‘ଆମେରିକା ନିର୍ବାଚନ ଫଳାଫଳ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିବନି’
ନୂଆଦିଲ୍ଲୀ,୪।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିବ ନାହିଁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟର ସଚିବ ହର୍ଷ ଶ୍ରୀଙ୍ଗ୍ଲା ବୁଧବାର କହିଛନ୍ତି। ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ ସ୍ପଷ୍ଟ କରିସାରିଛନ୍ତି ଯେ, ଭାରତ- ଆମେରିକାର କୂଟନୈତିକ ସମ୍ପର୍କ ପୂର୍ବଭଳି…
ପ୍ରଥମ ଥର କରଓ୍ବାଚୌଥ ପାଳନ କଲେ ନେହା କକ୍କର
ସାରା ଦେଶରେ କରଓ୍ବାଚୌଥ ପାଳନ କରାଯାଉଛି। କରୋନା କଟକଣା ସତ୍ତ୍ୱେ ଏହି ଉତ୍ସବକୁ ବେଶ ଧୁମ୍ଧାମ୍ରେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି। ତେବେ ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ କରଓ୍ବାଚୌଥ ବ୍ରତ ରଖିଛନ୍ତି। ଏଭଳି ପରିସ୍ଥିତିରେ, ଚଳିତ ବର୍ଷ ବିବାହ ବନ୍ଧନରେ…
ସ୍ବାମୀଙ୍କ ସହ ପ୍ରଥମ କର୍ଓ୍ବାଚୌଥ୍ ପାଳିଲେ ଏହି ଅଭିନେତ୍ରୀ
ମୁମ୍ବାଇ,୪ା୧୧: ଆଜି (ନଭେମ୍ବର ୪) ସାରା ଦେଶରେ ପାଳନ କରାଯାଉଛି କର୍ଓ୍ବାଚୌଥ୍। କରୋନା ଯୋଗୁ ଏହି ମାହୋଲ ସୋସିଆଲ ମିଡିଆରେ ଅଧିକ ଦେଖିବାକୁ ମିଳୁଛି। କର୍ଓ୍ବାଚୌଥ୍ ବିଶେଷକରି ବଲିଉଡ୍ରେ ବେଶ୍ ଲୋକପ୍ରିୟ। ସ୍କ୍ରିନ୍ରୁ ଆରମ୍ଭ କରି ବାସ୍ତବ ଜୀବନ ପର୍ଯ୍ୟନ୍ତ ଉତ୍ସବକୁ…
ବୟଲର ଫାଟିବାରୁ କପଡ଼ା ଗୋଦାମରେ ଅଗ୍ନିକାଣ୍ଡ, ୯ମୃତ
ଅହମଦାବାଦ,୪।୧୧: ଗୁଜରାଟ ଅହମଦାବାଦରେ ଏକ କପଡ଼ା ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବୁଧବାର ନାନୁକାକା ଇଷ୍ଟେଟ ସ୍ଥିତ ଏକ କପଡ଼ା ଗୋଦାମରେ ଅଗ୍ନିକାଣ୍ଡ ଘଟିବା ପରେ ବିଲଡିଂରେ ବିସ୍ଫୋରଣ ହେବାରୁ ଛାତଟି ଭୁଷୁଡ଼ିପଡ଼ିଥିଲା। ଯେଉଁଥିରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…
କେବଳ ମାଛର ଲାଞ୍ଜ ରୋକିଦେଲା ଏତେବଡ଼ ଦୁର୍ଘଟଣା, ଜାଣନ୍ତୁ କେମିତି
ନେଦରଲ୍ୟାଣ୍ଡରେ ସ୍ପିଗେନାକିସ ସହରରରେ ଏକ ବଡ଼ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଏକ ମେଟ୍ରୋ ଟ୍ରେନ ଅନିୟନ୍ତ୍ରିତ ହୋଇ ବାରିୟର ଭାଙ୍ଗି ଷ୍ଟେଶନରୁ ବାହାରି ଯାଇଥିଲା। ମାତ୍ର ତାହା ସେଠାରେ ଥିବା ବଡ଼ ହ୍ବେଲ ମାଛର ଲାଞ୍ଜରେ ଲାଗି ଝୁଲି…
ମହାରାଷ୍ଟ୍ରରେ ଖୋଲିବ ସିନେମା ହଲ୍, ମଲ୍ଟିପ୍ଲେକ୍ସ: ସରକାର ଜାରି କଲେ ଗାଇଡ୍ଲାଇନ
ମୁମ୍ବାଇ,୪।୧୧: ଦେଶରେ କରୋନା ଭାଇରସ୍ ସଂକ୍ରମଣ ପ୍ରକୋପ ଜାରି ରହିଛି। ହେଲେ ସଂକ୍ରମିତଙ୍କ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଏବେ ଅନ୍ଲକ୍-୬.୦ ଜାରି ରହିଥିବା ବେଳେ ଏହି ସମୟରେ ଲୋକଙ୍କ ଜୀବନ ଜୀବୀକାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର…
ଏହି ୪ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଅଚାନକ ବଦଳିଯାଏ, କେବଳ ମିଳିଥାଏ ଲାଭ ହିଁ ଲାଭ
ସମସ୍ତେ ଚାହିଁଥାନ୍ତି ଜୀବନରେ କେମିତି ଅଧିକରୁ ଅଧିକ ଟଙ୍କା ରୋଜଗାର କରିବେ। ଏଥିପାଇଁ ଲୋକେ ନାନା ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି। ମାତ୍ର କିଛି ଲୋକ ଅକ୍ଳାନ୍ତ ପରିଶ୍ରମ କଲା ପରେ ମଧ୍ୟ ହାତରେ ଟଙ୍କାଟିଏ ରହେ ନାହିଁ। ମନେରଖନ୍ତୁ, ମଣିଷର…
କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣକୁ ନେଇ ଜରୁରୀ ବୈଠକ ଡକାଇଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୪।୧୧: ଗତ କିଛି ଦିନରୁ ରାଜଧାନୀ ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀରେ ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି। ଏହା ଦିଲ୍ଲୀବାସୀଙ୍କ ଜୀବନ ଓ…
ଉଦ୍ଧାର ପରେ ବ୍ୟକ୍ତିଙ୍କୁ ଚକମା ଦେଇ ଧାଇଁଲା ହରିଣ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…
ସାବଧାନ! ପାଣି ପିଇଲେ ବି ଚାଲିଯିବ ଜୀବନ, ଜାଣନ୍ତୁ କେମିତି ଆଉ କାହିଁକି
ପାଣି ଅମୃତ ସମାନ। କୁହାଯାଏ, ପାଣି ପିଇଲେ ଅନେକ ରୋଗରୁ ଉପଶମ ମିଳିଥାଏ। ପାଣି ପିଇବାକୁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି। ମାତ୍ର ପାଣି ବି ବେଳେବେଳେ ଜୀବନ ନେଇପାରେ। ଏହାର ଏକ ଉଦାହରଣ ମଧ୍ୟ ରହିଛି। ଏମିତି ଏକ ଘଟଣା…
ବ୍ୟକ୍ତିଙ୍କୁ ଟ୍ରାଫିକ୍ ରୁଲ୍ ଶିଖାଇବା ପାଇଁ ଓଟ ଦେଲା ପାନେ: ଭିଡିଓ ଭାଇରାଲ
ଗାଡି ଚଲାଇବା ସମୟରେ ଟ୍ରାଫିକ୍ ନିୟମ ମାନିବା ନିତାନ୍ତ ଆବଶ୍ୟକ। କାରଣ ଏହାକୁ ନ ମାନିଲେ ଦୁର୍ଘଟଣା ହେବାର ଆଶଙ୍କା ଦେଖା ଯାଇଥାଏ। ମାତ୍ର ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ଟ୍ରାଫିକ୍ ନିୟମ ଭାଙ୍ଗି ଫାଇନ୍ ମଧ୍ୟ ଦେଇଥାନ୍ତି।…
ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବେ ଆଦିତ୍ୟ
ମୁମ୍ବାଇ: କଣ୍ଠଶିଳ୍ପୀ ଉଦିତ୍ ନାରାୟଣଙ୍କ ପୁଅ ତଥା କଣ୍ଠଶିଳ୍ପୀ ଆଦିତ୍ୟ ନାରାୟଣ ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଡିସେମ୍ବରରେ ଅଭିନେତ୍ରୀ ଶ୍ୱେତା ଅଗ୍ରଓ୍ବାଲଙ୍କୁ ସେ ନିଜର ଜୀବନ ସାଥୀ କରିବାକୁ ଯାଉଛନ୍ତି। ଏନେଇ ଇନ୍ଷ୍ଟାଗ୍ରାମରେ ଆଦିତ୍ୟ ନାରାୟଣ ଘୋଷଣା…
Archives


