ନିର୍ବାଚନ ମଞ୍ଚରୁ ମୋଦିଙ୍କ ଅପିଲ: ପର୍ବ ସମୟରେ ଯାହାବି କିଣୁଛନ୍ତି ଲୋକାଲ କିଣନ୍ତୁ
ପାଟନା,୨୩ ।୧୦: ବିହାର ପାଇଁ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି କୁହାଯାଉଛି । ଶୁକ୍ରବାର ବିାର ବିଧାନସଭା ନିର୍ବାଚନ ପାଇଁ ଭାଜପା ଓ କଂଗ୍ରେସର ଷ୍ଟାର ପ୍ରଚାରକ ମଇଦାନରେ ଥିବା ବେଳେ ଏହା ସାଧାରଣ ଭୋଟରଙ୍କ ମନରେ ନିଶ୍ଚିତ ଭାବେ…
କରୋନା ମହାମାରୀକୁ ଖାତିର ନ କରି ୧୫ କିମି ସାଇକେଲ ଚଲାଇ ରୋଗୀଙ୍କ ସେବା କରିବାକୁ ଯାଉଛନ୍ତି ୮୭ ବର୍ଷିୟ ଡାକ୍ତର
ଚନ୍ଦ୍ରପୁର,୨୩ ।୧୦: କରୋନା ମହାମାରୀ ସମୟରେ ଗାଁ ଲୋକେ ସ୍ୱାସ୍ଥ୍ୟ ସେବା ପାଇବାରେ ନାନା ଅସୁବିଧା ଭୋଗ କରୁଥିବା ଦେଖାଯାଇଛି । ଆଉ ଏହି ମହାମାରୀ ସମୟରେ ବିଶେଷ ଭାବେ ଛୋଟ ପିଲା, ବୟସ୍କ ବ୍ୟକ୍ତି ଓ ଗର୍ଭବତୀଙ୍କୁ ଘରୁ ବାହାରକୁ…
ଆଜି ମା’ଙ୍କ ମହାସପ୍ତମୀ ପୂଜା: ରାତି ପାହିଲେ ମହାଷ୍ଟମୀ
ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଶୁକ୍ରବାର ହେଉଛି ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା। ମା’ ଜଗତ୍ଜନନୀଙ୍କ ପୂଜା କରୋନା କଟକଣା ମଧ୍ୟରେ ବେଶ ଫିକା ପଡ଼ିଛି। ଏବର୍ଷ ଚଳଚଞ୍ଚଳ ହେଉନି ମା’ଙ୍କ ପୀଠ। ମାତ୍ର କଟକଣା ମଧ୍ୟରେ ମଣ୍ଡପରେ ପୂଜା ପାଉଛନ୍ତି ମା’ ମହିଷାମର୍ଦ୍ଦିନୀ। ବିଲ୍ବବରଣ…
ଜନ୍ମଦିନରେ ପ୍ରଶଂସକଙ୍କୁ ସ୍ବତନ୍ତ୍ର ଉପହାର ଦେଲେ ପ୍ରଭାସ
ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ପ୍ରଭାସ। ବାହୁବଳୀ ନାମରେ ପରିଚିତ ପ୍ରଭାସଙ୍କର ଆଜି ହେଉଛି ଜନ୍ମଦିନ। ତେଲୁଗୁ ସହ ବଲିଉଡ୍ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରଭାସ ନିଜର ଏହି ବିଶେଷ ଦିନରେ ପ୍ରଶଂସକଙ୍କୁ ଏକ ସ୍ବତନ୍ତ୍ର…
ତେଜସ୍ୱୀଙ୍କ ସହ ରାଲିରେ ଯୋଗ ଦେଇ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ
ପାଟନା,୨୩ ।୧୦: ବିଧାନସଭା ନିର୍ବାଚନ ପାଇଁ ଉଠୁଛି ପଡୁଛି ବିହାର । ସବୁଦଳ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ରାଲିର ଆୟୋଜନ କରିଛନ୍ତି । ଶୁକ୍ରବାର ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ୍ଡିଏ ପ୍ରଚାରର ମଙ୍ଗ ଧରିଥିବା ବେଳେ…
ଈଶା, ଆକାଶଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଟିନା ଅମ୍ବାନୀ, ଲେଖିଲେ ଏହି ହୃଦୟସ୍ପର୍ଶୀ ବାର୍ତ୍ତା
କୋଟିପତି ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ହେଉଛନ୍ତି ଆକାଶ ଆଉ ଝିଅ ଈଶା। ଆଜି ହେଉଛି ଉଭୟଙ୍କ ଜନ୍ମଦିନ। ଏହି ଅବସରରେ ଖୁଡ଼ି ଟିନା ଅମ୍ବାନୀ ଇନ୍ଷ୍ଟାଗ୍ରାମରେ ଫଟୋ ଶେୟାର କରି ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ…
କପିଲ ଦେବ ଅସୁସ୍ଥ : ହୃଦଘାତ ଯୋଗୁ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ,୨୩ ।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ କପିଲ ଦେବ ଅସୁସ୍ଥ ହୋଇପଡିଛନ୍ତି । ହୃଦ୍ଘାତ ସମସ୍ୟା ଦେଖାଯିବାରୁ ଶୁକ୍ରବାର ତାଙ୍କୁ ଦିଲ୍ଲୀର ଫୋର୍ଟିଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କର ଆନଜିଓପ୍ଲାଷ୍ଟି କରାଯାଇଥିବା ବେଳେ ସେ ସୁସ୍ଥ…
ବରଗଡ଼ରୁ ୬୨ ନୂଆ କରୋନା ପଜିଟିଭ୍ ଚିହ୍ନଟ: ସିଭିଲ କୋର୍ଟକୁ ପଶିଲା କରୋନା
ବରଗଡ଼ ଅଫିସ,୨୩।୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶୁକ୍ରବାର ଜିଲାରେ ପୁଣି ୬୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୮ଜଣ ମହିଳା ଓ ୩୪ ଜଣ ପୁରୁଷ ଅଛନ୍ତି। ନୂଆ ଆକ୍ରାନ୍ତ ମଧ୍ୟରେ…
ନବରାତ୍ରିରେ ଦେବୀ ମା’ଙ୍କ ଅବତାର ନେଲେ ଏହି ଲୋକପ୍ରିୟ ଅଭିନେତ୍ରୀ: ଚିହ୍ନବା କଷ୍ଟକର
ଏବେ ସାରା ଦେଶରେ ନବରାତ୍ରି ପାଳନ କରାଯାଉଛି। ଆଜି ଅର୍ଥାତ୍ ଶୁକ୍ରବାର ହେଉଛି ସପ୍ତମୀ। ଏହି ଦିନରେ ମା’ ଦୁର୍ଗାଙ୍କର ସପ୍ତମ ରୂପ ମା’ କାଳରାତ୍ରୀଙ୍କ ପୂଜା କରାଯାଏ। ଏହି ଅବସରରେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଋଷିନା କନ୍ଧାରୀ ମା’ଙ୍କ…
ଜନ୍ମଦିନରେ ଜେଲ୍ ଗଲେ ଯୁବକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନାଗପୁର,୨୩ା୧୦: ମନ ଆନନ୍ଦରେ ଜନ୍ମଦିନ ପାଳନ କରୁଥିବା ଜଣେ ୧୯ ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଛି। କାରଣ ଯୁବକ ଜଣଙ୍କ ତାଙ୍କ ଜନ୍ମଦିନରେ ଖଣ୍ଡାରେ କେକ୍ କାଟିଥିଲେ। ଏହା ପରେ ନାଗପୁର ପୋଲିସ ତାଙ୍କୁ ଗିରଫ କରିଥିଲା। ପାରଡି ଥାନାଧିକାରୀ…
ପିଲାଙ୍କ ପାଇଁ ଜୀବନକୁ ବାଜି ଲଗାଇଲା ମା’: ଅଜଗରକୁ ଗାତରେ ଦେଖି ବତକ କଲା ଏପରି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
ଏହି ପଶୁର କ୍ଷୀରରୁ ତିଆରି ହେଉଛି ବିଶ୍ୱର ସବୁଠାରୁ ମହଙ୍ଗା ପନିର:ଏହି ଦାମ୍ରେ କିଣାଯାଇ ପାରିବ ସୁନା
ସାଧାରଣତଃ ଆମେ ଗାଈ କିମ୍ବା ମଇଁଷି କ୍ଷୀରରୁ ପନିର ତିଆରି କରିଥାଉ। ଯାହାର କିଲୋପ୍ରତି ଦାମ୍ ୩ଶହରୁ ୬ଶହ ଟଙ୍କା । ହେଲେ ଏମିତି ଏକ ପଶୁର କ୍ଷୀରରୁ ପନିର ତିଆରି ହେଉଛି ଯାହା ବିଶ୍ୱର ସବୁଠାରୁ ମହଙ୍ଗା ପନିର। ଏହି…
Archives


