ବାଇଡେନ୍ଙ୍କ କ୍ୟାବିନେଟରେ ସାମିଲ ହୋଇପାରନ୍ତି କେତେଜଣ ଭାରତୀୟ ମୂଳ ବାସିନ୍ଦା
ୱାଶିଂଟନ,୧୯ ।୧୧: ଆମେରିକାରେ ଏବେ ନୂଆ ରାଷ୍ଟ୍ରପତିଙ୍କ ଶାସନ ଆରମ୍ଭ ହେବାକୁ ଯାଉଛି । ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି ଭାବେ କମଲା ହାରିସ୍ ଦେଶର ଶାସନ ଦାୟିତ୍ୱ ବହନ କରିବେ । ଏଥର କେତେଜଣ ମୂଳ ଭାରତୀୟଙ୍କୁ…
ଜୋର୍ ଧରିଲା କ୍ୟାନସର ହସ୍ପିଟାଲ ସ୍ଥାପନ ଦାବି, ଜିଲପାଳ ଅଫିସକୁ ଚେତାବନୀ ଶୋଭାଯାତ୍ରା
ବରଗଡ ଅଫିସ,୧୯।୧୧- ବରଗଡ ଜିଲାରେ କ୍ୟାନସର ହସପିଟାଲ ଦାବି ଜୋର୍ ଧରିଛି। ଏହାକୁ ନେଇ ଆନ୍ଦୋଳନ ତେଜି ଉଠିଛି। ମଙ୍ଗଳବାରରୁ କୋସଲ ସେନାର ୨କର୍ମୀ ସ୍ଥାନୀୟ ଗାନ୍ଧୀଛକରେ ଅନଶନରେ ବସିଥିବା ବେଳେ ଗୁରୁବାର ଫୋରମ ଫର୍ କ୍ୟାନସର ହସପିଟାଲ ଇନ ବରଗଡ…
ଏହି ଚର୍ଚ୍ଚିତ କ୍ରିକେଟର୍ଙ୍କ ଗୋଟିଏ ଟୁଇଟ୍ ଦେଖି ଉତ୍ତର ଖୋଜୁଛନ୍ତି ଦର୍ଶକ
ଆଫଗାନିସ୍ତାନର ଷ୍ଟାର ବୋଲର ରଶିଦ ଖାନ ସୋସିଆଲ ମିଡିଆରେ ନିଜର ଏକ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଚିନ୍ତାରେ ପକାଇଦେଇଛନ୍ତି। ରଶିଦ ଏକ ଦର୍ପଣ ଆଗରେ ସେଲଫି ଉଠାଇଥିଲେ। ତାଙ୍କ ପଛରେ ଥିବା ଦର୍ପଣ ଯୋଗୁ ତାଙ୍କର ଅନେକ ପ୍ରତିଫଳନ ଦେଖାଯାଉଛି।…
ଦିଲ୍ଲୀରୁ ଚଣ୍ଡିଗଡ଼ ଆସୁଥିବା ଲୋକଙ୍କ ପାଇଁ ଆଡ଼ଭାଇଜରୀ ଜାରି
ନୂଆଦିଲ୍ଲୀ,୧୯।୧୧: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରୁ ଚଣ୍ଡିଗଡ଼ ଆସୁଥିବା ଲୋକଙ୍କ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟ ଆଡ଼ଭାଇଜରୀ ପ୍ରକାଶ ପାଇଛି। ଏଭଳି ଲୋକଙ୍କଠାରୁ ୬ ଫୁଟ ଦୂରତା…
ଫ୍ରାନ୍ସ୍ ରାଷ୍ଟ୍ରପତିଙ୍କୁ ଧମକ ଦେଲା ଜୈଶ୍-ଇ-ମହମ୍ମଦ
ପ୍ୟାରିସ୍,୧୯।୧୧: ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ପକ୍ଷରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାର୍କନ୍ଙ୍କୁ ଧମକ ଦିଆଯାଇଛି। ମାର୍କନ୍ ପରବର୍ତ୍ତୀ ଟାର୍ଗେଟ୍ ବୋଲି ଜୈଶ୍ ପକ୍ଷରୁ କୁହାଯାଇଛି। ଏହା ସହିତ ମାର୍କନ୍ଙ୍କ ବିରୋଧରେ ଅପଶବ୍ଦ ମଧ୍ୟ ପ୍ରୟୋଗ କରାଯାଇଛି। ଅଲ୍ କଲାମ୍ ନାମକ ଏକ…
ଆଇପିଏଲ୍ରେ ଖରାପ ପ୍ରଦର୍ଶନ ସତ୍ତ୍ୱେ ଏହି ମାମଲାରେ ସବୁଠୁ ଆଗରେ ଧୋନୀଙ୍କ ଦଳ
ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଏମଏସ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ଏଥର ପ୍ଲେ ଅଫ ଦୌଡରୁ ବାଦ୍ ପଡିଥିଲା। ପ୍ଲେ ଅଫରେ ପହଞ୍ଚିବାରେ ବିଫଳ ହୋଇଥିବା ସତ୍ତ୍ୱେ ଏହି ଦଳ ଗୋଟିଏ କ୍ଷେତ୍ରରେ ଅନ୍ୟ ଦଳ…
ନୀତୀଶଙ୍କ ସରକାରରେ ଅଧାରୁ ଅଧିକ ମନ୍ତ୍ରୀଙ୍କ ନାଁରେ ରହିଛି ଆପରାଧିକ ମାମଲା
ପାଟନା,୧୯ ।୧୧: ବିହାର ବିଧାନସଭାର ନୂଆ ମନ୍ତ୍ରିମଣ୍ଡଳ ଗଠନ ସରିଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାର ମଙ୍ଗ ଧରିଛନ୍ତି । ଏବେ ଜଣାପଡିଛି କି ନୀତୀଶ ସରକାରଙ୍କ ଅଧାରୁ ଅଧିକ ମନ୍ତ୍ରୀଙ୍କ ନାଁରେ ରହିଛି ଆପରାଧିକ ମାମଲା । ୬…
୨୦ ବର୍ଷ ପରେ ବ୍ରିଟେନ୍ରୁ ଭାରତ ଫେରିଲେ ସୀତା-ରାମ-ଲକ୍ଷ୍ମଣଙ୍କ ମୂର୍ତ୍ତି
ନୂଆଦିଲ୍ଲୀ,୧୯।୧୧: ପ୍ରଭୁ ଶ୍ରୀରାମ,ମାତା ସୀତା ଏବଂ ସାନଭାଇ ଲକ୍ଷ୍ମଣଙ୍କ ଚୋରୀ ହୋଇଥିବା ମୂର୍ତ୍ତି ୨୦ ବର୍ଷ ପରେ ଭାରତକୁ ଫେରିଛନ୍ତି। ମୂର୍ତ୍ତି ଚୋର ଏହାକୁ ବ୍ରିଟେନରେ ରଖିଥିଲେ। ଏସମ୍ପର୍କରେ ସନ୍ଧାନ ମିଳିବା ପରେ ମୂର୍ତ୍ତିଗୁଡ଼ିକୁ ଉଦ୍ଧାର କରାଯାଇ ବ୍ରିଟେନ ସରକାର ଚଳିତବର୍ଷ…
ମୋଦିଙ୍କ ସହ କଥା ହେଲେ ବାଇଡେନ୍
ନ୍ୟୁୟର୍କ, ୧୯।୧୧(ଆଇଏଏନ୍ଏସ୍): ଜାନୁୟାରୀରେ ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ଜୋ ବାଇଡେନ୍ ଫୋନ୍ ଯୋଗେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବାକୁ ସେ ଓ କମଲା ହାରିସ୍ ଚାହାନ୍ତି।…
୨୪ ଘଣ୍ଟାରେ ୩୦% ଅଧିକ ସଂକ୍ରମିତ
ନୂଆଦିଲ୍ଲୀ, ୧୯ା୧୧: ଭାରତରେ କରୋନା ସଂକ୍ରମଣ ହାର କମିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଏହା ୩୦% ଅଧିକ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥିବା ଜଣାପଡ଼ିଛି। ମଙ୍ଗଳବାର ୨୯,୧୬୪ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ବୁଧବାର ହଠାତ୍ ଏହା ବୃଦ୍ଧିପାଇ ୩୮,୬୧୭ରେ ପହଞ୍ଚିଛି।…
ଘନେଇଲା ୨୩ ବର୍ଷର ବିବାଦ
ଅଗରତାଲା, ୧୯।୧୧(ଆଇଏଏନ୍ଏସ୍): ହଜାର ହଜାର ବ୍ରୁ ଆଦିବାସୀ ଶରଣାର୍ଥୀଙ୍କୁ ପୁନଃ ଥଇଥାନ କରିବା ଲାଗି ସରକାର ନିଷ୍ପତ୍ତି ନେଇଥିବାରୁ ଏହାର ପ୍ରତିବାଦରେ ଉତ୍ତର ତ୍ରିପୁରାର କାଞ୍ଚନପୁର ସବ୍ଡିଭିଜନରେ ୩ ଦିନ ହେଲା ଉତ୍ତେଜନା ଲାଗି ରହିଛି। ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ମିଳିତ…
ସମୁଦ୍ରକୁ ରେଡିଓଆକ୍ଟିଭ୍ ଜଳ ଛାଡ଼ିବ ଜାପାନ
ନୂଆଦିଲ୍ଲୀ, ୧୯।୧୧: ଫୁକୁସିମାରେ ଅକାମୀ ହୋଇପଡ଼ିଥିବା ଆଣବିକ ପ୍ଲାଣ୍ଟର ରେଡିଓଆକ୍ଟିଭ୍ ବିଷାକ୍ତ ଜଳକୁ ୨୦୨୨ ସୁଦ୍ଧା ସମୁଦ୍ରକୁ ଛାଡ଼ିଦେବା ଲାଗି ଜାପାନ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତ ସମେତ ଏସୀୟ ଉପକୂଳବର୍ତ୍ତୀ ଦେଶଗୁଡ଼ିକ ପାଇଁ ବିପଦ ସୃଷ୍ଟି ହେବାକୁ ଯାଉଛି।…
Archives


