Home Left

କୋଟିଆ ବିବାଦ: ସୁପ୍ରିମକୋର୍ଟ ପୂର୍ବତନ ବିଚାରପତିଙ୍କ ପରାମର୍ଶ ଲୋଡ଼ିଲେ ରାଜ୍ୟ ସରକାର

ଭୁବନେଶ୍ୱର,୪।୩(ବ୍ୟୁରୋ): କୋଟିଆ ଅଞ୍ଚଳକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି। ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ରାଜ୍ୟ ସରକାର ଏ ନେଇ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏ.କେ. ପଟ୍ଟନାୟକଙ୍କଠାରୁ ଆଇନଗତ ସହାୟତା ଲୋଡ଼ିଛନ୍ତି।…

କରୋନା ବେଳେ ବିଏମ୍‌ସି ଖର୍ଚ୍ଚରେ ଜାଲିଆତି

ବ୍ରହ୍ମପୁର ଅଫିସ,୪।୩: କୋଭିଡ୍‌-୧୯ ମହାମାରୀ ବେଳେ ବ୍ରହ୍ମପୁର ସହରରେ ଲକ୍‌ଡାଉନ୍‌, ଶଟଡାଉନ୍‌ ଓ ରାତ୍ରିକାଳୀନ କର୍ଫ୍ୟୁ ହୋଇଥିଲା। ସେହି ସମୟରେ କଣ୍ଟେନମେଣ୍ଟ ଜୋନ୍‌ ପାଇଁ ବ୍ୟାରିକେଡ୍‌ କରାଯିବା ଏବଂ ଗୋରୁ, ଷଣ୍ଢ, ବୁଲାକୁକୁର ଓ ଅନ୍ୟ ଜୀବଜନ୍ତୁଙ୍କୁ ଖାଦ୍ୟ ଦେବା ଲାଗି…

ବଢୁଛି କରୋନା ସଂକ୍ରମଣ ସଂଖ୍ୟା: ୧.୬୬ କୋଟି ଲୋକଙ୍କୁ ଦିଆ ସରିଲାଣି ଟିକା

ନୂଆଦିଲ୍ଲୀ,୪ ।୩: ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏହା ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ଅନ୍ୟପଟେ ଏହି ମହାମାରୀକୁ ଦୂରେଇ ଦେବାକୁ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ବି ଆରମ୍ଭ ହୋଇଯାଇଛି । କେନ୍ଦ୍ର…

ଋତୁସ୍ରାବର ସମସ୍ୟା ସମାଧାନ କରିବ ‘ପ୍ରୀତି’

ଯାଜପୁର ଅଫିସ,୪।୩ : ଋତୁସ୍ରାବ ପାଇଁ ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଯାଜପୁର ଜିଲା ଦାନଗଦୀ ବ୍ଲକ ଟୋଲକାନି ଗ୍ରାମର ଯୁବ ଇଞ୍ଜିନିୟର ଏକ ନୂତନ ପ୍ରକଳ୍ପ ଉଦ୍ଭାବନ କରିଛନ୍ତି। ଏହି ପ୍ରକଳ୍ପକୁ ‘ପ୍ରୀତି’ ବୋଲି ନାମକରଣ…

ହସ୍ତକ୍ଷେପ କଲେ କେନ୍ଦ୍ର ସରକାର

କେନ୍ଦ୍ରାପଡ଼ା ଅଫିସ,୪।୩: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ନିକଟ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ଦେବା ବିବାଦରେ କେନ୍ଦ୍ର ସରକାରଙ୍କ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ (ଏନଭାରନମେଣ୍ଟ, ଫରେଷ୍ଟ ଆଣ୍ଡ କ୍ଲାଇମେଟ ଏକ୍ସଚେଞ୍ଜ) ମନ୍ତ୍ରଣାଳୟ ହସ୍ତକ୍ଷେପ କରିଛନ୍ତି।…

୬ ବଲ୍‌ରେ ୬ ଛକା: ଯୁବରାଜଙ୍କ ପରେ ଉପଲବ୍ଧି ହାସଲ କଲେ ଏହି ଓ୍ବେଷ୍ଟଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ୍‌, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୪।୩: ନୂଆ ରେକର୍ଡ କରିଛନ୍ତି ଓ୍ବେଷ୍ଟଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ୍‌ କିରୋନ ପୋଲାର୍ଡ। ଓ୍ବେଷ୍ଟଇଣ୍ଡିଜ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍‌ରେ ସେ ଲଗାତାର ୬ ଛକା ମାରିଛନ୍ତି। ତାଙ୍କ ପୂର୍ବରୁ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂହଙ୍କ ନାମରେ ଏହି ରେକର୍ଡ ଥିଲା। ୨୦୦୭ ବିଶ୍ୱ…

