ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫକୁ ଜରୁରୀକାଳୀନ ପରିସ୍ଥିତି ସହ ତୁଳନା କଲେ ଅମିତ ଶାହା
ନୂଆଦିଲ୍ଲୀ, ୪।୧୧: ବରିଷ୍ଠ ସାମ୍ବାଦିକ ତଥା ରିପବ୍ଲିକ ଟିଭିର ମାଲିକ ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫଦାରୀକୁ ୧୯୭୫ରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ସହ ତୁଳନା କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର୍ୟ ମନ୍ତ୍ରୀ ଅମିତ ଶାହା। ଏକ ଟୁଇଟ୍ରେ ଶାହା କହିଛନ୍ତି ଯେ କଂଗ୍ରେସ…
ନେପାଳରେ ସେନା ମୁଖ୍ୟ: ଓଲିଙ୍କୁ ଭେଟିବେ
ନୂଆଦିଲ୍ଲୀ/କାଠମାଣ୍ଡୁ,୪।୧୧: ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ବୁଧବାର ୩ ଦିନିଆ ଗସ୍ତରେ ନେପାଳରେ ପହଞ୍ଚିଛନ୍ତି। ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପୂର୍ବାହ୍ନ ୧୧ଟା ୩୦ରେ ସେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଛି। ନେପାଳ ସୈନ୍ୟ ବାହିନୀ…
ଶକ୍ତିଶାଳୀ ହେବ ବାୟୁସେନା: ଭାରତକୁ ପୁଣି ଆସୁଛି ଆଉ ୩ ରାଫାଲ
ଗାନ୍ଧୀନଗର,୪।୧୧:ଭାରତୀୟ ବାୟୁସେନା ଆହୁରି ଶକ୍ତିଶାଳୀ ଓ ସୁଦୃଢ଼ ହେବାକୁ ଯାଉଛି। ନିଜର ପରାକ୍ରମ ଦେଖାଇବା ସହ ଶତ୍ରୁଙ୍କୁ ପରାଜୟ କରିବା ପାଇଁ ଆଉ ୩ରାଫାଲ ଯୁଦ୍ଧ ବିମାନ ବୁଧବାର ଭାରତକୁ ଆସୁଛି। ବୁଧବାର ସନ୍ଧ୍ୟାରେ ଗୁଜରାଟ ଜାମନଗର ଏୟାର ବେସ୍ରେ ଏହା…
ଚାଷୀ ସମସ୍ୟା ନେଇ ସରକାରଙ୍କୁ ଘେରିଲା କଂଗ୍ରେସ: ଯନ୍ତର ମନ୍ତରରେ ଧାରଣାରେ ବସିଲେ ଅମରିନ୍ଦର-ସିଦ୍ଧୁ
ନୂଆଦିଲ୍ଲୀ,୪।୧୧: ଚାଷୀ ସମସ୍ୟା ନେଇ କଂଗ୍ରେସ ପକ୍ଷରୁ ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ,ନଭଜୋତ ସିଂ ସିଦ୍ଧୁ ଏବଂ ଅନ୍ୟ ସଦସ୍ୟମାନେ ଯନ୍ତର ମନ୍ତରରେ ଧାରଣାରେ ବସିଛନ୍ତି। ପଞ୍ଜାବରେ ୩ରୁ୪ ଘଣ୍ଟା ବିଦ୍ୟୁତ୍ କାଟ ହେଉଥିବାରୁ…
ପିତାଙ୍କୁ ଦିନରେ ଏତିକି ଥର ଖୋଜନ୍ତି କୁନି ତୈମୁର
ବଲିଉଡର ବେବୋ ଅର୍ଥାତ୍ ଅଭିନେତ୍ରୀ କରିନା କପୁର ଖୁବଶୀଘ୍ର ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି। ଆଜିକାଲି ସେ ଗର୍ଭଧାରଣ ସମୟକୁ ବେଶ୍ ଉପଭୋଗ କରୁଛନ୍ତି। କରିନା ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ, ସେ ବେଳେବେଳେ ଆକର୍ଷଣୀୟ ପୋଷ୍ଟ ଶେୟାର କରନ୍ତିି।…
ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଉ ଏକ ଝଟ୍କା: ଆଖିବୁଜିଲେ ଏହି ଲୋକପ୍ରିୟ ନିର୍ଦ୍ଦେଶକ
ଗୁରୁରାଟୀ ଫିଲ୍ମର ଲୋକପ୍ରିୟ ନିର୍ଦ୍ଦେଶକ ଆଶିଷ କକ୍କଟଙ୍କର ପରଲୋକ ଘଟିଛି। ୪୯ ବର୍ଷ ବୟସରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅଶିଷ ନିଜ ପୁଅର ଜନ୍ମଦିନ ପାଳନ କରିବା ପାଇଁ ଅହମ୍ମଦାବାଦରୁ କୋଲକାତା ଯାଇଥିଲେ। ନଭେମ୍ବର ୬ରେ ତାଙ୍କର ଫେରିବାର…
ଛାଡ଼ପତ୍ର ମାମଲାରେ ଭରଣ ପୋଷଣ ପାଇଁ ଉଭୟପକ୍ଷଙ୍କୁ ଦାଖଲ କରିବାକୁ ପଡ଼ିବ ଆୟର ସମ୍ପୂର୍ଣ୍ଣ ବିବରଣୀ: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୪।୧୧: ଛାଡ଼ପତ୍ର ଅବା ପାରିବାରିକ ମାମଲାରେ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ସ୍ତ୍ରୀଙ୍କୁ ଭରଣପୋଷଣ ଦେବା ମାମଲାର ବିଚାର ସମୟରେ ଉଭୟପକ୍ଷଙ୍କୁ ଆୟର ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିବାକୁ ପଡ଼ିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ବିବରଣୀ…
ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା
ଅଭିନେତା ଫରାଜ ଖାନ୍ଙ୍କ ପରଲୋକ ଘଟିଛି। ସେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କ ୫୦ ବର୍ଷ ହୋଇଥିଲା। ପୂଜା ଭଟ୍ଟ ଫରାଜଙ୍କ ମୃତ୍ୟୁ ନେଇ ଟୁଇଟର୍ରେ ସୂଚନା ଦେଇଛନ୍ତି। ପୂଜା ଟୁଇଟ୍ କରି ଲେଖିଛନ୍ତି, କୋହ…
ପାର୍ସଲ ଜୋତାରୁ ମିଳିଲା ଏମିତି କିଛି: ଦେଖିବା ପରେ ଉଡିଗଲା ହୋସ୍
ଫିଲିପାଇନ୍ସରେ ବିମାନବନ୍ଦରର କର୍ମଚାରୀମାନେ ଏକ ଜୋତାରୁ ୧୧୯ଟି ଦୁର୍ଲଭ ବୁଢ଼ିଆଣି ଲୁଚି ରହିଥିବା ଦେଖିବାକୁ ପାଇଛନ୍ତି। ସୋସିଆଲ ମିଡିଆରେ ଏହାର ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି। ବ୍ୟୁରୋ ଅଫ୍ କଷ୍ଟମ ଫେସବୁକ୍ ଦ୍ୱାରା ଏହି ଫଟୋ ପୋଷ୍ଟ ହୋଇଛି। ଏହି…
କରଓ୍ବା ଚୌଥ୍ରେ ସ୍ବାମୀଙ୍କୁ ଉପହାର ଦେଲେ ହେଲମେଟ୍, ପଢ଼ାଇଲେ ଟ୍ରାଫିକ୍ ନିୟମ: ସୋସିଆଲ୍ ମିଡ଼ିଆରେ ଭାଇରାଲ
ଆଲିଗଡ଼,୪।୧୧: କରଓ୍ବା ଚୌଥ୍ରେ ବିବାହିତା ମହିଳାମାନେ ସ୍ବାମୀଙ୍କ ସୁରକ୍ଷା ଏବଂ ଦୀର୍ଘ ନିରାମୟ ଜୀବନ କାମନା କରି ବ୍ରତ ରଖିଥାନ୍ତି। ଉତ୍ତରପ୍ରଦେଶ ଆଲିଗଡ଼ରେ ଏହି ବ୍ରତ ପାଳନ ସମୟରେ ସ୍ଥାନୀୟ ସରାୟ ମାନସିଂ ଅଞ୍ଚଳରେ ପ୍ରେରଣା ମାହେଶ୍ୱରୀ ନାମକ ମହିଳା ତାଙ୍କ…
ହିଜବୁଲ ମୁଜାହିଦ୍ଦିନର ନୂଆ କମାଣ୍ଡର ନିଯୁକ୍ତ
ଶ୍ରୀନଗର,୪।୧୦: ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀର ଅପରେଶନ ଚାଲିଛି। ନିକଟରେ ଭାରତୀୟ ସୁରକ୍ଷା ବାହିନୀର ଗୁଳିରେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ଡା. ସୈଫୁଲା ଟଳି ପଡିଥିଲେ। ଏହା ପରେ ହିଜବୁଲ ଅବୁ ଆବିଦା ଓରଫ ଜୁବୈରଙ୍କୁ ନୂତନ କମାଣ୍ଡର…
ନୀତିଶଙ୍କ ଉପରକୁ ପିଆଜ ମାଡ ଘଟଣାକୁ ନିନ୍ଦା କଲେ ତେଜସ୍ବୀ
ପାଟନା,୪।୧୧: ବିହାର ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି। ଏବେ ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ଚାଲିଛି। ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧୁବନୀର ହରଲାଖୀ ବିଧାନସଭା ନିିର୍ବାଚନମଣ୍ଡଳୀରେ ପହଞ୍ଚିଥିଲେ। ସେଠାରେ ସେ…
Archives


