Advertisement

ହଲିଉଡ୍‌ରେ ସୁପରହିଟ୍‌ ଏହି ଅଭିନେତ୍ରୀ

ମୁମ୍ବାଇ: କିଛି ଅଭିନେତ୍ରୀ ଖାଲି ବଲିଉଡ୍‌ ନୁହେଁ, ହଲିଉଡ୍‌ରେ ମଧ୍ୟ ବେଶ୍‌ ଦମଦାର ଅଭିନୟ କରି ଦର୍ଶକଙ୍କ ଦୃଦୟ ଜିଣିଛନ୍ତି।

ଐଶ୍ୱର୍ଯ୍ୟା ରାୟ:
ନିଜର ସୌନ୍ଦର୍ଯ୍ୟ ଆଉ ବଳିଷ୍ଠ ଅଭିନୟକୁ ନେଇ ନୀଳନୟନା ଐଶ୍ୱର୍ଯ୍ୟା କେବଳ ବଲିଉଡ୍‌ରେ ନୁହେଁ ହଲିଉଡ୍‌ରେ ମଧ୍ୟ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ହଲିଉଡ୍‌ରେ ‘ମିଷ୍ଟ୍ରେସ୍‌ ଅଫ୍‌ ସ୍ପାଇସେସ୍‌’, ‘ପିଙ୍କ୍‌ ପାନ୍ଥର-୨’,‘ପ୍ରୋଭୋକେଡ୍‌’ ଏବଂ ‘ଦ ଲେଜିଅନ୍‌’ରେ କାମ କରିଛନ୍ତି।

ଦୀପିକା ପାଦୁଦୋନ:
ହଲିଉଡ୍‌ ଫିଲ୍ମ‘ଟ୍ରିପଲ ଏକ୍ସ: ରିଟର୍ନ ଅଫ୍‌ ଡେଞ୍ଜର କେଜ’ରେ ଦୀପିକା ନଜର ଆସିଥିଲେ। ଏହି ଫିଲ୍ମରେ ଦୀପିକାଙ୍କ ସହିତ ଉଇନ୍‌ ଡିଜଲ ଥିଲେ। ଫିଲ୍ମଟିରେ ଦୀପିକା ଜୋରଦାର ଆକ୍ସନ କରିଥିଲେ। ମାତ୍ର ଫିଲ୍ମଟି ସେହି ଅନୁଯାୟୀ ଭଲ ପ୍ରଦର୍ଶନ କଲା ନାହିଁ।

ପ୍ରିୟଙ୍କା ଚୋପ୍ରା:
ବଲିଉଡ୍‌ର ‘ଦେଶୀ ଗାର୍ଲ’ ପ୍ରିୟଙ୍କା ଚୋପ୍ରା ହଲିଉଡ୍‌ରେ ମଧ୍ୟ ସୁପରହିଟ୍‌। ପ୍ରିୟଙ୍କା ‘ଇନ୍‌ଷ୍ଟାଣ୍ଟ୍‌ ଇଟ୍‌ ରୋମାଣ୍ଟିକ୍‌’ ଏବଂ ‘ବେ ଓ୍ବାଚ୍‌’ରେ ବେଶ୍‌ ଭଲ ଅଭିନୟ କରିଥିଲେ। ଦର୍ଶକେ ଆଜି ମଧ୍ୟ ପ୍ରିୟଙ୍କାଙ୍କଠାରୁ ସେମିତି ଅଭିନୟ ଆଶା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିକ୍‌ଙ୍କୁ ଡେଟ୍‌ କରିବାକୁ ଚାହାନ୍ତି ଭୂମି

ମୁମ୍ବାଇ: ସୋସିଆଲ ମିଡିଆରେ ଆଉ କାହାର ପ୍ରୋଫାଇଲ୍‌ ଚେକ୍‌ କରିବା ଅଭ୍ୟାସ ଆମ ସମସ୍ତଙ୍କର ରହିଛି। ଆପଣଙ୍କୁ ମଧ୍ୟ କେହି ଜଣେ ଭଲ ଲାଗିଲେ, କାହାକୁ...

କରୀନା କପୁରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଅଭିନେତ୍ରୀ କରୀନା କପୁର ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ବେବୋ ନାମରେ ପରିଚିତ କରୀନା ଅଭିନୟ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ...

ଆକ୍ସନ ଫିଲ୍ମରେ ରୁଚି

ଏକାଧିକ ବଲିଉଡ୍‌ ଫିଲ୍ମରେ ଅଭିନୟ କରି ଅଭିନୟ ଜଲଓ୍ବାରେ ଦର୍ଶକଙ୍କ ମନ କିଣିଥିବା ଭୂମି ପେଡ଼ନେକର ଏବେ ଆକ୍ସନ ଫିଲ୍ମ କରିବା ପାଇଁ ମନ ବଳାଇଛନ୍ତି।...

ଡ୍ରଗ୍ସ ନିଶାରେ ୨ ଦିନ ପରେ ଉଠିଥିଲେ ଏହି ଅଭିନେତା, ତା’ପରେ ଘଟିଥିଲା ଏମିତିି

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଇଣ୍ଡଷ୍ଟ୍ରିରେ ତିଷ୍ଠିବାକୁ ଅନେକ ସଂଘର୍ଷ କରିବାକୁ ପଡିଥିଲା। ଯଦିଓ ସେ କଳାକାର ପରିବାରରୁ ଆସିଥିଲେ ତଥାପି ଅଭିନୟ ଯାଦୁରେ ସେ...

ପ୍ରଶଂସକଙ୍କୁ ଏମିତି ନ କରିବାକୁ କହିଲେ ସୋନୁ

ମୁମ୍ବାଇ: କରୋନା ମହାମାରୀ ସମୟରେ ଖୁବ୍‌ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍‌ ଖଳନାୟକ ସୋନୁ ସୁଦ। ଫିଲ୍ମରେ ସେ ଯେତିକି ପରିଚିତ ଥିଲେ ଏବେ ତା’ଠାରୁ ଅଧିକ...

ରିଲିଜ୍‌ ହେଉ ହେଉ ଲିକ୍‌

ମୁମ୍ବାଇ,୨୪।୧୨: ଡିଜିଟାଲ ପ୍ଲାଟଫର୍ମ ଡିଜନୀ+ହଟଷ୍ଟାରରେ ଶୁକ୍ରବାର ରିଲିଜ ହୋଇଛି ଅକ୍ଷୟ କୁମାର, ସାରା ଅଲି ଖାନ ଓ ଧନୁଶଙ୍କ ଅଭିନୀତ ଫିଲ୍ମ ‘ଅତରଙ୍ଗି ରେ’। ଭିନ୍ନ...

ଗୀତ ପ୍ରମୋଶନ ପାଇଁ ନେହାଙ୍କ ଡ୍ରାମା

ବମ୍ବେ: ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ଚର୍ଚ୍ଚାର ପରିସରକୁ ଆସିଥିଲେ ଗାୟିକା ନେହା କକ୍କଡ। ବିବାହର ଦୁଇ ମାସ ହୋଇଥିବା ବେଳେ ସେ ମା’...

ସୋନାକ୍ଷୀଙ୍କ ନାଁରେ ମାନହାନି ମାମଲା

ମୁମ୍ବାଇ: ବଲିଉଡ ଦବଙ୍ଗ ଗର୍ଲ ଏବେ ଅଡୁଆରେ । ନିକଟରେ ଜଣେ ଇଭେଣ୍ଟ ମ୍ୟାନେଜର ସୋନାକ୍ଷୀଙ୍କ ନାଁରେ ଏକ ଠକେଇ ମାମଲା ରୁଜୁ କରିଥିଲେ ।...

Advertisement
Archives

Model This Week