ଦିଲ୍ଲୀ ବିମାନବନ୍ଦର ଉଡାଇବାକୁ ଖଲିସ୍ତାନୀ ସଂଗଠନର ଧମକ
ନୂଆଦିଲ୍ଲୀ,୪।୧୧: ୧୯୮୪ ଶିଖ ଦଙ୍ଗାର ୩୬ତମ ବାର୍ଷିକୀ ଅବସର ପୂର୍ବରୁ ଖଲିସ୍ତାନ ସମର୍ଥକ ସଂଗଠନ ପକ୍ଷରୁ ଧମକ ଦିଆଯାଉଛି। ଦିଲ୍ଲୀ ବିମାନ ବନ୍ଦରକୁ ଉଡାଇଦେବାକୁ ଖଲିସ୍ତାନୀ ସଂଗଠନ ପକ୍ଷରୁ ଧମକ ଦିଆଯାଇଥିବା ସୂଚନା ମିଳିଛି। ଖଲିସ୍ତାନ କମାଣ୍ଡୋ ଫୋର୍ସର ସଦସ୍ୟ ତଥା…
ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ
ବଇଣ୍ଡା,୪।୧୧(ଡି.ଏନ୍.ଏ.): ଅନୁଗୋଳ ଜିଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ସରକାରୀ କାର୍ଯ୍ୟାଳୟ ଓ କ୍ୱାର୍ଟର୍ସରେ ବୁଧବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ଡିଭିଜନ…
ବିଶ୍ୱର ସବୁଠାରୁ ଅନ୍ଧକାର ପଦାର୍ଥ: ଯେଉଁଥିରେ ବିଏମଡବ୍ଲୁ ନିର୍ମାଣ କରିଛି ଏକ କାର, ଜାଣନ୍ତୁ ଏହାର ରହସ୍ୟ
ଶୁଭ କାର୍ଯ୍ୟରେ କଳା ରଙ୍ଗକୁ ଅଶୁଭ ବୋଲି ବିବେଚନା କରାଯାଏ, କଳା କପଡା ଟିଏ ହୋଇଥିଲେ ମଧ୍ୟ ଏହାକୁ ଗ୍ରହଣ କରାଯାଇ ନ ଥାଏ। ମାତ୍ର ବୈଜ୍ଞାନିକମାନେ ଏହି ରଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରନ୍ତି। ବିଜ୍ଞାନ ଅନୁଯାୟୀ, କଳା ରଙ୍ଗ ଅତ୍ୟଧିକ…
ହୃଦୟର ବ୍ୟଥା ବଖାଣିଲେ ପଞ୍ଜାବ ମାଲିକାଣୀ
ଆଇପିଏଲ ୨୦୨୦ର ଲିଗ୍ ପର୍ଯ୍ୟାୟ ଶେଷ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫରେ ସ୍ଥାନ ପାଇଛନ୍ତି। ଏଥି ସହିତ ଚେନ୍ନାଇ ସୁପର କିଙ୍ଗ୍ସ, କିଙ୍ଗ୍ସ ଏକାଦଶ ପଞ୍ଜାବ, କେକେଆର ଏବଂ…
ବିହାର ତୃତୀୟ ପର୍ଯ୍ୟାୟ ନିର୍ବାଚନ: ନଭେମ୍ବର ୭ରେ ୧୫ ଜିଲାର ୭୮ ବିଧାନସଭା ଆସନରେ ଭୋଟିଂ
ପାଟନା,୪।୧୧: ନଭେମ୍ବର ୭ରେ ବିହାର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଅନୁଷ୍ଠିତ ହେବ। ୧୫ ଜିଲାର ୭୮ଟି ଆସନରେ ଏଥିପାଇଁ ଭୋଟିଂ କରାଯିବ। ଭୋଟର ୧୨୦୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହି ପର୍ଯ୍ୟାୟରେ ଆର୍ଜେଡିର ପ୍ରାର୍ଥୀ…
ମହାରାଷ୍ଟ୍ର ପରେ ଏବେ କେରଳ ସରକାର ସିବିଆଇ ଉପରେ ଲଗାଇପାରନ୍ତି ଅଙ୍କୁଶ
ଥିରୁଭାନନ୍ତପୁରମ,୪।୧୧: ମହାରାଷ୍ଟ୍ର ପରେ ଏବେ କେରଳ ସରକାର ମଧ୍ୟ ସିବିଆଇ ଉପରେ ଅଙ୍କୁଶ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଣିକି କେରଳରେ କୌଣସି ମାମଲାର ଯାଞ୍ଚ ପାଇଁ ସିବିଆଇକୁ ରାଜ୍ୟସରକାରଙ୍କ ଅନୁମତି ନେବାକୁ ପଡ଼ିବ। ବୁଧବାର ହେବାକୁ ଥିବା କ୍ୟାବିନେଟ ବୈଠକରେ ଏହି…
କର୍କଟରେ ଆକ୍ରାନ୍ତ ଶିଶୁ ଲାଗି ରଙ୍ଗିନ ପୋଷାକ ପିନ୍ଧି ନାଚିଲେ ଡାକ୍ତର: ଭିଡିଓ ଭାଇରାଲ
କର୍କଟ ଏକ ଗମ୍ଭୀର ରୋଗ। ଏହି ରୋଗରେ ଆକ୍ରାନ୍ତଙ୍କ ମନୋବଳ ବଢ଼ାଇବା ସହ ତାଙ୍କୁ ଖୁସି ରଖିବା ନିତାନ୍ତ ଜରୁରୀ। ତେବେ ଏହି କଥାକୁ ବୁଝିଛନ୍ତି, ୟୁକେର ୱର୍କେଷ୍ଟେରେଶର୍ ରୟାଲ ହସ୍ପିଟାଲର ଡାକ୍ତରମାନେ। ଇସୋବେଲ୍ ଫ୍ଲେକ୍ଚର ନାମକ ପାଞ୍ଚ ବର୍ଷର ଜଣେ…
ବେଆଇନ ବାଣ କାରଖାନାରେ ବିସ୍ଫୋରଣ
କୁଶୀନଗର,୪।୧୧: ଉତ୍ତରପ୍ରଦେଶର କୁଶୀନଗର ଜିଲାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବୁଧବାର ସକାଳେ ବେଆଇନ କାରଖାନାରେ ହଠାତ୍ ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି। ସମସ୍ତ ମୃତକ ଗୋଟିଏ ପରିବାରର…
ନାସାକୁ ସଫଳତା: ୭ ମାସ ଧରି ନିଖୋଜ ଥିବା ୪୩ ବର୍ଷ ପୁରୁଣା ମହାକାଶ ଯାନ ସହିତ ସମ୍ପର୍କ ସ୍ଥାପନ
ଓ୍ବାଶିଂଟନ,୪।୧୧: ନାସାକୁ ବଡ଼ ସଫଳତା ମିଳିଛି। ଗତ ୭ ମାସ ଧରି ନିଖୋଜ ହୋଇ ଯାଇଥିବା ୪୩ ବର୍ଷ ପୁରୁଣା ମହାକାଶ ଯାନ ଭୟୋଗର-୨ ସହିତ ନାସା ସମ୍ପର୍କ ସ୍ଥାପନ କରିବାକୁ ସକ୍ଷମ ହୋଇଛି। ଏବେ ଏହା ପୃଥିବୀଠାରୁ ୧୮୬୬ କୋଟି…
ଏସବୁ କାର୍ଯ୍ୟ ଦ୍ୱାରା ଜଗତକୁ ନିୟନ୍ତ୍ରଣ କରିପାରିବେ ସାଧାରଣ ବ୍ୟକ୍ତି, ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନର ଅନେକ ସମସ୍ୟାର ସମାଧାନ କରିବା ସହିତ ଜୀବନ ସହ ଜଡ଼ିତ ମୂଲ୍ୟବୋଧ ବିଷୟରେ ଆଲୋଚନା କରିଛନ୍ତି। ଏଥି ସହିତ ସେ ଅନେକ ଶ୍ଲୋକ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି, ଜଣେ ବ୍ୟକ୍ତି ମଧୁର କଥା…
ରାଜଧାନୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ !
ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ବୁଧବାର ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏପରି କୁହାଯାଇ ପାରିବ ବୋଲି ସେ କହିଛନ୍ତି। ଗତ ୧୦ ଦିନ ମଧ୍ୟରେ…
ଏହି ଢ଼ାଳର ଦାମ୍ ଜାଣିଲେ ଉଡିଯିବ ହୋସ୍
ଲକ୍ଷ୍ନୌ,୪।୧୧: ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ପ୍ରେମ, ତ୍ୟାଗ ଓ ସମର୍ପଣର ପ୍ରତୀକ ହେଉଛି କରଓ୍ବାଚୌଥ ପୂଜା। ଦେଶରେ ବୁଧବାର କରଓ୍ବାଚୌଥ ପର୍ବ ପାଳନ କରାଯାଉଛି। ଏହି ଦିନ ବିବାହିତା ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ନିର୍ଜଳା ବ୍ରତ ରଖିଥାନ୍ତି…
Archives


