ଓଜନ କମାଇବାରେ ସହାୟକ ହେବ କମଳା ଚୋପା
ଆଜିକାଲି ଓଜନ ବୃଦ୍ଧି ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ଓଜନ କମାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁନାହିଁ। କିନ୍ତୁ କମଳା ଚୋପା ଓଜନ କମ୍ କରିବାରେ ସହାୟକ ହେବ ବୋଲି ଏକ…
ସକାଳର କେତୋଟି ଭୁଲ ଯୋଗୁ ହୁଏ ମେଦବହୁଳତା!
ବର୍ତ୍ତମାନ ସମୟରେ ମେଦବହୁଳତା ଏକ ବଡ ସମସ୍ୟା ହୋଇ ଦେଖାଦେଇଛି । ଏହାର କାରଣ ଆମ ଜୀବନଶୈଳି ବୋଲି କୁହାଯାଉଛି । ଅନେକ ଲୋକଙ୍କର ଏବେ ଅଭ୍ୟାସରେ ପଡି ଗଲାଣି ବିଳମ୍ବରେ ଖାଇବା ବିଳମ୍ବରେ ଶୋଇବା ଓ ଶୀଘ୍ର ନ ଉଠି…
ଜେନେଲିୟାଙ୍କୁ ୨ଥର ବିବାହ କରିଥିଲେ ରିତେଶ୍
ମୁମ୍ବାଇ, ୧୭।୧୨: ବଲିଉଡ୍ ଅଭିନେତା ତଥା କମେଡି କିଙ୍ଗ୍ ରିତେଶ୍ ଦେଶମୁଖଙ୍କର ୪୨ ତମ ଜନ୍ମଦିନ ଗୁରୁବାର ପାଳିତ ହେଉଛି। ୧୯୭୮ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ସେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳାସ ରାଓ ଦେଶମୁଖଙ୍କ ପୁଅ। ଅଭିନେତ୍ରୀ…
ଶାହାରୁଖଙ୍କୁ ମିଳିଥିଲା ଫିଲ୍ମ ‘ଅନ୍ତିମ’ର ଫାଷ୍ଟ ଅଫର
ମୁମ୍ବାଇ, ୧୬।୧୨- କିଛି ଦିନ ତଳେ ବଲିଉଡ୍ ଷ୍ଟାର ସଲମାନ ଖାନଙ୍କ ଆଗମୀ ଫିଲ୍ମ ‘ଅନ୍ତିମ’ର ଫାଷ୍ଟ ଲୁକ ପୋଷ୍ଟର ସାମ୍ନାକୁ ଆସିଥିଲା। ଏଥିରେ ଭାଇଜାନ ପ୍ରଥମ ଥର ପାଇଁ ଶାଳକ ଆୟୁଷ ଶର୍ମାଙ୍କ ସହ ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି।…
ରାଜ୍ୟରେ ସୁସ୍ଥ ହେଲେ ୩୫୮ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୩୫୮ କରୋନା ଆକ୍ରାନ୍ତରୁ ଆରୋଗ୍ୟ ଲାଭ କରିଛନ୍ତି। ଖୋର୍ଦ୍ଧାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୪୩ ଜଣ। ସୁନ୍ଦରଗଡ଼ରୁ ୩୬, ଅନୁଗୁଳରୁ ୨୯, କଟକରୁ ୨୬, ମୟୁରଭଞ୍ଜରୁ ୨୩, ବରଗଡ଼, ଭଦ୍ରକ ଓ ବଲାଙ୍ଗୀରରୁ ୧୯, ପୁରୀରୁ…
କୃଷକଙ୍କ ଆନ୍ଦୋଳନ ସ୍ଥଳରେ ଶିଖ ଗୁରୁଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ,୧୬।୧୨: ଦେଶର ରାଜଧାନୀ ଓ ହରିୟାଣା ସିଙ୍ଗୁ ସୀମାରେ ଚାଲିଥିବା ଆନ୍ଦୋଳନସ୍ଥଳରେ ବୁଧବାର ଜଣେ ଶିଖ ଧର୍ମପ୍ରଚାରକ ଆତ୍ମହତ୍ୟା କରିଛନ୍ତି। ଆନ୍ଦୋଳନରତ କୃଷକଙ୍କୁ ନ୍ୟାୟ ମିଳୁ ନଥିବାରୁ ଦୁଃଖରେ ଭାଙ୍ଗିପଡ଼ି ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ସନ୍ଥ ବାବା ରାମ ସିଂ।…
କାଳ ସାଜିଲା ସେଲ୍ଫି ନିଶା
ପାରଳାଖେମୁଣ୍ଡିି,୧୬।୧୨: ସେଲ୍ଫି ନିଶା କେତେ ଯେ ଭୟଙ୍କର ଏଠାରେ ଘଟିଥିବା ଏକ ଘଟଣାରୁ ଜଣାପଡ଼ୁଛି। ପାରଳାଖେମୁଣ୍ଡି ରେଳଷ୍ଟେସନରେ ଛିଡ଼ା ହୋଇଥିବା କୋଭିଡ୍ ସ୍ପେଶାଲ ଟ୍ରେନ ଉପରେ ଛିଡ଼ା ହୋଇ ସେଲ୍ଫି ନେବାବେଳେ ଜଣେ ନାବାଳକ ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ…
ନୂଆ କମିଟି ଗଠନ କରିବା ସମାଧାନ ନୁହେଁ: କୃଷକ ନେତା
ନୂଆଦିଲ୍ଲୀ, ୧୬।୧୨ : ଦିଲ୍ଲୀ-ହରିୟାଣା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନର ସମ୍ପର୍କିତ ଏକ ଆବେଦନର ଶୁଣାଣି କରି ବୁଧବାର ମାନ୍ୟବର ସୁପ୍ରିମକୋର୍ଟ ଏକ ପ୍ୟାନେଲ ଗଠନ କରିବାକୁ ପରାମର୍ଶ ଦେଇଛନ୍ତି। ହେଲେ ଏହା ସମାଧାନ ନୁହେଁ ବୋଲି କହିଛନ୍ତି ଆନ୍ଦୋଳନରତ କୃଷକ…
ଜାନୁୟାରୀ ୩ରେ ଖୋଲିବ ବଳଦେବଜିଉ ମନ୍ଦିର
କେନ୍ଦ୍ରାପଡା ଅଫିସ୍,୧୬।୧୨: କରୋନା ସ୍ଥିତିରେ ସୁଧାର ଆସିବା ପରେ ଶ୍ରୀମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଖୋଲିବାନେଇ ଅନୁମତି ମିଳିଛି। ଏବେ ଅନ୍ୟ ମନ୍ଦିରମାନ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି। ଏହାରି ମଧ୍ୟରେ ଜାନୁୟାରୀ ୩ରୁ ଖୋଲିବାକୁ ଯାଉଛି କେନ୍ଦ୍ରାପଡାର ବଳଦେବଜିଉ ମନ୍ଦିର।…
ପ୍ରଧାନ ଶିକ୍ଷକଙ୍କ ନାମରେ ୫ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ
ହାଇଦ୍ରାବାଦ,୧୬।୧୨ : ଭଦ୍ରାରି କୋଥାଗୁଡେମ ଜିଲ୍ଲାର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ନାମରେ ଆସିଛି ବଳାତ୍କାର ଅଭିଯୋଗ। ସ୍କୁଲର ଦ୍ୱିତୀୟ କ୍ଲାସରେ ପଢ଼ୁଥିବା ୭ରୁ ୧୧ ବର୍ଷ ବୟସର ୫ ଜଣ ବାଳିକାଙ୍କୁ ବାରମ୍ବାର ବଳାତ୍କାର କରିଥିଲେ । ପାକ୍ସୋ…
ବୈଠକ ଅଧାରୁ ପଳାଇଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୧୬।୧୨: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ସଂସଦ କମିଟି ଆଗରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାହୁଲ ଏବଂ ଅନ୍ୟ ଦୁଇ କଂଗ୍ରେସ ନେତା ବୁଧବାର ପ୍ରତିରକ୍ଷା ପ୍ରସଙ୍ଗରେ ସଂସଦୀୟ କମିଟିର ବୈଠକ ଛାଡି ପଳାଇଥିଲେ। ଏହି ବୈଠକରେ ସଶସ୍ତ୍ର…
ବିମାନରୁ ଖସିଗଲା ଆଇଫୋନ, କ୍ୟାମେରାରେ ହେଲା ରେକର୍ଡ
ରିଓ ଡି’ ଜେନେରିଓ, ୧୬ା୧୨- ନିଜ ସ୍ମାର୍ଟଫୋନ କେହି ଫୋପାଡିବାକୁ ଚାହାଁନ୍ତି ନାହିଁ। କିନ୍ତୁ ଟିକେ ଚିନ୍ତା କରନ୍ତୁ ବିମାନରୁ ସ୍ମାର୍ଟଫୋନ ପକାଇପାରିବେ। ଏଭଳି କିଛି ଘଟିଛି ବ୍ରାଜିଲିଆନ ଡକ୍ୟୁମେଣ୍ଟ୍ରି ଫିଲ୍ମମେକର ଏର୍ନେଷ୍ଟୋ ଗାଲିଓଟୋ। ସେ ବିମାନରେ ବସିଥିବାବେଳେ ନିଜ ଆଇଫୋନ…
Archives


