Home Left

ରାସ୍ତା ଉପରେ ୨ ଯୁବତୀଙ୍କୁ ଛୁରାମାଡ଼

ବୋଡେନ,୫।୧୧(ଡି.ଏନ.ଏ.): ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ସ୍ଥାନୀୟ ଇମ୍ପେରିଆଲ ଇଂଲିଶ ମିଡିୟମ ସ୍କୁଲ ନିକଟରେ ୨ ଯୁବତୀଙ୍କୁ ଛୁରାମାଡ଼ ହୋଇଛି। ଏଥିରେ ବୋଡେ୍‌ନ ଥାନା ଅଧୀନ ଚିକଲଚୁଆଁ ଗାଁର ଚନ୍ଦ୍ରିକା ମାଝି (୨୪) ଓ ତାଙ୍କ ସାଙ୍ଗ ପ୍ରେମଲତା ଜଗତି(୨୨)…

ଜାନୁୟାରୀ ୩୧ରେ ସିଟିଇଟି

ଭୁବନେଶ୍ୱର,୫।୧୧(ବ୍ୟୁରୋ): ସିବିଏସ୍‌ଇ ଦ୍ୱାରା ପରିଚାଳିତ ସେଣ୍ଟ୍ରାଲ ଟିଚର ଏଲିଜିବିଲିଟି ଟେଷ୍ଟ (ସିଟିଇଟି) ୨୦୨୧ ଜାନୁୟାରୀ ୩୧ରେ ଅନୁଷ୍ଠିତ ହେବ। କୋଭିଡ୍‌ ସଂକ୍ରାନ୍ତ ସୁରକ୍ଷା ଓ ଗାଇଡ୍‌ଲାଇନ୍‌କୁ ଗୁରୁତ୍ୱ ଦିଆଯାଇ ଦେଶର ୧୩୫ ସହରରେ ଏହି ପରୀକ୍ଷା କରାଯିବ। ପୂର୍ବରୁ ଏହି ପରୀକ୍ଷା…

ଫେବୃୟାରୀ ଯାଏ ୬୦% କ୍ଷମତାରେ ବିମାନ ସେବା

ନୂଆଦିଲ୍ଲୀ: ଆସନ୍ତା ଫେବୃୟାରୀ ମାସ ଯାଏ ଦେଶ ମଧ୍ୟରେ ବିମାନ ସେବା ୬୦% କ୍ଷମତାରେ ଚାଲିବ। କରୋନାକୁ ନଜରରେ ରଖି ୬୦%ସୀମା ମଧ୍ୟରେ ସେବା ଯୋଗାଇଦେବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଫେବୃୟାରୀ ପରେ ଅଧିକ ବିମାନ ଚଳାଚଳ ନେଇ ସରକାର…

କାମ କରୁନି ସୋଲାର ପ୍ରକଳ୍ପ

କେନ୍ଦୁଝର, ୫ା୧୧(ସ୍ବ.ପ୍ର.)-କେନ୍ଦୁଝର ଜିଲାର ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଯୋଗୁ ଲୋକ ମାନେ ବହୁ ଅସୁବିଧା ଭୋଗୁଛନ୍ତି। ଏଭଳି ଜିଲା ମୁଖ୍ୟାଳୟ ତଥା ଆଖପାଖ ଗ୍ରାମରେ ସମସ୍ୟା ଦେଖାଦେଉଥିଲେ ହେଁ ସମାଧାନ ହୋଇ ପାରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।…

ବିକାଶ ଚାହୁଁଛି ମରାଗୁଳା

କେନ୍ଦୁଝର, ୫ା୧୧(ଡି.ଏନ.ଏ.)-ରାଜ୍ୟ ଏବଂ କେନ୍ଦ୍ର ସରକାର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ଅନେକ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏବେ ବି କେନ୍ଦୁଝର ଜିଲାର ଅନେକ ଗାଁରେ ବିକାଶ ଅପହଞ୍ଚ ହୋଇ ରହିଛି।…

ବେତନ ବୃଦ୍ଧି ଲାଗି ୯୦% କମ୍ପାନୀଙ୍କ ଯୋଜନା

ନୂଆଦିଲ୍ଲୀ: ଦେଶର ଶିଳ୍ପ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ଲାଗି ଖୁସି ଖବର। ୨୦୨୧ରେ ପ୍ରାୟ ୯୦% କମ୍ପାନୀ ବେତନ ବଢାଇବା ଲାଗି ଯୋଜନା ରଖିଥିବା ଗ୍ଲୋବାଲ ପ୍ରଫେଶନାଲ ସର୍ଭିସ ଫାର୍ମ ଆୟନ ପକ୍ଷରୁ ହୋଇଥିବା ଏକ ସର୍ଭେରେ ପ୍ରକାଶ କରାଯାଇଛି।…

ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହେଟା କରୋନା ପଜିଟିଭ

ନୂଆଦିଲ୍ଲୀ,୫।୧୧(ପି.ଟି.): ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ସାଧାରଣ ସମ୍ପାଦକ ରାଜୀବ ମେହେଟା କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ବୋଲି ଜଣାପଡିଛି। ଗତ ସପ୍ତାହରେ ଜ୍ୱର ଅନୁଭବ କରିବାରୁ ସେ ଟେଷ୍ଟ କରାଇଥିଲେ। ଏବେ ସେ ଦିଲ୍ଲୀସ୍ଥିତ ନିଜ ବାସଭବନରେ ସେଲ୍ଫ ଆେଇସୋଲେଶନରେ ରହିଛନ୍ତି…

ଏସ୍‌ବିଆଇର ଦ୍ୱିତୀୟ ତ୍ରୈମାସ ଲାଭ ୫୨% ବଢ଼ିଲା

ମୁମ୍ବାଇ: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ଏହାର ଦ୍ୱିତୀୟ ତ୍ରୈମାସ ଫଳାଫଳ ବୁଧବାର ଘୋଷଣା କରାଯାଇଛି। ବ୍ୟାଙ୍କର ଲାଭ ଏହି ଅବଧିରେ ୫୨% ବଢ଼ି ୪୫୭୪.୧୬ କୋଟି ଟଙ୍କା ଛୁଇଁଛି। ଗତ ଆର୍ଥତ୍କ ବର୍ଷ ଏହି ସମୟରେ ବ୍ୟାଙ୍କର…

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୨୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୧୫୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୮୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ…

୪ ଦିନ ଧରି ନିଖୋଜ ଥିଲେ ଧୀବର, ଘୋଡ଼ାହାଡ଼ ଡ୍ୟାମ୍‌ରୁ ମିଳିଲା ମୃତଦେହ

ଦିଗପହଣ୍ଡି,୪ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ନିକଟ ଘୋଡ଼ାହାଡ଼ ଡ୍ୟାମକୁ ମାଛ ଧରିବାକୁ ଯାଇଥିବା ଜଣେ ଧୀବର ରବିବାରଠାରୁ ନିଖୋଜ ଥିଲେ। ତେବେ ବୁଧବାର ଅପରାହ୍ନରେ ତାଙ୍କ ମୃତଦେହ ଘୋଡ଼ାହାଡ଼ ଡ୍ୟାମ୍‌ରୁ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ…

ଭାରତୀୟ ବଂଶୋଦ୍ଭବ ୪ ପ୍ରାର୍ଥୀ ପୁନଃ ନିର୍ବାଚିତ

ନୂଆଦିଲ୍ଲୀ,୪।୧୧: ଆମେରିକା ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ପ୍ରାର୍ଥୀଙ୍କୁ ବିପୁଳ ସଫଳତା ମିଳିଛି। ଡେମୋକ୍ରାଟିକ୍‌ ପାର୍ଟିରୁ ପ୍ରତିନିଧିତ୍ୱ କରୁଥିବା ଡଃ ଆମି ବେରା, ପ୍ରମିଳା ଜୟପାଲ, ରୋ ଖାନ୍ନା ଓ ରାଜା କ୍ରିଷ୍ଣମୂର୍ତ୍ତି ଆମେରିକା ପ୍ରତିନିଧି ସଭାକୁ ପୁନଃ ନିର୍ବାଚିତ ହୋଇଛନ୍ତି। ଆମେରିକା…

୨୦୦ ଫୁଟର ବୋର୍‌ଓ୍ବେଲ୍‌ରେ ଖସିପଡ଼ିଲା ୪ ବର୍ଷର ଶିଶୁ: ଉଦ୍ଧାର ଲାଗି ସେନା ସହାୟତା ଲୋଡ଼ାଗଲା

ଭୋପାଳ,୪।୧୧: ମଧ୍ୟପ୍ରଦେଶର ନିଓ୍ବାରି ଜିଲା ଅନ୍ତର୍ଗତ ବରୋ ବୁଜୁର୍ଗ ଗ୍ରାମସ୍ଥିତ ଏକ ଫାର୍ମରେ ଥିବା ୨୦୦ ଫୁଟର ଏକ ବୋର୍‌ଓ୍ବେଲ ଭିତରକୁ ଜଣେ ୪ ବର୍ଷର ଶିଶୁ ବୁଧବାର ସକାଳେ ଖସିପଡ଼ିଛି। ଶିଶୁଟିକୁ ଉଦ୍ଧାର ଲାଗି ପ୍ରୟାସ ଜାରି ରହିଥିବାବେଳେ ସେନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri