Home Left

ପୋଷା କୁକୁରକୁ ଛାଡ଼ନ୍ତୁ ନାହିଁ ବାହାରକୁ

କୋଲକାତା, ୨୧।୨: ଗତ ଦୁଇ ସପ୍ତାହରେ କୋଲକାତାରେ ମଲେଣି ୬୦ ବୁଲା କୁକୁର ଓ ୧୨ରୁ ଅଧିକ ପୋଷା କୁକୁର। ଗ୍ୟାଷ୍ଟ୍ରୋଏଣ୍ଟରାଇଟିସ ପୀଡ଼ିତ ହୋଇ ଏତେ ସଂଖ୍ୟାରେ କୁକୁରମାନେ ମୃତ୍ୟୁ ମୁଖରେ ପଡ଼ିଥିବା କୁହାଯାଉଛି। ଏହି ରୋଗ ଗୋଟେ କୁକୁର ଠାରୁ…

ଜିଲାବାସୀଙ୍କୁ ସତର୍କ କରିବା ପାଇଁ ସାଇକେଲ୍‌ରେ ବୁଲିଲେ ଜିଲାପାଳ

ବ୍ରହ୍ମପୁର ଅଫିସ୍‌,୨୧ା୨: ପୁଣି କରୋନା କାୟା ମେଲାଉ ଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ରବିବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସାଇକେଲ୍‌ରେ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ର ବିଭିନ୍ନ ସ୍ଥାନ…

୨୦୦ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମଝି ଆକାଶରେ ଫେଲ ହୋଇଗଲା ଇଞ୍ଜିନ

ଡେନଭର(ଆମେରିକା), ୨୧।୨: ଆମେରିକାର ଡେନଭର ବିମାନ ବନ୍ଦରରୁ ୨୩୧ ଯାତ୍ରୀ ଓ ୧୦ କ୍ରୁ ମେମ୍ବରଙ୍କୁ ନେଇ ହାଓ୍ବାଇ ଅଭିମୁଖେ ଶନିବାର ଉଡ଼ାଣ ଆରମ୍ଭ କରିଥିଲା ଫ୍ଲାଇଟ୍‌ ୟୁଏ୩୨୮। ମଝି ଆକାଶରେ ଥିବାବେଳେ ବିମାନର ଏକ ଇଞ୍ଜିନ ସମ୍ପୂର୍ଣ୍ଣ ଫେଲ ହୋଇଯାଇଥିଲା।…

ଯୁଦ୍ଧ ବିମାନ ଦୁର୍ଘଟଣା: ୭ ଯବାନ ମୃତ

ଆବୁଜା,୨୧।୨: ନାଇଜେରିଆର ରାଜଧାନୀ ଆବୁଜା ନିକଟରେ ରବିବାର ଏକ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୭ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବାୟୁସେନା ମୁଖପାତ୍ର କହିଛନ୍ତି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପାଇଲଟ ଇଞ୍ଜିନରେ ତ୍ରୁଟି…

ଆଇପିଏଲ ପୂର୍ବରୁ ଧୋନୀଙ୍କ ସମ୍ପର୍କରେ ଏମିତି କହିଲେ ଉଥପ୍ପା

ନୂଆଦିଲ୍ଲୀ, ୨୧।୨: ଆଇପିଏଲ ଅକ୍‌ଶନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ସାମିଲ ହୋଇଥିବା ବରିଷ୍ଠ ବ୍ୟାଟ୍ସମ୍ୟାନ ରବିନ ଉଥପ୍ପାଙ୍କ ଏକ ଭିଡିଓ ଟୁଇଟରରେ ଶେୟାର କରାଯାଇଛି। ସିଏସ୍‌କେ ପକ୍ଷରୁ ଶେୟାର କରାଯାଇଥିବା ଭିଡିଓରେ ଉଥପ୍ପା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର…

ପ୍ରଜାପତି ମୁଣ୍ଡରେ କାଳିଆ

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି,୨୧ା୨: ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଝରିଗୁମା ପଞ୍ଚାୟତର ଡେଙ୍ଗପଦର ଗ୍ରାମର ଭୀଷ୍ମସେନ ବିଷୋୟୀଙ୍କ ଅଗଣାରେ ଏକ ବିରଳ ପ୍ରଜାପତି ଦେଖିବାକୁ ମିଳିଛି। ପ୍ରଜାପତିଟିର ଚଉଡ଼ା ପ୍ରାୟ ୨ ଇଞ୍ଚ ରହିଥିବା ବେଳେ ଲମ୍ବ ପ୍ରାୟ ୪ଇଞ୍ଚ ହେବ॥ ଗୁରୁତ୍ୱପୂର୍ଣ୍ଣ ବିଷୟ…

ମଧ୍ୟାହ୍ନଭୋଜନ ଚାଉଳ ନେଇ ଯାଉଥିବା ଟ୍ରକ୍‌ ଓଲଟି ୨ ଶ୍ରମିକଙ୍କ ଜୀବନ ଗଲା

କୋଡ଼ିଙ୍ଗା/ନବରଙ୍ଗପୁର,୨୧ା୨: ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ କୋଡ଼ିଙ୍ଗା-ଦୁରାଗାଁ ରାସ୍ତା ଡଙ୍ଗାପଖନା ନିକଟରେ ରବିବାର ଏକ ଚାଉଳ ବୋଝେଇ ଟ୍ରକ୍‌ ଓଲଟି ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନବରଙ୍ଗପୁର ବ୍ଲକ ଟିର୍ଲିଆମ୍ବଗୁଡ଼ା ଗ୍ରାମର ନବ ହରିଜନ(୪୦) ଏବଂ ସରାଦୁ ଭତରା(୩୫)।…

ଘାଟିରେ ଓଲଟିଲା ପେପର ବୋଝେଇ ଟ୍ରକ୍‌

ଦିଗପହଣ୍ଡି,୨୧।୨(ଡି.ଏନ୍‌.ଏ.): ଗଞ୍ଜାମ – ଗଜପତି ସୀମାନ୍ତ ପାଟପୁର ଥାନା ଅଧୀନ ତପ୍ତପାଣି ଘାଟି ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଏକ ପେପର ବୋଝେଇ ଟ୍ରକ ଓଲଟି ପଡ଼ିଥିବା ବେଳେ ଏଥିରେ ଟ୍ରକ ଚାଳକ ସମେତ ହେଲପର ଗୁରୁତର ହୋଇଥିବା ଜଣାପଡ଼ିଛି। ଖବରନୁଯାୟୀ,…

ଅଧିକ ସୁନ୍ଦରୀ ହୋଇଥିବାରୁ ପଦରୁ ଇସ୍ତଫା ଦେବାକୁ କରାଯାଉଛି ବାଧ୍ୟ

ଅଧିକ ସୁନ୍ଦରୀ ହେବା ମଧ୍ୟ ଚିନ୍ତାର କାରଣ ହୋଇପାରେ। ଏହା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଏଭଳି ଏକ ଘଟଣା ରୋମାନିଆରେ ଘଟିଛି। ରୋମାନିଆର ବିଉଟି କୁଇନ କ୍ଲାଉଡିଆ ଆର୍ଡେଲିନଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ଚାପ ପକାଯାଉଛି। ଏହାର…

ଲିଟର ପିଛା ୧ ଟଙ୍କା ଶସ୍ତା ହେବ ପେଟ୍ରୋଲ, ଡିଜେଲ

କୋଲକାତା,୨୧।୨: ସମଗ୍ର ଦେଶରେ ପେଟ୍ରୋଲ ଡିଜେଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲ ଡିଜେଲ ଉପରେ ଲଗାଯାଇଥିବା ‘ରାଜ୍ୟ ଟିକସ’ରେ ୧ ଟଙ୍କା କାଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି।…

ଜଲେଶପଟ୍ଟା କନ୍ୟାଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଦେଇ ଧରାପଡ଼ିଲେ ସାଧୁ

ଫୁଲବାଣୀ ଅଫିସ/ତୁମୁଡିବନ୍ଧ,୨୧।୨: କନ୍ଧମାଳ ଜିଲା ଜଲେଶପଟ୍ଟା କନ୍ୟାଶ୍ରମ ମୁଖ୍ୟ ସ୍ବାମୀ ଜୀବନ ମୁକ୍ତାନନ୍ଦ ପୁରିଙ୍କୁ ଫୋନରେ ହତ୍ୟା ଧମକ ଦେଇଥିବା ସାଧୁଙ୍କୁ ପୋଲିସ ରବିବାର ସନ୍ଧ୍ୟାରେ ଗିରଫ କରିଛି। ଗିରଫ ସାଧୁ ଜଣକ ହେଲେ ମହାଦେବ ମହାରାଜ। ପୋଲିସ ତାଙ୍କୁ ରାୟଗଡ଼ା…

ମହାରାଷ୍ଟ୍ରର ଏହି ଦୁଇ ସହର ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌

ମୁମ୍ବାଇ,୨୧।୨: ମହାରାଷ୍ଟ୍ରରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ଅମରାବତୀ ସହର ଏବଂ ଅଚଲପୁରରେ ସପ୍ତାହକ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯାଇଛି। ଏହି ଅଞ୍ଚଳରେ ସବୁଠୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ନଜରରେ ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?