ଐତିହାସିକ ରାୟ: ଏହି ମହିଳାଙ୍କୁ ମିଳିଲା ଇଚ୍ଛା ମୃତ୍ୟୁର ଅଧିକାର, ଖୁସି କହିଲେ ନ ସରେ…

ଲିମା,୪।୩: ୪୪ ବର୍ଷୀୟା ଜଣେ ମହିଳା କିଛି ବର୍ଷ ଧରି ‘ଇଚ୍ଛା ମୃତ୍ୟୁ ଅଧିକାର’ ପାଇଁ ଲଢୁଥିଲେ। ବର୍ତ୍ତମାନ ପେରୁ ସରକାର ଏକ ଐତିହାସିକ ରାୟ ଶୁଣାଇଛନ୍ତି। ସରକାର ତାଙ୍କୁ ମରିବା ପାଇଁ ଅଧିକାର ଦେଇଛନ୍ତି। ଏନା ଏଷ୍ଟ୍ରାଡା ନାମକ ଏହି…

କ୍ୱାଲିଟି ଦିଏ ଗ୍ରାହକ ସନ୍ତୁଷ୍ଟି

ନିରବଚ୍ଛିନ୍ନ ୨୧ ବର୍ଷ ଧରି ସ୍ବଚ୍ଛତା, ଶୁଦ୍ଧତା ଓ ଗୁଣବତ୍ତା ବଜାୟ ରଖିଥିବା ‘ଭାରତ ମସଲା’ ଓଡ଼ିଶାର ଅଧିକାଂଶ ରୋଷେଇ ଘରେ ଉପସ୍ଥିତି ଜାହିର କରିସାରିଛି। ଲୋକଙ୍କ ସ୍ବାଦର ରୁଚିକୁ ଚିହ୍ନି ପାରିଥିବାରୁ ଦେଶ ବିଦେଶରେ ବି ଏହାର ଚାହିଦା କାହିଁରେ…

ନାୟକ ସାର୍‌, ଭାଗ୍ୟଶ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ

ଭୁବନେଶ୍ୱର, (ବ୍ୟୁରୋ)/ନାଉଗାଁ,୪।୩(ସ୍ବ.ପ୍ର.):ସମାଜ ପାଇଁ ନିଃସ୍ବାର୍ଥପର ସେବା ଜାରି ରଖିଥିବା ଜଗତ୍‌ସିଂହପୁର ନାଉଗାଁ ବ୍ଲକ୍‌ ଶିଖର ପଞ୍ଚାୟତ ଅରଖକୁଦର ନାୟକ ସାର୍‌ ଓରଫ ସିଲୁ ନାୟକ ଓ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ସରାଙ୍ଗର ଛାତ୍ରୀ ଭାଗ୍ୟଶ୍ରୀ ସାହୁଙ୍କୁ ରାଜ୍ୟପାଳ ପ୍ରଫେସର…

ଇଡ଼ି-ଆୟକର-ସିବିଆଇ ଟିମ୍‌କୁ ଅଙ୍ଗୁଳିରେ ନଚାଉଛନ୍ତି ସରକାର: ରାହୁଲ

ନୂଆଦିଲ୍ଲୀ,୪।୩: ଇଡ଼ି, ଆୟକର ଏବଂ ସିବିଆଇ ଟିମ୍‌କୁ ସରକାର ଅଙ୍ଗୁଳିରେ ନଚାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନିର୍ଦ୍ଦେଶରେ ବଲିଉଡ୍‌ରେ ଜାଣିଶୁଣି ଆୟକର ଚଢ଼ାଉ କରାଯାଇଥିବା କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ରାହୁଲ ଟୁଇଟ୍‌ କରି କହିଛନ୍ତି କେନ୍ଦ୍ର…

ଅଧିକ ସାଉଣ୍ଡ କଲେ ମିଳିବ ଦଣ୍ଡ

ଭୁବନେଶ୍ୱର,୪।୩(ବ୍ୟୁରୋ): ଆଉ ମନଇଚ୍ଛା ଶବ୍ଦ କରି ଶୋଭାଯାତ୍ରା କରିପାରିବେ ନାହିଁ। ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ମ୍ୟୁଜିକ୍‌ ସିଷ୍ଟମ୍‌ ଓ ଡିଜେ ଉପରେ ଲାଗିବ କଟକଣା। ୬୫ ଡେସିବଲ୍‌ରୁ ଅଧିକ ଶଦ୍ଦ ସୃଷ୍ଟି କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାକୁ…

‘ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବ ଓଡ଼ିଶା’

ଭୁବନେଶ୍ୱର,୪।୩(ବ୍ୟୁରୋ): ସାମୁଦ୍ରିକ ପଣ୍ୟ କାରବାରରେ ଓଡ଼ିଶାର ଅପାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକବିଂଶ ଶତାବ୍ଦୀରେ ସର୍ବଶ୍ରେଷ୍ଠ ସାମୁଦ୍ରିକ ଅର୍ଥନୀତି ସହ ବାଣିଜ୍ୟ ବ୍ୟବସାୟ ମାଧ୍ୟମରେ ଏହା ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବାର ଯଥେଷ୍ଟ ସମ୍ଭାବନା ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?