Home Left

୩୬ ବର୍ଷ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ସଠିକ୍‌ ଭବିଷ୍ୟବାଣୀ କରୁଛନ୍ତି ଏହି ବ୍ୟକ୍ତି

ବିଶିଷ୍ଟ ଐତିହାସିକ ଏବଂ ଆମେରିକାନ ୟୁନିଭରସିଟିର ପ୍ରଫେସର ଆଲନ ଲିଚମ୍ୟାନ୍‌ ୩୬ ବର୍ଷ ହେବ ଆମେରିକା ରାଷ୍ଟପ୍ରତି ନିର୍ବାଚନକୁ ନେଇ ସଠିକ୍‌ ଭବିଷ୍ୟବାଣୀ କରୁଛନ୍ତି। ୨୦୧୬ରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ଭବିଷ୍ୟବାଣୀ ମଧ୍ୟ ଲିଚ୍‌ମ୍ୟାନ୍‌ କରିଥିଲେ। ସେତେବେଳେ ସେ କହିଥିଲେ…

ଚାଇନା ସ୍କୁଲ ପାଠ୍ୟକ୍ରମରେ କରୋନା ଲଢ଼େଇ ସାମିଲ

ବେଜିଂ,୫।୧୧: ଏଣିକି ଛୋଟ ପିଲା କରୋନା ବିରୋଧରେ ହୋଇଥିବା ଲଢ଼େଇ ବିଷୟରେ ପଢ଼ିବେ। ଚାଇନାର ସ୍କୁଲ ପାଠ୍ୟକ୍ରମରେ କରୋନା ଲଢ଼େଇକୁ ସାମିଲ କରାଯାଇଛି। ଏନେଇ ଚାଇନା ଶିକ୍ଷାମନ୍ତ୍ରଣାଳୟ ପକ୍ଷରୁ ଏସମ୍ପର୍କିତ ଏକ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଏହାଦ୍ୱାରା ଛୋଟ ପିଲା କମ୍ୟୁନିଷ୍ଟ…

କରୋନା ନେଲା ଆଉ ୧୪ ଜୀବନ: ରାଜ୍ୟରେ ମୃତକଙ୍କ ସଂଖ୍ୟା ୧୩୭୮କୁ ବୃଦ୍ଧି

ଭୁବନେଶ୍ୱର,୫।୧୧(ବ୍ୟୁରୋ): ରାଜ୍ୟରେ ୨୪ଘଣ୍ଟା ମଧ୍ୟରେ କରୋନା ଜନିତ ଆଉ ୧୪ ଜଣଙ୍କ ମୃତ୍ୟୁ ଘଟିଛି।  ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୩୭୮କୁ ବୃଦ୍ଧି ପାଇଛି। ବୁଧବାର କରୋନାରେ ୧୨ଜଣଙ୍କ ଜୀବନ ଯାଇଥିବା ବେଳେ ଗୁରୁବାର ଏହି ସଂଖ୍ୟା…

କେମିତି କଟିଲା ଅର୍ଣ୍ଣବଙ୍କ ଗୋଟିଏ ରାତି

ମୁମ୍ବାଇ,୫ ।୧୧: ରିପବ୍ଲିକ ଟିଭିର ଏଡିଟର-ଇନ-ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ ଯେ କି ଏକ ଇଣ୍ଟରିୟର ଡିଜାଇନର ଆତ୍ମହତ୍ୟା ମାମଲାରେ ବୁଧବାର ଗିରଫ ହୋଇଥିଲେ ସେ ରାତିରେ ସ୍ଥାନୀୟ ସ୍ୱୁଲରେ ଥିବା କୋଭିଡ-୧୯ କେନ୍ଦ୍ରରେ ରାତି କଟାଇଥିବା ଜଣାପଡିଛି । ଉକ୍ତ ସ୍କୁଲ…

ମଝି ନଈରେ ଓଲଟିଲା ଡଙ୍ଗା

ପାଟନା,୫।୧୧: ବିହାରର ଭାଗଲପୁରରେ ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ମଝିନଈରେ ଓଲଟି ପଡ଼ିଛି। ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ କେତେକ ଲୋକ ନିଖୋଜ ଥିବା କୁହାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ଚିକିତ୍ସା…

ଭୋ ଭୋ ହୋଇ କାନ୍ଦୁଥିଲେ ବିରାଟ କୋହଲି, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱର ନମ୍ବର ୱାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଜି ୩୨ତମ ଜନ୍ମଦିନ ପାଳନ କରୁଛନ୍ତି। ନଭେମ୍ବର ୫, ୧୯୮୮ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା କୋହଲି ଆଜି ବିଶ୍ୱର ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପରିଗଣିତ ହୋଇଛନ୍ତି। କଠିନ ପରିଶ୍ରମ ଏବଂ ପିତାଙ୍କ ସଂଘର୍ଷ…

