୪୦ ବର୍ଷରେ ପ୍ରଥମ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ, ପୋଷ୍ଟ ଲେଖି ସ୍ବାମୀ କହିଲେ ଏଭଳି

ବମ୍ବେ: ମା’ ହେବାକୁ ଯାଉଛନ୍ତି ଟେଲି ଅଭିନେତ୍ରୀ କିଶ୍ୱର ମର୍ଚାଣ୍ଟ। ଏହି ଖୁସି ଖବରକୁ କିଶ୍ୱରଙ୍କ ସ୍ବାମୀ ସୂୟଶ ରାୟ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ସୂଚନା ଦେଇଛନ୍ତି। ଅଗଷ୍ଟରେ ସେମାନଙ୍କର ପ୍ରଥମ ପିଲା ହେବାକୁ ଯାଉଥିବା ସେ କହିବା ପରେ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି।

ଜାନୁୟାରୀ ୧୭ରେ ମା’ ହେବାକୁ ଯାଉଥିବା ନେଇ କିଶ୍ୱର ଜାଣିବାକୁ ପାଇଥିଲେ। ସେତେବେଳେ ପିଲା ୨ ମାସର ହୋଇଥିଲା। ଆଶା କରି ନ ଥିଲେ ହେଁ ହଠାତ ଆଶୀର୍ବାଦ ପରି ମନେ ହୋଇଥିଲା।

ସେହିଭଳି ସୂୟଶ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେଲେ ପରେ ଭଗବାନଙ୍କ ଆଶୀର୍ବାଦ ବୋଲି ଭାବି ନୂଆ ଜୀବନକୁ ଆଣିବାକୁ ନେଇ ଉତ୍ସାହିତ ହୋଇପଡ଼ିଥିଲେ।

ଏବେ କିଶ୍ୱରଙ୍କୁ ୪୦ ବର୍ଷ ହୋଇଥିବା ବେଳେ ସେ ପ୍ରାକୃତିକ ଉପାୟରେ ମା’ ହୋଇଛନ୍ତି। ଏଣୁ ଯେକୌଣସି ମହିଳା ୩୫,୩୬,୩୭ ବର୍ଷରେ ବିବାହ କରି ମା’ ହୋଇପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୁ-ଇନ୍‌-ଓ୍ବାନ ଉପାସନା

ଏପଟେ ପ୍ରଯୋଜନା ସେପଟେ ଫିଲ୍ମର ନାୟିକା ଭୂମିକାରେ ଅଭିନୟ କରିବା। ଏପରି ଦୁଇଟି ଗୁରୁ ଦାୟିତ୍ୱ ତୁଲାଇବା ସହଜ ନୁହେଁ। ହେଲେ ତାହାକୁ ସୂଚାରୂ ରୂପେ...

ସମର୍ଥକଙ୍କୁ ରଜନୀକାନ୍ତଙ୍କ ଅନୁରୋଧ

ଚେନ୍ନାଇ,୧୧ ।୧: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ କିଛିଦିନ ତଳେ ରାଜନୀତିରୁ ଦୂରେଇ ଯିବା କଥା କହିଥିଲେ । ଏହାପରେ କିନ୍ତୁ ତାଙ୍କ ପ୍ରଶଂସକ ତଥା ସମର୍ଥକଙ୍କ...

ଓ୍ବାଘା ବର୍ଡରରେ ସୋନାଲି

ମୁମ୍ବାଇ: ଏଥର ନୂଆବର୍ଷକୁ କିଏ କେତେ ଢଙ୍ଗରେ ପାଳନ କରିଛନ୍ତି। ବିଶେଷ ଭାବେ ବଲିଉଡ୍‌ ସେଲିବ୍ରିଟିମାନେ ଭିନ୍ନ ଭିନ୍ନ ସ୍ଥାନରେ ଯାଇ ନୂଆବର୍ଷ ପାଳନ କରିଥିବାର...

ମଲାଇକାଙ୍କ ସହ ଡେଟ୍‌ କରୁଥିବା ଅର୍ଜୁନ ଏକଦା ପଡ଼ିଥିଲେ ସଲମାନ୍‌ଙ୍କ ଭଉଣୀଙ୍କ ପ୍ରେମରେ, ଦୁଇ ବର୍ଷ ପରେ…

ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଆଜି ଜନ୍ମଦିନ । ସେ ୨୬ ଜୁନ ୧୯୮୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଅର୍ଜୁନ ଆଜି ତାଙ୍କର ୩୬ ତମ...

ଅଭିନେତ୍ରୀ ରେଖାଙ୍କ ହେବ କରୋନା ଟେଷ୍ଟ

ମହାମାରୀ କରୋନା ଏବେ ବଲିଉଡ୍‌ ମୁହାଁ ହୋଇଛି। ବିଗ ବି ଅମିତାଭ ବଚ୍ଚନ ଓ ପୁତ୍ର ଅଭିଷେକ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହେବାର ଗୋଟିଏ...

ହୀରୋ ନଂ ଜିରୋ

ଖୁସି କ୍ରିଏସନ୍ସ ବ୍ୟାନରରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ହୀରୋ ନଂ ଜିରୋ’। ଚିତ୍ରର କାହାଣୀ, ଚିତ୍ରନାଟ୍ୟ ରଚନା ସହ ନିର୍ଦ୍ଦେଶନା ଦାୟିତ୍ୱ...

ଷ୍ଟଣ୍ଟ ଦେଖାଇବାକୁ ଦକ୍ଷିଣ କୋରିଆ ଟିମ୍‌ଙ୍କ ସହ ଟ୍ରେନିଂ ନେଉଛନ୍ତି କ୍ୟାଟ୍ରିନା

ମୁ୍‌ମ୍ବାଇ: ବଲିଉଡ୍‌ର ମୋଷ୍ଟ ଟ୍ୟାଲେଣ୍ଟେଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମାର୍ଚ୍ଚ ୮ରୁ ତାଙ୍କର ମୋଷ୍ଟ ଆୱେଟେଡ ଫିଲ୍ମ ‘ଟାଇଗର ୩’ ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି...

ଫୁକେଟରେ ନୂଆବର୍ଷ ପାଳିବେ ଏକତା

ମୁମ୍ବାଇ: ନୂଆବର୍ଷକୁ ନେଇ ବଲିଉଡ୍‌ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଟେଲିଭିଜନ ସେଲିବ୍ରିଟିମାନେ ନୂଆ ନୂଆ ଯୋଜନା କରିଛନ୍ତି। ଅଧିକାଂଶ ବଲିଉଡ୍‌ ସେଲିବ୍ରିଟି ସ୍ବିଜରଲାଣ୍ଡରେ ଛୁଟି କଟାଇବାକୁ...

Advertisement
Seven Jackpot


Archives

Model This Week