Posted inଜାତୀୟ

ଏଫିଲ ଟାଓ୍ବରଠୁ ବଡ଼ ରେଲଓ୍ବେ ବ୍ରିଜର ମୁଖ୍ୟ ନିର୍ମାଣ କାର୍ଯ୍ୟ ଶେଷ

କୌରି, ୫ା୪- ଜମ୍ମୁ-କଶ୍ମୀରର ଚେନାବ ନଦୀ ଠାରୁ ୩୫୯ ମିଟର ଉଚ୍ଚରେ ରେଲ୍‌ଓ୍ବେ ବ୍ରିଜ ମଝିରେ ଥିବା ଗଳା ବାଟ (ଆର୍କ)ର ନିର୍ମାଣ କାର୍ଯ୍ୟ ସୋମବାର ଶେଷ ହୋଇଛି। ବ୍ରିଜର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏହା ବିଶ୍ୱର ସର୍ବ ଉଚ୍ଚ ରେଲଓ୍ବେ ବ୍ରିଜ ଭାବେ ପରିଗଣିତ ହେବ। ଉତ୍ତରାଞ୍ଚଳ ରେଲଓ୍ବେ ପକ୍ଷରୁ ଏହାକୁ ମାଇଲଷ୍ଟୋନ ବୋଲି କହୁଯାଇଛି।

୧.୩ କିଲୋମିଟର ଲମ୍ବା ବ୍ରିଜ ଯୋଗୁ କଶ୍ମୀର ଭାଲି ସହ ଟ୍ରେନ ଚଳାଚଳ ହୋଇପାରିବ। ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କୁ ମିଳିପାରିବ ବେପାରର ସୁଯୋଗ। ଏହି ଗୁରୁତ୍ୱପୂର୍ଣ୍ଣ ରେଲ୍‌ଓ୍ବେ ବ୍ରିଜ ନିର୍ମାଣରେ ୧,୪୮୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଉଧାମପୁର-ଶ୍ରୀନଗର, ବାରାମୁଲା ରେଲଓ୍ବେ ଲିଙ୍କ (ୟୁଏସ୍‌ବିଆରଏଲ) ଯୋଜନାରେ ନିର୍ମାଣ କରାଯାଇଛି ଏହି ବ୍ରିଜ। ସବୁଠୁ ବଡ଼ କଥା ହେଲା, ପ୍ୟାରିସରେ ଥିବା ଏଫିଲ ଟାଓ୍ବର ଠାରୁ ୩୫ ମିଟର ଉଚ୍ଚତାରେ ଅଛି ଏହି ବ୍ରିଜ।

 


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥତା ହାର ୯୮.୮୦ ପ୍ରତିଶତ, ବିଏଫ୍‌.୭ ଭାରିଆଣ୍ଟ ନେଇ ସତର୍କ ରହିବାକୁ ପରାମର୍ଶ…

ନୂଆଦିଲ୍ଲୀ, ୨୧।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ଇସିଙ୍କୁ ଫେରାଦ ହେଲେ ଭାଜପା ମହିଳା ଏମ୍‌ପି

ନୂଆଦିଲ୍ଲୀ,୧୪ା୧୨(ପି.ଟି.): ବଳାତ୍କାରକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସ୍ମୃତି ଇରାନୀଙ୍କ ନେତୃତ୍ୱରେ ଭାଜପା ମହିଳା...

କାର ବୋମା ସନ୍ଦେହରେ ମେହବୁବାଙ୍କ ସମ୍ମିଳନୀକୁ ମିଳିଲାନି ଅନୁମତି

ଶ୍ରୀନଗର,୧୨।୧୨: କାର ବୋମା ସନ୍ଦେହ ଏବଂ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀର ପ୍ରଶାସନ ରବିବାର ହେବାକୁ ଥିବା ପିଡିପିର ଯୁବ ସମ୍ମିଳନୀକୁ ଅନୁମତି ଦେଇନାହିଁ।...

୩୧ ଯାଏ ଲକ୍‌ଡାଉନ ବଢ଼ାଇବ ମହାରାଷ୍ଟ୍ର

ମୁମ୍ବାଇ,୧୫।୫: ମହାରାଷ୍ଟ୍ରରେ ଲକ୍‌ଡାଉନ ଅବଧି ମେ’ ୩୧ ପର୍ଯ୍ୟନ୍ତ ବଢ଼ାଇବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଶୁକ୍ରବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।...

ଶାହାଙ୍କ ଉପସ୍ଥିତିରେ ମମତା ବାନାର୍ଜୀ, ବିଏସଏଫ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି, ଉଠିଲା ସୀମା ସୁରକ୍ଷା ପ୍ରସଙ୍ଗ

କୋଲକାତା,୧୭ ।୧୨: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଇଷ୍ଟର୍ନ ଜୋନାଲ କାଉନସିଲ ବୈଠକ ଚାଲିଛି । ବୈଠକର ଅଧ୍ୟକ୍ଷତା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୁଛନ୍ତି ।...

ଦେଶର ୪କୋଟି ଲୋକଙ୍କୁ ଦରିଦ୍ର ସୀମାରେଖା ତଳକୁ ଠେଲି ଦିଆଯାଇଛି: ରାହୁଲ

ନୂଆଦିଲ୍ଲୀ,୨୩ ।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରବିବାର ସେ ଅଭିଯୋଗ କରିଛନ୍ତି କି କେନ୍ଦ୍ର ସରକାର...

ବଜେଟ ୨୦୨୧-୨୨

ମୁଖ୍ୟାଂଶ ସ୍ବାସ୍ଥ୍ୟ ବଜେଟ ୯୪,୦୦୦ କୋଟିରୁ ୨.୩୮ ଲକ୍ଷ କୋଟିକୁ ବୃଦ୍ଧି ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବସ୍ଥ ଭାରତ ଯୋଜନା କୋଭିଡ୍‌ ଟିକା ପାଇଁ...

ଇଣ୍ଟେଲିଜେନ୍ସ ଅଫିସ୍‌ରେ ବିସ୍ଫୋରଣ: ପଞ୍ଜାବରେ ହାଇଆଲର୍ଟ

ମୋହାଲି,୧୦।୫: ପଞ୍ଜାବର ମୋହାଲିରେ ସୋମବାର ବିଳମ୍ବିତ ରାତିରେ ପଞ୍ଜାବ ପୋଲିସର ଇଣ୍ଟେଲିଜେନ୍ସ ୟୁନିଟର ମୁଖ୍ୟାଳୟ ଭବନରେ ରକେଟ ଆକ୍ରମଣ ହୋଇଥିଲା। ଏହା ଏତେ ଭୟଙ୍କର ବିସ୍ଫୋରଣ...

Advertisement
Archives

Model This Week