Posted inଜାତୀୟ

ସ୍ତ୍ରୀ ସମେତ ୪ ଜଣଙ୍କୁ ହତ୍ୟା କରି ବକ୍ସଖଟରେ କଲେ ଭର୍ତ୍ତି: ଘର ତାଲା ପକାଇ ବୁଲେଟ ଧରି ଛୁ’

ଜାମସେଦପୁର,୧୩।୪: ଝାଡଖଣ୍ଡର ଜାମସେଦପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ସମେତ ୪ ଜଣଙ୍କୁ ହତ୍ୟା କରି ଖଟବକ୍ସରେ ଭର୍ତ୍ତି କରି ବୁଲେଟ୍‌ ଧରି ଫେରାର ହୋଇଯାଇଛନ୍ତି। ଏପର୍ଯ୍ୟନ୍ତ ଅଭିଯୁକ୍ତ ଦୀପକଙ୍କୁ ଗିରଫ କରାଯାଇନାହିଁ। କଦମା ତିସ୍ତା ରୋଡ କ୍ୱାର୍ଟର ନଂ ୯୭ରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି। ଅଭିଯୁକ୍ତ ଦୀପକ କୁମାର ଟାଟା ଷ୍ଟିଲ୍‌ରେ କାର୍ଯ୍ୟରତ ଅଛନ୍ତି। ସ୍ତ୍ରୀ ବୀଣା କୁମାରୀ, ଦୁଇ ପିଲା ଏବଂ ଜଣେ ଟ୍ୟୁସନ ଶିକ୍ଷୟତ୍ରୀଙ୍କୁ ହତ୍ୟା କରି ଫେରାର ଅଛନ୍ତି ଦୀପକ। ଘଟଣାବେଳେ ସ୍ଥାନୀୟ ଅଞ୍ଚଳରେ ରୋଶନ ସିଂ ଏବଂ ତାଙ୍କ ସ୍ତ୍ରୀ ସହ ପହଞ୍ଚିବାରୁ ତାଙ୍କୁ ମଧ୍ୟ ଦୀପକ ମାରି ଥିଲେ। ପୋଲିସ ଭୟରେ ଦୀପକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ପହଞ୍ଚି ଘର ଭାଙ୍ଗି ପଶି ସ୍ତ୍ରୀ ପିଲାଙ୍କୁ ମୃତଦେହ ଏକ ଖଟବକ୍ସରୁ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେରଳର ୮୦ ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ୍‌, ୨୦ ପ୍ରତିଶତଙ୍କଠାରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା…

ଥିରୁଭାନନ୍ତପୁରମ,୨୨।୨ : କେରଳର ପ୍ରାୟ ୮୦ ଲକ୍ଷ ଲୋକଙ୍କର ଜୀବନଶୈଳୀ ରୋଗ ପାଇ ଯାଞ୍ଚ୍‌ କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ ପ୍ରତିଶତଙ୍କଠାରେ ଗୁରୁତର...

ବିଶ୍ୱ ଯୁଦ୍ଧକୁ ନେଇ ବାଜିବ ସତର୍କ ଘଣ୍ଟି!

ନୂଆଦିଲ୍ଲୀ,୧ ।୧୦: କରୋନା ମହାମାରୀ ସମୟରେ ଯେ କୌଣସି ସମୟରେ ବିଶ୍ୱ ଯୁଦ୍ଧପାଇଁ ସତର୍କ ଘଣ୍ଟି ବାଜିପାରେ ବୋଲି ଆଲୋଚନା ହେଉଛି । କାରଣ ବିଶ୍ୱର...

କାମକୁ ନୁହେଁ ବୈଠକ

ନୂଆଦିଲ୍ଲୀ, ୨୩।୧: ୨୦୨୦ ସେପ୍ଟେମ୍ବରରେ କେନ୍ଦ୍ର ସରକାର ଚାଷୀଙ୍କ ଆୟ ବୃଦ୍ଧିର ପ୍ରତିଶ୍ରୁତି ଦେଇ ୩ କୃଷି ଆଇନ ଆଣିଥିଲେ। ଏହାକୁ ବିରୋଧ କରି କୃଷକମାନେ...

ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ରଖ: ମୋଦି

ନୂଆଦିଲ୍ଲୀ,୧।୮: ଆଗକୁ ସ୍ବାଧୀନତା ଦିବସ ଥିବାବେଳେ ଦେଶବାସୀ ଅଗଷ୍ଟ ୨ରୁ ୧୫ ମଧ୍ୟରେ ସେମାନଙ୍କ ସୋସିଆଲ ମିଡିଆ ପ୍ରୋଫାଇଲରେ ଜାତୀୟ ପତାକା ତ୍ରିରଙ୍ଗାକୁ ଡିସ୍‌ପ୍ଲେ ପିକ୍ଚର...

କୋଭିଡ୍‌ଠାରୁ ଅଧିକ ଜୀବନ ନେଇଛି ଦୁର୍ଘଟଣା

ନୂଆଦିଲ୍ଲୀ,୧୮।୩: ଗତବର୍ଷ କୋଭିଡ୍‌ ଅପେକ୍ଷା ଆମ ଦେଶରେ ଦୁର୍ଘଟଣାଜନିତ ମୃତ୍ୟୁ ଅଧିକ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ସଡ଼କ ଦୁର୍ଘଟଣାକୁ ରୋକିବାକୁ ଉଦ୍ୟମ କରୁଥିବା...

ଆଜି ‘ମହିଳା ଶକ୍ତି’ ନାମ ରହିବ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’. ପ୍ରିୟଙ୍କା ଗାନ୍ଧୀ, ଝିଅ ମିରାୟା ସାମିଲ ହେବେ ରାହୁଲଙ୍କ ସହ

ନୂଆଦିଲ୍ଲୀ,୧୨ ।୧୨: କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ସୋମବାର ମହିଳା ଶକ୍ତି ନାମରେ ପରିଚତ ହେବ । ସୋମବାର ଏହି ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ...

ଏସ୍‌ପି ନେତା ଆଜମ ଖାଁ ଗୁରୁତର

ଲକ୍ଷ୍ନୌ,୨୯।୫: ସମାଜବାଦୀ ପାର୍ଟି(ଏସ୍‌ପି) ନେତା ତଥା ଏମ୍‌ପି ଆଜମ ଖାଁଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଲକ୍ଷ୍ନୌ ମେଦାନ୍ତ ହସ୍ପିଟାଲ ସ୍ଥିତ କୋଭିଡ ଆଇସିୟୁରେ ସେ ଭର୍ତ୍ତି...

ସିନ୍ଧୁ ସୀମାରେ ତିନି ଶହରୁ ଅଧିକ କୃଷକ ଅସୁସ୍ଥ, କରୋନା ପରୀକ୍ଷା ପାଇଁ ଅରାଜି!

ନୂଆଦିଲ୍ଲୀ,୬ ।୧୨: ରାଜଧାନୀ ଦିଲ୍ଲୀରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରାଯାଉଛି । ସିନ୍ଧୁ ସୀମାରେ ଧାରଣାରତ ୩ଶହରୁ ଅଧିକ କୃଷକ ଏବେ ଅସୁସ୍ଥ...

Advertisement
Archives

Model This Week