ମା’ ହେବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଡ୍ରାମା କୁଇନ୍‌ ରାଖୀ ସାୱନ୍ତଙ୍କ ବିଗ ବସ ୧୪ ଛାଡିଛନ୍ତି। ଚଳିବର୍ଷ ବିଗ୍‌ବସ୍‌ର ସବୁଠାରୁ ଚର୍ଚ୍ଚିତ ପ୍ରତିଯୋଗୀ ଥିଲେ ସେ। ଦର୍ଶକଙ୍କ ମନୋରଞ୍ଜନ କରିବା ସହିତ ପ୍ରଶଂସା ମଧ୍ୟ ସାଉଁଟି ଥିଲେ। କେବଳ ଏତିକି ନୁହେଁ, ଶୋ’ର ହୋଷ୍ଟ ସଲମାନ ଖାନ ମଧ୍ୟ ରାଖୀଙ୍କୁ ସମର୍ଥନ କରିବା ପାଇଁ କୌଣସି ସୁଯୋଗ ହାତଛଡା କରି ନଥିଲେ। ରାଖୀ ୧୪ ଲକ୍ଷ ଟଙ୍କା ନେଇ ଶୋ’ ଛାଡିଛନ୍ତି। ଶୋ’ ଛାଡିବା ପରେ ରାଖୀ ସାୱନ୍ତ ତାଙ୍କ ମନ୍ତବ୍ୟ ପାଇଁ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ରାଖୀ ସାୱନ୍ତ ପୁଣି ଥରେ ମା’ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ରାଖୀ ସାୱନ୍ତ କହିଛନ୍ତି ଯେ ସେ ଏବେ ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ରାଖୀ କହିଛନ୍ତି ଯେ ସେ ମା’ ହେବାକୁ ଚାହୁଁଛନ୍ତି ଏବଂ ନିଜ ସନ୍ତାନ ପାଇଁ ପିତା ଖୋଜୁଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡେମିକ୍‌ରେ ସବୁଠୁ ବଡ଼ ଓପନିଂ ପାଇଥିବା ଫିଲ୍ମ ‘ଓ୍ବାଣ୍ଡର ଓମେନ ୧୯୮୪’

ବିଭିନ୍ନ ଷ୍ଟ୍ରିମିଂ ସାଇଟ୍‌ରେ ଉପଲବ୍ଧ ହେବା ସତ୍ତ୍ୱେ ‘ଓ୍ବାଣ୍ଡର ଓମେନ ୧୯୮୪’ କରୋନା ଭାଇରସର ଭୟ ସତ୍ତ୍ୱେ କେବଳ ଖ୍ରୀଷ୍ଟମସ ସପ୍ତାହରେ ୧୬.୭ ନିୟୁତ ଆମେରିକୀୟ...

ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ କଙ୍ଗନା

ମୁମ୍ବାଇ: କଙ୍ଗନା ରାଣାଓ୍ବତ୍‌ ବର୍ତ୍ତମାନ ପରଦା ପଛରେ ରହି ଫୁଲ୍‌ ଟାଇମ୍‌ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ତାଙ୍କ ନିର୍ଦ୍ଦେଶନାରେ ରାମ ମନ୍ଦିର ପ୍ରସଙ୍ଗ...

କୃଷି ଆଇନ ପ୍ରତ୍ୟାହାରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା

ପ୍ରସିଦ୍ଧ କଙ୍ଗନା ରାଣାୱତ ନିଜ ବିବାଦୀୟ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। କୃଷି ଆଇନ ପ୍ରତ୍ୟାହାର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତିକୁ ଲଜ୍ଜାଜନକ...

ମିସ୍‌ଇଣ୍ଡିଆରୁ ଅଭିନେତ୍ରୀ ହୋଇଥିବା ପ୍ରଥମ ନାୟିକା ନୂତନ: ଫିଲ୍ମ ଫେୟାର ପୁରସ୍କାର ଜିତିବାର ରହିଛି ରେକର୍ଡ

‘ସୀମା’, ‘ସୁଜାତା’, ‘ବନ୍ଦିନୀ’ ଏବଂ ‘ମୈ ତୁଲ୍‌ସି ତେରେ ଆଙ୍ଗନ୍‌ ମୈ’ ପରି ଫିଲ୍ମରେ ସୁନ୍ଦର ଅଭିନୟ କରିଥିବା ଅଭିନେତ୍ରୀ ନୂତନଙ୍କ ପାଇଁ କୌଣସି ପରିଚୟର...

ୟୁଟ୍ୟୁବର୍‌ଙ୍କ ଉପରେ ରାଗିଗଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କର ଏବେ ଚର୍ଚ୍ଚାରେ। ସୋସିଆଲ ମିଡ଼ିିଆରେ ବେଶ୍‌ ଆକ୍ଟିଭ୍‌ ସେ। ନିକଟରେ ତାଙ୍କ ଚଳଚ୍ଚିତ୍ରର ଏକ ଦୃଶ୍ୟକୁ ଅଶ୍ଳୀଳ ଭାବେ...

କେବଳ ଏହି ଅଭିନେତ୍ରୀଙ୍କ ପାଇଁ ସଲମାନ, ଶାହରୁଖ ମଧ୍ୟରେ ଲାଗିଥିଲା ବିବାଦ

ବଲିଉଡ୍‌ରେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୁଏ। ଏକଦା ସେମାନଙ୍କୁ ଭଲ ବନ୍ଧୁ କୁହାଯାଉଥିବା ବେଳେ ପରେ କୌଣସି କାରଣ...

ସୁଶାନ୍ତଙ୍କ ଆତ୍ମହତ୍ୟା ରହସ୍ୟ: ୮ ହାର୍ଡ ଡିସ୍କ୍‌ର ଡାଟା ଡିଲିଟ୍‌ କରିଥିଲେ ଗର୍ଲଫ୍ରେଣ୍ଡ…

ମୁମ୍ବାଇ, ୨୭।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ରହସ୍ୟ ଧୀରେଧୀରେ ଅଧିକ ଜଟିଳ ହେବାରେ ଲାଗିଛି। ସୁଶାନ୍ତଙ୍କ ଆଇନଜୀବୀ କହିଛନ୍ତି ଯେ, ହତ୍ୟା...

ରୋଷେଇ କରୁଛନ୍ତି ଆସିନଙ୍କ କୁନି ଝିଅ ଆରିନ

ତାମିଲ ତଥା ବଲିଉଡ୍‌ ଅଭିନେତ୍ରୀ ଆସିନ ବ୍ୟବସାୟୀ ରାହୁଲ ଶର୍ମାଙ୍କୁ ବିବାହ କରିବା ପରଠାରୁ ଅଭିନୟଠାରୁ ଦୂରେଇ ଯାଇଛନ୍ତି। ମାତ୍ର ସବୁ ସମୟରେ ସେ ନିଜର...

Advertisement
Archives

Model This Week