Home Left

ଟ୍ରମ୍ପ୍‌ଙ୍କୁ ତାଙ୍କ ଭାଷାରେ କଟାକ୍ଷ କଲେ ଗ୍ରେଟା

ଓ୍ବାଶିଂଟନ, ୭।୧୧(ଆଇଏଏନ୍‌ଏସ୍‌): ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ସ୍ବିଡେନ୍‌ର ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ତାଙ୍କ ନିଜ ଭାଷାରେ କଟାକ୍ଷ କରିଛନ୍ତି। ଭୋଟ ଗଣତି ବନ୍ଦ କରିବା ଲାଗି ଟ୍ରମ୍ପ୍‌ ଟୁଇଟ୍‌…

ବିଜୟ ଆଉ ପାଦେ

ଓ୍ବାଶିଂଟନ,୭ା୧୧: ୭୭ ବର୍ଷୀୟ ଡେମୋକ୍ରାଟ୍‌ ଜୋ ବାଇଡେନ୍‌ ଏବେ ହ୍ବାଇଟ୍‌ ହାଉସ୍‌ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି। ଆରିଜୋନା ଓ ଜର୍ଜିଆ ଭଳି ବ୍ୟାଟଲଗ୍ରାଉଣ୍ଡ ଷ୍ଟେଟ୍‌ରେ ଭୋଟ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ରିପବ୍ଳିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ବହୁ ପଛରେ…

ମାଟ୍ରିକ ପରୀକ୍ଷା ଫର୍ମପୂରଣ ବିଜ୍ଞପ୍ତିକୁ ନେଇ ଅସନ୍ତୋଷ

ଭୁବନେଶ୍ୱର,୭।୧୧(ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୨୧ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ନିମନ୍ତେ ଫର୍ମପୂରଣ ଓ ପରୀକ୍ଷା ଫିସ୍‌ ଦାଖଲ ସମ୍ପର୍କିତ ତାରିଖ ଘୋଷଣା କରାଯାଇଛି। ଏହାକୁ ନେଇ ଏବେ ଶିକ୍ଷକ ସଂଘ ଓ ଅଭିଭାବକମାନେ ବିରୋଧ କରିବା ସହ…

ଏସ୍‌ସି, ଏସ୍‌ଟିଙ୍କୁ ସବୁ ଅପମାନ ଅପରାଧ ନୁହେଁ

ନୂଆଦିଲ୍ଲୀ, ୭।୧୧: ଜଣେ ବ୍ୟକ୍ତିଙ୍କ ପ୍ରତି ସମସ୍ତ ପ୍ରକାର ଅପମାନ କିମ୍ବା ଧମକକୁ ଅନୁସୂଚିତ ଜାତି(ଏସ୍‌ସି)/ଜନଜାତି(ଏସ୍‌ଟି) ଆଇନ ଅନୁଯାୟୀ ଅପରାଧ ବିବେଚନା କରାଯାଇପାରିବ ନାହିଁ, ଯଦି ଅପମାନ ସମ୍ପୃକ୍ତ ବ୍ୟକ୍ତିଙ୍କ ଜାତିକୁ ନେଇ ହୋଇ ନ ଥାଏ । ସେହିପରି ଚାରିକାନ୍ଥ…

ଏଲ୍‌ଏନ୍‌ଜି ବ୍ୟବହାର ବଢ଼ିଲେ ପ୍ରଦୂଷଣ କମିବ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୭।୧୧(ପି.ଆଇ.ବି.): ରାଷ୍ଟ୍ରାୟତ୍ତ ପ୍ରାକୃତିକ ଗ୍ୟାସ୍‌ ବିତରଣ କମ୍ପାନୀ ଗେଲ୍‌ ଏବଂ ଭାରତୀୟ ଅଟୋମୋବାଇଲ ନିର୍ମାଣକାରୀ ସଂଘ ସିଆମ୍‌ ପକ୍ଷରୁ ଶୁକ୍ରବାର ଆୟୋଜିତ ‘ପରିବହନ ଇନ୍ଧନ ଭାବେ ଏଲ୍‌ଏନ୍‌ଜି (ଲିକ୍ୟୁଫାଏଡ୍‌ ନାଚ୍ୟୁରାଲ ଗ୍ୟାସ୍‌)’ ଶୀର୍ଷକ ୱେବିନାର ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ…

ଓଡ଼ିଶାରୁ ଫ୍ଲାଇଟ୍‌ରେ ଖସି ଯାଇଥିଲେ ଲୁଟେରା

ଭୁବନେଶ୍ୱର,୭।୧୧ (ବ୍ୟୁରୋ): ଭୁବନେଶ୍ୱର ମ୍ୟାଗ୍ନେଟିକ୍‌ ଛକସ୍ଥିତ ପିଏନ୍‌ବି ଏଟିଏମ୍‌ରୁ ୨୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ ଘଟଣାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ଜଣାପଡିଛି। ଆନ୍ଧ୍ରପ୍ରଦେଶ ପୋଲିସ ହାତରେ ଏହି ଗ୍ୟାଙ୍ଗ୍‌ର ଦୁଇ ଅଭିଯୁକ୍ତ ଧରାପଡିବା ପରେ ଘଟଣାର ପର୍ଦ୍ଦାଫାଶ…

ଖୋର୍ଦ୍ଧା: ୩୬ ହାଇସ୍କୁଲକୁ ଶ୍ରେଷ୍ଠ ସ୍କୁଲ ଆଓ୍ବାର୍ଡ

ଖୋର୍ଦ୍ଧା ଅଫିସ,୭।୧୧: ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଥିବା ଖୋର୍ଦ୍ଧା ଜିଲାର ୩୬ ହାଇସ୍କୁଲକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶ୍ରେଷ୍ଠ ସ୍କୁଲ ଆଓ୍ବାର୍ଡ ପ୍ରଦାନ ଲାଗି ମନୋନୀତ କରାଯାଇଛି। ଏବାବଦକୁ ୧ଲକ୍ଷ ଟଙ୍କା ପ୍ରୋତ୍ସାହନ…

୨୮ରେ ବଡ଼ଓଷା: ୨୯ରେ ଗଜ ଭୋଗ

କଟକ ସଦର,୭।୧୧ (ଡ଼ି.ଏନ.ଏ.): ଆସନ୍ତା ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱରଙ୍କ ପୀଠରେ ପଞ୍ଚକ ଓ ବଡ଼ଓଷା ପର୍ବ ପାଳନ କରାଯିବ। ଏଥିପାଇଁ ଆଠଗଡ ବ୍ଲକ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଧବଳେଶ୍ୱରଙ୍କ ପୀଠରେ ଶୁକ୍ରବାର ଅନୁଷ୍ଠିତ…

୯ରେ ରୁପା ଛାଉଣି ଡିଜାଇନ ଚୂଡ଼ାନ୍ତ

ପୁରୀ ଅଫିସ, ୭।୧୧: ଶ୍ରୀମନ୍ଦିରର ୮ଟି ଦ୍ୱାର ରୁପାରେ ଝଲସିବ। ଜୟ ବିଜୟ, କଳାହାଟ, ବେହେରଣ, ସାତ ପାହାଚ, ପଶ୍ଚିମ ଭୋଗ ମଣ୍ଡପ, ନୃସିଂହ ମନ୍ଦିର, ମା’ ବିମଳା ଏବଂ ମା’ ମହାଲକ୍ଷ୍ମୀ ମନ୍ଦିରର ଗର୍ଭଦ୍ୱାରକୁ ରୁପା ଛାଉଣି କରାଯିବ। ଏଥିପାଇଁ…

ମାପଚୁପକୁ ବିରୋଧ, ଉତ୍ତେଜନା

ପୁରୀ ଅଫିସ, ୭।୧୧: ପୁରୀର ବହୁ ପ୍ରତୀକ୍ଷିତ ସିଦ୍ଧମହାବୀର ରେଳ ଓଭରବ୍ରିଜ୍‌ (ଆର୍‌ଓବି) ପାଇଁ ଜମି ଅଧିଗ୍ରହଣ ନିମନ୍ତେ ମାପଚୁପ ଓ ସର୍ଭେ କାମ ଚାଲିଛି। ଶୁକ୍ରବାର ମାଟିଆପଡ଼ା ଛକରେ ମାପଚୁପ ଚାଲିଥିବାବେଳେ କ୍ଷତିଗ୍ରସ୍ତ ହେବାକୁ ଥିବା ସ୍ଥାନୀୟ ଲୋକେ ଓ…

୧୦ ବର୍ଷରେ ଗଲାଣି ୪୫ ହଜାର ଜୀବନ

ଭୁବନେଶ୍ୱର, ୭।୧୧ (ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି। ତେବେ ଚଳିତବର୍ଷ କୋଭିଡ୍‌-୧୯ କଟକଣା ଯୋଗୁ ଦୁର୍ଘଟଣା ହାରରେ ସାମାନ୍ୟ ବ୍ରେକ ଲାଗିଛି। ୨୦୧୯ ତୁଳନାରେ ୨୦୨୦ରେ ୨୦ ପ୍ରତିଶତ କମିଛି। ସଡ଼କ ଦୁର୍ଘଟଣାକୁ ନେଇ ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା…

ସବୁଦିନ ଚାଲିିବ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଟ୍ରେନ

ଭୁବନେଶ୍ୱର, (ବ୍ୟୁରୋ)/ସମ୍ବଲପୁର(ବ୍ୟୁରୋ), ୭।୧୧: ଶନିବାରଠାରୁ ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଟ୍ରେନ ସବୁଦିନ ଚଳାଚଳ କରିବ। ପୂର୍ବରୁ ଏହା ସପ୍ତାହକୁ ପାଞ୍ଚଦିନ ଚାଲୁଥିଲା। ଟ୍ରେନ୍‌ ନଂ.୦୨୮୬୧/୦୨୮୬୨ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ରାଉରକେଲାରୁ ସକାଳ ୫ ଟା ୧୦ରେ ଛାଡ଼ି ଭୁବନେଶ୍ୱରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri