Posted inଜାତୀୟ

ପ୍ରିୟଙ୍କାକୁ ଅଧ୍ୟକ୍ଷା କରାଯିବା ନେଇ ଦାବି କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୩।୩: କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ଥମିବାର ନା ଧରୁନି। ଦଳରେ ଅଧ୍ୟକ୍ଷ ନିର୍ବାଚନକୁ ନେଇ ସଙ୍କଟ ସୃଷ୍ଟି ହୋଇଥିବାବେଳେ ବରିଷ୍ଠ ନେତା ରଶିଦ୍‌ ଆଲ୍‌ଭି କହିଛନ୍ତି ଯେ, ରାହୁଲ ଗାନ୍ଧୀ ଅଧ୍ୟକ୍ଷ ହେବାକୁ ଅମଙ୍ଗ ହେଉଛନ୍ତି। ତେଣୁ ଏହି ଦାୟିତ୍ୱ ପ୍ରିିୟଙ୍କ ଗାନ୍ଧୀ ଭଦ୍ରାଙ୍କୁ ପ୍ରଦାନ କରାଯିବା ଆବଶ୍ୟକ। ସାମ୍ପ୍ରତିକ ସ୍ଥିତିରେ ଭାଜପା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖୀନ ହେଲା ଭଳି ଶକ୍ତି ପ୍ରିୟଙ୍କାଙ୍କର ରହିଛି। ପ୍ରିୟଙ୍କାଙ୍କଠାରୁ ଅନ୍ୟ କେହି କଂଗ୍ରେସର ଟାଣୁଆ ଅଧ୍ୟକ୍ଷା ହୋଇପାରିବେ ନାହିଁ। ଏବେ ସମୟ ଆସିଛି କଂଗ୍ରେସ ହାଇକମାଣ୍ଡ ଏନେଇ ବିଚାର କରିବା ଉଚିତ। ଦଳରେ ତାଙ୍କର ଏଭଳି ଦାବି ନେଇ କେହି ଖରାପ ଭାବିଲେ ମଧ୍ୟ ସେ ଏହାକୁ ଖାତିର କରନ୍ତି ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃଷି ବିଲ୍‌କୁ ନେଇ କୃଷକଙ୍କ ବିରୋଧ ପ୍ରଦର୍ଶନ: ଟିକରି-ସିନ୍ଧୁ ସୀମା ବନ୍ଦ

ନୂଆଦିଲ୍ଲୀ,୩୦ ।୧୧: କେନ୍ଦ୍ର ସରକାରଙ୍କ କୃଷି ବିଲକୁ ନେଇ ଗତ ପ୍ରାୟ ୫ଦିନ ହେବ ପଞ୍ଜାବ. ହରିୟାଣା, ରାଜସ୍ଥାନ ଆଦିର କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ...

ବର୍ଷା ପାଇଁ ଯଜ୍ଞର ଆୟୋଜନ କଲା ଏଆଇଏଡିଏମ୍‌କେ

ଚେନ୍ନାଇ,୨୨।୬: ତାମିଲନାଡୁର ଅରୁଲମିଗୁ ଗଙ୍ଗାଦିସ୍ବରର ମନ୍ଦିରରେ ବର୍ଷା ଲାଗି ଏଆଇଏଡିଏମ୍‌କେ ପକ୍ଷରୁ ଏକ ଯଜ୍ଞର ଆୟୋଜନ କରାଯାଇଛି। ରାଜ୍ୟମନ୍ତ୍ରୀ ଜେ. ଜୟକୁମାର କହିଛନ୍ତି ରାଜ୍ୟରେ ମରୁଡି...

ପୁଲ୍‌ଓ୍ବାମାରେ ପୁଣି ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୮ା୬(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମା ଜିଲାରେ ଆତଙ୍କବାଦୀମାନେ ପୁଣି ଥରେ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଛନ୍ତି। ସେମାନଙ୍କ ଆକ୍ରମଣରେ ୪ ଜଣ ଯବାନ ଆହତ ହୋଇଛନ୍ତି। ସୋମବାର...

ସରକାର ଜାଣିଶୁଣି କରୁଛନ୍ତି ଲାଉଡସ୍ପିକର-ହନୁମାନ ଚାଳିସା ରାଜନୀତି…

ମୁମ୍ବାଇ, ୨୪।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ସରକାର ଜାଣିଶୁଣି ଲାଉଡସ୍ପିକର ଏବଂ ହନୁମାନ ଚାଳିସା ରାଜନୀତି କରୁଛନ୍ତି। ଦେଶରେ ଦରଦାମ୍‌ ବୃଦ୍ଧି ଏବଂ ବେରୋଜଗାରୀ...

ଦଳକୁ ପ୍ରସ୍ତୁତ କରିବାକୁ ହେଲେ ନେତୃତ୍ୱ ପରିବର୍ତ୍ତନ ହେଉ

ଥିରୁଭାନନ୍ତପୁରମ୍‌,୧୮।୯: କଂଗ୍ରେସରେ ତୁରନ୍ତ ନେତୃତ୍ୱ ପରିବର୍ତ୍ତନ ପାଇଁ ବରିଷ୍ଠ ନେତା ତଥା ଥିରୁଭାନନ୍ତପୁରମ୍‌ ଏମ୍‌ପି ଶଶୀ ଥରୁର ଶନିବାର ଦାବି ଉଠାଇଛନ୍ତି। ସୋନିଆ ଗାନ୍ଧୀଙ୍କ ବିରୋଧରେ...

ମାସିକ ୬ ହଜାର ଟଙ୍କା ଆୟ କରୁଥିବା ଯୁବକଙ୍କ ନାଁରେ ଆସିଲା ୩.୪୯ କୋଟି ଟଙ୍କାର ଆୟକର ନୋଟିସ

ଭୋପାଳ,୧୬।୧: ମଧ୍ୟପ୍ରଦେଶ ଭିଣ୍ଡର ରବି ଗୁପ୍ତା ନାମକ ଜଣେ ଯୁବକଙ୍କ ନିକଟକୁ ୩.୪୯ କୋଟି ଟଙ୍କାର ଆୟକର ନୋଟିସ ଆସିଥିବା ସେ ପ୍ରକାଶ କରିଛନ୍ତି। ତାଙ୍କର...

ସମୁଦ୍ର ମଝିରେ ଚାଲିଥିବା ହାଇ ପ୍ରୋଫାଇଲ ଡ୍ରଗ୍ସ ପାର୍ଟି ଉପରେ ଏନ୍‌ସିବିର ଚଢାଉ

ମୁମ୍ବାଇ,୩ ।୧୦: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜ ଉପରେ ଚଢାଉ କରିଛି । ଏଥିରେ ଚାଲିଥିବା ହାଇ ପ୍ରୋଫାଇଲ ଡ୍ରଗ୍ସ...

କଟକଣା ମଧ୍ୟରେ ହେବ କୁମ୍ଭମେଳା

ନୂଆଦିଲ୍ଲୀ,୧୯।୯(ପି.ଟି.): ୨୦୨୧ ଜାନୁୟାରୀରୁ ଏପ୍ରିଲ ପର୍ଯ୍ୟନ୍ତ ହରିଦ୍ୱାରରେ ହେବ ବିଶ୍ୱପ୍ରସିଦ୍ଧ କୁମ୍ଭମେଳା। ତେବେ କରୋନା ମହାମାରୀ ସମୟରେ ଏତେବଡ଼ ଧାର୍ମିକ ସମାବେଶକୁ କିପରି ଅନୁମତି ଦିଆଯିବ...

Advertisement
Archives

Model This Week