Home Left

ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ: ପ୍ରଥମ ଟେଷ୍ଟ ପୂର୍ବରୁ ଦିବାରାତ୍ର ଓ୍ବାର୍ମଅପ୍‌ ଗେମ୍‌

ମେଲବୋର୍ନ, ୨୯।୧୦(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପରେ ଭାରତୀୟ କ୍ରିକେଟ ଦଳ ୬୯ ଦିନିଆ ଗସ୍ତରେ ଅଷ୍ଟ୍ରେଲିଆ ଯିବ। ଏଥିପାଇଁ ଆୟୋଜକ ବୋର୍ଡ ପକ୍ଷରୁ ଏହି ଗସ୍ତର ପୂର୍ଣ୍ଣାଙ୍ଗ କାର୍ଯ୍ୟସୂଚୀ ବୁଧବାର ପ୍ରକାଶ କରାଯାଇଛି। ଏଥିରେ ଏକ ଦିବାରାତ୍ର ଓ୍ବାର୍ମଅପ୍‌…

ରନ୍‌ ଚେଜ୍‌ ଦିଲ୍ଲୀ ପାଇଁ ଚିନ୍ତାଜନକ

ଦୁବାଇ, ୨୯।୧୦(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ରନ୍‌ ଚେଜ୍‌ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଚିନ୍ତାଜନକ ହୋଇଛି ବୋଲି କୋଚ୍‌ ରିକି ପଣ୍ଟିଂ ସ୍ବିକାର କରିଛନ୍ତି। ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା କରିବା ପାଇଁ ଏହା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ…

ଜିଡିପିର ଭରସା ଦେଲେ ରାଜୀବ କୁମାର

ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷରେ କରୋନା ମହାମାରୀ ପ୍ରଭାବ ଯୋଗୁ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ଲଗାତର ଖସିଚାଲିଛି। ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଉଛି। ଏଭଳି ସ୍ଥିତିରେ ଦେଶର ଜିଡିପିକୁ ନେଇ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଭରସା…

ରିଦ୍ଧିମାନଙ୍କ ଇଞ୍ଜୁରି ଗୁରୁତର ନୁହେଁ

ଦୁବାଇ,୨୯।୧୦(ପି.ଟି.): ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ଗ୍ରୋନ୍‌ ଇଞ୍ଜୁରିର ଶିକାର ହୋଇଛନ୍ତି। ତେବେ ଏହା ସେତେଟା ଗୁରୁତର ନୁହେଁ। କିନ୍ତୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ ତାଙ୍କ ଇଞ୍ଜୁରି ସମସ୍ୟା ନେଇ କାଳକ୍ଷେପଣ ନୀତି ଅବଲମ୍ବନ…

ସୋସିଆଲ ମିଡିଆରୁ ସ୍ବାବଲମ୍ବୀ ଉଦିତ

କେନ୍ଦୁଝର, ୨୯ା୧୦(ଡି.ଏନ.ଏ.)- ଆଜିକାଲି ଯୁବପିଢ଼ିଙ୍କ ମନୋରଞ୍ଜନର ମାଧ୍ୟମ ହେଉଛି ସୋସିଆଲ ମିଡିଆ। ତେବେ ଏହା ଖାଲି ମନୋରଞ୍ଜନ ନୁହେଁ କାହାକୁ ଏହି ସୋସିଆଲ ମିଡିଆ ସ୍ବତନ୍ତ୍ର ପରିଚୟ ଦେଇଛି। ଏହାର ଉଦାହରଣ ହେଉଛନ୍ତି ଜଣେ ଯୁକ୍ତ ଦୁଇ ଛାତ୍ର। କେନ୍ଦୁଝର ସଦର…

ପନିପରିବା ଉପରେ କେରଳ ଦେବ ଏମ୍‌ଏସ୍‌ପି

ଥିରୁଭାନନ୍ତପୁରମ: ପନିପରିବା ଉପରେ କେରଳ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ପ୍ରଦାନ କରିବ। ଏଭଳି ବ୍ୟବସ୍ଥା ଗ୍ରହଣ କ୍ଷେତ୍ରରେ କେରଳ ପ୍ରଥମ ରାଜ୍ୟ ବୋଲି ଜଣାପଡିଛି। ନୂଆ ବ୍ୟବସ୍ଥା ସମ୍ପର୍କରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଘୋଷଣା କରାଯାଇଛି। ଏହା ମଧ୍ୟରେ ୧୬ଟି…

ପ୍ଲେ-ଅଫ୍‌ ଦ୍ୱାରରେ ମୁମ୍ବାଇ

ଆବୁଧାବି, ୨୯।୧୦- ଯଶପ୍ରୀତ ବୁମ୍‌ରାଙ୍କ ଘାତକ ବୋଲିଂ ପରେ ସୂର୍ଯ୍ୟକୁମାର ଯାଦବଙ୍କ ମ୍ୟାଚ ବିଜୟୀ ଇନିଂସ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ପ୍ଲେ-ଅଫ୍‌ ଦ୍ୱାରରେ ପହଞ୍ଚତ୍ ଯାଇଛି। ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୫ ଉଇକେଟରେ…

ମୋବାଇଲ ଲକ୍‌ ଖୋଲିବାକୁ ଏହି ମଡେଲଙ୍କ ଆଙ୍ଗୁଠି କାଟିନେଲେ ଦୁର୍ବୃତ୍ତ

ମସ୍କୋ,୨୮ା୧୦: ରୁଷିଆର ଜଣେ ମହିଳା ବୈଜ୍ଞାନିକ ତଥା ମଡେଲଙ୍କ ମୃତ୍ୟୁ ଘଟିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ହତ୍ୟାକାରୀ ମଡେଲଙ୍କ ମୋବାଇଲରୁ ଲକ୍‌ ଖୋଲିବାକୁ ତାଙ୍କ ହାତ ଆଙ୍ଗୁଠି ମଧ୍ୟ କାଟି ନେଇଛନ୍ତି। କାରଣ ଆଙ୍ଗୁଠି କାଟିଦେଲେ ଫିଙ୍ଗର ପ୍ରିଣ୍ଟ…

ଗ୍ୟାଙ୍ଗଷ୍ଟାର ହେବା ନିଶା, ନାବାଳକ ନେଉଥିଲେ ଏମିତି ପଦକ୍ଷେପ; ଆଉ ତା’ ପରେ…

ରାଞ୍ଚି,୨୮ା୧୦: ନିଜର ସୁନ୍ଦର ଭବିଷ୍ୟତ ଗଢ଼ିବାକୁ କିଏ କେତେ କ’ଣ ସ୍ବପ୍ନ ଦେଖିଥାନ୍ତି। ମାତ୍ର ଜଣେ ନାବାଳକ ବଡ଼ ହେଲେ କିପରି ଗ୍ୟାଙ୍ଗଷ୍ଟାର ହେବେ ସେ ନେଇ ସ୍ବପ୍ନ ଦେଖୁଥିଲେ। ଖାଲି ସ୍ବପ୍ନ ନୁହେଁ, ଏଥିପାଇଁ ତିନୋଟି ମର୍ଡର ମଧ୍ୟ କରିଛନ୍ତି।…

ଜନ୍ମରୁ ସମସ୍ତ ବ୍ୟକ୍ତିଙ୍କ ପାଖରେ ଥାଏ ଏହି ଗୁଣ, ଚାଣକ୍ୟ କହିଲେ ସଠିକ୍‌ ବ୍ୟବହାରରେ ମିଳିଥାଏ ସଫଳତା

ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ,କିଛି ଗୁଣ ଏପରି ଥାଏ ଯାହା ମଣିଷକୁ କେହି ଶିଖାଇପାରିବ ନାହିଁ। କାରଣ ସେହି ଗୁଣ ତାଙ୍କ ପାଖେ ବିଦ୍ୟମାନ। ଯାହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ। କିଛି ମଣିଷ ଏହାକୁ ସଠିକ୍‌…

ପେଟ୍ରୋଲ ଢାଳି ନିଜର ମର୍ସିଡିଜ୍‌ କାର୍‌ ଜାଳିଦେଲେ ଯୁବକ, କାରଣ ଜାଣିଲେ ଚକିତ ହେବେ

ରୁଷିଆର ଜଣେ ୟୁଟ୍ୟୁବର ନିଜର ମର୍ସିଡିଜ୍‌ ଗାଡ଼ିକୁ ଜଳାଇ ଲକ୍ଷାଧିକ ଦର୍ଶକଙ୍କୁ ଚକିତ କରିଦେଇଛନ୍ତି। ୟୁଟ୍ୟୁବ୍‌ରେ ଏହି ଭିଡିଓ ଖୁବ୍‌ ତୀବ୍ର ବେଗରେ ଏବେ ଭାଇରାଲ ହେଉଛି। ଏକ ରିପୋର୍ଟ ଅନୁଯାୟୀ, ମିଖାଇଲ ଲିଟ୍ବିନ୍‌ ନାମକ ଜଣେ ଯୁବକ ୨.୪ କୋଟିର…

ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ଭାସିଯାଇଥିବା ଯୁବ ପର୍ଯ୍ୟଟକଙ୍କ ମିଳିଲା ମୃତଦେହ

ପୁରୀ ଅଫିସ,୨୮ା୧୦: ବ୍ଲୁ ଫ୍ଲାଗ୍‌ ବିଚ୍‌ ସମୁଦ୍ରରେ ଗାଧୋଉଥିବା ବେଳେ ମଙ୍ଗଳବାର ଜଣେ ଛାତ୍ର ଭାସିଯାଇଥିଲେ। ଘଟଣାର ୨୪ ଘଣ୍ଟା ପରେ ତାଙ୍କ ମୃତଦେହ ବୁଧବାର ହୋଟେଲ ପିଙ୍କ ହାଉସ ପଛପଟ ସମୁଦ୍ରରେ ଭାସୁଥିବା ବେଳେ ଉଦ୍ଧାର ହୋଇଛି। ସେ ହେଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri