Posted inଫୁରସତ

କେବଳ ମଣିଷଙ୍କୁ ନୁହେଁ, କୁକୁଡ଼ାକୁ ମଧ୍ୟ ଦରକାର ହୁଏ ଆଲିଙ୍ଗନ: ପାଇବା ପାଇଁ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ମଧ୍ୟ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବ୍ୟକ୍ତିଙ୍କୁ ବସିଥିବା ଦେଖିବାକୁ ମିଳୁଛି। ପରେ ଏକ କୁକୁଡ଼ା ତାଙ୍କ ପାଖକୁ ଯାଇ ତାଙ୍କ କୋଳରେ ବସୁଛି। ପରେ ବ୍ୟକ୍ତି ଜଣକ ତାକୁ ଆଲିଙ୍ଗନ କରୁଛନ୍ତି। ଏହି ଭିଡିଓକୁ ଆନିମଲ୍‌ ଲାଇଫ୍‌ ଟୁଇଟର ହ୍ୟାଣ୍ଡେଲ୍‌ରେ ଶେୟାର କରାଯାଇଛି। କ୍ୟାପଶନ୍‌ରେ ଲେଖାଯାଇଛିି, ‘ସମସ୍ତଙ୍କୁ ଆଲିଙ୍ଗନ ଦରକାରି’ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

୬୫୫ କୋଟିର ମାଲିକ ଏଇ କୁକୁର

ମହଲ ପରି ଏକ ବଡ଼ ବଙ୍ଗଳା, ଚାକର ଚାକରାଣୀ, ଅୟସ ଭରା ଜୀବନର ସ୍ବପ୍ନ ତ ସମସ୍ତେ ଦେଖନ୍ତି। ହେଲେ ଏ ସ୍ବପ୍ନ କେବଳ ସ୍ବପ୍ନ...

ଆଲିଙ୍ଗନ କରି ମହିଳାଙ୍କ ହାଡ଼ ଭାଙ୍ଗିଦେଲେ

ବେଜିଂ: ଚାଇନାର ଏକ କମ୍ପାନୀରେ କାର୍ଯ୍ୟରତ ଜଣେ ମହିଳାଙ୍କୁ ଆଲିଙ୍ଗନ କରିବା ତାଙ୍କ ସହକର୍ମୀଙ୍କୁ ମହଙ୍ଗା ପଡ଼ିଛି। ଯୁବକ ଜଣକ ମହିଳାଙ୍କୁ ଜୋର୍‌ରେ ଜାବୁଡ଼ି ଧରିବା...

ସାପର ଓଜନ ଏତେ ଯେ, ଉଠାଇବା ପାଇଁ ଦରକାର ପଡ଼ିଲା କ୍ରେନ୍‌; ଭିଡିଓ ଦେଖିଲେ…

ଡୋମିନିକାର କାର୍‌ବିୟାନ ଦେଶରୁ ଏକ ବିଶାଳକାୟ ସାପର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସାପଟି ଏତେ ବଡ଼ ଯେ, ଏହାକୁ ଉଠାଇବା ପାଇଁ ଏକ...

କଫିନ ପାଖରେ ହସି ହସି ପୋଜ୍‌ ଦେଇ ଟ୍ରୋଲ ହେଲେ ଏକ ପରିବାର: ସପକ୍ଷରେ ବାହାରିଲେ ମନ୍ତ୍ରୀ

ଥିରୁଭାନନ୍ତପୁରମ୍‌,୨୫।୮: କେରଳରେ ଅନ୍ତିମ ସଂସ୍କାର ସମୟରେ ଉଠାଯାଇଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ମୃତକଙ୍କ ପରିବାର ସଦସ୍ୟମାନେ କଫିନ ଚାରିପାଖରେ ବସି...

କମ୍ପ୍ୟୁଟର ଗର୍ଲ

ହିସାର: କମ୍ପ୍ୟୁଟର ଠାରୁ ବି ଶୀଘ୍ର ଉତ୍ତର ଦେଇପାରୁଛନ୍ତି ଦୁଇ ବର୍ଷର ବାଳିକା । ସେଥିପାଇଁ ଏବେ ଏହି ବାଳିକାଙ୍କୁ କମ୍ପ୍ୟୁଟର ଗର୍ଲ କୁହାଯାଉଛି। ଏଭଳି...

ଉଡ଼ନ୍ତା ସାପ ଭଳି ରୋବୋ

ଓ୍ବାଶିଂଟନ୍‌,୧୬ା୧୨:ଆଧୁନିକ ଯୁଗରେ କଳକାରଖାନା ହେଉ ଅବା ରିସର୍ଚ୍ଚ ସେଣ୍ଟର ରୋବୋର ବ୍ୟବହାର ବିଭିନ୍ନ କ୍ଷେତ୍ରରେ ବଢ଼ିବାରେ ଲାଗିଛି। ରୋବୋ ସାହାଯ୍ୟରେ କମ୍‌ ସମୟରେ ଓ ଅତି...

ଛେଳି ସହ ସ୍କୁଲ…

ଶିମଲା,୨୧।୯: ଛେଳି ସହ ଜଣେ ବାଳିକା ସ୍କୁଲକୁ ଯାଉଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ବାଳିକା ପିଠିରେ...

ରାସ୍ତାରେ କୁକୁର କରୁଛି ଏପରି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week