ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ୮୩ ହଜାର ଟଙ୍କା ସହାୟତା ମାଗିଲେ ପ୍ରଶଂସକ, ଆଉ ତା’ପରେ

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର କିଛି ତାରକା କେବଳ ଅଭିନୟ ମାଧ୍ୟମରେ ଲକ୍ଷ ଲକ୍ଷ ଦର୍ଶକଙ୍କୁ ପ୍ରଭାବିତ କରନ୍ତି ନାହିଁ, ବାସ୍ତବ ଜୀବନରେ କିଛି ଅନୁକମ୍ପାମୂଳକ କାର୍ଯ୍ୟ କରି ମଧ୍ୟ ଲକ୍ଷ ଲକ୍ଷ ହୃଦୟକୁ ଜିତିଥାନ୍ତି। ଏହିପରି ତାରକା ତାଲିକାରେ ସଲମାନ ଖାନ, ଶାହାରୁଖ ଖାନ, ସୋନୁ ସୁଦଙ୍କ ପରି ଅନେକ ସେଲିବ୍ରିଟି ଅଛନ୍ତି। ଏବେ ଏହି ସାଲିକାରେ ସାମିଲ ହୋଇଛନ୍ତି, ସିଂଘମ ଅଭିନେତ୍ରୀ କାଜଲ ଅଗ୍ରୱାଲ। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରୁ ବଲିଉଡ ଡେଇଁଥିବା କାଜଲ ତାଙ୍କର ଜଣେ ପ୍ରଶଂସକଙ୍କୁ ସହାୟତାର ହାତ ବଢାଇଛନ୍ତି। ହାଇଦ୍ରାବାଦରୁ ଆସିଥିବା ଜଣେ ମହିଳା ପ୍ରଶଂସକଙ୍କ କଲେଜ ଫି’ ଦେଇଛନ୍ତି ସେ। ସୁମା ନାମକ ଜଣେ ଫାର୍ମାସି ଛାତ୍ରୀ କଲେଜ ଫି ଦେବାକୁ ତାଙ୍କ ପାଖରେ ଟଙ୍କା ନ ଥିଲା। ସେ ଟୁଇଟର ମାଧ୍ୟମରେ କାଜଲଙ୍କୁ ସାହାଯ୍ୟ ମାଗିଥିଲେ। ତାଙ୍କ ଆକାଉଣ୍ଟ ବିବରଣୀ ଶେୟାର କରି ସାହାଯ୍ୟ କରିବାକୁ ନିବେଦନ କରିଥିଲେ। କାଜଲ ବିଳମ୍ବ ନକରି ଛାତ୍ରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ।
ସୁମା ଏହି କାଜଲଙ୍କୁ ଟ୍ୟାଗ କରି ପୋଷ୍ଟରେ ଲେଖିଛନ୍ତି, ମୋର ଚାକିରି କିଛି ଦିନ ପୂର୍ବରୁ ଚାଲିଯାଇଛି, ଫଳରେ ମୁଁ ମୋର ପରବର୍ତ୍ତୀ ଅଧ୍ୟୟନ ଏମ୍‌ଫାର୍ମା ପାଇଁ ଟଙ୍କା ସଂଗ୍ରହ କରିପାରୁ ନାହିଁ, ଦୟାକରି ମୋର ଫି’ ଦେବାରେ ସାହାଯ୍ୟ କରନ୍ତୁ। କାଜଲଙ୍କ ପ୍ରତିନିଧୀ ସୁମାଙ୍କ ପୋଷ୍ଟକୁ ଦେଖି ସଙ୍ଗେ ସଙ୍ଗେ ଅଭିନେତ୍ରୀଙ୍କୁ ଜଣାଇଥିଲେ।ଏହା ପରେ କାଜଲ ତାଙ୍କ ଆକାଉଣ୍ଟକୁ ୧ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। ସୋସିଆଲ ମିଡିଆରେ କାଜଲଙ୍କ ଉଦାରତା ପୋଷ୍ଟ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri