ତୃତୀୟଥର ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଗାଲ ଗାଡୋଟ ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ୩୫ ବର୍ଷୀୟା ଗାଲ ଇନଷ୍ଟାଗ୍ରାମ ଫଟୋ ଶେୟାର କରି ଏହି ସୂଚନା ଦେଇଛନ୍ତି। ଏହି ଫଟୋରେ, ତାଙ୍କ ସ୍ବାମୀ ଏବଂ ତାଙ୍କର ଦୁଇ ଝିଅ ଧରି ଶିଶୁ ଧରିଥିବାର ନଜର ଆସିଛନ୍ତି। ଏହି ଫଟୋକୁ ସୋସିଆଲ ମିଡିଆରେ ପସନ୍ଦ କରାଯାଉଛି। ଇନଷ୍ଟା ପୋଷ୍ଟ ଶେୟାର କରିବାବେଳେ ଗାଲ କହିଥିଲେ-ଆମେ ପୁଣି ଥରେ..। ଏହି ପୋଷ୍ଟ ପରେ ସେଲିବ୍ରିଟ ଏବଂ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଛନ୍ତି। ଗାଲ ଗର୍ଭବତୀ ଥିଲେ ମଧ୍ୟ ତାଙ୍କ ହାତରେ ଅନେକ ବଡ଼ ଫିଲ୍ମ ପ୍ରୋଜେକ୍ଟ ଅଛି। ସେ ଖୁବଶୀଘ୍ର ମିଶରର ଟୋଲେମି ରାଜ୍ୟର ଶେଷ ଶାସକ କ୍ଲିଓପାଟ୍ରାଙ୍କ ବାୟୋପିକରେ ନଜର ଆସିବେ। ଏଥିରେ କ୍ଲିଓପାଟ୍ରାଙ୍କ ଚରିତ୍ରରେ ନଜର ଆସିବେ ଗାଲ ଗାଡୋଟି। ଏନେଇ ନେଇ ସେ ବହୁତ ଖୁସିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ଦୋକାନରେ କପ୍‌ ଧୋଉଥିଲେ ଏହି ପ୍ରସିଦ୍ଧ ଅଭିନେତା

ଅଭିନୟ ଦୁନିଆରେ ପାଦ ଦେବା ପୂର୍ବରୁ ମନରେ ପ୍ରଥମ ଚିନ୍ତାଧାରା ଆସେ ଯେ ଅଭିନୟ ବ୍ୟତୀତ ସ୍ମାର୍ଟ ଏବଂ ରୂପରେ ସୁନ୍ଦର ହେବା ନିହାତି ଆବଶ୍ୟକ।...

‘ଦ କଶ୍ମୀର ଫାଇଲ୍ସ ଅନରିପୋର୍ଟେଡ’ ନିର୍ମାଣ କରିବେ ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: କଶ୍ମୀର ପଣ୍ଡିତଙ୍କ ଦୁଃଖକୁ ଜନତାଙ୍କ ପର୍ଯ୍ୟନ୍ତ ପହଞ୍ଚାଇଥିବା ବଲିଉଡ ମୁଭି ‘ଦ କଶ୍ମୀର ଫାଇଲ୍ସ’ ପୁଣି ବିବାଦ ମଧ୍ୟକୁ ଚାଲି ଆସିଛି । ଆଉ...

‘ତେଜାବ୍‌’ ଦେଖିବା ପରେ..

ସେତେବେଳେ ତାଙ୍କର ବୟସ ମାତ୍ର ୪ବର୍ଷ। ଏନ୍‌. ଚନ୍ଦ୍ରାଙ୍କ ନିର୍ଦ୍ଦେଶିତ ତଥା ଅନିଲ କପୁର ଏବଂ ମାଧୁରୀ ଦୀକ୍ଷିତ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ତେଜାବ୍‌’ ଦେଖୁଥାଆନ୍ତି...

ବିଶ୍ୱର ସବୁଠାରୁ ସୁନ୍ଦରୀ ପୋଲିସ

ବୋଗୋଟା: ବର୍ତ୍ତମାନ ସୋସିଆଲ ମିଡିଆର ଢେର୍‌ ଚାହିଦା ବଢ଼ିଯାଇଛି। ଗୋଟିଏ ସାଧାରଣ ଲୋକକୁ ରାତାରାତି ଷ୍ଟାର କରିଦେଇ ପାରୁଛି ସାମିଜିକ ଗଣମାଧ୍ୟମ। ତେବେ ଏହା ଜରିଆରେ...

କପିଲଙ୍କ ପ୍ରଥମ ପାରିଶ୍ରମିକ ଥିଲା ୧୫ଶହ ଟଙ୍କା, ଏବେ ସଲମାନ ତାଙ୍କ ଶୋ’ର ପ୍ରଯୋଜକ

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ଟେଲି ଜଗତର ଜଣେ ଲୋକପ୍ରିୟ ଚେହେରା। ନିଜର ସହକର୍ମୀ ସୁନିଲ ଗ୍ରୋଭରଙ୍କ ସହ ହୋଇଥିବା ମନୋମାଳିନ୍ୟକୁ ନେଇ ଭାଙ୍ଗି...

୩୦ ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ‘ଶଲା ବୁଢ଼ାର ବଦ୍‌ଲା’

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ଚଳଚ୍ଚିତ୍ର କହୁଛି ଓଡ଼ିଶାର ପରମ୍ପରା। ଗାଁର କଥା, ସାହିର କଥା ଆଉ ମଣିଷ ମଣିଷର କଥା। ମଣିଷ ଭିତରେ ଥିବା ରାଗ, କ୍ରୋଧକୁ ସମ୍ଭାଳି...

ବ୍ରେକ୍‌ଅପ୍‌ର ୨ବର୍ଷ ପରେ ପୁଣି ଏକାଠି ନଜର ଆସିଲେ ଏହି ଯୋଡ଼ି

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଓ କାର୍ତ୍ତିକ ଆର୍ଯ୍ୟନ ପରସ୍ପରକୁ ଡେଟ୍‌ କରିଥିଲେ। ଫିଲ୍ମ ‘ଲଭ ଆଜ କଲ୍‌ -୨’ ର ଶୁୁଟିଂ ବେଳେ...

ସ୍ପୋଟର୍‌ସ କାର୍‌ ପାଇଁ ଚର୍ଚ୍ଚାରେ ରାମଚରଣ

ଚେନ୍ନାଇ,୧୪।୯: ଦକ୍ଷିଣ ଭାରତର ସୁପରଷ୍ଟାର ରାମଚରଣ ମର୍ସିଡିଜ ମେବ୍ୟାକ ଜିଏଲଏସ ୬୦୦ କିଣିଛନ୍ତି। ଏହି ସ୍ପୋଟର୍‌ସ କାରର ମୂଲ୍ୟ ୪ କୋଟି ଟଙ୍କାରୁ ଉର୍ଦ୍ଧ୍ୱ। ସେ...

Advertisement
Archives

Model This Week