ଏହି ଅଭିନେତ୍ରୀଙ୍କୁ ଟିକେ ଟିକେ କଥାରେ ବେଲ୍ଟରେ ବାଡ଼ଉଥିଲେ ସ୍ବାମୀ
ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗର ଆଉ ଏହି ଦୁନିଆରେ ନାହାଁନ୍ତି। ୩୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଦିବ୍ୟାଙ୍କ କରୋନା ସଂକ୍ରମିତ ହୋଇଥିଲେ। ଯଥେଷ୍ଟ ଚିକିତ୍ସା ପରେ ମଧ୍ୟ ଡାକ୍ତର ତାଙ୍କୁ ବଞ୍ଚାଇ ପାରି…
ଅଷ୍ଟ୍ରେଲିଆରେ ବନ୍ଦ ହେଲା କରୋନା ଟିକା ପରୀକ୍ଷଣ, ନଜର ଆସିଲେ ଏଚ୍ଆଇଭି ସଂକ୍ରମିତ
ମେଲବୋର୍ନ,୧୧ ।୧୨: ଅଷ୍ଟ୍ରେଲିଆରେ କରୋନା ମହାମାରୀକୁ ରୋକିବାକୁ ବିକଶିତ କରାଯାଇଥିବା ଏକ ଟିକାର କ୍ଲିନିକାଲ ଟ୍ରାଏଲକୁ ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି । ଏହି ଟିକା ଦେବା ପରେ ଅଂଶଗ୍ରହଣକାରୀ ପରେ ଏଚ୍ଆଇଭିରେ ସଂକ୍ରମିତ ହୋଇଥିବା ଦେଖାଯିବାରୁ ଏହାକୁ ବନ୍ଦ…
ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲାର ତଦନ୍ତ କରିବ ଭିଜିଲାନ୍ସ: ୨ ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୧।୧୨: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାର ତଦନ୍ତ କରିବ ଭିଜିଲାନ୍ସ। ଏନେଇ ଲୋକାୟୁକ୍ତ ଶୁକ୍ରବାର ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨ ମାସ ମଧ୍ୟରେ ମାମଲାର ରିପୋର୍ଟ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଫେବୃୟାରୀ ୧୨ରେ…
ରାସ୍ତାକଡ଼ରେ ପଡ଼ି ରହିଛି ମହିଳାଙ୍କ ମୃତଦେହ: ପରିଚୟ ଖୋଜୁଛି ପାଟଣାଗଡ଼ ପୋଲିସ
ପାଟଣାଗଡ଼,୧୧।୧୨: ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଧୁବଲପଡ଼ା ଗ୍ରାମ ନିକଟରେ ଥିବା ଏକ ଚିନାବାଦାମ କ୍ଷେତରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।…
ରୋହିତ ଏବେ ଫିଟ୍: ଏନ୍ସିଏ
ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଆଘାତ ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ବାହାର ହୋଇଥିବା ରୋହିତ ଶର୍ମା ଏବେ ଫିଟ୍ ବୋଲି ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍ସିଏ) ଘୋଷଣା କରିଛି। ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ଟେଷ୍ଟ…
ବିବାହର ଛଅ ମାସ ଭିତରେ ମାତ୍ର ୨୧ ଦିନ ସାଙ୍ଗରେ ରହିଥିଲେ ଅନୁଷ୍କା-ବିରାଟ; ହେଲେ..
ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲୀଙ୍କ ଆଜି ବିବାହ ବାର୍ଷିକୀ। ୨୦୧୭ ଡିସେମ୍ବର ୧୧ରେ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ହାତ ଧରିଥିଲେ ବିରାଟ। ୨୯ ବର୍ଷରେ ବିବାହ କରୁଥିବା ହେତୁ ଅନୁଷ୍କାଙ୍କ ପ୍ରଶଂସକ ସେତେବେଳେ ନିରାଶ ହୋଇଥିଲେ।…
ଏଠାରେ ମୂଷା ପାଳିବା ପାଇଁ ସରକାରଙ୍କଠାରୁ ଆଣିବାକୁ ପଡ଼େ ଅନୁମତି
ସାଧାରଣତଃ ଘରେ ଘରେ ମୂଷା ଦେଖାଯାଏ। ଏହି ମୂଷାକୁ କିଏ ଘରେ ପାଳୁଥିବା ବେଳେ ଏମାନେ ଆସବାବପତ୍ର କାଟି ପକାଉଥିବା ନେଇ କିଏ ମାରି ଗୋଡ଼ାନ୍ତି। ମାତ୍ର ବିଶ୍ୱରେ ଏପରି କିଛି ଦେଶ ଅଛି ଯେଉଁଠି ସାମାନ୍ୟ ମୂଷାକୁ ପାଳିବା ପାଇଁ…
କୃଷକଙ୍କ କଷ୍ଟ ଦେଖି ତରଳିଲା ଧର୍ମେନ୍ଦ୍ରଙ୍କ ହୃଦୟ
ମୁମ୍ବାଇ,୧୧ ।୧୨: କେନ୍ଦ୍ରର ନୂଆ କୃଷି ନିୟମକୁ ନେଇ ୨ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ହେଲା ଆନ୍ଦୋଳନରେ ବସିଛନ୍ତି କୃଷକ । ସରକାରଙ୍କ ସହ କଥା ହୋଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳି ପାରି ନାହିଁ । ଦୀର୍ଘ ୨…
ଗୋଟିଏ ମଣ୍ଡପରେ ବିବାହ କଲେ ମା’-ଝିଅ
ଗୋରଖପୁର,୧୧ ।୧୨: ଉତ୍ତର ପ୍ରଦେଶର ଗୋରଖପୁର ଜିଲାରେ ଏକ ବିଚିତ୍ର ବିହାହ ଦେଖିବାକୁ ମିଳିଛି । ଏଠାରେ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା ଅଧିନରେ ଗୋଟିଏ ମଣ୍ଡପରେ ମା’ ଓ ଝିଅ ବିବାହ କରିଥିବା ଦେଖାଯାଇଛି । ଏମାନେ ଗୋଟିଏ ମଣ୍ଡପରେ…
୯୨୨୨ ସ୍ବାସ୍ଥ୍ୟକର୍ମୀ ନେବେ କୋଭିଡ୍ ଟିକା
ପୁରୀ ଅଫିସ, ୧୧।୧୨: ରାଜ୍ୟ ସରକାର କରୋନା ସଂକ୍ରମଣ ରୋକିବା ଉପରେ ଯଥେଷ୍ଟ ପ୍ରାଧାନ୍ୟ ଦେଉଛନ୍ତି। ତେଣୁ ପୁରୀ ସମେତ ବିଭିନ୍ନ ଜିଲାରେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏହାସତ୍ତ୍ୱେ ଟିକା (ଭାକ୍ସିନ) କେବେ ଆସିବ ତାକୁ ସମସ୍ତେ ଚାହିଁବସିଛନ୍ତି। ଆସନ୍ତା…
ଖୁବଶୀଘ୍ର ଆମେ ୩ ହୋଇଯିବା, ତୁମକୁ ବହୁତ୍ ମିସ୍ କରୁଛି
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ବିବାହ ତୃତୀୟ ବାର୍ଷିକୀ ପାଳନ କରିଛନ୍ତି ୨୦୧୭ ଆଜିର ଦିନରେ ଇଟାଲୀରେ ବିରାଟା ଓ ଅନୁଷ୍କା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ବାର୍ଷିକୀରେ…
ମହାମାରୀ ସହ କାଟିବାକୁ ପଡିବ ନୂଆବର୍ଷ: ବିଲ୍ ଗେଟ୍ସ
ୱାଶିଂଟନ,୧୧ ।୧୨: କରୋନା ମହାମାରୀକୁ ନେଇ କମ୍ପୁଟର ଜଗତର ଅଗ୍ରଣୀ କମ୍ପାନୀ ମାଇକ୍ରୋସପ୍ଟର ଫାଉଣ୍ଡର ବିଲ୍ ଗେଟ୍ସ ଏକ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ନୂଆବର୍ଷ ବା ୨୦୨୧କୁ ଆମକୁ କରୋନା ମହାମାରୀ ମଧ୍ୟରେ କାଟିବାକୁ ପଡିବ । ତେବେ…
Archives