ନଭେମ୍ବର ୧୦ ପରେ ତେଜସ୍ୱୀଙ୍କ ଆଗରେ ମୁଣ୍ଡ ଟେକି ଚାଲିପାରିବେନି ନୀତୀଶ: ଚିରାଗ

ପାଟନା,୫ ।୧୧: ବିହାର ବିଧାନସଭା ନିର୍ବାଚନର ତୃ୍‌ତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଶନିବାର ଅର୍ଥାତ୍ ନଭେମ୍ବର ୭ରେ ଅନୁଷ୍ଠିତ ହେବ । ଏଥିପାଇଁ ଗୁରୁବାର ୧୫ ଜିଲାର ୭୮ ଆସନ ପାଇଁ ଶେଷ ପ୍ରଚାର ଦିବସ । ତେଣୁ ଏବେ…

କର୍ନାଟକରେ ୨ କୋଟିରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ: ରାଜ୍ୟ ସରକାରଙ୍କ ରିପୋର୍ଟ

ବେଙ୍ଗାଲୁରୁ,୫।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦିଲ୍ଲୀ, କେରଳ ଏବଂ ମହାରାଷ୍ଟ୍ରରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଥିବା କୁହାଯାଉଛି। ଏପରିସ୍ଥଳେ କର୍ନାଟକ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ହୋଇଥିବା କରୋନା ସର୍ଭେ ରିପୋର୍ଟ ନେଇ…

ହନୁମାନ ଚାଳିଶା ପାଠ ପାଇଁ ଅନୁମତି ଦେଇଥିବା ମୌଲାନାଙ୍କୁ ମସଜିଦରୁ କରାଗଲା ବହିଷ୍କାର

ଲକ୍ଷ୍ନୌ,୫।୧୧: ଉତ୍ତରପ୍ରଦେଶର ବାଗପତର ବିନୟପୁର ଗାଁର ମସଜିଦରେ ସୌହାର୍ଦ୍ଦ୍ୟ ତଥା ଭାଇଚାରା ନାମରେ ହନୁମାନ ଚାଳିସା ଏବଂ ଗାୟତ୍ରୀ ମନ୍ତ୍ର ପାଠ କରିବାକୁ ଅନୁମତି ଦେଇଥିବା ମୌଲାନାଙ୍କୁ ମସଜିଦରୁ ହଟାଇ ଦିଆଯାଇଛି। ମୁସଲିମ ସମ୍ପ୍ରଦାୟର ଲୋକଙ୍କ ସଭାରେ ଗୁପ୍ତ ଭାବେ ଏହି…

ଫୁଟିଲାନି ବାଣ କି ସୁଭିଲାନି ବ୍ୟାଣ୍ଡବାଜା: ଭକ୍ତ ବିହୁନେ ବିଦାୟ ନେଲେ ମା’ ଗଜଲକ୍ଷ୍ମୀ

ପୁରୁଷୋତ୍ତମପୁର,୫।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ପ୍ରସିଦ୍ଧ ରଥସାହି ମା’ ଗଜଲକ୍ଷ୍ମୀଙ୍କ ପୂଜା ଓ ଭଷାଣି କାର୍ଯ୍ୟକ୍ରମ କରୋନା କଟକଣା ମଧ୍ୟରେ ବୁଧବାର ରାତ୍ରରେ ଶେଷ ହୋଇଛି। କେବଳ ବିଧି ରକ୍ଷା ଲାଗି ଏଥର ପୂଜାମଣ୍ଡପ ପରିବର୍ତ୍ତେ ଏକ ଘର ବାରଣ୍ଡାରେ ଆବଦ୍ଧ…

ଭୋଟ ଦେଇ ପାରିବେ ଏକ ଲକ୍ଷ ଶରଣାର୍ଥୀ

ଜମ୍ମୁ,୫ ।୧୧: ଜମ୍ମୁ-କଶ୍ମୀର ଜିଲା ବିକାଶ ପରିଷଦର ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ ପାକିସ୍ତାନୀ ଶରଣାର୍ଥୀଙ୍କ ମୁହଁରେ ହସ ଫୁଟାଇଛି । ୭ ଦଶକୁ ଊର୍ଦ୍ଧ୍ୱ ସମୟ ହେବ ଏମାନେ ଭୋଟ ଦାନରୁ ବଞ୍ଚିତ ଥିବା ବେଳେ ଏଥର କିନ୍ତୁ ପଞ୍ଚାୟତ ସ୍ତରୀୟ…

ମୋବାଇଲ୍‌ ପାଇଁ ସ୍ତ୍ରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଲେ ସ୍ବାମୀ

ଚତରା,୫।୧୧:ଝାଡଖଣ୍ଡର ଚତରାରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ମୋବାଇଲ୍‌ ପାଇଁ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ। ମୋବାଇଲକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ବାମୀ ସ୍ତ୍ରୀକୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ। ଏହି ଘଟଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri