ଏହି ଯୋଗାସନ ଦ୍ୱାରା ଦୂର ହୁଏ ରକ୍ତଚାପ

ଆଜିକାଲି ଅଧିକାଂଶ ଲୋକ ରକ୍ତଚାପ ରୋଗରେ ପୀଡ଼ିତ। ଏଥିପାଇଁ କେତେ ଔଷଧ ଖାଇବାକୁ ପଡ଼ିଥାଏ। ମାତ୍ର ଏହାକୁ ନିୟନ୍ତ୍ରଣ କରିବା ଏତେ ସହଜ ନୁହେଁ। ଯୋଗ ଡାକ୍ତର ସୋନିକା ଶର୍ମା କହିଛନ୍ତି, ଫିଟ୍‌ ରହିବାକୁ ଚାହୁଁଥିଲେ ଶିଶୁ ଆସନ, ବଜ୍ରାସନ, ପଶ୍ଚିମୋତାନାସନ, ଜାନୁଶିରାସନ ଏବଂ ବଧକୋନାସନ ଜରିଆରେ ରକ୍ତଚାପ ନିୟନ୍ତ୍ରଣ କରାଯାଇ ପାରିବ। ସୋନିକା ଏକ ଭିଡିଓ ଜରିଆରେ ଏସବୁ ଆସନ ବିଷୟରେ କହିଛନ୍ତି। ଖାଲି ଯେ, ରକ୍ତଚାପ କଣ୍ଟ୍ରୋଲ ହେବ ତାହା ନୁହେଁ, ଏହି ଆସନଗୁଡ଼ିକ ଦ୍ୱାରା ହଜମ ପ୍ରକ୍ରିୟା ମଧ୍ୟ ସହଜ ହୋଇଥାଏ। ମେଦବହୁଳତା ଦୂର ହୁଏ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଓ ମାତୃତ୍ୱ

”ହର୍ମୋନରେ ପରିବର୍ତ୍ତନ କାରଣରୁ ଗର୍ଭଧାରଣ ସମୟରେ ମହିଳାମାନଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ ଏବଂ ଏହାର ପ୍ରଭାବରେ ଚାପ, ଉନ୍ମାଦନା, ଅବସାଦ, ରାଗ, ମନ ବଦଳିବା...

ଏହି ଛୋଟଛୋଟ ଭୁଲ କରିଦେବ ବରବାଦ

ଆଜି ବି ବେଶ୍‌ ଲୋକପ୍ରିୟ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ର। ଏହାକୁ ଭଲ ଭାବେ ବୁଝି ଜୀବନରେ ପ୍ରୟୋଗ କଲେ ଅନେକ ସମସ୍ୟାର ସମାଧାନ ସହଜରେ ହୋଇଯାଇଥାଏ।...

ମନ୍‌ସୁନ୍‌ ଡାଏଟ୍‌

ମନ୍‌ସୁନ୍‌ ଡାଏଟ୍‌କୁ ଟାଇଟ୍‌ ରଖିବା ନିହାତି ଜରୁରୀ। କାରଣ ବର୍ଷାରେ ଗରମରୁ ମୁକ୍ତି ମିଳିଥାଏ ସତ, କିନ୍ତୁ ସଂକ୍ରମଣର ଆଶଙ୍କା ବଢ଼ିଯାଏ। ଏହି ଋତୁରେ ଖାଦ୍ୟ...

ଉପକାରୀ ଅଙ୍ଗୁର

ଅଙ୍ଗୁର ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଭିଟାମିନ୍‌ ‘କେ’, ‘ଏ’, ‘ସି’ ଏବଂ ‘ବି-୬’ ଭରି ରହିଛି। ଏହାବ୍ୟତୀତ ଏଥିରେ ମିନେରାଲ,...

ବାମନ ଗ୍ରହରେ ବସତି ଯୋଜନା

ସୌରମଣ୍ଡଳରେ ମଙ୍ଗଳ ଓ ବୃହସ୍ପତି ଗ୍ରହ କକ୍ଷ ମଧ୍ୟରେ ପାଞ୍ଚ ଲକ୍ଷରୁ ଅଧିକ କ୍ଷୁଦ୍ର ଜୋତିର୍ବିଦୀୟ ପିଣ୍ଡ ସୂର୍ଯ୍ୟକୁ ପରିକ୍ରମଣ କରୁଛନ୍ତି। ଏଗୁଡ଼ିକୁ ଗ୍ରହାଣୁ ବା...

ହୋମ୍‌ଓ୍ବାର୍କ

ପିଲାମାନେ ହୋମ୍‌ଓ୍ବାର୍କକୁ କିପରି ସୁଚାରୁ ରୂପେ କରିବେ ସେ ନେଇ କେବଳ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକ ନୁହନ୍ତି, ମା’ବାପାଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।...

ଶାଢ଼ିରେ ଦେଖାଯିବେ ସ୍ଲିମ୍‌

ମହିଳାମାନେ ସାଧାରଣତଃ ନିଜର ମୋଟାପଣକୁ ନେଇ ବହୁ ଚିନ୍ତାରେ ଥାଆନ୍ତି। କେଉଁ ଶାଢ଼ି ପିନ୍ଧିଲେ କେମିତି ଦେଖାଯିବେ, ତାକୁ ନେଇ ସବୁବେଳେ କଳ୍ପନାଜଳ୍ପନା ଲାଗିରହିଥାଏ। ତେଣୁ...

ଅଶକ୍ତ ଅସ୍ଥି

ଅଷ୍ଟିଓପୋରୋସିସ୍‌ ରୋଗର କାରଣ, ପ୍ରତିକାର ତଥା ନିବାରଣ ସମ୍ବନ୍ଧରେ ସାଧାରଣ ଜନତାଙ୍କୁ ସଚେତନ କରାଇବା ନିମନ୍ତେ ହିଁ ପ୍ରତିବର୍ଷ ଅକ୍ଟୋବର ୨୦ ତାରିଖରେ ପାଳିତ ହୋଇଥାଏ...

Advertisement
Archives

Model This Week