ପାକିସ୍ତାନକୁ ନିମନ୍ତ୍ରଣ ଦେଲା ନାହିଁ ଆମେରିକା: ରାଗିଗଲେ ଇମ୍ରାନ

ନ୍ୟୁୟର୍କ,୪।୪: ବିଶ୍ୱ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନକୁ ଆମନ୍ତ୍ରଣ କରିନାହାଁନ୍ତି। ଏହି ସମ୍ମିଳନୀ ଏପ୍ରିଲ ୨୨-୨୩ରୁ ଅନଲାଇନରେ ଅନୁଷ୍ଠିତ ହେବ। ଆମେରିକାର ଏହି ପଦକ୍ଷେପକୁ ନେଇ ପାକିସ୍ତାନ ଅସନ୍ତୋଷ ପ୍ରକାଶ କରିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସୋସିଆଲ ମିଡିଆରେ ଆମେରିକା ପ୍ରଶାସନ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ସହିତ ପାକିସ୍ତାନରେ ପରିବେଶ ସୁରକ୍ଷା ପାଇଁ କରାଯାଇଥିବା କାର୍ଯ୍ୟ ବିଷୟରେ ଇମ୍ରାନ ମତବ୍ୟକ୍ତ କରିଛନ୍ତି। ଇମ୍ରାନ ଖାନ ନିଜ ଦୁଃଖ ପ୍ରକାଶ କରି କହିଛନ୍ତି, ପାକିସ୍ତାନରେ ଜଳବାୟୁ ପରିବର୍ତ୍ତନ ନେଇ ଶିଖର ସମ୍ମିଳନୀକୁ ନିମନ୍ତ୍ରଣ ନ କରିଯିବା ମୋତେ ବ୍ୟଥିତ କରିଛି। ଆମ ସରକାର ସବୁଜ ପାକିସ୍ତାନ ଗଠନ ପାଇଁ ଆମେ ଉଦ୍ୟମ କରୁଛୁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୪୦ ଜଣ ବିଶ୍ୱ ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହି ଶିଖର ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ଠୋସ ପଦକ୍ଷେପ ଗ୍ରହଣ କରିବାର ଗୁରୁତ୍ୱ। ଏହି ସମ୍ମିଳନୀ ପାଇଁ ପାକିସ୍ତାନକୁ ଏପର୍ଯ୍ୟନ୍ତ ନିମନ୍ତ୍ରଣ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷର ନବମ ମିଶାଇଲ ପରୀକ୍ଷା କଲା ଉତ୍ତର କୋରିଆ

ସିଓଲ,୫ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଚରମ ସୀମାରେ ପହଞ୍ଚିଥିବା ବେଳେ ଉତ୍ତର କୋରିଆ ଶନିବାର ସକାଳେ ଏକ ଅଜଣା ମିଶାଇଲ ପରୀକ୍ଷା କରି ଏହାର ପଡୋଶୀ...

ନ୍ୟୁୟର୍କ ଏଭଳି ବର୍ଷା କେବେ ଦେଖି ନ ଥିଲା

ନ୍ୟୁୟର୍କ, ୪।୯: ସାମୁଦ୍ରିକ ଝଡ଼ ଇଦା ପ୍ରଭାବରେ ଆମେରିକାର ୬ଟି ରାଜ୍ୟ କ୍ଷତିଗ୍ରସ୍ତ ହେବା ସହ ୫୦ ଜଣଙ୍କର ମୃତ୍ୟୁ ଘଟିଛି। ବାତ୍ୟା ପ୍ରଭାବରେ ପ୍ରବଳ...

ଦଳ ଗଢ଼ିବେନି ଟ୍ରମ୍ପ୍‌

ଓ୍ବାଶିଂଟନ, ୨।୩ (ପି.ଟି.): ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଥମ ଥର ପାଇଁ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ...

ଭାରତ-ଇଂଲଣ୍ଡ ମଧ୍ୟରେ ହେବ ଫାଇନାଲ୍‌: ଗୁଗୁଲ ସିଇଓ ସୁନ୍ଦର ପିଚାଇ

ଓ୍ବାଶିଂଟନ,୧୩।୬: ଏବେ କ୍ରିକେଟ୍‌ ବିଶ୍ୱ କପ୍‌ ନେଇ ବେଶ୍‌ ଲୋକଙ୍କ ମଧ୍ୟରେ ଉତ୍ସାହ ଜାରି ରହିଛି। ତେବେ ଫାଇନାଲରେ ମୁକାବିଲା କେଉଁ ଦୁଇ ଦେଶ ମଧ୍ୟରେ...

ରୁଷିଆ ସହ କାରବାର ବନ୍ଦ କର

କ୍ୱିଭ୍‌,୨୨।୩: ୟୁରୋପୀୟ ଦେଶଗୁଡ଼ିକ ତୁରନ୍ତ ରୁଷିଆ ସହ ସବୁ କାରବାର ବନ୍ଦ କରି ମସ୍କୋ ଉପରେ ଅଧିକ ଚାପ ପକାଇବାକୁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି...

ବିବାହ ଦିନ କନ୍ୟାଙ୍କ ଏପରି ଅବସ୍ଥା କଲେ ବର

ବିବାହ ଦିନ କନ୍ୟାଙ୍କୁ ପିଟିପିଟି ହତ୍ୟା କରିଛନ୍ତି ବର। ରୁଷିଆର ନୋଭୋସିବିରସ୍କରେ ଏହି ଘଟଣା ଘଟିଛି। ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ଷ୍ଟିଫନ୍‌ ଡୋଲଗିଖ...

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ହାଫିଜ୍‌ ସଇଦ୍‌ଙ୍କ ବିରୋଧରେ ୨୩ ମାମଲା ଦାଏର କଲା ପାକିସ୍ତାନ

ଇସଲାମାବାଦ୍‌,୪।୭: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଜମାତ୍‌-ଉଦ୍‌-ଦାଓ୍ବା ମୁଖ୍ୟ ହାଫିଜ୍‌ ସଇଦ୍‌ଙ୍କ ବିରୋଧରେ ପାକିସ୍ତାନ ସରକାର ୨୩ଟି ମାମଲା ଦାଏର କରିଛନ୍ତି। ଏସବୁ...

ତ୍ରିରଙ୍ଗା ଦେଖି ଗୁଳି ଚଳାଇବା ବନ୍ଦ କରିଦେଉଛନ୍ତି ରୁଷିଆ-ୟୁକ୍ରେନ ସେନା

କ୍ୱିଭ୍‌,୨୮।୨: ୟୁକ୍ରେନ-ରୁଷିଆ ମଧ୍ୟରେ ଯୁଦ୍ଧ ଜୋରଦାର ଚାଲିଛି। ରୁଷିଆର ଆକ୍ରମଣରେ ୟୁକ୍ରେନର ବହୁତ କ୍ଷତି ହୋଇଛି।ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଏଠାକୁ ଦୌଡୁଛନ୍ତି। ଏଭଳି...

Advertisement
Archives

Model This Week