Home Left

ପାର୍ବଣ ଉତ୍ସବ ପାଣିଚିଆ

ଅନୁଗୋଳ ଅଫିସ, ୨୪ା୧୦ – ଧରାପୃଷ୍ଠକୁ ମା’ ଆସିବେ ବୋଲି ମାସ ମାସ ଧରି ପ୍ରସ୍ତୁତି ଚାଲେ। ଆକର୍ଷଣୀୟ ତୋରଣ ନିର୍ମାଣ ପାଇଁ ରାଜ୍ୟ ବାହାରୁ ଆସନ୍ତି କାରିଗର। ଲାଇଟ୍‌, ସାଉଣ୍ଡ ଆଦି ସାଜସଜ୍ଜା ଦାୟିତ୍ୱ ଦିଆଯାଏ ଭଲ ଚିତ୍ରାଳୟକୁ। ମା’ଙ୍କ…

ଅଟକିଯାଇଛି ନାଟକ

ଓଡ଼ାପଡ଼ା, ୨୪ା୧୦ –  ଖାଁ ଖାଁ ପ୍ରେକ୍ଷାଳୟ। ବନ୍ଦ ହୋଇଯାଇଛି ସଂଳାପର ପ୍ରତିଧ୍ୱନି। ନାହାନ୍ତି କଳାକାର କି ଦିଶୁନି ସେମାନଙ୍କ ହସକାନ୍ଦ ଭରା ଅଭିନୟର ଚାତୁରି। ମାର୍ଚ୍ଚ ଶେଷ ସପ୍ତାହ ଯାଏ ଚଳଚଞ୍ଚଳ ଥିବା କଳାକାର, ରଙ୍ଗମଞ୍ଚରେ ଏବେ ଅସମ୍ଭବ ନୀରବତା।…

ଏସିଆନ୍‌ ଅନ୍‌ଲାଇନ୍‌ ଟିମ୍‌ ଚେସ୍‌ ବୈଶାଳୀ, ଗୋମ୍ସଙ୍କୁ ସ୍ବର୍ଣ୍ଣ, ପଦ୍ମିନୀ, ଶଶିକିରଣଙ୍କୁ ରୌପ୍ୟ

ଚେନ୍ନାଇ, ୨୪।୧୦(ପି.ଟି.)- ଭାରତୀୟ ମହିଳା ଓ ପୁରୁଷ ଦଳ ଏସିଆନ ନେସନ୍ସ (ରିଜିଅନ୍ସ) ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଟପ୍‌ସିଡ୍‌ର ମାନ୍ୟତା ପାଇଥିବା ଭାରତୀୟ ମହିଳା କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ୨ଟି ଯାକ ମ୍ୟାଚ ସହଜରେ ଜିତିଥିଲେ। ଏହି…

ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ମିଳିବ ଅନୁକମ୍ପା ରାଶି

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ)-କୋଭିଡ୍‌ ମହାମାରୀ ମଧ୍ୟରେ ନଭେମ୍ବର ୩ ତାରିଖରେ ତିର୍ତ୍ତୋଲ ଏବଂ ବାଲେଶ୍ୱର ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ପୋଲିଙ୍ଗ କର୍ମଚାରୀ ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବାହିନୀ ଯବାନଙ୍କର କୋଭିଡ୍‌ରେ ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ…

ନେହା କକ୍କରଙ୍କ ହଳଦୀ ସେରିମନି ଫଟୋ ଭାଇରାଲ

ଆଉ କିଛିଦିନ ମଧ୍ୟରେ ବିବାହ ବନ୍ଧରେ ବାନ୍ଧି ହେବେ ବଲିଉଡ ଗାୟିକା ନେହା କକ୍କର। ଏଥିପାଇଁ ପ୍ରାୟ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ପଞ୍ଜାବୀ ଗାୟକ ରୋହନପ୍ରୀତଙ୍କୁ ସେ ଦିଲ୍ଲୀରେ ବିବାହ କରିବେ। ଶୁକ୍ରବାର ନେହା ତାଙ୍କର ହଳଦୀ ସେରିମନିର…

ଖୁବ୍‌ଶୀଘ୍ର ଉପଲବ୍ଧ ହୋଇପାରେ ଟିକା

ଭୁବନେଶ୍ୱର,୨୩।୧୦(ବ୍ୟୁରୋ)-କରୋନା ମହାମାରୀରେ କବଳିତ ସାରା ବିଶ୍ୱ ଏବେ ବି ଟିକା ଅପେକ୍ଷାରେ। ଖୁବ୍‌ଶୀଘ୍ର ଟିକା ମିଳିବ ବୋଲି ଶୁଣାଯାଉଥିଲେ ମଧ୍ୟ ଏଯାଏ କିଛି ବି ସ୍ପଷ୍ଟ ସୂଚନା ମିଳିପାରୁନି। ଏପରିସ୍ଥିତିରେ କୋଭିଡ୍‌-୧୯ ବିରୋଧରେ ଟିକାକରଣ ପାଇଁ ଓଡ଼ିଶା ସରକାର ପ୍ରକ୍ରିୟା ଆରମ୍ଭ…

ରିପବ୍ଲିକ ଟିଭିର ୧୦୦୦ କର୍ମଚାରୀଙ୍କ ବିରୋଧରେ ଏତଲା

ମୁମ୍ବାଇ,୨୩।୧୦-ଟିଆରପି ସ୍କାମ ମାମଲାରେ ମୁମ୍ବାଇ ପୋଲିସ ଶୁକ୍ରବାର ରିପବ୍ଲିକ ଟିଭିର ସମସ୍ତ କର୍ମଚାରୀଙ୍କ ବିରୋଧରେ ଏତଲା ଦାଖଲ କରିଛି। ରିପବ୍ଲିକ ଟିଭି ଏବଂ ରିପବ୍ଲିକ ଭାରତରେ ପାଖାପାଖି ୧୦୦୦ରୁ ଅଧିକ କର୍ମଚାରୀ ରହିଛନ୍ତି। ସମସ୍ତ ଏଡିଟୋରିଆଲ ଷ୍ଟାଫଙ୍କ ସହ ସବୁ କର୍ମଚାରୀଙ୍କ…

ଅନୁଚ୍ଛେଦ ୩୭୦ର ସାହାରାରେ ଭୋଟ ମାଗୁଛି ଭାଜପା: ମେହେବୁବା

ଶ୍ରୀନଗର,୨୩ ।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ମେହେବୁବା କହିଛନ୍ତି ବିହାରରେ ଭୋଟ ମାଗିବାକୁ ମୋଦି ଅନୁଚ୍ଛେଦ ୩୭୦ର ସାହାରା ନେଉଛନ୍ତି । ଯେତେବେଳେ ମୋଦି ବିଫଳ ହେବାକୁ ଯାଉଛନ୍ତି…

ରାଜାମୌଳିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଫାଷ୍ଟ୍ ଲୁକ୍ ରିଲିଜ

ମୁମ୍ବାଇ: ବାହୁବଳୀ ନିର୍ଦ୍ଦେଶକ ଏସ୍‌ଏସ୍ ରାଜମୌଳିଙ୍କ ଆଉ ଏକ ବଡ ଫିଲ୍ମ ‘ଆର୍‌ଆର୍‌ଆର୍‌’ ବା (ରୌଦ୍ରମ ରନମ ରୁଢିରମ) । ଦର୍ଶକ ଏହି ଫିଲ୍ମରେ ବାହୁବଳୀ ଭଳି ମନୋରଞ୍ଜନକୁ ଅପେକ୍ଷା ରଖିଛନ୍ତି । ଏନ୍‌ଟିଆର୍‌, ଏସ୍‌ଏସ୍ ରାଜାମୌଳି ଓ ରାମ ଚରଣ…

ଜନ୍ମଦିନ ପୂର୍ବରୁ ନିଜପାଇଁ ସ୍ୱତନ୍ତ୍ର ଉପହାର କିଣିଲେ ନେହାଙ୍କ ପୂର୍ବତନ ପ୍ରେମିକ

ମୁମ୍ବାଇ: ବଲିଉଡ୍‌ର ବେଶ୍ ଲୋକପ୍ରିୟ ଅଭିନେତା ତଥା ବଲିଉଡ୍ ଗାୟିକା ନେହା କକ୍କରଙ୍କ ପୂର୍ବତନ ପ୍ରେମିକ ହିଂମାଶ କୋହଲି ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ହିଂମାଶଙ୍କ ରହିଛନ୍ତି ବେଶ କେତେଜଣ ପ୍ରଶଂସକ । ଆଉ ଏମାନେ…

ମଞ୍ଚେଶ୍ୱରରେ ଜଳିଗଲା ଟ୍ରକ୍‌

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଅଞ୍ଚଳରେ ଏକ ଟ୍ରକ୍‌ ଶୁକ୍ରବାର ଜଳିଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରଛନ୍ତି। ମାତ୍ର ଏଯାବତ୍‌ ଅଗ୍ନିକାଣ୍ଡର କାରଣ ଜଣାପଡ଼ି…

ରାଜଧାନୀରୁ ୧୮୯ କରୋନା ପଜିଟିଭ ଚିହ୍ନଟ: ସୁସ୍ଥ ହେଲେ ୨୬୭

ଭୁବନେଶ୍ୱର, ୨୩।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶୁକ୍ରବାର ଆଉ ୧୮୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୪୭ ଏବଂ ଲୋକାଲ କେସ୍‌ ୧୪୨ ଜଣ ରହିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri