Home Left

କାଠଯୋଡ଼ିରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ନରାଜ,୨୮।୧୦(ଡି.ଏନ୍‌.ଏ.): ବାରଙ୍ଗ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀରେ ବୁଡ଼ି ଜଣେ ଯୁବକ ବୁଧବାର ନିଖୋଜ ହୋଇଥିଲେ। ସେ ହେଲେ ଝାଡଖଣ୍ଡ ବର୍ଜମଡ଼ ଗ୍ରାମର ରୋହିତ ସାହାଣୀ (୨୦)। ଖବରପାଇ ବାରଙ୍ଗ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି ଜାରି ରଖିଥିଲେ।…

ଅନୁଷ୍କାଙ୍କୁ ପଡିଆରୁ ଇସାରାରେ ଏମିତି କହିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବଶୀଘ୍ର ପିତା ହେବାକୁ ଯାଉଛନ୍ତି। ସ୍ତ୍ରୀ ଅନୁଷ୍କା ଶର୍ମା ଆସନ୍ତା ବର୍ଷ ଜାନୁଆରୀରେ ନିଜ ପ୍ରଥମ ସନ୍ତାନଙ୍କୁ ଜନ୍ମ ଦେବେ। ବିରାଟ କୋହଲି ଏବେ ୟୁଏଇରେ ଚାଲିଥିବା ଆଇପିଏଲ ୨୦୨୦ରେ ବ୍ୟସ୍ତ ଅଛନ୍ତି।…

ଶ୍ରୀଦେବୀଙ୍କ ପରେ ନାଗିନ ଭୂମିକାରେ ନଜର ଆସିବେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍ ନାୟିକା ଶ୍ରଦ୍ଧା କପୁର ପୁଣିଥରେ ବଡ ପରଦାରେ ଖୁବ୍ ଶୀଘ୍ର ଦେଖାଯିବେ । ମିଳିଥିବା ସୂଚନା ଅନୁଯାୟୀ ଶ୍ରଦ୍ଧା ଏଥର ଏକ ନୂଆ ଅବତାରରେ ନଜର ଆସିବେ । ଶ୍ରୀଦେବୀଙ୍କ ପରେ ଏବେ ଶ୍ରଦ୍ଧା ନାଗିନ ଭୂମିକାରେ ନଜର…

ପ୍ରିୟଙ୍କାଙ୍କ ହାତରେ ଆଉ ଏକ ହଲିଉଡ୍ ଅଫର

ମୁମ୍ବାଇ: ବଲିଉଡ୍ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଖୁବ୍‌ଶୀଘ୍ର ହିନ୍ଦୀ ସିନେମାରେ ପୁଣିଥରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଥିଲା । ଏବେ କିନ୍ତୁ ପ୍ରିୟଙ୍କା ନିଜେ ଜଣାଇଛନ୍ତି କି ଏବେ ତାଙ୍କ ହାତରେ ଲାଗିଛି ଆଉ ଏକ ହଲିଉଡ୍ ଅଫର୍ ।…

ଆଡିଲେଡ୍‌ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଘୋଷଣା ହେବାର ଗୋଟିଏ ଦିନ ପରେ ଗସ୍ତର କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି। କାର୍ଯ୍ୟସୂଚୀ ଅନୁଯାୟୀ ଭାରତ ଆଡିଲେଡରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳିବ। ଏହି ଗସ୍ତରେ ଭାରତକୁ ୪ଟି ଟେଷ୍ଟ, ୩ଟି ଏକଦିବସୀୟ ଏବଂ…

୨୦୨୧ରେ ଚେନ୍ନାଇ ଦଳର ନେତୃତ୍ୱ କିଏ ନେବ, ସିଇଓ ଦେଲେ ଏମିତି ଉତ୍ତର

ଆଇପିଏଲ ୨୦୨୦ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ଖରାପ ପ୍ରଦର୍ଶନ କରିଛି। ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ପାଇଁ ଦଳ ପ୍ଲେ ଅଫ ରେସ୍‌ରୁ ବାଦ୍‌ ପଡିଛି। ୟୁଏଇରେ ଚାଲିଥିବା ଆଇପିଏଲର ୧୩ ତମ ସିଜିନରୁ ଟୁର୍ନାମେଣ୍ଟ…

ମାଓବାଦୀ କ୍ୟାମ୍ପରେ ଚଢ଼ାଉ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିର/ଚିତ୍ରକୋଣ୍ଡା,୨୮।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପୋଲିସକୁ ମିଳିଛି ବଡ଼ ସଫଳତା। ମାଓବାଦୀ କ୍ୟାମ୍ପରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ ହୋଇଛି। ସ୍ବାଭିମାନ ଅଞ୍ଚଳରେ ଦୁଇଦିନ ହେଲା ପୋଲିସ ସର୍ଚ୍ଚ ଅପରେଶନ ଜାରି ରଖିଥିଲା। ମଙ୍ଗଳବାର ଜିଲାର ସ୍ବାଭିମାନ ଅଞ୍ଚଳର ଜୁମଡାଙ୍ଗ…

ଝିଅଟିକୁ ଉଦ୍ଧାର କରିବାକୁ ଯାଇ କାଠଯୋଡ଼ିରେ ଯୁବକ ନିଖୋଜ

ନରାଜ,୨୮।୧୦(ଡି.ଏନ୍‌.ଏ.): ବାରଙ୍ଗ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀରେ ବୁଡ଼ି ବୁଧବାର ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ଝାଡଖଣ୍ଡ ବର୍ଜମଡ଼ ଗ୍ରାମର ରୋହିତ ସାହାଣୀ (୨୦)। ସେ ଏକ ଇଟା ଭାଟିରେ କାର୍ଯ୍ୟ କରୁଥିବା ବେଳେ ଭାଟିରେ କାର୍ଯ୍ୟରତ କେତେକ…

ଲକ୍‌ଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ପାଦରେ ଚାଲିବାକୁ ବାଧ୍ୟ କରିଥିଲେ ମୋଦି: ରାହୁଲ

ପାଟନା,୨୮ ।୧୦: ବିହାର ବିଧାନସଭା ପାଇଁ ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଉଛି । ଇତିମଧ୍ୟରେ ଦ୍ୱିତୀୟ ତଥା ତୃତୀୟ ପର୍ଯ୍ୟାୟ ମତଦାନରେ ଭୋଟରଙ୍କୁ ନିଜ ଆଡକୁ ଆକର୍ଷତ କରିବାକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସେଠାରେ ନିର୍ବାଚନ…

ପ୍ରିୟଙ୍କାଙ୍କୁ ଅଳକାଙ୍କ ପତ୍ର

ଗାଜିପୁର୨୮ ।୧୦: ଉତ୍ତପ୍ରଦେଶ ଗାଜିପୁର ଜିଲା ମହମ୍ମଦାବାଦ ବିଧାନସଭା ଆସନର ବିଧାୟିକା ତଥା କୃଷ୍ଣାନନ୍ଦ ରାୟଙ୍କ ପତ୍ନୀ ଅଳକା ରାୟ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି । କଂଗ୍ରେସ କାହିଁକି ମୁଖତାର ଅଂସାରୀଙ୍କୁ ବଞ୍ଚାଉଛି ବୋଲି…

ଶ୍ରୀମନ୍ଦିର ଖୋଲିବା ଦାବିରେ ବାଜିଲା ଘଣ୍ଟ

ପୁରୀ ଅଫିସ,୨୮।୧୦: ମହାମାରୀ କରୋନା ପାଇଁ ଦୀର୍ଘ ୭ ମାସରୁ ଊର୍ଦ୍ଧ୍ୱ ହେଲାଣି ଶ୍ରୀମନ୍ଦିର ସମେତ ରାଜ୍ୟର ଅନ୍ୟ ମନ୍ଦିରଗୁଡ଼ିକୁ ଭକ୍ତଙ୍କୁ ଛଡାଯାଉ ନାହିଁ। ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ଏହାର ପ୍ରଭାବ ପଡିଛି ସେବାୟତ ଓ ପୂଜକଙ୍କ ଉପରେ।…

ନାଁ ନ ନେଇ ମହାମେଣ୍ଟ ଉପରେ ବର୍ଷିଲେ ମୋଦି

ମୁଜାଫରପୁର,୨୮ ।୧୦: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କାର୍ଯ୍ୟରେ ବାହାରିଛନ୍ତି । ପ୍ରଥମେ ମିଥିଳାଞ୍ଚଳ ପରେ ତିରହୁତ ଓ ଏହାପରେ ମୁଜାଫରନଗରରେ ରାଲି କରିଛନ୍ତି ମୋଦି । ଏହିସବୁ ସଭାରେ ଉଦ୍‌ବୋଧନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri