Posted inଫୁରସତ

ସାନ ଭାଇଙ୍କୁ ଏପରି ଦୀର୍ଘ ନିଃଶ୍ୱାସ ନେବା ଶିଖାଉଛନ୍ତି ବଡ଼ ଭାଇ, ବର୍ତ୍ତମାନ ସୁଦ୍ଧା ଦେଖିସାରିଲେଣି ୬ ଲକ୍ଷ ୟୁଜର

ସୋସିଆଲ ମିଡିଆରେ ଦୁଇ ଛୋଟ ଶିଶୁଙ୍କ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ବଡ଼ ଭାଇ ନିଜ ଛୋଟ ଭାଇଙ୍କୁ ଦୀର୍ଘ ନିଃଶ୍ୱାସ ନେବା ଶିଖାଉଛନ୍ତି। ସେ ତାଙ୍କ ସାନ ଭାଇଙ୍କୁ କହୁଛନ୍ତି, ଏମିତି ନିଃଶ୍ୱାସ ନେଲେ ଶାନ୍ତ ରହିବ।

ଭିଡିଓଟିକୁ @Ashleyoutloud ନାମକ ଜଣେ ୟୁଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ‘ମୋ ୪ ବର୍ଷର ପୁଅ ଭାରି ଦୁଷ୍ଟ। ଆଉ ମୋ ୬ ବର୍ଷର ପୁଅ ତାକୁ ଦୀର୍ଘ ନିଃଶ୍ୱାସ ନେବା ପାଇଁ କହୁଛି। ଯାହା ଫଳରେ ସେ ଶାନ୍ତ ହୋଇଯିବା ଶିଖାଉଛି। ସୋସିଆଲ ମିଡିଆରେ ଭିଡିଓଟି ଖୁବ୍‌ ଭାଇରାଲ ହେଉଛି। ଆପଣ ଏହି ଭିଡିଓ ଦେଖିଲେ ବୁଝିପାରିବେ ସାନ ଭାଇକୁ ବଡ଼ ଭାଇ କେତେ ଭଲ ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁମ କଲ ମିଟିଂରେ ଥିବା ବେଳେ ସ୍ବାମୀଙ୍କୁ କିସ୍‌ କରିବାକୁ ସ୍ତ୍ରୀ କଲେ ଏମିତି , ଆଉ ତା’ ପରେ…

ସ୍ବାମୀଙ୍କର ଜୁମ କଲ ମିଟିଂ ସମୟରେ ସ୍ତ୍ରୀ ତାଙ୍କୁ ଚୁମ୍ବନ ଦେବାକୁ ଚେଷ୍ଟା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଶିଳ୍ପପତି ହର୍ଷ...

ବିଶ୍ୱର ସବୁଠୁ ଉଚ୍ଚ ଅଟ୍ଟାଳିକା

ରିୟାଦ୍‌: ପୂର୍ବରୁ ବୁର୍ଜ ଖଲିଫା ନାଁ ଶୁଣିଥିବେ ଯାହା ବିଶ୍ୱର ସବୁଠାରୁ ଉଚ୍ଚ ଅଟ୍ଟାଳିକା। ଏହାର ଉଚ୍ଚତା ୮୨୯.୮ ମିଟର ଅର୍ଥାତ୍‌ ୨,୭୨୨ ଫୁଟ। କିନ୍ତୁ...

ବାଘ ସହ ସେଲ୍‌ଫି ନେଉଥିଲେ କିଛି ଯୁବକ, ଆଉ ତା’ ପରେ…

ବାଘ ଭୟଙ୍କର ବୋଲି ସମସ୍ତେ ଜାଣନ୍ତି। ମାତ୍ର କିଛି ଲୋକ ଅଛନ୍ତି ଦୁଃସାହସ କରି ବାଘ ନିକଟକୁ ଯାଇ ନେବା ପାଇଁ ଚାହିଁଥାନ୍ତି। ମଧ୍ୟପ୍ରଦେଶର ପାନ୍ନା...

ସଚେତନତାକୁ ଗୁରୁତ୍ୱ

‘ସ୍ବାସ୍ଥ୍ୟ ହିଁ ସମ୍ପଦ’ ଏହା ଆମେ ସମସ୍ତେ ଏଇ ବିଗତ ଦୁଇ ବର୍ଷର କରୋନା ମହାମାରୀ ଜନିତ ଭୟଙ୍କର ପରିସ୍ଥିତି ମଧ୍ୟରେ ଭଲ ଭାବରେ ଅନୁଭବ...

ପିତାଙ୍କୁ ସ୍ୱିଗିରେ କାମ ମିଳିବାରୁ ଖୁସିରେ ଆତ୍ମହରା ହେଲେ କୁନି ଝିଅ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ, ୧୭ ।୧୦: ସାରା ବିଶ୍ୱରେ ପିତା ପୁତ୍ରିର ସମ୍ପର୍କ ସବୁଠାରୁ ନିଆରା । ଏ ଦୁହେଁ ଭାବନାର ଏମିତି ଏକ ବନ୍ଧନରେ ବାନ୍ଧି ହୋଇଥାଆନ୍ତି...

ଯେଉଁଠି ରାତିରେ ଟଏଲେଟ୍‌ ଯିବା ଅପରାଧ

ଟଏଲେଟ୍‌ ଯିବା ସେଠାରେ ଏକ ଅପରାଧ। ସ୍ବିଜରଲାଣ୍ଡର ଏହି ଅଜବ ନିୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ତେବେ ଏହା ସେଠାକାର ସ୍ବୀକୃତିପ୍ରାପ୍ତ ନିୟମ ବା ପରମ୍ପରା...

ରାଶନ ପାଇଁ ଯିବାକୁ ପଡୁଥିଲା ୧୨ କିଲୋମିଟର, ୮ ଦିନରେ ପାହାଡ଼ କାଟି ରାସ୍ତା ତିଆରି କଲେ ୭୦ ଗ୍ରାମବାସୀ…

ରାୟପୁର,୧୯।୧୦ : କୁହାଯାଏ ଅସୁବିଧା ଯୋଗୁ ନୂଆ ଉପାୟ ସମ୍ପର୍କରେ ଚିନ୍ତା କରାଯାଇଥାଏ। ଏହା ସହିତ ଅସୁବିଧାରୁ ମୁକ୍ତି ପାଇଁ ସଫଳ ଉଦ୍ୟମ କରାଯାଇଥାଏ। ଅର୍ଥାତ୍‌...

ମସାୟୋଶୀ ମାସୁମୋତୋଙ୍କ ବେଲୁନ୍‌ କାରିଗରି

ଛୋଟ ପିଲାଙ୍କର ବେଲୁନ୍‌ ବହୁତ ପସନ୍ଦ ଥାଏ। ତା’ସହ ଖେଳିଲେ ସେମାନଙ୍କୁ ଖୁସି ମିଳିଥାଏ। ଏବେ ଏହି ବେଲୁନ୍‌କୁ ନେଇ ଜଣେ କଳାକାର ଏଭଳି ସବୁ...

Advertisement
Archives

Model This Week