Home Left

ନେତାଙ୍କୁ ଚିଠିରେ ଭୂତାଣୁ ପଠାଯାଇପାରେ

ନୂଆଦିଲ୍ଲୀ,୨୧ା୧୧: ମହାମାରୀ କରୋନା ସାରା ବିଶ୍ୱକୁ କବଳିତ କରି ବିପର୍ଯ୍ୟୟ ଆଣିଥିବାବେଳେ ଶୁକ୍ରବାର ଏହି ଘାତକ ଭାଇରସ୍‌ ସମ୍ପର୍କିତ ଆଉ ଏକ ଆସନ୍ନ ବିପଦକୁ ନେଇ ଇଣ୍ଟରନ୍ୟାଶନାଲ ପୋଲିସ ଅର୍ଗାନାଇଜେଶନ ବା ଇଣ୍ଟରପୋଲ ସତର୍କ କରାଇଛି। ଅପରାଧୀମାନେ ଭାରତ ସମେତ ଅନେକ…

କପ୍ପାନଙ୍କୁ ଭେଟିବା ଲାଗି ଓକିଲଙ୍କୁ ଅନୁମତି

ନୂଆଦିଲ୍ଲୀ, ୨୧।୧୧: ୟୁଏପିଏ ଆଇନ ବଳରେ ଗିରଫ ହୋଇ ଉତ୍ତରପ୍ରଦେଶର ଏକ ଜେଲରେ ଥିବା କେରଳ ଖବରଦାତା ସିଦ୍ଦିକ୍‌ କପ୍ପାନଙ୍କୁ ଭେଟିବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଆଇନଜୀବୀଙ୍କୁ ଅନୁମତି ଦେଇଛନ୍ତି। ଜାମିନ ପାଇବା ପାଇଁ ତାଙ୍କ ସ୍ବାକ୍ଷରର ଆବଶ୍ୟକତା ଥିଲା। ଉତ୍ତରପ୍ରଦେଶ…

ଚାଇନା ଋଣ ଜାଲରେ ମାଳଦ୍ୱୀପ

ନୂଆଦିଲ୍ଲୀ, ୨୧।୧୧: ମାଳଦ୍ୱୀପ ଏବେ ଚାଇନା ଋଣ ଜାଲରେ ଛନ୍ଦି ହୋଇ ପଡ଼ିଛି। ଆମେ ଆମ ଜେଜେମା’ମାନଙ୍କର ଗହଣା ବିକିଲେ ମଧ୍ୟ ତାହାକୁ ପରିଶୋଧ କରିପାରିବା ନାହିଁ ବୋଲି ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ପାର୍ଲାମେଣ୍ଟ ବାଚସ୍ପତି ମହମ୍ମଦ ନଶିଦ୍‌ କହିବା…

ସୀମାରେ ବଳ ବଢ଼ାଉଛି ଚାଇନା

ନୂଆଦିଲ୍ଲୀ, ୨୧।୧୧: ଲଦାଖକୁ ବିଶ୍ୱ ନଜରରେ ରଖି ଚାଇନା ଗୋପନରେ କେନ୍ଦ୍ରୀୟ, ସିକିମ୍‌ ଓ ପୂର୍ବ ସେକ୍ଟରରେ ବୃହତ୍‌ ସାମରିକ ଭିତ୍ତିଭୂମିର ବିକାଶ କରିବା ସହିତ ମିସାଇଲ୍‌ ମୁତୟନ ସ୍ଥଳଗୁଡ଼ିକର ସୁଦୃଢ଼ୀକରଣ କରିଛି। କେବଳ ସେତିକି ନୁହେଁ, ଏହା ମାନବବିହୀନ ଏରିଏଲ୍‌…

ହଜାରେ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା

ନୂଆଦିଲ୍ଲୀ, ୨୧।୧୧: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ କୋଭିଡ୍‌ ଟିକା ଆସନ୍ତାବର୍ଷ ଫେବୃୟାରୀ ସୁଦ୍ଧା ସ୍ବାସ୍ଥ୍ୟକର୍ମୀ ଓ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଏବଂ ଏପ୍ରିଲ ବେଳକୁ ସର୍ବସାଧାରଣଙ୍କ ଲାଗି ଉପଲବ୍ଧ ହେବ। ଏହାର ୨ଟି ଡୋଜ୍‌ର ଦାମ୍‌ ସର୍ବାଧିକ ହଜାରେ ଟଙ୍କା…

ଡୌଗ୍‌ଲାସ୍‌ଙ୍କୁ ବୁକର

ଲଣ୍ଡନ, ୨୧।୧୧: ନ୍ୟୁୟର୍କରେ ରହୁଥିବା ସ୍କଟଲାଣ୍ଡ ଲେଖକ ଡୌଗ୍‌ଲାସ୍‌ ଷ୍ଟୁଆର୍ଟ ତାଙ୍କର ଆତ୍ମଜୀବନୀ ଆଧାରିତ ଉପନ୍ୟାସ ‘ଶୁଗି ବେନ୍‌’ ପାଇଁ ଚଳିତବର୍ଷର ମର୍ଯ୍ୟାଦାଜନକ ବୁକର୍‌ ପ୍ରାଇଜ୍‌ ମିଳିଛି। ପୁରସ୍କାର ଲାଗି ସଂକ୍ଷିପ୍ତ ତାଲିକାରେ ଥିବା ଭାରତୀୟ ବଂଶୋଦ୍ଭବ ଅବନୀ ଦୋଶୀଙ୍କ ସମେତ…

ଆଶଙ୍କାରେ ଆ-କା-ମା-ବୈ

ଅନୁଗୋଳ ଅଫିସ, ୨୧।୧୧ – କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସା ସହ ଦିଅଁ ଦର୍ଶନ କରି ମାସକର ବ୍ରତ ଉଦ୍‌ଯାପନ କରନ୍ତି ବ୍ରତଧାରୀ। କିନ୍ତୁ ମହାମାରୀ କରୋନା ପାଇଁ ଚଳିତବର୍ଷ ଏହି ପରମ୍ପରାରେ ରୋକ ଲାଗିବା ସମ୍ଭାବନା ବଢ଼ିଯାଇଛି। ସେହିପରି ଡଙ୍ଗାଭସା…

ଆଇପିଏଲ୍‌ର ଟିଭି ଦର୍ଶକ ସଂଖ୍ୟା ୨୩ ପ୍ରତିଶତ ବୃଦ୍ଧି

ମୁମ୍ବାଇ, ୨୧ା୧୧ (ପି.ଟି.)-ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଟେଲିଭିଜନ ଦର୍ଶକ ସଂଖ୍ୟା ୨୩ ପ୍ରତିଶତ ବୃଦ୍ଧି ପାଇଥିବା ଟି୨୦ ଇଭେଣ୍ଟର ଅଫିସିଆଲ ବ୍ରଡକାଷ୍ଟର ଷ୍ଟାର ଇଣ୍ଡିଆ ତରଫରୁ ଦାବି କରାଯାଇଛି। ଏହା ହାରାହାରି ୩୧.୫୭ ନିୟୁତରେ ପହଞ୍ଚତ୍ଛି। ବ୍ରଡକାଷ୍ଟ ଅଡିଏନ୍ସ…

ଅଲିମ୍ପିଆନ ଏମ୍‌.ପି. ସିଂଙ୍କୁ ସାହାଯ୍ୟ କଲା ଗାଭାସ୍କରଙ୍କ ସଂସ୍ଥା

ନୂଆଦିଲ୍ଲୀ,୨୧।୧୧(ପି.ଟି.): ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ସଂସ୍ଥା ‘ଦି ଚାମ୍ପ୍ସ ଫାଉଣ୍ଡେଶନ’ ଦୀର୍ଘ ଦୁଇ ଦଶନ୍ଧି ଧରି ଆର୍ଥିକ ଦୁର୍ଗତିର ଶିକାର ହୋଇଥିବା କ୍ରୀଡ଼ାବିତ୍‌ମାନଙ୍କୁ ସାହାଯ୍ୟ କରିଆସୁଛି। ଏବେ ଗାଭାସ୍କରଙ୍କ ଏହି ସଂସ୍ଥା ହକି ଅଲିମ୍ପିଆନ ମହୀନ୍ଦର ପାଲ ସିଂଙ୍କୁ…

ସ୍ବାମୀକୁ ଛାଡପତ୍ର ଦେବେ ଆଇଏଏସ୍‌ ଟିନା ଡାବି

ଜୟପୁର,୨୦।୧୧-୨୦୧୫ କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସସି)ରେ ଟପ୍ପର ହୋଇଥିବା ଟିନା ଡାବି ତାଙ୍କ ସ୍ବାମୀ ଅଥର ଅମିର ଖାନଙ୍କଠୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଜୟପୁରର ଏକ ଫ୍ୟାମିଲି କୋର୍ଟରେ ଉଭୟେ ସ୍ବାମୀ ସ୍ତ୍ରୀ ସହମତି ଭିତ୍ତିରେ ଛାଡପତ୍ର ପାଇଁ ଆବେଦନ…

ରାଜ୍ୟରେ ସୁସ୍ଥ ହେଲେ ୧୧୦୧ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୦।୧୧(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୧୧୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୨ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୯୬, କଟକରୁ ୮୯, ମୟୁରଭଞ୍ଜରୁ ୬୮, ବଲାଙ୍ଗୀରରୁ ୬୨, ବରଗଡରୁ ୬୦, ପୁରୀରୁ ୬୦, କଳାହାଣ୍ଡିରୁ ୫୮, ଜଗତସିଂହପୁରରୁ…

ଟିକା ପାଇଁ ଓଡ଼ିଶାର ପ୍ରସ୍ତୁତି ଜାରି ରହିଛି : ମନ୍ତ୍ରୀ

ଭୁବନେଶ୍ୱର, ୨୦।୧୧(ବ୍ୟୁରୋ) – କରୋନା ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବରରେ ଆସିବ ବୋଲି ଆଶଙ୍କା କରାଯାଉଛି। ଏପରିସ୍ଥଳେ ଟିକା କେବେ ଆସିବ ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉକ୍ତିମାରୁଛି। ତେବେ ଟୀକା ପାଇଁ ରାଜ୍ୟ ସରକାର କିପରି ପ୍ରସ୍ତୁତ ଅଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri