ଫେସ୍ବୁକ୍, ଟୁଇଟରରେ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବେ ଚାଷୀ
ଭୁବନେଶ୍ୱର, ୧୭।୧୨ (ବ୍ୟୁରୋ):ଚଳିତ ଖରିଫ୍ ଧାନ ସଂଗ୍ରହକୁ ଅଧିକ ସୁବ୍ୟବସ୍ଥିତ କରାଯିବ। ଏକ୍ଷେତ୍ରରେ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ହେବ। ଏଥିପାଇଁ ଚାଷୀମାନେ ଫେସ୍ବୁକ୍ ଓ ଟୁଇଟର ଜରିଆରେ ମନ୍ତ୍ରୀଙ୍କୁ ସିଧାସଳଖ ଅବଗତ କରାଇବାକୁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।…
ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ
ପୁରୀ ଅଫିସ, ୧୬।୧୨:ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରେ ଖୋଲିବ। ଏ ନେଇ ନିକଟରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଥିଲେ। ବର୍ତ୍ତମାନ ମନ୍ଦିର ଯଦି ଖୋଲିବ କିଭଳି କଟକଣା ରହିବ…
କୁକୁର ସହ ଫୁଟ୍ପାଥ୍ରେ ଶୋଇଥିଲେ କୁନି ବାଳକ, କାରଣ ଜାଣିଲେ ଆଖିରେ ଆସିଯିବ ଲୁହ
ଲକ୍ଷ୍ନୌ,୧୭।୧୨: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତାକଡରେ ଜଣେ ବେସାହାରା କୁନି ବାଳକ ଏକ କୁକୁର ସହିତ ଶୋଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋ ଭାଇରାଲ ହେବା ପରେ ଜିଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ…
ଦିବାରାତ୍ର ଟେଷ୍ଟରେ ଟସ୍ ଜିତିଲା ଭାରତ
ଆଡିଲେଡ୍,୧୭।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦିବାରାତ୍ର ପ୍ରଥମ ଟେଷ୍ଟ ଆଡିଲେଡରେ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରୁଛି। ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ ଜିତି ପ୍ରଥମେ ବ୍ୟାଟିଂ…
କହୁକହୁ କହିଦେଲେ ସତ: କମଳନାଥଙ୍କ ସରକାରଙ୍କୁ କ୍ଷମତାଚ୍ୟୁତ କରିଥିଲେ ମୋଦି
ଇନ୍ଦୋର,୧୭।୧୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାଚ୍ୟୁତ କରିଥିଲେ। ଏସମ୍ପର୍କରେ ଭାଜପା ମହାସଚିବ କୈଳାଶ ବିଜୟଭର୍ଗିୟ କହିଛନ୍ତି। ଇନ୍ଦୋରଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏଭଳି କହିଛନ୍ତି। ଏହା ସହିତ ସେ ଉପସ୍ଥିତ ଲୋକଙ୍କ ଏହା…
ଶାସକ ଏଲ୍ଡିଏଫ୍ ବିଜୟୀ
ଥିରୁଭାନନ୍ଥପୁରମ୍, ୧୭।୧୨: କେରଳ ପଞ୍ଚାୟତ ଓ ଜିଲା ପରିଷଦ ନିର୍ବାଚନରେ ଶାସକ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲ୍ଡିଏଫ୍) ବହୁ ଆଗରେ ରହି ବଡ଼ ବିଜୟ ହାସଲ କରିବାକୁ ଯାଉଛି। ଆସନ୍ତା ବର୍ଷ ସେଠାରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ତା’ ପୂର୍ବରୁ…
କ୍ୟାପିଟଲ୍ ବିଲ୍ଡିଂ ବାହାରେ ଶପଥ ନେବେ ବାଇଡେନ୍
ଓ୍ବାଶିଂଟନ, ୧୭।୧୨:ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସ୍ ଜାନୁୟାରୀ ୨୦ରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। କୋଭିଡ୍-୧୯ କଟକଣା ସହ ଶପଥ ଗ୍ରହଣ ଉତ୍ସବକୁ ଐତିହାସିକ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି।…
ନିଜ ଗୁଳିରେ ଟଳିଲେ ଶିଖ୍ ପୂଜକ
ନୂଆଦିଲ୍ଲୀ, ୧୭ା୧୨: କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ସଂଘର୍ଷ ଓ ଦୁର୍ଦ୍ଦଶାରେ ମର୍ମାହତ ହୋଇ ଜଣେ ଶିଖ୍ ପୂଜକ ବୁଧବାର ଆତ୍ମହତ୍ୟା କରିଛନ୍ତି। ମୃତକ ହରିୟାଣାର ଜଣେ ଧର୍ମପ୍ରଚାରକ ବାବା ରାମ ସିଂ(୬୫) ବୋଲି…
୪ ବିଲିୟନ ଡଲାର ଦାନ କଲେ ସ୍କଟ
ଓ୍ବାଶିଂଟନ୍, ୧୭ା୧୨: ଇ-କମର୍ସ କମ୍ପାନୀ ଆମାଜନ୍ର ପ୍ରତିଷ୍ଠାତା ଜେଫ୍ ବେଜୋସ୍ଙ୍କ ପୂର୍ବତନ ପତ୍ନୀ ମାକ୍ କେନ୍ଜି ସ୍କଟ ରିଲିଫ୍ ଫଣ୍ଡ ସହ ଅନ୍ୟାନ୍ୟ ଜରୁରିକାଳୀନ ସହାୟତା ନିମନ୍ତେ ଗତ ୪ ମାସରେ ପ୍ରାୟ ୪ ବିଲିୟନ ଡଲାର ଦାନ କରିଛନ୍ତି। ଏକ…
ନିଅଁ। ଲଗାଇଲେ ନିଆ
ମୁମ୍ବାଇ, ୧୭ା୧୨: ବ୍ଲାକ କଲରର ବୋଲ୍ଡ ଡ୍ରେସ୍ରେ ନେକ୍ଲେସ୍ ଓ ଓଠରେ ଲାଲ୍ ଲିପ୍ଷ୍ଟିକ୍। ଟେଲିଭିଜନ ଅଭିନେତ୍ରୀ ନିଆ ଶର୍ମାଙ୍କ ଏଭଳି ଫଟୋ ଇଣ୍ଟରନେଟ୍ରେ ନିଅଁ। ଲଗାଇ ଦେଇଛି। ହିନ୍ଦୀ ସିରିଏଲ ଜମାଇ, ନାଗିନ୍-୪ର ଏହି ଆକ୍ଟ୍ରେସ ଫଟୋକୁ ଇନ୍ଷ୍ଟାଗ୍ରାମରେ ପୋଷ୍ଟ…
କଲେଜ ଛାତ୍ରୀଙ୍କୁ ଅପହରଣ
ଯାଜପୁର ଅଫିସ,୧୭।୧୨ :ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରାଯାଇଛି। ମାତ୍ର ଅପହରଣର ୧୦ ଦିନ ପରେ ବି ପୋଲିସ ତାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇନାହିଁ। ଛାତ୍ରୀ ଜଣଙ୍କ ଅପହରଣକାରୀଙ୍କ କବଳରୁ ଉଦ୍ଧାର କରିବାକୁ…
ହିଞ୍ଜିଳି ସିଭିଲ ଜଜ୍କୋର୍ଟ କୋଠା ଉଦ୍ଘାଟିତ
ଭୁବନେଶ୍ୱର,(ବ୍ୟୁରୋ)/ହିଞ୍ଜିଳିକାଟୁ(ଡି.ଏନ୍.ଏ.)୧୭।୧୨ : ସାମ୍ବିଧାନିକ ଲକ୍ଷ୍ୟ ପୂରଣ କରିବା ସହିତ ନାଗରିକମାନଙ୍କୁ ନ୍ୟାୟ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ନ୍ୟାୟଗତ ଅଧିକାର ହେଉଛି ମୌଳିକ ଅଧିକାର। ରାଜ୍ୟରେ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଦୃଢ କରିବା ନେଇ ରାଜ୍ୟ ସରକାର ଦୃଢ…
Archives


