ଚକୋଲେଟ ହିରୋରୁ ପାଗଳ ଖାନା…

ମୁମ୍ବାଇ: ଦିନେ ବଲିଉଡର ଆଗଧାଡ଼ିର ଷ୍ଟାର୍‌ ଥିବା ରାଜ କିରନ ଏବେ କେଉଁଠି ସେନେଇ କାହା ପାଖରେ କୌଣସି ଠିକ ଖବର ନାହିଁ। ତାଙ୍କ ଜୀବନ ଏବେ ଆଟଲାଣ୍ଟାର ଏକ ପାଗଳ ଖାନାରେ ବିତୁଥିବା ପରିବାର ସଦସ୍ୟ କହୁଛନ୍ତି। ରାଜ କିରନଙ୍କ ପୂରା ନାମ ରାଜ କିରନ ମହାତାନି। ସେ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରି ବିଶେଷ ଖ୍ୟାତି ହାସଲ କରିଥିଲେ। ୧୯୭୫ରେ କାଗଜ କି ନାଓ ଫିଲ୍ମରେ ବଲିଉଡରେ ଡେବ୍ୟୁ କରିଥିଲେ। ଦର୍ଶକଙ୍କ ମଧ୍ୟରେ ଚକୋଲେଟ ହିରୋ ଭାବେ ପରିଚିତି ହାସଲ କରିପାରିଥିଲେ। ଶିକ୍ଷା, ମାନ ଅଭିମାନ, ଏକ୍‌ ନୟା ରିସ୍ତା, କର୍ଜ, ବସେରା, ଅର୍ଥ, ରାଜତିଲକ୍‌, ଘର ଏକ୍‌ ମନ୍ଦିର ଆଦି ଫିଲ୍ମରେ ଉଲ୍ଲେଖନୀୟ ଅଭିନୟ କରିଥିଲେ। ମାନ ଅଭିମାନ ଫିଲ୍ମରେ ସେ ରାମେଶ୍ୱରୀଙ୍କ ଅପୋଜିଟ୍‌ରେ ଅଭିନୟ କରିଥିଲେ। ଫିଲ୍ମର ଏ ମେରେ ଉଦାସ ମନ୍‌ ଚଲ୍‌ କହିଁ… ଗୀତ ଏବେ ବି ଏଭରଗ୍ରୀନ୍‌ ହୋଇ ରହିଛି। ପାରିବାରିକ ଜୀବନରେ ଅଶାନ୍ତି ଯୋଗୁ ତାଙ୍କର ମାନସିକ ସ୍ଥିତି ଖରାପ ହୋଇଯାଇଥିଲା। ସେ ଆମେରିକା ପଳାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁମାନ ଯାହା ଚାହୁଁଥିଲେ..

ଅଂଶୁମାନ ସାମନ୍ତରାୟ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ରିଲିଜ ଅପେକ୍ଷାରେ ଥିବା ହରିଶ ଶର୍ମାଙ୍କ ହିନ୍ଦୀ ସିନେମା ‘ମାୟରା’ରେ ତାଙ୍କୁ ଏକ ସୁପାରିକିଲର ଭୂମିକାରେ...

କାମକୁ ଫେରିଲେ କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ ତାଙ୍କ ବିବାହ ଉତ୍ସବ ପାଇଁ କିଛି ଦିନ ହେବ କାମରୁ ବିରତି ନେଇଥିଲେ। ତେବେ ନିକଟରେ କ୍ୟାଟ୍ରିନା ତାଙ୍କ ଶୁଟିଂ...

ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ନ ଦେଇ ରାକ୍ଷୀଙ୍କୁ ବିବାହ କରିଛନ୍ତି ରିତେଶ, ପୁଣି ଚର୍ଚ୍ଚାରେ…

ବମ୍ବେ: ପୁଣି ଚର୍ଚ୍ଚାରେ ରାକ୍ଷୀ ସାଓ୍ବନ୍ତ। ବିଗ୍‌ ବସ୍‌ ୧୫ ଘରେ ସ୍ବାମୀ ରିତେଶ ସିଂହଙ୍କ ସହ ଏଣ୍ଟ୍ରି ନେଇଥିଲେ ସେ। ସେବେଯାଏ ସେ ସମସ୍ତଙ୍କଠାରୁ...

କେତେବେଳେ ହଁ, କେତେବେଳେ ନା

ଦିଶା ପଟାନି ବୋଧହୁଏ ଦୋଛକିରେ ପଡ଼ିଯାଇଛନ୍ତି। ଟାଇଗର ଶ୍ରଫ୍‌ଙ୍କ ସହ ଆଫେୟାର୍ସକୁ ନେଇ ସେ ନିକଟରେ ଏପରି ସଫେଇ ଦେଇଛନ୍ତି, ଯାହା ଆଲୋଚନା ପାଇଁ ବେଶ୍‌...

ସିଦ୍ଧାନ୍ତଙ୍କୁ ଡେଟ୍‌ କରୁଛନ୍ତି ବିଗ୍‌ ବି’ଙ୍କ ନାତୁଣୀ!

ବଲିଉଡର ମେଗାଷ୍ଟାର ତଥା ବିଗ୍‌ ବି’ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲୀ ନନ୍ଦା ଏବେ ଚର୍ଚ୍ଚାରେ। ବଲିଉଡ ଇଣ୍ଡଷ୍ଟ୍ରିରେ ନ ଥିଲେ ମଧ୍ୟ ସୋସିଆଲ ମିଡିଆରେ...

ବଲିଉଡ୍‌ରେ ଏଣ୍ଟ୍ରି କରିବେ ନିକ୍‌!

ମୁମ୍ବାଇ: ବଲିଉଡ୍‌ର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍‌ ଜୋନାସ ଖୁବ୍‌ଶୀଘ୍ର ବଲିଉଡ୍‌ରେ ପ୍ରବେଶ କରିବେ । ନିକଟରେ ଏକ ସାକ୍ଷାତକାରରେ ନିକ୍‌ ବଲିଉଡ ଫିଲ୍ମର...

ଚମକୁଛନ୍ତି ତାରା

ମୁମ୍ବାଇ: ମଲ୍ଟିଟ୍ୟାଲେଣ୍ଟେଡ୍‌, ସୌନ୍ଦର୍ଯ୍ୟରେ ଭରପୂର ଓ ବଲିଉଡ୍‌ରେ ନୂଆ ନୂଅ ପାଦ ରଖିଥିବା ବୋଲ୍ଡ ଅଭିନେତ୍ରୀ ତାରା ସୁତାରିଆ ମଙ୍ଗଳବାର ୨୪ବର୍ଷ ବୟସରେ ପଦାର୍ପଣ କରିଛନ୍ତି।...

ରେଖାଙ୍କ ଘର ନିକଟରୁ ଆଉ ୪ କରୋନା ସଂକ୍ରମିତ ଚିହ୍ନଟ

ମୁମ୍ବାଇ,୧୪।୭: ଦୁଇ ଦିନ ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କ ସୁରକ୍ଷାକର୍ମୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହାପରେ ରେଖାଙ୍କୁ ବିଏମ୍‌ସି ପକ୍ଷରୁ କରୋନା ଟେଷ୍ଟ କରିବାକୁ...

Advertisement
Archives

Model This Week