Home Left

ଅଧିକ ସମୟ ମାଗିଲା କେନ୍ଦ୍ର

ନୂଆଦିଲ୍ଲୀ, ୬।୧୨(ପି.ଟି.): କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରହିଥିବାବେଳେ ଶନିବାର କେନ୍ଦ୍ର ସରକାରଙ୍କ ସହ ପଞ୍ଚମ ପର୍ଯ୍ୟାୟ ଆଲୋଚନା ବିନା ନିଷ୍କର୍ଷରେ ଶେଷ ହୋଇଛି। ନୂଆ…

ଗ୍ରହାଣୁରୁ ମୃତ୍ତିକା ଆଣୁଛି ଜାପାନ

ଟୋକିଓ, ୬।୧୨: ଜାପାନର ହାୟାବୁସା୨ ମହାକାଶ ଯାନ ଏକ କ୍ୟାପସୁଲ୍‌କୁ ସଫଳତାର ସହ ଅଲଗା କରି ପୃଥିବୀ ଅଭିମୁଖେ ପଠାଇଛି। ଏଥିରେ ଏକ ଦୂରନ୍ତ ଗ୍ରହାଣୁ ପିଣ୍ଡରୁ ମୃତ୍ତିକା ଅଣାଯାଉଛି। ଏହାକୁ ଅନୁଧ୍ୟାନ କରାଯିବା ପରେ ସୌରଜଗତର ମୂଳ ଏବଂ ପୃଥିବୀରେ…

ଆନ୍ଦୋଳନ ରତ କୃଷକଙ୍କ ଗରମ ପୋଷାକ ପାଇଁ ଦିଲଜିତ ଦାନ କରିଛନ୍ତି ଏକ କୋଟି ଟଙ୍କା !

ନୂଆଦିଲ୍ଲୀ,୬ ।୧୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନ ରତ କୃଷକଙ୍କୁ ଶନିବାର ଅଭିନେତା ତଥା ଗାୟକ ଦିଲଜିତ ଦୋସାଞ୍ଝ ଭେଟିଥିଲେ । ଏହାସହ ସରକାର ସେମାନଙ୍କ ଦାବି ମାନି ନିଅନ୍ତୁ ବୋଲି ମଧ୍ୟ ଅନୁରୋଧ କରିଥିଲେ…

କରୋନାରେ ଗୁଜରାଟ ବିଚାରପତିଙ୍କ ଦେହାନ୍ତ

ଅହମ୍ମଦାବାଦ, ୬ା୧୨: କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବା ଗୁଜରାଟ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଜି. ଆର୍‌ ଉଦ୍‌ଓ୍ବାନି(୫୯)ଙ୍କର ଶନିବାର ଦେହାନ୍ତ ହୋଇଛି। ଗତ ନଭେମ୍ବର ୧୯ରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ୨୨ରେ ଗୁରୁତର ଅବସ୍ଥାରେ ତାଙ୍କୁ ଏକ…

ଆନ୍ଦୋଳନକୁ ଅନ୍ତର୍ଜାତୀୟ ସମର୍ଥନ

ଓ୍ବାଶିଂଟନ/ଓଟାଓ୍ବା/ଲଣ୍ଡନ, ୬।୧୨:କେନ୍ଦ୍ରର ବିବାଦୀୟ କୃଷି ଆଇନକୁ ବିରୋଧ କରି ଭାରତରେ ୧୦ ଦିନ ହେଲା କୃଷକମାନେ ଆନ୍ଦୋଳନ ଜାରି ରଖିଥିବାବେଳେ ଶନିବାର ସରକାରଙ୍କ ସହ ଚାଷୀ ସଂଗଠନଗୁଡ଼ିକର ପଞ୍ଚମ ପର୍ଯ୍ୟାୟ ଆଲୋଚନା ବିନା ନିଷ୍କର୍ଷରେ ଶେଷ ହୋଇଛି। ଆଇନ ପ୍ରତ୍ୟାହାର ଦାବିରେ…

ସିନ୍ଧୁ ସୀମାରେ ତିନି ଶହରୁ ଅଧିକ କୃଷକ ଅସୁସ୍ଥ, କରୋନା ପରୀକ୍ଷା ପାଇଁ ଅରାଜି!

ନୂଆଦିଲ୍ଲୀ,୬ ।୧୨: ରାଜଧାନୀ ଦିଲ୍ଲୀରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରାଯାଉଛି । ସିନ୍ଧୁ ସୀମାରେ ଧାରଣାରତ ୩ଶହରୁ ଅଧିକ କୃଷକ ଏବେ ଅସୁସ୍ଥ ହୋଇ ପଡିଥିବା କୁହ।।ଯାଉଛି । ଏମାନେ ଥଣ୍ଡା, ସର୍ଦ୍ଦି , ଜ୍ୱର ଓ କାଶରେ…

କରୋନା ଭ୍ୟାକ୍ସିନକୁ ନେଇ ସତର୍କ କଲା ଇଣ୍ଟରପୋଲ!

ଲଣ୍ଡନ,୬ ।୧୨: କରୋନା ଭାଇସରଠାରୁ ଦୂରେଇ ରହିବାକୁ ବିଶ୍ୱବାସୀଙ୍କୁ ଖୁବ୍‌ଶୀଘ୍ର ଏହାର ଭ୍ୟାକ୍ସିନ ମିଳିଯିବ ବୋଲି କୁହାଯାଉଛି । ହେଲେ ଏହା ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବା ଏତେ ସହଜ ମନେ ହେଉନାହିଁ । ଇତିମଧ୍ୟରେ ଇଣ୍ଟରନ୍ୟାଶନାଲ ପୋଲିସ ଅର୍ଗାନାଇଜେଶନ ବା…

ମାରାଡୋନାଙ୍କ ନାମରେ ଷ୍ଟାଡିୟମର ନାମକରଣ

ନାପଲ୍ସ, ୬ା୧୨ (ଏପି)-ଇଟାଲିଆନ କ୍ଲବ ନାପୋଲି ଏହାର ପୂର୍ବତନ ଅଧିନାୟକ ଡଏଗୋ ମାରାଡୋନାଙ୍କୁ ସମ୍ମାନିତ କରିବାକୁ ଯାଇ ନିଜ ଷ୍ଟାଡିୟମର ନାମ ବଦଳାଇ ଦେଇଛି। ନାପଲ୍ସ ସିଟି କାଉନ୍‌ସିଲର ସର୍ବସମ୍ମତି ନିଷ୍ପତ୍ତିକ୍ରମେ ଷ୍ଟାଡିଓ ସାନ୍‌ ପାଓଲୋର ନାମ ପରିବର୍ତ୍ତନ କରାଯାଇ ଷ୍ଟାଡିଓ…

ଜିଏସ୍‌ଟି କ୍ଷତିପୂରଣ ମତଭେଦ ଟଳିଲା; ପ୍ରଥମ ବିକଳ୍ପକୁ ରାଜ୍ୟଗୁଡ଼ିକର ସମ୍ମତି

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବ୍ୟବସ୍ଥାରେ ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ କରିବା ନେଇ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ରହିଥିବା ମତଭେଦ ଏବେ ସମାଧାନ ହୋଇଛି। ପ୍ରଥମ ବିକଳ୍ପ ସପକ୍ଷରେ ଦେଶର ସବୁ ରାଜ୍ୟ ବର୍ତ୍ତମାନ ସମ୍ମତି ଜଣାଇଛନ୍ତି। ଫଳରେ…

ଦ୍ୱିତୀୟ ଟି୨୦: ଜାଡେଜାଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତ ଫେଭରାଇଟ୍‌

ସିଡ୍‌ନୀ,୬।୧୨(ପି.ଟି.): ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ରବିବାର ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ତୃତୀୟ ଟି୨୦ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। କନ୍‌କସନ କାରଣରୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତ ଫେଭରାଇଟ୍‌ ମନେହେଉଛି। ପ୍ରଥମ ମ୍ୟାଚ୍‌ ଜିତି ଭାରତ…

ଇଣ୍ଡିଆନ ସୁପର ଲିଗ୍‌: ଇଷ୍ଟବେଙ୍ଗଲକୁ ୨-୦ ଗୋଲରେ ହରାଇଲା ନର୍ଥଇଷ୍ଟ

ଭାସ୍କୋ,୫।୧୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ନର୍ଥଇଷ୍ଟ ୟୁନାଇଟେଡ ୨-୦ ଗୋଲରେ ଇଷ୍ଟ ବେଙ୍ଗଲକୁ ପରାସ୍ତ କରିଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ ଏହି ମୁକାବିଲାରେ ବିଜୟୀ ହୋଇ ନର୍ଥଇଷ୍ଟ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍‌ ଖେଳି ୨ଟି…

ତାମିଲନାଡୁରୁ ବ୍ରହ୍ମପୁର ସୁନା ଚାଲାଣ : ୪କେଜି ସୁନା, ୨୩୫କେଜି ରୂପା ଅଳଙ୍କାର ଜବତ

ବ୍ରହ୍ମପୁର ଅଫିସ,୫ା୧୨- ଅନ୍ଧପସରା ରୋଡ୍‌ରେ ଗାଡିମୋଟର ଯାଞ୍ଚ ବେଳେ ଶନିବାର ଏକ ଗହଣା ଚାଲାଣ ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି ବ୍ରହ୍ମପୁର ଗୋଷାଣୀ ନୂଆଗଁା ପୋଲିସ। ଏକ କାରରୁ ୪ କେଜି ସୁନା ଓ ୨୩୫ କେଜି ରୂପା ଅଳଙ୍କାର ଜବତ କରଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri