ମମତାଙ୍କୁ ସ୍ବର୍ଣ୍ଣ ପଦକ
ଭୁବନେଶ୍ୱର, ୧୯।୧୨(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ଯୋଗ ସ୍ପୋଟର୍ସ ଆସୋସିଏଶନ ଆନୁକୂଲ୍ୟରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ସହଯୋଗରେ ଅନୁଷ୍ଠିତ ଭର୍ଚୁଆଲ ଜାତୀୟ ଯୋଗାଶନ ପ୍ରତିଯୋଗିତାରେ କିଟ୍ ବିଶ୍ୱବିଦ୍ୟାଳୟର ମମତା ଭୁଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ନଭେମ୍ବର ୮ରୁ ୧୨ ପର୍ଯ୍ୟନ୍ତ…
ହିମାଚଳପ୍ରଦେଶରେ ନିଜ ପିଲାଙ୍କ ସହ ଛୁଟି କାଟୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରବୀନା ଟଣ୍ଡନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ବର୍ତ୍ତମାନ ରବୀନା ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି। ଫଟୋରେ ହିମାଚଳପ୍ରଦେଶର ବରଫାବୃତ୍ତ ଅଞ୍ଚଳରେ ପୁଅ ରଣବୀର ଓ ଝିଅ ରଶାଙ୍କ ସହିତ ରବୀନା ଛୁଟିର…
ଭାରତ ବିପକ୍ଷ ଇଂଲଣ୍ଡର ଘରୋଇ ଟେଷ୍ଟ ସିରିଜରେ ଦର୍ଶକ ସାମିଲ ହେବେ
ଲଣ୍ଡନ,୧୯।୧୧(ପି.ଟି.): ୨୦୨୧ରେ ଏକ ୫ ମ୍ୟାଚ୍ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତ ଇଂଲଣ୍ଡ ଗସ୍ତ କରିବ। ଏହି ଗସ୍ତରେ ଦର୍ଶକ ସାମିଲ ହେବାର ଯଥେଷ୍ଟ ସମ୍ଭାବାନା ରହିଛି। ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଏହି ଗସ୍ତ ପାଇଁ…
ଭାଜପା ନେତ୍ରୀ ଖୁସବୁ ସୁନ୍ଦରଙ୍କ କାର ଦୁର୍ଘଟଣାଗ୍ରସ୍ତ
ଚେନ୍ନାଇ,୧୮।୧୧-ତାମିଲନାଡୁର ମେଲମାରୁଭାଥୁର ସହର ନିକଟରେ ବୁଧବାର ଭାଜପା ନେତ୍ରୀ ଖୁସବୁ ସୁନ୍ଦରଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ କଣ୍ଟେନର ତାଙ୍କ କାରକୁ ଧକ୍କା ଦେବାରୁ କାରର ଡାହାଣ ପାର୍ଶ୍ୱ ଡୋର ଭାଙ୍ଗି ଯାଇଛି। ତେବେ ଏହି ଦୁର୍ଘଟଣାରୁ ଖୁସବୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।…
ଗୋଆର ପ୍ରଥମ ମହିଳା ରାଜ୍ୟପାଳଙ୍କ ପରଲୋକ
ପାନାଜୀ,୧୮।୧୧-ଗୋଆର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ଭାଜପା ନେତା ମୃଦୁଳା ସିହ୍ନାଙ୍କ ବୁଧବାର ପରଲୋକ ହୋଇଯାଇଛି। ୭୭ ବର୍ଷ ବୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଗୋଆର ପ୍ରଥମ ମହିଳା ରାଜ୍ୟପାଳ ଥିଲେ। ସେହିପରି ମୃଦୁଳା ଭାଜପାର ଜଣେ…
ସୁରତ ଡାକ୍ତରଖାନାରେ ଅଗ୍ନିକାଣ୍ଡ
ସୁରତ,୧୮।୧୧-ଗୁଜୁରାଟର ସୁରଟ ସହରରେ ଥିବା ଏକ ଡାକ୍ତରଖାନାରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଡାକ୍ତରଖାନାରେ ଅଗ୍ନିକାଣ୍ଡ କିପରି ଘଟିଲା ସେ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହଁି।…
ପାଟଣାଗଡ ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍
ବଲାଙ୍ଗୀର ଅଫିସ,୧୮।୧୧-ବହୁ ଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ ଗଣହତ୍ୟା ମାମଲାର ବୁଧବାର ପର୍ଦ୍ଦାଫାସ୍ ହୋଇଛି। ଏହି ମାମଲାରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ୨ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଗଣହତ୍ୟାରେ ୯ ଜଣଙ୍କ ସମ୍ପୃକ୍ତି ଥିବା ନେଇ…
କିଏ ୧୪ ତ କିଏ ୮: ନିଜଠାରୁ ବହୁତ କମ୍ ବୟସର ଯୁବକଙ୍କ ହାତ ଧରିଛନ୍ତି ଏସବୁ ଅଭିନେତ୍ରୀ
ବମ୍ବେ: ନିକଟରେ ଗାୟକ ରୋହତପ୍ରିତ ସିଂହଙ୍କ ହାତ ଧରିଛନ୍ତି ନେହା କକ୍କଡ। ରୋହନ ନେହାଙ୍କଠାରୁ ୭ ବର୍ଷ ସାନ। ତେବେ କେବଳ ଯେ ନେହା ତାହା ନୁହେଁ, ଅନେକ ଟେଲି ଅଭିନେତ୍ରୀ ଅଛନ୍ତି ଯିଏ ନିଜଠାରୁ ବୟସରେ ସାନ ବ୍ୟକ୍ତିଙ୍କୁ ବିବାହ…
ଭୁବନେଶ୍ୱରରୁ ଆଜି ୫୭ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍ ୪୦
ଭୁବନେଶ୍ୱର,୧୮ା୧୧(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୭ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୪୦ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ଏପରି ଲୋକ ପୃଥିବୀ ପାଇଁ ସବୁଠୁ ବଡ଼ ବୋଝ
ପ୍ରତ୍ୟେକ ମଣିଷ କିଛି ଉଦ୍ଦେଶ୍ୟ ନେଇ ଜନ୍ମଗ୍ରହଣ କରିଥାନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କ ଜ୍ଞାନ ଏବଂ ଗୁଣ ନାହିଁ, ତେବେ ଏପରି ବ୍ୟକ୍ତି ପୃଥିବୀ ଉପରେ ବୋଝ ସଦୃସ । ଏଭଳି ଲୋକଙ୍କର ବଞ୍ଚିବାର ଅଧିକାର ନାହିଁ…
ଏମିତି ଉପାୟରେ ନଦୀ ପାର ହେଉଛି ସିମ୍ପାଞ୍ଜି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…
ଜିମ୍, ସୁଇମିଂପୁଲଠାରୁ ଆରମ୍ଭ କରି ମିନି ଥିଏଟର; ଦେଖନ୍ତୁ ଭିତରୁ କେତେ ଭବ୍ୟ ଅନିଲ କପୁରଙ୍କ ୨୦ କୋଟିର ବଙ୍ଗଳା
ବମ୍ବେ: ବଲିଉଡ୍ର ଏଭରଗ୍ରୀନ୍ କଳାକାରଙ୍କ ମଧ୍ୟରୁ ଅନିଲ କପୁର ଜଣେ। ଦୀର୍ଘ ୪୦ ବର୍ଷ ଧରି ସେ ସମସ୍ତଙ୍କ ମନୋରଞ୍ଜନ କରିଆସୁଛନ୍ତି। ନିଜ କ୍ୟାରିୟରରେ ଗୋଟିଏରୁ ବଳି ଗୋଟିଏ ସୁପରହିଟ୍ ଫିଲ୍ମ ଭେଟି ଦେଇଥିବା ଅନିଲ ମୁମ୍ବାଇର ଆଲିଶାନ ବଙ୍ଗଳାରେ ରୁହନ୍ତି।…
Archives


