Home Left

ବରଗଡ଼ କେନାଲରେ ପୁଣି ଜଣେ ଭାସିଗଲେ

ବରଗଡ଼ ଅଫିସ,୨୪।୧୦: ବରଗଡ଼ ଜିଲା ବରଗଡ଼ ବ୍ଲକ ଅନ୍ତର୍ଗତ ସିମେଣ୍ଟ ନଗର ନିକଟ ସ୍କୁଲ ପଡାର ୭୦ ବର୍ଷୀୟ ବୃଦ୍ଧ ଜଳନ୍ଧର କଲେତ୍‌ ମୁଖ୍ୟ କେନାଲକୁ ଗାଧୋଇବାକୁ ଯାଇ ଗତ ଶୁକ୍ରବାର ଭାସି ଯାଇଥିଲେ । ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳି…

ଆଇଏସ୍‌ଆଇ ଗୁପ୍ତଚର ଗିରଫ: ଯୋଗାଉଥିଲେ ଗୁପ୍ତ ତଥ୍ୟ

ବାଡମେର, ୨୪।୧୦: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ଗୁପ୍ତଚରୀ କରୁଥିବା ଜଣେ ୩୫ ବର୍ଷ ବୟସ୍କ ଯୁବକଙ୍କୁ ରାଜସ୍ଥାନ ବାଡମେରରୁ ଏଟିଏସ୍‌ ଏବଂ ସିଆଇଡିବିଆଇ ଟିମ ପକ୍ଷରୁ ଗିରଫ କରାଯାଇଛି। ତାଙ୍କ ନାମ ଶୋହନ ଲାଲ୍‌ ବୋଲି ଏଟିଏସ୍‌ ପକ୍ଷରୁ…

ଗୁଜରାଟରେ ତିନୋଟି ପରିଯୋଜନାର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନ୍ସିଂ ଯୋଗେ ଗୁଜରାଟରେ ୩ଟି ପରିଯୋଜନାର ଉଦ୍‌ଘାଟନ କରିଛନ୍ତି । ମୋଦି ଗୁଜରାଟର କୃଷକମାନଙ୍କ ପାଇଁ କିଷାନ ସୂର୍ଯ୍ୟୋଦୟ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଥିରେ କୃଷକମାନଙ୍କୁ ଦିନ ସମୟରେ ବିଜୁଳି…

ଭରଣପୋଷଣ ପାଇଁ ସ୍ବାମୀଙ୍କୁ ସ୍ତ୍ରୀ ଦେବେ ଟଙ୍କା

ଲକ୍ଷ୍ନୌ, ୨୪।୧୦: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାର ପରିବାର କୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ସ୍ତ୍ରୀ ସ୍ବାମୀଙ୍କୁ ଭରଣପୋଷଣ ପାଇଁ ଟଙ୍କା ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏକ ଭିନ୍ନ ମାମଲା। ଖତୌଲି ତହସିଲ ଅଞ୍ଚଳରେ ରହୁଥିବା କିଶୋର…

ରାହୁଲଙ୍କୁ ଟାର୍ଗେଟ କଲେ ଜାଭେଡକର

ନୂଆଦିଲ୍ଲୀ,୨୪ ।୧୦: କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର କଂଗ୍ରେସ ଶାସିତ ରାଜ୍ୟରେ ହେଉଥିବା ବଳାତ୍କାର ଘଟଣାକୁ ନେଇ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି କଂଗ୍ରେସ ନେତା ନିଜ ଦଳ ଦ୍ୱାରା ଶାସିତ…

ଆମେରିକା ଲୋକେ କରୋନା ସହିତ ବଞ୍ଚିବା ନୁହେଁ ମରିବା ଶିକ୍ଷା କରୁଛନ୍ତି: ବାଇଡେନ୍‌

ଓ୍ବାଶିଂଟନ, ୨୪।୧୦: ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଡୋମୋକ୍ରାଟିକ୍‌ ଦଳର ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଜାରି ରହିଛି। ବାଇଡେନ୍‌ ଟ୍ରମ୍ପ୍‌ଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ଯେ,…

ଥରିଲା ବାଂଲାଦେଶ

ଢାକା, ୨୪।୧୦: ବାଂଲାଦେଶରେ ଶନିବାର ସକାଳ ୮ଟା ୫୧ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିଲା ବୋଲି ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଭୂପୃଷ୍ଠର ୫୦ କିମି ତଳେ ଭୂକମ୍ପର କେନ୍ଦ୍ର ରହିଥିବା…

ଆର୍ଟହଜ୍‌ ଗ୍ୟାଲେରିରେ ଓଡ଼ିଆ ଶିଳ୍ପୀଙ୍କ ଚିତ୍ରକଳା

ଭୁବନେଶ୍ୱର, ୨୪ା୧୦(ବ୍ୟୁରୋ): ବାଲେଶ୍ୱର ଜିଲା ଗୋହିରାପଦା ଗ୍ରାମର ଯୁବ ଚିତ୍ରଶିଳ୍ପୀ ଆଦିତ୍ୟ କୁମାର ଜେନାଙ୍କ ଚିତ୍ରକଳା ‘ନେଚର ଫାଣ୍ଟାସି’ ଦକ୍ଷିଣ ଭାରତର ପ୍ରସିଦ୍ଧ ଆର୍ଟ ଗ୍ୟାଲେରୀ ଆର୍ଟହଜ୍‌ରେ ସ୍ଥାନ ପାଇଛି। କେବଳ ସେତିକି ନୁହେଁ, ଆଦିତ୍ୟଙ୍କ ଚିତ୍ରକଳା ସମ୍ପର୍କରେ ଏକ ଆଲେଖ୍ୟ…

କୋଭିଡ୍‌ ନିୟମ ମାନୁ ନ ଥିବା ଦୋକାନ ସିଲ୍‌ ହେବ

ଭୁବନେଶ୍ୱର,୨୪ା୧୦(ବ୍ୟୁରୋ): କରୋନା କଟକଣା ଓ ପାର୍ବଣ ସତର୍କତା ସତ୍ତ୍ୱେ ଭୁବନେଶ୍ୱର ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ଗହଳି ବଢ଼ୁଛି। ସାମାଜିକ ଦୂରତ୍ୱ ରହୁ ନ ଥିବାବେଳେ ବ୍ୟବସାୟୀ ଓ ଗ୍ରାହକ କଟକଣା ମାନୁ ନାହାନ୍ତି। ଶୁକ୍ରବାର ମାକେର୍ଟ ବିଲ୍ଡିଂର ଏପରି ସ୍ଥିତିକୁ ଦେଖିବା…

ପିଆଜ ଦର ବୃଦ୍ଧି କେନ୍ଦ୍ର କୃଷି ନିୟମର ପ୍ରଥମ ପ୍ରଭାବ: କେରଳ ସରକାର

ଥିରୁଭାନନ୍ତପୁରମ,୨୪ ।୧୦: ସାରା ଦେଶରେ ପିଆଜର ଦର ଏବେ ଅହେତୁକ ଭାବେ ବଢି ଚାଲିଛି । ଏହାକୁ ନେଇ କେରଳର କୃଷି ମନ୍ତ୍ରୀ ଭିଏସ୍ ସୁନିଲ କୁମାର କହିଛନ୍ତି କେନ୍ଦ୍ରର ମୋଦି ସରକାରଙ୍କ ଦ୍ୱାରା ମଞ୍ଜୁରୀ ପାଇଥିବା କୃଷି ନିୟମର ଏହା…

ଦଶହରାରେ ବର୍ଷା ନାହିଁ

ଭୁବନେଶ୍ୱର,୨୪ା୧୦(ବ୍ୟୁରୋ): ଲଘୁଚାପ ଦୁର୍ବଳ ହୋଇଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହେଲାଣି। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଓଡ଼ିଶାର କେତେକ ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରାଯିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ…

ଉପନିର୍ବାଚନ: କରୋନାରେ ମୃତ୍ୟୁ ହେଲେ ୩୦ ଲକ୍ଷ

ଭୁବନେଶ୍ୱର,୨୪ା୧୦(ବ୍ୟୁରୋ): କୋଭିଡ୍‌ ମହାମାରୀ ମଧ୍ୟରେ ନଭେମ୍ବର ୩ରେ ତିର୍ତ୍ତୋଲ ଏବଂ ବାଲେଶ୍ୱର ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ପୋଲିଂ କର୍ମଚାରୀ ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବାହିନୀ ଯବାନଙ୍କର କୋଭିଡ୍‌ରେ ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri