ବରଗଡ଼ରେ ନାଇଟ୍‌ କର୍ଫ୍ୟୁ

ବରଗଡ଼ ଅଫିସ୍‌,୫।୪: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଗତ ମାର୍ଚ୍ଚ ପହିଲାରୁ ଏପର୍ଯ୍ୟନ୍ତ ଜିଲାରେ ୩୨୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସୋମବାର ରାତି ୧୦ଟାରୁ ବରଗଡ଼ ଜିଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି। ଏ ନେଇ ବରଗଡ଼ ଉପଜିଲାପାଳଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ଜିଲାରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହେବ। ଜରୁରୀକାଳୀନ ସେବାକୁ ଏଥିରୁ ବାଦ ଦିଆଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏହି ଅବଧିରେ ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଭଉଣୀଙ୍କୁ ଅଟକାଇଲା ରାଉରକେଲା ପୋଲିସ

ରାଉରକେଲା ଅଫିସ୍‌, ୨୩।୮: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜଳି ସୋରେନଙ୍କୁ ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ସୋମବାର ଅଟକାଇଛି। ଫଳରେ ଅଞ୍ଜଳି ରାଜଗାଙ୍ଗପୁରରେ ଏକ...

ଟ୍ରଲର ଧକ୍କାରେ ତଳକୁ ଖସିଲା ପୋଲବାଡ଼

୩୦। ୧୨,(ଡି.ଏନ୍‌.ଏ.): ଭଦ୍ରକ ଜିଲା ୬୦ ନଂ. ଜାତୀୟ ରାଜପଥର କୁଡ଼ିଆ ପୋଲ ଉପରେ ଗୁରୁବାର ସକାଳେ ଦୁର୍ଘଟଣା ଘଟିଛି। ଜଳେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା...

ଅଙ୍ଗନବାଡି କର୍ମୀଙ୍କ ବହିଷ୍କାର ଦାବି: ସିଡିପିଓ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା

ବାଲେଶର ଅଫିସ, ୫।୧: ବାଲେଶ୍ବର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ସାନତାଳପଦା ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟରତ କର୍ମୀ ମମତା ଜେନାଙ୍କ ବଦଳି ଦାବି...

ବଡ଼ଖଣ୍ଡାଏତା ଷ୍ଟେଶନରେ ରେଳରୋକୋ

କଟକ ସଦର,୪ା୩(ଡି.ଏନ୍‌.ଏ.): ବିଳମ୍ବରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବା ପ୍ରତିବାଦରେ କଟକ-ପାରାଦୀପ ରେଳପଥର ବଡ଼ଖଣ୍ଡାଏତା ଷ୍ଟେଶନରେ ମଙ୍ଗଳବାର ସକାଳେ ଯାତ୍ରୀମାନେ ୨ଘଣ୍ଟା ରେଳରୋକୋ କରିଥିଲେ। ସୂଚନା...

୩ ଜିଲାକୁ ହିଟ୍‌ ଓ୍ବେଭ୍‌

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ (ହିଟ୍‌ ଓ୍ବେଭ୍‌) ଲାଗି ରହିବ। ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲାରେ ଅଧିକ...

ସିଭିଲ୍‌ ସର୍ଭିସ୍‌ ପ୍ରିଲିମ୍‌ ପରୀକ୍ଷା ପାଇଁ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର,୨୬ା୯(ବ୍ୟୁରୋ)-ୟୁପିଏସ୍‌ସି ଦ୍ୱାରା ପରିଚାଳିତ ସିଭିଲ୍‌ ସର୍ଭିସ୍‌ ପ୍ରିଲିମିନାରୀ ପରୀକ୍ଷା ଅକ୍ଟୋବର ୪ ତାରିଖରେ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ଆସନ୍ତା ୩...

ପୋଲିସ ଡିଜି ଦେଲେ ଅନୁମୋଦନ: ପିଟିସିରେ ପ୍ରଶିକ୍ଷଣ ନେବେ ଅଫିସର

ଅନୁଗୋଳ ଅଫିସ, ୮।୯ – ଅନୁଗୋଳ ସ୍ଥିତ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର(ପିଟିସି)ରେ ଦୀର୍ଘ ବର୍ଷ ପରେ ପୋଲିସ ଅଫିସରମାନେ ପ୍ରଶିକ୍ଷଣ ନେବେ। ଏ ନେଇ ରାଜ୍ୟ...

ଦାଦାବଟି ମାଗିଲେ ତଡ଼ିପାର

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଦାଦାବଟି ବା ବଳପୂର୍ବକ ଚାନ୍ଦା ମାଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏପରି କି ଜାତୀୟ ନିରାପତ୍ତା ଆଇନ(ଏନ୍‌ଏସ୍‌ଏ) ଲଗାଯିବା ସହ ଆବଶ୍ୟକ ପଡିଲେ ତଡ଼ିପାର...

Advertisement
Archives

Model This Week