ରଙ୍ଗ୍‌ ନମ୍ବରରୁ ପ୍ରେମ, ବ୍ଲାକମେଲିଂ

ପଦ୍ମପୁର, ୪।୪: ଯୁବତୀଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଭଦ୍ରକ ବ୍ଲକ ସାବରଙ୍ଗ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ବନ୍ତ ଥାନା ଅଧୀନ ବଗଡ଼ା, କାଶିପୁର ଗ୍ରାମର ରମେଶ ଚନ୍ଦ୍ର ନାୟକ। ରବିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ କହିଛି। ଏ ନେଇ ସାବରଙ୍ଗ ଥାନାରେ ଏକ ମାମଲା (ନଂ. ୮୦/୨୧) ରୁଜୁ ହୋଇଛି। ସୂଚନା ଅନୁଯାୟୀ, ରମେଶ ସାବରଙ୍ଗ ଥାନା ଅଞ୍ଚଳର ଅଜଣା ଯୁବତୀଙ୍କୁ ଫୋନ କରି ପ୍ରେମ ନିବେଦନ କରି ଆସୁଥିଲେ। ପରବର୍ତ୍ତୀ ସମୟରେ ଯୁବତୀ ଜଣଙ୍କ ରମେଶଙ୍କ ନମ୍ବରକୁ ବ୍ଳକ କରି ଦେଇଥିଲେ। ଏହାପରେ ବିଭିନ୍ନ ନମ୍ବରରୁ ଫୋନ କରି ଯୁବତୀଙ୍କୁ ଧମକ ଦେବା ସହ ବ୍ଲାକମେଲିଂ କରୁଥିଲେ ରମେଶ। ଏନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ସାବରଙ୍ଗ ଥାନା ଅଧିକାରୀ ମମତା ସାହୁ ଘଟଣାର ତଦନ୍ତ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଗିଡ଼ିଲାଣି କର୍କଟ ରୋଗୀଙ୍କ ସ୍ଥିତି

ଅସମାପିକା ସାହୁ ଭୁବନେଶ୍ୱର, ୧୫।୪(ବ୍ୟୁରୋ):  ମହାମାରୀ କରୋନା ଆତଙ୍କ ଥମିବାର ନାଁ ଧରୁନି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଏହାର ମୁକାବିଲା ବଡ଼...

କୋଭିଡ-୧୯ ପରିଚାଳନା ହେବ ବିରୋଧୀଙ୍କ ମୁଖ୍ୟ ଅସ୍ତ୍ର

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଅଧିବେଶନର ଅବଧିକୁ ୮ ଦିନରେ ସୀମିତ କରାଯାଇଛି।...

ମନ୍ଦିର କାନ୍ଥରେ ପିଟିହେଲା କାର୍‌

କଣ୍ଟାମାଳ,୨୭।୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାର ଖଟଖଟିଆ ମେଟାକାନୀ ମନ୍ଦିର କାନ୍ଥରେ ଗୁରୁବାର ମଧ୍ୟାହ୍ନରେ ଏକ କାର୍‌ ପିଟି ହୋଇଛି। ଏହି ଦୁର୍ଘଟଣାରେ ଜଣେ ମହିଳା...

ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସମ୍ମିଳନୀ: ଚାଷୀ ସୁରକ୍ଷା ଭତ୍ତା ଦାବିରେ ଦେଶବ୍ୟାପୀ ହେବ ଆନ୍ଦୋଳନ

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ଦେଶରେ ଜନସଂଖ୍ୟାର ୭୦ଭାଗ ହେଉଛନ୍ତି ଚାଷୀ। ତେଣୁ ଶାସନ ପ୍ରଶାସନ ଚାଷୀମନସ୍କ ହେବାକଥା। କିନ୍ତୁ ୭୦ ବର୍ଷ ପରେ ମଧ୍ୟ ସବୁ ଓଲଟା...

ଉଦ୍ଧାର ନାଗକୁ କୁଲଡିହାରେ ଛଡାଗଲା

ଖଇରା, ୨୮ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ଅଧୀନ ତୁଟୋ ଗ୍ରାମରୁ ୨ଟି ନାଗ ସାପ ଉଦ୍ଧାର କରାଯାଇଛି ା ପରେ ସାପ ୨ଟିକୁ...

ରକ୍ତଭଣ୍ଡାରରେ ରକ୍ତ ଅଭାବ: ସ୍ବେଚ୍ଛାସେବୀ କଲେ ରକ୍ତଦାନ

ଲୋଇସିଂହା,୧୫।୪(ଡି.ଏନ.ଏ.): ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଓ ଲୋଇସିଂହା ବିଜୁ ଯୁବ ବାହିନୀର ମିଳିତ ଆନୁକୂଲ୍ୟରେ ବଲାଙ୍ଗୀର ଜିଲା ଲୋଇସିଂହାଠାରେ ସମାଜିକ ଦୂରତା ରକ୍ଷା କରି ଏକ...

ଚାଷ ଜମିରେ ଲୁଣାପାଣି : ଚାଷୀଙ୍କ ଆନ୍ଦୋଳନ

ମହାକାଳପଡା,୨୪ା୬(ଡି.ଏନ୍‌.ଏ.): ମହାକାଳପଡା ବ୍ଲକ ଖରିନାସୀ ପଞ୍ଚାୟତ ଅନ୍ତର୍ଗତ ବାରଶହ ଏକର ଅଞ୍ଚଳ ଚାଷ ଜମି ପାର୍ଶ୍ୱରେ ଚିଙ୍ଗୁଡି ବ୍ୟବସାୟୀମାନେ ବେଆଇନ ଭାବେ ଘେରି ନିର୍ମାଣ କରିଛନ୍ତି।...

ଖୁଦୁରୁକୁଣୀ ଓଷା ଉଦ୍‌ଯାପିତ

  ବିନିକା,୧୦।୯(ଡି.ଏନ୍‌.ଏ.): ଆମର ରାଏଜେ ବାରବାସେ ୧୩ ପରବ୍‌ ପାଲନ୍‌ ହେଉଛେ। ସେ ଭିତ୍‌ରୁ ଖୁଦୁରୁକୁଣୀ ଓଷା ଅଲଗ୍‌ ଆଏ। ଇ ଓଷା ଫିବଛର ଭୁଦୋମାସର...

Advertisement


Archives

Model This Week