ଦିଗ୍ବିଜୟଙ୍କ ଭାଇରାଲ ଅଡିଓକୁ ନେଇ ଉଠିଲା ବିବାଦ
ଭୋପାଳ,୨୯ ।୧୦: ମଧ୍ୟପ୍ରଦେଶରେ ୨୮ ବିଧାନସଭା ଆସନରେ ଉପ ନିର୍ବାଚନ ବାକି ଅଛି । ଇତିମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂଙ୍କ ବୟାନକୁ ନେଇ ବିବାଦ ମୁଣ୍ଡ ଟେକିଛି । ସମାଜବାଦୀ ପାର୍ଟିର ଜଣେ ପ୍ରାର୍ଥୀଙ୍କୁ ଦିଗ୍ବିଜୟ ପ୍ରାର୍ଥିପତ୍ର ଫେରାଇ…
୧୯୯୯ ମହାବାତ୍ୟାକୁ ପୂରିଲା ୨୧ ବର୍ଷ: ୩୧ ପରିଜନଙ୍କୁ ହରାଇଛନ୍ତି ଜୋଛନା
ଏରସମା,୨୯।୧୦(ସ୍ବ.ପ୍ର.): ଦହିବର ଗ୍ରାମର ୫୮୭ ଲୋକଙ୍କ ମୃତ୍ୟୁ ହୋଇଥିଲା ମହାବାତ୍ୟାର କରାଳ ରୂପକୁ ଯିଏ ଅଙ୍ଗେ ନିଭାଇଛି ସେ କାଳରାତ୍ରିର ଅନୁଭୂତିକୁ ଅନୁଭବ କରିଛି। ଏବେ କେବଳ ସ୍ମୃତି ଛଡ଼ା ଅନ୍ୟ କିଛିନାହିଁ। ଯେ ଶୁଣିଛି, ସେ ଅଧୀର ହୋଇଛି। ସେ…
ଏସ୍ପି ପତାକା ରଙ୍ଗରେ ରଙ୍ଗେଇଲା ରେଲଓ୍ବେ ହସ୍ପିଟାଲ ଶୌଚାଳୟ: ତେଜିଲା ଅସନ୍ତୋଷ
ଗୋରଖପୁର, ୨୯।୧୦: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି(ଏସ୍ପି)ର ପତାକା ରଙ୍ଗରେ ଗୋରଖପୁର ରେଲଓ୍ବେ ହସ୍ପିଟାଲର ଶୌଚାଳୟକୁ ରଙ୍ଗାଯାଇଛି। ଏହାର ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସମାଜବାଦୀ ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ପ୍ରଶ୍ନ କରାଯାଇଛି।…
‘କରୋନା ଗଲେ ତିର୍ତ୍ତୋଲ ଯିବି’
ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): କରୋନା ଦୂର ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିର୍ତ୍ତୋଲ ଗସ୍ତ କରିବେ। ଲୋକଙ୍କୁ ଭେଟି ବିକାଶ କାମ ବୁଲି ଦେଖିବେ। ବୁଧବାର ଭର୍ଚୁଆଲ ରାଲିରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ଲୋକଙ୍କୁ ଏହି ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା…
ଏହି ଅଭିନେତ୍ରୀଙ୍କ କାର୍ ଭିତରୁ ଚୋରି ହୋଇଗଲା ହ୍ୟାଣ୍ଡ୍ବ୍ୟାଗ୍
ଛୋଟ ପରଦାର ଷ୍ଟାଇଲିସ ଏବଂ ଲୋକପ୍ରିୟ ଅଭିନେତ୍ରୀ ନିଆ ଶର୍ମାଙ୍କ ହ୍ୟାଣ୍ଡ୍ବ୍ୟାଗ୍ ଚୋରି ହୋଇଯାଇଛି। ଏନେଇ ସେ ମୁମ୍ବାଇ ପୋଲିସର ସହାୟତା ଲୋଡିଛନ୍ତି। ମୁମ୍ବାଇର ଲୋୟର ପାରେଲ ଅଞ୍ଚଳରେ ଥିବା ତାଙ୍କ କାରରେ ନିଆଙ୍କ ହ୍ୟାଣ୍ଡବ୍ୟାଗ ଚୋରି ହୋଇଥିଲା। ଖତ୍ରୋରୋଂ କେ…
ଏନ୍ଟିଏସ୍, ଏନ୍ଏମ୍ଏମ୍ଏସ୍ ପରୀକ୍ଷା ପାଇଁ ଆବେଦନ ଅବଧି ବୃଦ୍ଧି
ଭୁବନେଶ୍ୱର,୨୯। ୧୦ (ବ୍ୟୁରୋ): ୨୦୨୦-୨୦୨୧ର ନ୍ୟାଶନାଲ ଟ୍ୟାଲେଣ୍ଟ ସର୍ଚ୍ଚ (ଏନ୍ଟିଏସ୍) ଓ ନ୍ୟାଶନାଲ ମିନ୍ସ କମ୍ ମେରିଟ୍ ସ୍କଲାରସିପ୍ (ଏନ୍ଏମ୍ଏମ୍ଏସ୍) ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି। ଏ ନେଇ ବୁଧବାର ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା…
ଶୀତରେ ସତର୍କ ନ ରହିଲେ ବଢ଼ିବ ସଂକ୍ରମଣ
ଭୁବନେଶ୍ୱର, ୨୯। ୧୦ (ବ୍ୟୁରୋ): ଓଡ଼ିଶାରେ ଏପର୍ଯ୍ୟନ୍ତ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ହୋଇନାହିଁ। ଶୀତ ଦିନରେ ଏହି ପର୍ଯ୍ୟାୟ ସଂକ୍ରମଣ ହେବାର ଅନୁମାନ କରାଯାଉଛି। ତେଣୁ ଶୀତ ଦିନ ପାଇଁ ସତର୍କତା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରୋଜ…
ସମସ୍ତ ଦେଶବାସୀଙ୍କୁ ମିଳିବ କରୋନା ଟିକା: ମୋଦି
ନୂଆଦିଲ୍ଲୀ,୨୯ ।୧୦: କରୋନା ଭାଇରସ ସଂକ୍ରମଣ ଦେଶଠାରୁ ବିଦେଶ ପର୍ଯ୍ୟନ୍ତ ସବୁଠାରେ ବୃ୍ଦ୍ଧି ପାଇବାରେ ଲାଗିଛି । ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟା ୮୦ ଲକ୍ଷ ଅତିକ୍ରମ କରିଥିବା ବେଳେ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି…
ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ହାତରେ ଲାଗିଲା ମେହେନ୍ଦି
ବଲିଉଡ ଏବଂ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଜଣାଶୁଣା ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଛି। ଅକ୍ଟୋବର ୩୦ରେ ସେ ତାଙ୍କ ପ୍ରେମିକ ଗୌତମ କିଚଲୁଙ୍କୁ ବିବାହ କରିବାକୁ ଯାଉଛନ୍ତି। ବିବାହ ପୂର୍ବରୁ ମେହେନ୍ଦି ସମାରୋହରେ ଆୟୋଜିତ ହୋଇଛି। କାଜଲ…
ପୁରୀରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ ପ୍ରସ୍ତାବ
ଭୁବନେଶ୍ୱର,୨୯। ୧୦(ବ୍ୟୁରୋ): ପୁରୀକୁ ଆସୁଥିବା ଅଣହିନ୍ଦୁ ଓ ବିଦେଶୀଙ୍କୁ ଶ୍ରୀମନ୍ଦିରର ଇତିହାସ, ପ୍ରତିଷ୍ଠା, ଜଗନ୍ନାଥ ସଂସ୍କୃତିର ମହତ୍ତ୍ବ ବିଷୟରେ ଅବଗତ କରିବା ଲାଗି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଶୋ’ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ହୋଟେଲ ଆଣ୍ଡ୍ ରେଷ୍ଟୁରାଣ୍ଟ ଆସୋସିଏଶନ…
ବାଲ୍ୟବିବାହ ରୋକିଲା ପୋଲିସ
ଖୋର୍ଦ୍ଧା ଅଫିସ,୨୯। ୧୦: ଖୋର୍ଦ୍ଧା ସହର ଉପକଣ୍ଠ ଲୋକେଶ୍ୱର ମନ୍ଦିରରେ ପୋଲିସ ଏବଂ ଚାଇଲ୍ଡ ଲାଇନ ମିଳିତ ଭାବେ ଏକ ବାଲ୍ୟବିବାହକୁ ବୁଧବାର ବନ୍ଦ କରିଛନ୍ତି। ଉଦ୍ଧାର ନାବାଳିକାଙ୍କ ବୟସ ୧୬ ବର୍ଷ ହେବ ବୋଲି ପରିବାର ଲୋକେ ଦାବି କରିଥିବା…
କଶ୍ମୀର ପ୍ରସଙ୍ଗ ଅନ୍ଲାଇନ୍ ଆଲୋଚନାରେ ସାଇବର ଆକ୍ରମଣ: ବାଜିଲା ଶ୍ରୀରାମ-ହନୁମାନଙ୍କ ଭକ୍ତି ସଙ୍ଗୀତ
ଇସଲାମାବାଦ୍, ୨୯।୧୦: କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନରେ ହେଉଥିବା ଏକ ଅନ୍ଲାଇନ୍ ଆଲୋଚନା ଚକ୍ରକୁ ଭାରତୀୟ ହ୍ୟାକରମାନେ ହ୍ୟାକ୍ କରିନେଇଛନ୍ତି। ହଠାତ୍ ଆଲୋଚନାରେ ଶ୍ରୀରାମ ଏବଂ ହନୁମାନଙ୍କ ଭକ୍ତି ସଙ୍ଗୀତ ବାଜି ଉଠିଥିଲା। ଏହାକୁ ନେଇ ଆଲୋଚନାରେ ଯୋଗଦେଥିବା ବୁଦ୍ଧିଜୀବିଙ୍କ ଅକଲ…
Archives


