Home Left

ରକ୍ତଚାପ ନିୟନ୍ତ୍ରଣ କରିଥାଏ ବିଟ୍‌

ଶୀତଦିନେ ବଜାରରେ ପ୍ରଚୁର ପରିମାଣରେ ବିଟ୍‌ ମିଳିଥାଏ। ଏହା ପାଟି ସୁଆଦିଆ ନ ହେଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ବିଶେଷକରି ରକ୍ତଚାପ ରୋଗୀଙ୍କ ପାଇଁ ଏହା ବହୁ ଉପକାରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି ସୂଚାଇଛନ୍ତି। ପ୍ରାୟ…

ଏହି କୌଶଳ ଆପଣାଇ ପଢ଼ିପାରିବେ ହ୍ବାଟ୍ସଆପ୍‌ରୁ ଡିଲିଟ୍‌ ମେସେଜ, ପଠାଇଥିବା ଲୋକେ ବି ପାରିବେନି ଜାଣି

ଆଜିର ସମୟରେ ଲୋକମାନେ ସବୁଠୁ ଅଧିକ ହ୍ବାଟ୍ସଆପ୍‌ ବ୍ୟବହାର କରୁଛନ୍ତି। ଏହା ମାଧ୍ୟମରେ ମେସେଜ୍‌, ଅଡିଓ, ଭିଡିଓ, ଫାଇଲ୍‌ସ ମଧ୍ୟ ପଠାଉଛନ୍ତି। ବେଳେବେଳେ ଲୋକମାନେ ଅନ୍ୟମନସ୍କ ହେତୁ ଭୁଲ ମେସେଜ୍‌ ପଠାଇ ଦିଅନ୍ତି। ଆଉ ଏହି ମେସେଜ୍‌ ଡିଲିଟ୍‌ କରିବା ପାଇଁ…

ଚା’ ଫାକ୍ଟ୍ରିରେ କାମ କରୁଥିଲେ ସାକ୍ଷୀଙ୍କ ବାପା, ଏକା ସ୍କୁଲରେ ପଢ଼ିଥିଲେ ବି ଚିହ୍ନି ନ ଥିଲେ ଧୋନୀ; ହେଲେ..

ନୂଆଦିଲ୍ଲୀ,୧୯।୧୧: ଏକ ସମୟରେ ମହେନ୍ଦ୍ର ସିଂ ଧୋନୀଙ୍କୁ ପାଇବାକୁ ଝିଅମାନେ ପାଗଳପ୍ରାୟ ଥିଲେ। ଅନେକ ନାୟିକାମାନଙ୍କ ସହ ତାଙ୍କ ନାମ ଯୋଡା ମଧ୍ୟ ଯାଇଥିଲା। ହେଲେ ଧୋନୀଙ୍କ ହୃଦୟକୁ ଜିଣିଥିଲେ ସାକ୍ଷୀ ସିଂହ। ଏବେ ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ…

ଭୁଲ ଇଞ୍ଜେକସନ୍‌ ନେଇ ଜନ୍ମ ଦେଇଥିଲେ ଝିଅ, ଦମ୍ପତିଙ୍କୁ ମିଳିଲା ୭୪ କୋଟି ଟଙ୍କା

ଆମେରିକାର ସିଏଟଲରେ ଏକ ରୋଚକ ଘଟଣା ଘଟିଛି। ଏଠାକାର କୋର୍ଟ ଏକ ଦମ୍ପତିଙ୍କୁ ୭୪ କୋଟି ଟଙ୍କାର ସହାୟତା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ମହିଳା ଜନ୍ମ ନିୟନ୍ତ୍ରଣ ଇଞ୍ଜେକସନ୍‌ ନେବାକୁ ଏକ କମ୍ପ୍ୟୁନିଟି କ୍ଲିନିକ୍‌ ଯାଇଥିଲେ। ସେଠାରେ ନର୍ସ…

ଧଳା ଶର୍ଟ ପିନ୍ଧନ୍ତୁ ବୋଲି ଚାହୁଁ ନ ଥିଲେ ଶାହାରୁଖ; ବ୍ୟବହାର ଯୋଗୁ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ଗୌରୀ

ବମ୍ବେ: ଦୀର୍ଘ ଛଅ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଗୌରୀଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଶାହରୁଖ ଖାନ୍‌। ଇତିମଧ୍ୟରେ ସେମାନଙ୍କ ବିବାହକୁ ୨୯ ବର୍ଷ ବିତିସାରିଛି। ବୈବାହିକ ଜୀବନରେ ଅନେକ ଝଡ଼ଝଞ୍ଜା ସତ୍ତ୍ୱେ ସେମାନେ ସୁଖୀ ଜୀବନ…

‘ମେ’ଡେ’ରେ ନଜର ଆସିବେ ରକୁଲ

ମୁମ୍ବାଇ: ଅଜୟ ଦେବଗନଙ୍କ ନିର୍ଦ୍ଦେଶିତ ଫିଲ୍ମ ମେ’ ଡେରେ ରକୁଲ ପ୍ରିତ ସିଂଙ୍କର ଏଣ୍ଟ୍ରି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଏଥିରେ ରକୁଲ ମହାନାୟକ ଅମିତାଭ ବଚ୍ଚନ ଓ ଅଜୟ ଦେବଗନଙ୍କ ସହ ସ୍କ୍ରିନ ଶେୟାର କରିବେ । ତେବେ…

ସ୍ବାମୀ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌, ସ୍ତ୍ରୀ କିନ୍ତୁ ବିରାଟ କୋହଲିଙ୍କ ଖେଳ ଦେଖିବାକୁ କରନ୍ତି ପସନ୍ଦ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଅଛନ୍ତି। ସେ ଯେଉଁଠିକୁ ଖେଲିବାକୁ ଯାଆନ୍ତି ତାଙ୍କୁ ଚିୟର କରିବା ପାଇଁ ପ୍ରଶଂସକ ଷ୍ଟାଡିୟମରେ ଉପସ୍ଥିତ ଥାନ୍ତି। ଅଷ୍ଟ୍ରେଲିଆ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌…

ଏହି ପାକିସ୍ତାନୀ ସୁନ୍ଦରୀ କରିବେ ବଲିଉଡ୍‌ରେ ଡେବ୍ୟୁ

ବମ୍ବେ: ବଲିଉଡ୍‌ ପାଦ ଥାପିବାକୁ ଯାଉଛନ୍ତି ପାକିସ୍ତାନୀ ଅଭିନେତ୍ରୀ ଅଲିଜେ ନାସିର। ହିନ୍ଦି ସିନେମା ‘ୟାରା ବେ’ରେ ସେ ବଲିଉଡ୍‌ ଡେବ୍ୟୁ କରିବେ। ଅନେକ ଦିନରୁ ସେ ଏଠାରେ କାମ କରିବାକୁ ଚାହୁଁଥିବା ବେଳେ ଏବେ ସେହି ସୁଯୋଗ ତାଙ୍କୁ ମିଳିଛି।…

ଦେଶି ଲୁକ୍‌ରେ ମଲାଇକା

ମୁମ୍ବାଇ: ବଲିଉଡ୍ ବିୟୁଟି ମଲାଇକା ଆରୋରା ଏବେ ତାଙ୍କ ଦେଶି ଲୁକ୍‌କୁ ନେଇ ବେଶ୍ ଚର୍ଚ୍ଚାରେ । ନିକଟରେ ଦୀପାବଳି ପାଇଁ ଅଭିନେତ୍ରୀ ତରୁଣ ତାହିଲିୟାନିଙ୍କ ନିକଟରେ ଡ୍ରେସ୍ ଡିଜାଇନ କରିଥିଲେ ମଲାଇକା । ଆଉ ଏହି ଡ୍ରେସକୁ ନେଇ ଏବେ…

ବିନା ସଂକ୍ରମଣରେ ଶିଶୁଙ୍କ ନିକଟରେ ଦେଖାଯାଉଛି ଆଣ୍ଟିବଡି, ଚିନ୍ତାରେ ବିଶେଷଜ୍ଞ

ମେଲବୋର୍ନ,୧୯ ।୧୧: ଅଷ୍ଟ୍ରେଲିଆରେ ଗୋଟିଏ ପରିବାରର ୩ ଶିଶୁ କରୋନାରେ ସଂକ୍ରମିତ ହୋଇ ନ ଥିଲେ ବି ଏମାନଙ୍କ ନିକଟରେ ଆଣ୍ଟିବଡି ଦେଖାଯାଇଛି । ଯାହାକୁ ଦେଖିବା ପରେ ବିଶେଷଜ୍ଞମାନେ ଚିନ୍ତାରେ ପଡି ଯାଇଛନ୍ତି । ଏହି ୩ ଶିଶୁଙ୍କ ମାତାପିତା…

କେଜରିୱାଲ ସରକାରଙ୍କ ନିଷ୍ପତ୍ତି: ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ଦୁଇ ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ,୧୯ ।୧୧: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ପୁଣିଥରେ ମାଡି ଯାଇଛି । ସଂକ୍ରମିତଙ୍କ ମୃତ୍ୟୁକୁ ଦେଖିଲେ ଗତ ୨୪ ଘଣ୍ଟାରେ ସର୍ବାଧିକ ମୃତ୍ୟୁ ରେକର୍ଡ କରାଯାଇଛି । ବୁଧବାର ଦିଲ୍ଲୀରେ କରୋନା ସଂକ୍ରମଣରେ ୧୩୧ ଜଣଙ୍କ ମୃ୍‌ତ୍ୟୁ ସରକାରଙ୍କୁ ଚିନ୍ତାରେ…

୩୯ ଆଫଗାନୀଙ୍କୁ ହତ୍ୟା କରିଥିଲେ ଅଷ୍ଟ୍ରେଲିଆ ସୈନ୍ୟ

କାନବେରା,୧୯।୧୧: ଅଷ୍ଟ୍ରେଲିଆ ସୈନ୍ୟ ଅନ୍ୟାୟ ଭାବେ ୩୯ ଜଣ ଆଫଗାନିସ୍ତାନ ନାଗରିକଙ୍କୁ ହତ୍ୟା କରିଥିଲେ। ଗୁରୁବାର ଏସମ୍ପର୍କରେ ଅଷ୍ଟ୍ରେଲିଆ ପ୍ରତିରକ୍ଷା ବାହିନୀ ମୁଖ୍ୟ ଅଙ୍ଗସ କ୍ୟାମ୍ପ୍‌ବେଲ୍‌ ସୂଚନା ଦେଇଛନ୍ତି। ୨୦୦୫ରୁ ୨୦୧୬ ମଧ୍ୟରେ ଅଷ୍ଟ୍ରେଲିଆ ସୈନ୍ୟ ଏଭଳି କରିଥିବା ସେ କହିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri