Posted inଖେଳ

ଆଇପିଏଲ ପୂର୍ବରୁ ଆରସିବିକୁ ଲାଗିଲା ବଡ଼ ଝଟ୍‌କା

ଚେନ୍ନାଇ, ୪ା୪- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ଲାଗିଛି ବଡ଼ ଝଟ୍‌କା। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଆସନ୍ତା ୯ ତାରିଖରେ ଖେଳାଯିବାକୁ ଚଳିତ ଆଇପିଏଲର ଉଦ୍‌ଘାଟନୀ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି ଦଳର ନିୟମିତ ଓପନର ଦେବଦତ୍ତ ପାଡିକଲ। ତାଙ୍କ କରୋନା ରିପୋର୍ଟ ପଜିଟିଭି ଆସିଛି। ଏ ନେଇ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସୂଚନା ଦେଇଛି ଆରସିବି।

ଆଉ ଏହି କାରଣରୁ ୧୪ ତାରିଖରେ ସନରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ସେ ଖେଳିପାରିବେ ନାହିଁ। ୨୨ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭି ଆସିବାରୁ ସେ ବାଙ୍ଗାଲୋରରେ ହିଁ ଅଛନ୍ତି। ଆସନ୍ତା ମଙ୍ଗଳବାର ଓ ବୁଧବାର ତାଙ୍କର ପୁଣି ଥରେ ପରୀକ୍ଷା କରାଯିବ। ତାଙ୍କ ରିପୋର୍ଟ ନେଗେଟିଭ ଆସିଲା ପରେ ସେ ସିଧାସଳଖ ଚେନ୍ନାଇ ଗସ୍ତ କରିବେ। ସେଠାରେ ବାୟୋ ବବଲରେ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ ଡିଆଁ ମାରିଲେ ଶ୍ରେୟାସ

ଦୁବାଇ,୨।୩: ଚମତ୍କାର ଫର୍ମରେ ଥିବା ଭାରତୀୟ ବ୍ୟାଟର ଶ୍ରେୟାସ ଆୟାର ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ଡିଆଁ ମାରିଛନ୍ତି। ଶ୍ରଲଙ୍କା ବିପକ୍ଷ ସିରିଜ୍‌ ପୂର୍ବରୁ ୪୫ତମ...

ଦଣ୍ଡିତ ହେଲା ଇଂଲଣ୍ଡ

ବ୍ରିସ୍‌ବେନ,୧୧।୧୨: ପ୍ରଥମ ଆଶେଷ ଟେଷ୍ଟରେ ମନ୍ଥର ବୋଲିଂ କରି ଇଂଲଣ୍ଡ ଜରିମାନାର ସମ୍ମୁଖୀନ ହୋଇଛି। ଶତପ୍ରତିଶତ ମ୍ୟାଚ ପାଉଣା ଜରିମାନା ଆକାରରେ ଇଂଲଣ୍ଡ ଦେବ। ଏଥିସହ...

ଆର୍‌ସିବି ପରାଜୟ ପରେ ଟ୍ରେଣ୍ଡ କରୁଛି ‘ଚୋକଲି’

ନୂଆଦିଲ୍ଲୀ,୨୮।୫: ପୁଣି ଥରେ ଆଇପିଏଲ୍‌ ଖେଳିବାରୁ ବଞ୍ଚିତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)। ଶୁକ୍ରବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳାଯାଇଥିବା କ୍ୱାଲିଫାୟାର-୨ ମୁକାବିଲାରେ ପରାଜିତ ହୋଇଛି...

ରାଉରକେଲାରେ ଜାତୀୟ ସବ୍‌ଜୁନିୟର ହକି ଚାମ୍ପିୟନଶିପ୍‌

ଭୁବନେଶ୍ୱର,୩ା୫(ସ୍ପୋଟର୍‌ସ ବ୍ୟୁରୋ): ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଜାତୀୟ ସବ୍‌ ଜୁନିୟର ହକି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ହକି ବିଶ୍ୱକପ ଓ ଏଫ୍‌ଆଇଏଚ୍‌...

ବିରୁଷ୍କାଙ୍କ ଥ୍ରୋ ବ୍ୟାକ୍‌ ଫଟୋ ଭାଇରାଲ

ମୁମ୍ବାଇ,୬।୭: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ସ୍ବାମୀ ତଥା ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ପ୍ରାୟ ସମୟରେ...

ରୋହିତଙ୍କ ସହ ରାହୁଲ କରିବେ ଓପନିଂ

ମୁମ୍ବାଇ,୧୯।୯ : ଆଉ କିଛି ଦିନ ପରେ ଟି-୨୦ ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ଭାରତ ପକ୍ଷରୁ ରୋହିତଙ୍କ ସହ ଆଉ କିଏ ଓପନିଂ କରିବେ...

ଭାରତଠାରୁ ପରାସ୍ତ ହେବା ପରେ ଦଳରେ ପରିବର୍ତ୍ତନ ଆଣିଲା ପାକିସ୍ତାନ

ଇସଲାମାବାଦ,୧୨।୯: ଭାରତ ୨୨୮ରନ ବ୍ୟବଧାନରେ ପାକିସ୍ତାନକୁ ପରାସ୍ତ କରିଛି। ଏହା ବ୍ୟତୀତ ବାବର ଆଜାମଙ୍କ ଅଧିନାୟକତ୍ୱ ପାକିସ୍ତାନୀ ଦଳକୁ ଏକ ବଡ ଝଟକା ଲାଗିଛି। ପାକିସ୍ତାନର...

ଟେବୁଲ୍‌ ଟେନିସ୍‌ରେ ସ୍ବର୍ଣ୍ଣ ପଦକ ଜିତିଲା ଭାରତ

ବର୍ମିହାମ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଛନ୍ତି ଭାରତୀୟ ଖେଳାଳି। ଏଥିଯୋଗୁ କ୍ରମାଗତ ଭାବେ ଭାରତର ପଦକ ସଂଖ୍ୟା ବୃଦ୍ଧି ପାଉଛି। ମଙ୍ଗଳବାର...

Advertisement
Archives

Model This Week