ମହାରାଷ୍ଟ୍ରରେ କୌଣସି ମାମଲାର ଯାଞ୍ଚ ପୂର୍ବରୁ ସିବିଆଇକୁ ନେବାକୁ ପଡିବ ରାଜ୍ୟ ସରକାରଙ୍କ ଅନୁମତି
ମୁମ୍ବାଇ,୨୨ ।୧୦: ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର କୌଣସି ମାମଲାର ଯାଞ୍ଚ ପାଇଁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସିବିଆଇକୁ ଦେଇଥିବା ସହମତିକୁ ପ୍ରତ୍ୟାହର କରି ନେଇଛନ୍ତି । ତେଣୁ ଏହାପରେ ରାଜ୍ୟର ଯେ କୌଣସି ମାମଲାର ତଦନ୍ତ ପାଇଁ ସିବିଆଇକୁ ରାଜ୍ୟ…
କରୋନା ସଂକ୍ରମିତ ମହିଳା ହସ୍ପିଟାଲରୁ ଲୁଚି ପଳାଇଲେ, ସ୍ବାମୀ କଲେ ନିଖୋଜ ଅଭିଯୋଗ
ନୂଆଦିଲ୍ଲୀ,୨୨।୧୦:ଗ୍ରେଟର କୈଲାଶ ଅଞ୍ଚଳରେ ରହୁଥିବା ଜଣେ କରୋନା ସଂକ୍ରମିତ ମହିଳା ଏମ୍ସରୁ ଫେରାର୍ ହୋଇ ମଧ୍ୟପ୍ରଦେଶର ମୁରୈନା ପଳାଇଯାଇଛନ୍ତି। ପୋଲିସକୁ ବିଭ୍ରାନ୍ତ କରିବାକୁ ସେ ନିଖୋଜ ଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ସ୍ବାମୀ। କିନ୍ତୁ ମାମଲାର ବିରୋଧ ହେବାରୁ ଏହି ମାମଲା…
ଗୁମର ଖୋଲିଲେ ଭାଜପା ନେତା: ବିମୁଦ୍ରୀକରଣ ସମୟରେ ସୁରଟରେ ହୋଇଥିଲା ୨ ହଜାର କୋଟିର ଦୁର୍ନୀତି
ନୂଆଦିଲ୍ଲୀ, ୨୨।୧୦: ଦେଶରେ ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ହୋଇଥିଲା। ଇତିମଧ୍ୟରେ ଏହାକୁ ବହୁ ବିତର୍କ ଜାରି ରହିଛି। ତେବେ ଭାଜପା ନେତା ପି.ଭି.ଏସ୍ ଶର୍ମାଙ୍କ ପକ୍ଷରୁ ସୋସିଆଲ ମିଡ଼ିଆରେ ଏସମ୍ପର୍କରେ କରାଯାଇଥିବା ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।…
ଚାଇନାରେ ଆଉ ଏକ ଅଜଣା ରୋଗର ଶିକାର ଆମେରିକୀୟ ଅଧିକାରୀ, ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ଟ୍ରମ୍ପ ପ୍ରଶାସନ
ଓ୍ବାଶିଂଟନ,୨୨ା୧୦: ଚାଇନାରେ ଆମେରିକାର ଅଧିକାରୀମାନେ ହଠାତ୍ ଏକ ଅଜଣା ରୋଗର ଶିକାର ହେବା ପରେ ଟ୍ରମ୍ପ୍ ପ୍ରଶାସନ ଚାଇନା ଏନେଇ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଆଣିଛନ୍ତି। ଆମେରିକା ସରକାର ଏହି ଅଭିଯୋଗ ଏଥିପାଇଁ ଲଗାଇଛନ୍ତି କାରଣ ଚାଇନାର ଗାଙ୍ଗ୍ଝୋଉରେ ଆମେରିକାର ବୈଦେଶିକ…
ଜେନେଲିଆଙ୍କ ସ୍ବାମୀ କହିବାରୁ ରାଗିଯାଇଥିଲେ ରିତେଶ ଦେଶମୁଖ
ଟେଲିଭଜନର ଚର୍ଚ୍ଚିତ କମେଡି ଶୋ’ ‘ଦ କପିଲ୍ ଶର୍ମା ଶୋ’ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥାଏ। ଏହି ଶୋ’କୁ ଆସୁଥିବା ସେଲିବ୍ରିଟିମାନେ ମଧ୍ୟ ନିଜ ଜୀବନର ମଜାଳିଆ ସ୍ମୁତିକୁ ଦର୍ଶକଙ୍କ ସହ ବାଣ୍ଟିଥାନ୍ତି। ନିକଟରେ ଏହି ଶୋ’ରେ ଭାଗ ନେଇଥିବା ଅଭିନେତା…
ଜମ୍ମୁ-କଶ୍ମୀରରେ କଳା ଦିବସ ପାଳନ: ୭୩ ବର୍ଷ ତଳେ ପାକିସ୍ତାନ କରିଥିଲା ଆକ୍ରମଣ
ଶ୍ରୀନଗର, ୨୨।୧୦: ଗୁରୁବାର ଜମ୍ମୁ-କଶ୍ମୀରରେ କଳା ଦିବସ ପାଳନ କରାଯାଉଛି। ୭୩ ବର୍ଷ ତଳେ ୧୯୪୭ ଅକ୍ଟୋବର ୨୨ରେ ପାକିସ୍ତାନ ସୈନ୍ୟ କବାୟଲିଙ୍କ ସହିତ ମିଳିତ ହୋଇ ଏଠାରେ ଅବୈଧ ଭାବେ ପ୍ରବେଶ କରି ଲୁଟପାଟ କରିବା ସହିତ ହଣାକଟା ଆରମ୍ଭ…
କରୋନାରେ ୧୫ ଜୀବନ ଗଲା
ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୧୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୧୯୬କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ୧୫…
ଧରାପଡିଲା ଚାଇନାର ମିଛ: ଡ୍ରୋନ୍ ନୁହେଁ ବରଂ ଖଚର ସାହାଯ୍ୟରେ ସୀମାକୁ ପଠାଯାଉଛି ବିଭିନ୍ନ ସାମଗ୍ରୀ
ବେଜିଂ,୨୨ ।୧୦: ଚାଇନା ଗଣମାଧ୍ୟମ ଲଗାତାର ଭାବେ ଦାବି କରି ଆସୁଥିଲା ଚାଇନା ସେନା(ପିଏଲ୍ଏ)ଖୁବ୍ ଶକ୍ତିଶାଳୀ ଓ ଏମାନଙ୍କ ନିକଟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି । ନିକଟରେ ଚାଇନାର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସରେ ଏହା ପ୍ରକାଶ କରାଯାଇଥିଲା । ଏଥିରେ…
ନିବେଶ ବୃଦ୍ଧି ପାଇଁ ୧୫ ଗ୍ଲୋବାଲ୍ ଫଣ୍ଡ୍ ହାଉସ୍ ସହିତ ଆଲୋଚନା କରିବେ ମୋଦି
ନୂଆଦିଲ୍ଲୀ, ୨୨।୧୦: ଦେଶରେ ବିବେଶ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ଶୀଘ୍ର ୧୫ ଗ୍ଲୋବାଲ ଫଣ୍ଡ୍ ସାଉସ୍ର ପ୍ରତିନିଧିଙ୍କ ସହିତ ଆଲୋଚନା କରିବେ। ଏସମ୍ପର୍କରେ ଅର୍ଥ ବ୍ୟାପାର ବିଭାଗ ସଚିବ ତରୁଣ ବଜାଜ ସୂଚନା ଦେଇଛନ୍ତି। ଦେଶର ଭିତ୍ତିଭୂମି…
ପ୍ରେମିକାଙ୍କୁ ଡେଟ୍ରେ ଡାକିଥିଲେ ପ୍ରେମିକ, ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ
ପ୍ରେମିକା-ପ୍ରେମିକ ଡେଟ୍ରେ ଯିବା ଏକ ସାଧାରଣ କଥା। ମାତ୍ର ଚାଇନାର ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡକୁ ଡେଟ୍ ପାଇଁ ଡାକିବା ଭାରି ପଡ଼ିଛି। ଯୁବକଙ୍କ ଗର୍ଲଫ୍ରେଣ୍ଡ ନିଜର ୨୩ ସାଙ୍ଗଙ୍କୁ ଧରି ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ଏହା ପରେ ବିଲ୍ ଏତେ ଅଧିକ…
କ୍ରିକେଟ ପାଇଁ ମା’ଙ୍କଠାରୁ ଖାଉଥିଲେ ମାଡ, ଏବେ ଶାହରୁଖ ଖାନ୍ଙ୍କ ଟିମ୍କୁ କନ୍ଦାଇଲେ
ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ରଶଂସକମାନେ ପ୍ରାୟତଃ ରନ ବର୍ଷା ହେଉଥିବା ଦେଖନ୍ତି, କିନ୍ତୁ ବେଳେବେଳେ ବୋଲରମାନେ ମଧ୍ୟ ବୋଲିଂ କରି ବ୍ୟାଟ୍ସମ୍ୟାନ୍ଙ୍କୁ ହଇରାଣ କରନ୍ତି। ଆଇପିଏଲ ୨୦୨୦ର ୩୯ତମ ମ୍ୟାଚରେ ତାହା ଦେଖିବାକୁ ମିଳିଥିଲା ଏହି ମ୍ୟାଚ୍ରେ କୋଲକାତା ନାଇଟ ରାଇଡର୍ସ…
କରୋନା ମହାମାରୀକୁ ନେଇ ଟ୍ରମ୍ପଙ୍କ ଉପରେ ବର୍ଷିଲେ ଓବାମା
ୱାଶିଂଟନ,୨୨ ।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ବେଳକୁ ବେଳ ପାଖେଇ ଆସୁଥିବା ବେଳେ ପ୍ରାର୍ଥିମାନେ ପରସ୍ପର ଉପରେ ଆକ୍ରମଣ କରିବା ମୁଡ୍ରେ ଥିବା ଦେଖାଯାଇଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପାର୍ଟିର ସଦସ୍ୟ ବାରାକ ଓବାମା କରୋନା ଭାଇରସକୁ…
Archives


