Posted inଫୁରସତ

ସାନ ଭାଇଙ୍କୁ ଏପରି ଦୀର୍ଘ ନିଃଶ୍ୱାସ ନେବା ଶିଖାଉଛନ୍ତି ବଡ଼ ଭାଇ, ବର୍ତ୍ତମାନ ସୁଦ୍ଧା ଦେଖିସାରିଲେଣି ୬ ଲକ୍ଷ ୟୁଜର

ସୋସିଆଲ ମିଡିଆରେ ଦୁଇ ଛୋଟ ଶିଶୁଙ୍କ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ବଡ଼ ଭାଇ ନିଜ ଛୋଟ ଭାଇଙ୍କୁ ଦୀର୍ଘ ନିଃଶ୍ୱାସ ନେବା ଶିଖାଉଛନ୍ତି। ସେ ତାଙ୍କ ସାନ ଭାଇଙ୍କୁ କହୁଛନ୍ତି, ଏମିତି ନିଃଶ୍ୱାସ ନେଲେ ଶାନ୍ତ ରହିବ।

ଭିଡିଓଟିକୁ @Ashleyoutloud ନାମକ ଜଣେ ୟୁଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ‘ମୋ ୪ ବର୍ଷର ପୁଅ ଭାରି ଦୁଷ୍ଟ। ଆଉ ମୋ ୬ ବର୍ଷର ପୁଅ ତାକୁ ଦୀର୍ଘ ନିଃଶ୍ୱାସ ନେବା ପାଇଁ କହୁଛି। ଯାହା ଫଳରେ ସେ ଶାନ୍ତ ହୋଇଯିବା ଶିଖାଉଛି। ସୋସିଆଲ ମିଡିଆରେ ଭିଡିଓଟି ଖୁବ୍‌ ଭାଇରାଲ ହେଉଛି। ଆପଣ ଏହି ଭିଡିଓ ଦେଖିଲେ ବୁଝିପାରିବେ ସାନ ଭାଇକୁ ବଡ଼ ଭାଇ କେତେ ଭଲ ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ସୂର୍ଯ୍ୟକିରଣରୁ ସଂକ୍ରମଣ

ଟରଣ୍ଟୋ,୧୧ା୬(ପି.ଟି.): ଅଧିକ ଉତ୍ତାପ ଏବଂ ଆର୍ଦ୍ରତା କୋଭିଡ୍‌-୧୯ ସଂକ୍ରମଣକୁ ହ୍ରାସ କରିଥାଏ ବୋଲି କୁହାଯାଉଥିଲାବେଳେ ଅଧିକ ସମୟ ସୂର୍ଯ୍ୟକିରଣ ଯୋଗୁ ସଂକ୍ରମଣ ବଢ଼ିଥାଏ ବୋଲି ଏକ...

ଘରେ ପୁରୁଣା ୨୫ ପଇସା ରଖିଛନ୍ତି କି, ହେବେ ମାଲାମାଲ୍‌

ପୁରୁଣା ମୁଦ୍ରା ବିକ୍ରି କରି ଲକ୍ଷପତି ହେବାର ଏକ ଭଲ ସୁଯୋଗ ଅଛି। ଏହି ମୁଦ୍ରାଗୁଡ଼ିକ ଦେଇ ସହଜରେ ଲକ୍ଷପତି ହୋଇପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା...

ସମୁଦ୍ରର ଜୁଆର ମଧ୍ୟରେ ରୋମାଣ୍ଟିକ ଗୀତରେ ଝୁମିଲେ ବୃଦ୍ଧ ଦମ୍ପତି: ଭିଡିଓ ଭାଇରାଲ

ସମଗ୍ର ବିଶ୍ୱରେ କରୋନା ଆତଙ୍କ ଖେଳାଇଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।...

ଦ୍ୱନ୍ଦ୍ୱ ସୃଷ୍ଟି କଲା କାଠ ବାଘ: ଉଦ୍ଧାର ପାଇଁ ପହଞ୍ଚିଲା ହେଲିକ‌ପ୍ଟର‌, ପୋଲିସ

ନୂଆଦିଲ୍ଲୀ:- ଏକ କାଠ ତିଆରି ବାଘ ଯୋଗୁ ନାକେଦମ ହୋଇଛି ପୋଲିସ ଅବିକଳ ବାଘ ଭଳି ଦେଖାଯାଉଥିବା ମୂର୍ତ୍ତିକୁ ଜୀବନ୍ତ ବାଘ ବୋଲି ଭାବି ସଶସ୍ତ୍ର...

ପୁଅ ଦ୍ୱିତୀୟଥର ବିଧାୟକ ନିର୍ବାଚିତ, ଏବେ ବି ଗାଡି ପଙ୍କଚର ମାରୁଛନ୍ତି ପିତା

ଭୋପାଳ,୧୩।୨: ଭୋପାଳର ବୋଗଦା ଅଞ୍ଚଳରେ ଥିବା ଏକ ଛୋଟ ଗ୍ୟାରେଜ୍‌ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଗ୍ୟାରେଜ୍‌ର ମାଲିକ ହେଉଛନ୍ତି ଦିଲ୍ଲୀର ଜଙ୍ଗପୁରା ବିଧାନସଭା...

ନବଜାତକଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ ଡାକ୍ତର, କହିଲେ ୩୦ ହଜାର ପିଲାରେ ଏମିତି ହୋଇଥାନ୍ତି ଜଣେ

କର୍ଣ୍ଣାଟକର ବେଙ୍ଗାଲୁରୁ ହସ୍ପିଟାଲରେ ଏକ କନ୍ୟାସନ୍ତାନ ଜନ୍ମ ନେଇଛି। ଏହି ନବଜାତକଙ୍କୁ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇ କହିଲେ ୩୦ ହଜାର ପିଲାଙ୍କ ମଧ୍ୟରୁ ଜଣକର...

‘ନାଲି ସୁନା’, ଏହାର ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ସୁନା ମୂଲ୍ୟବାନ ଧାତୁ ବୋଲି ସମସ୍ତେ ଜାଣନ୍ତି। ଏହାର ରଙ୍ଗ ହଳଦିଆ। ମାତ୍ର ଏକ ମସଲା ଅଛି, ଯାହାକୁ ‘ନାଲି ସୁନା’ କୁହାଯାଏ। ଏହାକୁ ବିଶ୍ୱର...

ପ୍ରକାଶ ପାଇଲା ଟପ୍‌ ଟେନ୍‌ ଧନଶାଳୀ ବ୍ୟକ୍ତି ତାଲିକା: ଓ୍ବାରେନ୍‌ ବଫେଟଙ୍କୁ ପଛରେ ପକାଇଲେ ମୁକେଶ

ନୂଆଦିଲ୍ଲୀ,୧୧।୭: ସମ୍ପତ୍ତି ମାମଲାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଓ୍ବାରେନ ବଫେଟଙ୍କୁ ପଛରେ ପକାଇଦେଇଛନ୍ତି। ବ୍ଲୁମମର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ ଗୁରୁବାର ସୁଦ୍ଧା ମୁକେଶଙ୍କ...

Advertisement
Archives

Model This Week