Posted inଫୁରସତ

ନଦୀ ନ ଥିବା ଦେଶ

ପ୍ରାୟ ସବୁ ଦେଶରେ ନଦୀ କିମ୍ବା ଝରଣା ରହିଥିବା ଜାଣିଥିବେ। ମାତ୍ର ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ସ୍ଥାୟୀ ନଦୀ କିମ୍ବା ଝରଣାଟିଏ ମଧ୍ୟ ନାହିଁ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଦେଶ ହେଉଛି ସାଉଦି ଆରବ। ଏଠାରେ ନଦୀ କିମ୍ବା ଝରଣା ନ ଥିବାରୁ ଲୋକେ ପାଣି ପାଇଁ ହାହାକାର ହୁଅନ୍ତି। ଏଠାରେ ବହୁ କମ୍‌ ପାଣି ମିଳେ। ତାହା ପୁଣି ଉଚ୍ଚ ଦରରେ। ପାଣି ଅଭାବ ଅନୁଭବ ନ କରିବା ପାଇଁ ଏହି ଦେଶର ଲୋକେ ଅଣ୍ଡରଗ୍ରାଉଣ୍ଡ୍‌ରୁ ଜଳ ସଂଗ୍ରହ କରିଥାନ୍ତି। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୯୭୦ରେ ସରକାର ଜଳ ବିଶୋଧନାଗାର କାର୍ଯ୍ୟ ଆରମ୍ଭ କରିଥିଲେ। ଏଠାରେ ୧ ହଜାରରୁ ଊର୍ଦ୍ଧ୍ୱ ଜଳ ବିଶୋଧନାଗାର ନିର୍ମାଣ କରାଯାଇଛି। ଏହି ଜଳକୁ ବ୍ୟବସାୟ ଏବଂ କୃଷିରେ ବିନିଯୋଗ କରାଯାଉଛି। ନଦୀ କିମ୍ବା ଝରଣା ସିନା ନାହିଁ। ମାତ୍ର ସମୁଦ୍ର ରହିଛି। ସମୁଦ୍ର ପାଣିକୁ ସଂରକ୍ଷଣ କରି ରଖାଯାଉଛି। ଲବଣାକ୍ତ ଅଂଶକୁ କମାଇବା ପାଇଁ ପାଣି ଫିଲଟରିଂ କରାଯାଉଛି। ସାଧାରଣ ସ୍ଥାନରେ ଶୁଦ୍ଧ ପାଣି ପାଇଁ ୨୦୦ ଡଲାର ଖର୍ଚ୍ଚ ହେଉଥିବା ବେଳେ ଏଠାରେ ୧୦୦୦ ଡଲାର ପ୍ରତି ଏକର ଫୁଟକୁ ଦେବାକୁ ପଡ଼ିଥାଏ। ଏଠାରେ କେମିତି ପାଣି ପାଇଁ ଖର୍ଚ୍ଚ କମ୍‌ ହେବ ସେନେଇ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଚେଷ୍ଟା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଣ ମୁସଲମାନ୍‌ଙ୍କ ପାଇଁ ଖୋଲିଲା ମୋଦି ମସଜିଦ୍‌

ବଙ୍ଗୋଲୁରୁ,୨୧।୧: କର୍ନାଟକର ବେଙ୍ଗାଲୁରୁର ଟସ୍କର ଟାଉନରେ ଥିବା ମୋଦି ଅବଦୁଲ୍‌ ଗଫୁର ମସଜିଦ୍‌କୁ ଅଣ ମୁସଲମାନଙ୍କ ପାଇଁ ଖୋଲା ଯାଇଛି। ୧୭୦ ବର୍ଷ ମଧ୍ୟରେ ପ୍ରଥମ...

ୟୁଟ୍ୟୁବ୍‌ ଦେଖି ସାନ ଭାଇଙ୍କ ଜୀବନ ରକ୍ଷାକଲେ ୯ ବର୍ଷ ବାଳକ

ଓ୍ବାଶିଂଟନ,୫।୨: ଆମେରିକାରେ ଜଣେ ୯ ବର୍ଷ ବୟସ୍କ ବାଳକ ୟୁଟ୍ୟୁବ୍‌ ଦେଖି ତାଙ୍କ ୩ ବର୍ଷର ସାନ ଭାଇଙ୍କ ଜୀବନ ରକ୍ଷା କରିଛନ୍ତି। ଟିମୋଥି ପ୍ରଥରଙ୍କ...

ଝୋଟ କାରିଗରି

ଓଡ଼ିଶାର ଯେଉଁସବୁ କଳାକାରିଗରି ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଛି ସେଥିରେ ଝୋଟର ରହିଛି ଏକ ସ୍ବତନ୍ତ୍ର ସ୍ଥାନ। ଝୋଟ ପାଇଁ ବିଶେଷକରି ଉପକୂଳ ଅଞ୍ଚଳର ବିଭିନ୍ନ...

ମହାକାଶରୁ ପୃଥିବୀର ଫଟୋ

ନୂଆଦିଲ୍ଲୀ, ୨୫ା୧: ଇଣ୍ଟରନ୍ୟାଶନାଲ ସ୍ପେଶ ଷ୍ଟେଶନ(ଆଇଏସ୍‌ଏସ୍‌) ମହାକାଶରୁ ପୃଥିବୀର ବିରଳ ଫଟୋ ଜାରି କରିଛି। ସହରର ଆଲୋକ ଓ ଚମକୁଥିବା ତାରାଗୁଡ଼ିକ ମଧ୍ୟରେ ପୃଥିବୀର ଦୃଶ୍ୟ...

ଏହି ମୁସ୍‌ଲିମ୍‌ ଦେଶରେ ରହିଛି ଭଗବାନ ବିଷ୍ଣୁଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତି

ହିନ୍ଦୁଧର୍ମରେ ଭଗବାନ ବିଷ୍ଣୁଙ୍କୁ ପୃଥିବୀର ପାଳନକର୍ତ୍ତା ଭାବେ ବିବେଚନା କରାଯାଏ। ଯଦିଓ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଭଗବାନ ବିଷ୍ଣୁଙ୍କ ମନ୍ଦିର ରହିଛି ତଥାପି ବିଦେଶରେ...

୨୦ରେ ଚନ୍ଦ୍ରକକ୍ଷରେ ପହଞ୍ଚତ୍ବ ଚନ୍ଦ୍ରୟାନ-୨

ଅହମଦାବାଦ: ଭାରତର ଦ୍ୱିତୀୟ ମୁନ୍‌ ମିଶନ୍‌ ‘ଚନ୍ଦ୍ରୟାନ-୨’ ଅଗଷ୍ଟ ୨୦ରେ ଚନ୍ଦ୍ର କକ୍ଷରେ ପହଞ୍ଚତ୍ବା ଆଶା କରାଯାଉଛି। ଏହା ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ...

ଇ-ସିଗାରେଟ୍‌ କବଳରେ ଶିକ୍ଷିତ ଯୁବପିଢ଼ି

ମୁମ୍ବାଇ: ଇ-ସିଗାରେଟ୍‌କୁ ୨୦୧୯ରୁ ଭାରତ ସରକାରଙ୍କ ପକ୍ଷରୁ ନିଷିଦ୍ଧ ଘୋଷଣା କରାଯାଇଛି। କିନ୍ତୁ ଏହା ସତ୍ତ୍ୱେ ଦେଶର ଶିକ୍ଷିତ ଯୁବପିଢ଼ି ଇ-ସିଗାରେଟ୍‌ର ବହୁଳ ବ୍ୟବହାର କରିବାରେ...

ପାଣିରେ ପଶି ଫୁଟବଲ୍‌ ଖେଳୁଛି ହାତୀଛୁଆ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week