Posted inଜାତୀୟ

ସ୍କୁଟର ଚଳାଇବା ବେଳେ ଭାରସାମ୍ୟ ହରାଇଲେ ମମତା

କୋଲକାତା,୨୫।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଗୁରୁବାର ଇ-ସ୍କୁଟରରେ ସଚିବାଳୟ ଯାଇଥିଲେ। ପରେ ରାଜ୍ୟ ସଚିବାଳୟରୁ ମୁଖ୍ୟମନ୍ତ୍ରୀ ନିଜେ ଇ-ସ୍କୁଟର ଚଳାଇ କାଲିଘାଟକୁ ଫେରୁଥିଲେ। ସେତିକିବେଳେ ସ୍କୁଟର ଉପରୁ ଭାରସାମ୍ୟ ହରାଇ ବସିଥିଲେ ମମତା। ହେଲେ ପାଖରେ ଥିବା ସୁରକ୍ଷାକର୍ମୀ ଏବଂ ପୋଲିସ ତାଙ୍କୁ ଧରିନେବାରୁ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓମ ବିରଲାଙ୍କ କାର୍ଯ୍ୟକାଳ ମଧ୍ୟରେ ରେକର୍ଡ: ତୃତୀୟ ଥର ଲାଗି ପ୍ରଶ୍ନକାଳ ମଧ୍ୟରେ ସମସ୍ତ ୨୦ ପ୍ରଶ୍ନର ହେଲା ସମାଧାନ

ନୂଆଦିଲ୍ଲୀ,୧୧ ।୨: ଲୋକ ସଭାରେ ତୃତୀୟ ଥର ଲାଗି ପ୍ରଶ୍ନକାଳ ସମୟରେ ଗୋଟିଏ ଦିନରେ ସମସ୍ତ ୨୦ ପ୍ରଶ୍ନର ସମାଧାନ ହୋଇଛି, ଯାହା ଏକ ରେକର୍ଡ...

ଶେଷକୃତ୍ୟ ପୂର୍ବରୁ ବଧୂ ବେଶରେ ସଜେଇ ହେଲେ ସୁଷମା

ନୂଆଦିଲ୍ଲୀ, ୭।୮: ଅନ୍ତିମ ଯାତ୍ରାରେ ବାହାରିବା ପୂର୍ବରୁ ବଧୂ ବେଶରେ ସଜେଇ ହୋଇଛନ୍ତି ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜ୍‌। ମଥାରେ ବଡ ବିନ୍ଦି, ଲାଲ...

ହନିପ୍ରୀତଙ୍କ ଉପରୁ ଉଠିଲା ଦେଶଦ୍ରୋହ ଧାରା

ପଞ୍ଚକୁଲା,୨।୧୧: ହରିୟାଣା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କ ନିକଟ ସହଯୋଗୀ ହନିପ୍ରୀତଙ୍କ ଉପରୁ ହଟିଯାଇଛି ଦେଶଦ୍ରୋହ ଧାରା। ପଞ୍ଚକୁଲା ହିଂସା...

ନିର୍ଭୟା ଗଣ ବଳାତ୍କାର ମାମଲା: ରାଜକ୍ଷମା ପାଇଁ ମନା କଲେ ଦୋଷୀ; ଏବେ ଫାଶିକୁ ଅପେକ୍ଷା !

ନୂଆଦିଲ୍ଲୀ,୫।୧୧: ନିର୍ଭୟା ଗଣ ବଳାତ୍କାର ମାମଲାରେ ଦୋଷୀଙ୍କୁ ରାଜକ୍ଷମା ଆବେଦନ ପାଇଁ ୭ ଦିନ ସମୟ ଦିଆଯାଇଥିଲା। ସେହିପରି ସେମାନେ ସୁପ୍ରିମ୍‌କୋର୍ଟରେ ସୋମବାର ପୁନର୍ବିଚାର ଓ...

ଆହତ ମାଙ୍କଡକୁ ଡାକ୍ତରଖାନା ନେବା ପାଇଁ କାର୍‌ ପଠାଇଲେ ମାନେକା ଗାନ୍ଧୀ

ବେଙ୍ଗାଲୁରୁ,୧୮।୧୧: ଆହତ ମାଙ୍ଗଡ ସହାୟତା ଦେବା ପାଇଁ ଆଗେଇ ଆସିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ। ଜଣେ ଖବରଦାତା ଆହତ ମାଙ୍କଡକୁ ସହାୟତା ପାଇଁ ଟୁଇଟ୍‌...

ଏଆଇଏଡିଏମ୍‌କେ ବିଧାୟକ କରୋନା ଆକ୍ରାନ୍ତ

ଚେନ୍ନାଇ, ୧୪ା୬: ତାମିଲନାଡ଼ୁରେ ଦେଶର ଦ୍ୱିତୀୟ ସର୍ବାଧିକ କରୋନା ରୋଗୀ ଥିବାବେଳେ ଶାସକ ଏଆଇଏଡିଏମ୍‌କେର ଶ୍ରୀପେରୁମ୍ବୁଦୁର ବିଧାୟକ କେ. ପାଲାନି (୫୭) ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି।...

ଜାମିଆରେ ହେବ ଡାନିଶ୍‌ଙ୍କ ସମାଧି

ନୂଆଦିଲ୍ଲୀ,୧୯ା୭: ଆଫଗାନିସ୍ତାନରେ ହତ୍ୟାର ଶିକାର ହୋଇଥିବା ପୁଲିଜର ପୁରସ୍କାରପ୍ରାପ୍ତ ଭାରତୀୟ ଫଟୋ ଜର୍ନାଲିଷ୍ଟ ଡାନିଶ୍‌ ସିଦ୍ଦିକିଙ୍କ ମୃତଦେହକୁ ନୂଆଦିଲ୍ଲୀର ଜାମିଆ କବରସ୍ଥାନରେ ସମାଧି ଦିଆଯିବ। ଏ...

ସୁସ୍ଥ ଜୀବନ ବଞ୍ଚିବାର ବାଟ ଦେଖାଇଛି ଆୟୁର୍ବେଦ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୪ ।୧୦: ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଆୟୁର୍ବେଦ ଲୋକଙ୍କୁ ସୁସ୍ଥ ଜୀବନ ବଞ୍ଚିବାର ବାଟ ଦେଖାଇଛି । ଏହା କେବଳ ରୋଗ ଉପଶମ...

Advertisement
Archives

Model This Week