Home Left

ର’ ମୁଖ୍ୟ-ଓଲିଙ୍କ ବୈଠକକୁ ନେଇ ବିବାଦ

କାଠମାଣ୍ଡୁ,୨୪ା୧୦: ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର) ମୁଖ୍ୟ ସାମନ୍ତ କୁମାର ଗୋଏଲ ଓ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ମଧ୍ୟରେ ବୁଧବାର ହୋଇଥିବା ବୈଠକକୁ ନେଇ ପଡ଼ୋଶୀ ଦେଶରେ ବିବାଦ ସୃଷ୍ଟି ହୋଇଛି। ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି…

୯ରେ ଜାମିନରେ ଆସିିବେ ଲାଲୁ

ପାଟନା, ୨୪ା୧୦: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଫସିଥିବା ଆର୍‌ଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ ନଭେମ୍ବର ୯ରେ ଜାମିନ ପାଇ ଜେଲରୁ ମୁକୁଳିବେ। ଏନେଇ ପୁଅ ତଥା ବିରୋଧୀ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ ଶୁକ୍ରବାର ପ୍ରକାଶ କରିଛନ୍ତି। ଏବେ ଲାଲୁପ୍ରସାଦ…

ଚାଇନା ଦଖଲରୁ ଜାଗା କେବେ ଫେରିବ

ହିସୁଆ, ୨୪ା୧୦: ବିହାରରେ ପ୍ରଚାର ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧା ଟାର୍ଗେଟ କରିଛନ୍ତି। ଲଦାଖରେ ଚାଇନା ଜୋର୍‌ଜବରଦସ୍ତ ଭାରତର ଜାଗାକୁ ମାଡ଼ିବସିଛି। କିନ୍ତୁ ପ୍ରଧାନମନ୍ତ୍ରୀ କେହି ଆମ ଜାଗା ନେଇନାହାନ୍ତି ବୋଲି କହୁଛନ୍ତି।…

୩୭୦ ଲାଗୁ ପ୍ରତିଶ୍ରୁତି ଅପମାନଜନକ

ପାଟନା, ୨୪ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିହାରର ୩ଟି ସ୍ଥାନରେ ନିର୍ବାଚନ ରାଲି କରି ଭୋଟରଙ୍କୁ ମନାଇବା ଲାଗି ପ୍ରୟାସ କରିଛନ୍ତି। ବିହାରର ସାସାରାମ, ଗୟା ଓ ଭାଗଲପୁରରେ ସେ ବିରୋଧୀ କଂଗ୍ରେସ ଓ ଆର୍‌ଜେଡି ଉପରେ ବର୍ଷିଛନ୍ତି। ସାସାରାମରେ…

ପ୍ଲାଜ୍‌ମା ଥେରାପିରୁ ସୁଫଳ ମିଳୁନି: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ, ୨୪ା୧୦: କରୋନା ରୋଗୀଙ୍କ ଲାଗି ପ୍ଲାଜ୍‌ମା ଥେରାପି ବିଶେଷ ଫଳପ୍ରଦ ହେବ ବୋଲି କୁହାଯାଇଥିବାବେଳେ ଏହାର କୌଣସି ସୁଫଳ ମିଳୁ ନ ଥିବା ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ପକ୍ଷରୁ କୁହାଯାଇଛି। ବ୍ରିଟିଶ ମେଡିକାଲ ଜର୍ନାଲରେ ମଧ୍ୟ…

ଏଫ୍‌ଏଟିଏଫ୍‌ ଗ୍ରେ ଲିଷ୍ଟରେ ପାକିସ୍ତାନ

ନୂଆଦିଲ୍ଲୀ, ୨୪ା୧୦: ପାକିସ୍ତାନ ପୁଣି ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌)ର ଗ୍ରେ ତାଲିକାରେ ରହିଛି। ଆତଙ୍କବାଦ ରୋକିବା ଲାଗି ୨୭ଟିରୁ ୬ଟି ନିର୍ଦ୍ଦେଶ ପାଳନ କରି ନ ଥିବାରୁ ପୁଣି ତାକୁ ଗ୍ରେ ତାଲିକାରେ ରଖାଯାଇଛି। ଏଫ୍‌ଏଟିଏଫ୍‌ର ୨୧ଟି ନିର୍ଦ୍ଦେଶ ପାଳନ…

ଭାରତକୁ ଅପରିଚ୍ଛନ୍ନ କହିଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୪ା୧୦: ଭାରତ ଅପରିଚ୍ଛନ୍ନ। ଭାରତ, ଚାଇନା ଓ ରୁଷିଆ ସେମାନଙ୍କ ପ୍ରଦୂଷିତ ବାୟୁର ଯନତ୍ ନେଉନାହାନ୍ତି ବୋଲି ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସମାଲୋଚନା କରିଛନ୍ତି। ଡେମୋକ୍ରାଟ ନୋମିନି ଜୋ ବିଡେନଙ୍କ ସହ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିତର୍କ…

ପାଣି ନଷ୍ଟ କଲେ ଏଣିକି ୫ ବର୍ଷ ଜେଲ ସହ ଦେବାକୁ ପଡିବ ଏକ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୪ ।୧୦: ପାଣି ନଷ୍ଟ କରିବା ଲୋକେ ଏବେ ସାବଧାନ । କାରଣ କୌଣସି ବ୍ୟକ୍ତି ଅଥବା ସରକାରୀ ସଂସ୍ଥା ଯଦି ଭୂତଳରୁ ମିଳୁଥିବା ଜଳ ଯାହା ପାନୀୟ ଉପଯୋଗୀ ଜଳକୁ ନଷ୍ଟ କରୁଛନ୍ତି ଅବା ଅଯଥା ବ୍ୟବହାର କରୁଛନ୍ତି ତେବେ…

କଂଗ୍ରେସ ଉପରେ ବର୍ଷିଲେ ଇରାନି

ଭଦୋଦରା,୨୪ ।୧୦: କେନ୍ଦମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ ସ୍ୱୃତି ଇରାନି ଭଦୋଦରାରେ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ଯାହାର ଜ୍ୱାଇଁ ଅନ୍ୟର ଜମି ଖାଇଯାଉଛନ୍ତି ସେ ଅନ୍ୟମାନଙ୍କ ଜମି କେମିତି ବଞ୍ଚାିଇବା କଥା କହୁଛନ୍ତି…

ଜିଡିପିକୁ ଲାଗିବ ଦୁଇ ଅଙ୍କର ଝଟକା: ରଏଟର୍ସ ଅର୍ଥନୀତିଜ୍ଞ ସର୍ଭେ

ନୂଆଦିଲ୍ଲୀ: କରୋନା ପାଇଁ ଘରୋଇ ବଜାରର ସ୍ଥିତି ବେହାଲ ହୋଇ ରହିଛି। ଚଳିତ ଆର୍ଥତ୍କ ବର୍ଷରେ ଭାରତୀୟ ଅର୍ଥ ବ୍ୟବସ୍ଥାର ମୋଟ ଘରୋଇ ଉତ୍ପାଦ (ଜିଡିପି) ରେକର୍ଡ ସ୍ତରରେ ହ୍ରାସ ହେବ ବୋଲି ଆକଳନ କରାଯାଇଛି। ୨୦୨୦-୨୧ ଆର୍ଥତ୍କ ବର୍ଷ ପ୍ରଥମ…

ପାର୍ବଣ ଉତ୍ସବ ପାଣିଚିଆ

ଅନୁଗୋଳ ଅଫିସ, ୨୪ା୧୦ – ଧରାପୃଷ୍ଠକୁ ମା’ ଆସିବେ ବୋଲି ମାସ ମାସ ଧରି ପ୍ରସ୍ତୁତି ଚାଲେ। ଆକର୍ଷଣୀୟ ତୋରଣ ନିର୍ମାଣ ପାଇଁ ରାଜ୍ୟ ବାହାରୁ ଆସନ୍ତି କାରିଗର। ଲାଇଟ୍‌, ସାଉଣ୍ଡ ଆଦି ସାଜସଜ୍ଜା ଦାୟିତ୍ୱ ଦିଆଯାଏ ଭଲ ଚିତ୍ରାଳୟକୁ। ମା’ଙ୍କ…

ଅଟକିଯାଇଛି ନାଟକ

ଓଡ଼ାପଡ଼ା, ୨୪ା୧୦ –  ଖାଁ ଖାଁ ପ୍ରେକ୍ଷାଳୟ। ବନ୍ଦ ହୋଇଯାଇଛି ସଂଳାପର ପ୍ରତିଧ୍ୱନି। ନାହାନ୍ତି କଳାକାର କି ଦିଶୁନି ସେମାନଙ୍କ ହସକାନ୍ଦ ଭରା ଅଭିନୟର ଚାତୁରି। ମାର୍ଚ୍ଚ ଶେଷ ସପ୍ତାହ ଯାଏ ଚଳଚଞ୍ଚଳ ଥିବା କଳାକାର, ରଙ୍ଗମଞ୍ଚରେ ଏବେ ଅସମ୍ଭବ ନୀରବତା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri