଛି। ବର୍ତ୍ତମାନ ଏହି…
Archives


