କ୍ୟାଡର ପରିବର୍ତ୍ତନ କରିବେ ଟ୍ରାଫିକ ଡିସିପି
ଭୁବନେଶ୍ୱର,୨୯। ୧୦ (ବ୍ୟୁରୋ): ଓଡିଶା ବଦଳରେ ପଞ୍ଜାବ କ୍ୟାଡରରେ ଯୋଗ ଦେବାକୁ ଚାହୁଁଛନ୍ତି କମିଶନରେଟ୍ ପୋଲିସରେ ଟ୍ରାଫିକ ଡିସିପି ଭାବେ କାର୍ଯ୍ୟରତ ସୌମ୍ୟା ମିଶ୍ର। ଏ ନେଇ ସେ ଏକ ଚିଠି ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଲେଖିଛନ୍ତି। କମିଶନର…
ଡିୟୁ କୁଳପତି ନିଲମ୍ବିତ
ନୂଆଦିଲ୍ଲୀ,୨୯।୧୦: କର୍ତ୍ତବ୍ୟରେ ଅବହେଳା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ)ର କୁଳପତି ପ୍ରଫେସର ଯୋଗେଶ ତ୍ୟାଗୀଙ୍କୁ ନିଲମ୍ବନ କରାଯାଇଛି। ନିକଟରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତିରେ କୁଳପତି ନେଇଥିବା ନିଷ୍ପତ୍ତି ଓ ନିୟମାବଳୀର ଅନୁପାଳନକୁ ନେଇ ବିଶ୍ୱବିଦ୍ୟାଳୟର ଦୁଇ ଗୋଷ୍ଠୀ ମଧ୍ୟରେ କିଛିଦିନ ହେଲା…
ପ୍ରଥମ ପର୍ଯ୍ୟାୟରେ ୫୩.୫୪% ମତଦାନ
ପାଟନା,୨୯।୧୦: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ୬ଟା ସୁଦ୍ଧା ୫୩.୫୪ ପ୍ରତିଶତ ଭୋଟ ପଡ଼ିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟର ୨୪୩ ବିଧାନସଭା କ୍ଷେତ୍ର ମଧ୍ୟରୁ ୭୧ଟିରେ ବୁଧବାର…
ଦୁଇ ଭଉଣୀଙ୍କୁ ମାସ୍କ ପିନ୍ଧିବାକୁ କହିଲେ ସୁରକ୍ଷାକର୍ମୀ, ତା’ପରେ ଘଟିଲା ଏମିତି
ଚିକାଗୋ,୨୯।୧୦:ଆମେରିକାର ଚିକାଗୋରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଭଉଣୀଙ୍କୁ ମାସ୍କ ପିନ୍ଧିବାକୁ ସୁରକ୍ଷାକର୍ମୀ କହିବାରୁ ଦୁହେଁ ଛୁରି ସାହାଯ୍ୟରେ ୨୭ ଥର ତାଙ୍କ ଉପରେ ଆକ୍ରମଣ କରିଥିଲେ। ପୋଲିସ ଉଭୟ ଭଉଣୀ ଜେସିକା ଏବଂ ଜୟଲା ହିଲକୁ ଘଟଣାସ୍ଥଳରୁ ଗିରଫ…
ଭାରତକୁ ନେଇ ଚିନ୍ତାରେ ଇମ୍ରାନ୍
ଇସ୍ଲାମାବାଦ, ୨୯ା୧୦: ପାକିସ୍ତାନରେ ଅସ୍ଥିରତା ସୃଷ୍ଟିକରିବା ଲାଗି ଭାରତ ଆଫଗାନିସ୍ତାନ ମାଟିରୁ ଇସ୍ଲାମାବାଦକୁ ଟାର୍ଗେଟ୍ କରିପାରେ। ମୋଦି ସରକାର କେବଳ ପାକିସ୍ତାନ ବିରୋଧୀ ନୁହନ୍ତି ବରଂ ଭାରତରେ ରହୁଥିବା ମୁସଲ୍ମାନଙ୍କର ମଧ୍ୟ ବିରୋଧୀ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପ୍ରକାଶ…
ଦଶହରା ଭଳି ଫିକା ପଡ଼ିବ ଲକ୍ଷ୍ମୀପୂଜା
ଖୋର୍ଦ୍ଧା ଅଫିସ,୨୯। ୧୦: ମେଲାଣି ନେଇଛନ୍ତି ମା’ ଜଗଜ୍ଜନନୀ। ଆଉ ଦୁଇଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ମା’ ଧନଲକ୍ଷ୍ମୀ। କରୋନା କଟକଣା ଯୋଗୁ ପୂଜା ମାହୋଲ ଫିକା ପଡ଼ିଥିବା ବେଳେ ଏବେ ଗଜଲକ୍ଷ୍ମୀ ପୂଜା ମଧ୍ୟ ଫିକା ପଡ଼ିବ। ଓଡ଼ିଶାରେ…
୯ ଜଣଙ୍କ ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ
ହାଇଦ୍ରାବାଦ,୨୯।୧୦: ନିଜର ପୂର୍ବ ଅପରାଧକୁ ଲୁଚାଇବା ପାଇଁ ୯ ଜଣ ଦାଦନ ଶ୍ରମିକଙ୍କୁ ହତ୍ୟା କରିଥିବା ବିହାର ବେଗୁସରାଇ ଜିଲାର ସଞ୍ଜୟ କୁମାର ଯାଦବଙ୍କୁ ତେଲଙ୍ଗାନାର ଓ୍ବାରାଙ୍ଗଲ କୋର୍ଟ ବୁଧବାର ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ଗତ ମେ’ ୨୦ରେ ସେ ଓ୍ବରାଙ୍ଗଲ ଗ୍ରାମାଞ୍ଚଳ…
କରୋନା ପଜିଟିଭ ହେବା ପରେ ବି ପ୍ରଚାର କରୁଛନ୍ତି ବିଧାୟକ
ପାଟନା,୨୯ ।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି । ବିଭିନ୍ନ ଦଳର ଷ୍ଟାର ପ୍ରଚାରକମାନେ ସେଠାରେ ଏକ ପ୍ରକାର ଡେରା ପକାଇଛନ୍ତି କହିଲେ ଚଳେ । କିଛିଦିନ ହେବ ଭାରତୀୟ ଜନତା ପାର୍ଟି(ଭଜପା) ପକ୍ଷରୁ କେନ୍ଦ୍ରମନ୍ତ୍ରୀ…
ବିଏସ୍ପି ଛାଡ଼ିପାରନ୍ତି ୬ ବିଧାୟକ
ଲକ୍ଷ୍ନୌ,୨୯।୧୦: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କ କ୍ୟାମ୍ପରେ ବିଦ୍ରୋହ ଦେଖାଦେଇଛି। ବହୁଜନ ସମାଜ ପାର୍ଟି(ବିଏସ୍ପି)ର ରାଜ୍ୟ ସଭା ପ୍ରାର୍ଥୀ ରାମଜୀ ଗୌତମଙ୍କଠାରୁ ଦଳର ୪ ବିଧାୟକ ସେମାନଙ୍କର ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି। ଗୌତମଙ୍କ ପ୍ରସ୍ତାବକ ଭାବେ ସେମାନଙ୍କର ସ୍ବାକ୍ଷର ଜାଲ୍…
ଖରିଫ ଧାନ ସଂଗ୍ରହରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୨୯। ୧୦(ବ୍ୟୁରୋ): ରାଜ୍ୟରେ ଗତ ୨୦୧୯-୨୦ ଖରିଫ ବିପଣନ ଋତୁରେ ରେକର୍ଡ ପରିମାଣର ୭୦ ଲକ୍ଷ ୫୬ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। କୋଭିଡ୍ ସ୍ଥିତିରେ ଚଳିତ ଖରିଫ ଋତୁରେ ଓଡ଼ିଶାର କୃଷକମାନେ ଅକ୍ଳାନ୍ତ ପରିଶ୍ରମ ସହ ଧାନ…
ମହିଳା କମିଶନ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବି
ମୁମ୍ବାଇ,୨୯।୧୦: ମୁସଲମାନ ବିରୋଧୀ ନୀତି ‘ଲଭ୍ ଜିହାଦ’ର ପ୍ରସାର କରାଉଥିବା ରେଖା ଶର୍ମାଙ୍କୁ ଜାତୀୟ ମହିଳା କମିଶନ (ଏନ୍ସିଡବ୍ଲ୍ୟୁ) ଅଧ୍ୟକ୍ଷା ପଦରୁ ହଟାଇବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେବା ଲାଗି ଆରଟିଆଇ କର୍ମୀ ସାକେତ୍ ଗୋଖଲେ…
ଫ୍ରାନ୍ସ ସହ ତୁର୍କୀ ମୁହଁ।ମୁହିଁ
ପ୍ୟାରିସ୍/ଆଙ୍କାରା,୨୯ା୧୦: ସିରିଆ, ଲିବ୍ୟା ଓ ନାଗୋର୍ନୋ-କାରାବାଖରେ ତୁର୍କୀର କାର୍ଯ୍ୟାନୁଷ୍ଠାନକୁ ନେଇ ଫ୍ରାନ୍ସ ସହ ଉତ୍ତେଜନା ଲାଗି ରହିଥିବାବେଳେ ଏହି ମୁସ୍ଲିମ ରାଷ୍ଟ୍ର ଓ ପାଶ୍ଚାତ୍ୟ ଦେଶ ଏବେ ପୁଣି ମୁହଁ।ମୁହିଁ ହୋଇଛନ୍ତି। ଏଥର ବିବାଦ ସୃଷ୍ଟି ହୋଇଛି ଏକ କାର୍ଟୁନକୁ ନେଇ,…
Archives


