୨୦୫୦ ସୁଦ୍ଧା ନିଶ୍ଚିହ୍ନ ହେବ ଭିତରକନିକା ହେନ୍ତାଳବଣ
କେନ୍ଦ୍ରାପଡ଼ା ଅଫିସ/ରାଜନଗର, ୧୭।୧୨ (ଡି.ଏନ୍.ଏ.):ବ୍ରାହ୍ମଣୀ ଓ ଖରସ୍ରୋତାର ମଧୁର ଜଳ ପରିମାଣ କମୁଛି। ମୌସୁମୀ ସମୟରେ ଭିତରକନିକାର ହେନ୍ତାଳ ବଣ ପାଇଁ ୭୦ ପ୍ରତିଶତ ଜଳ ଆବଶ୍ୟକ ଥିବା ବେଳେ ଏବେ ୪୦ ପ୍ରତିଶତ ରହିଛି। ସେହିପରି ଅଣମୌସୁମୀ ସମୟ ଜାତୀୟଉଦ୍ୟାନର…
ଜେଲ ଫେରିଲେ ଆକାଶ, ପ୍ରଦୀପଙ୍କୁ ମାରାଥନ ଜେରା
ଭୁବନେଶ୍ୱର,୧୭।୧୨ (ବ୍ୟୁରୋ):ଆଇଏଫ୍ଏସ୍ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ୫ ଦିନିଆ ରିମାଣ୍ଡ ଅବଧି ମଙ୍ଗଳବାର ଶେଷ ହୋଇଛି। ବୁଧବାର କ୍ରାଇମବ୍ରାଞ୍ଚ ତାଙ୍କୁ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ହାଜର କରିବା ପରେ ଝାରପଡାସ୍ଥିତ ସ୍ବତନ୍ତ୍ର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।…
ନକଲି ଗୁଟ୍ଖା କାରଖାନା ଠାବ
କଟକ ଅଫିସ, ୧୭।୧୨ :କଟକରେ ପୁଣି ଏକ ନକଲି କାରଖାନା ଠାବ ହୋଇଛି। ବୁଧବାର ପୋଲିସ ଜଗତପୁର ତଳବଣିଆସ୍ଥିତ ନକଲି ଗୁଟ୍ଖା କାରଖାନା ଉପରେ ଚଢ଼ାଉ କରି ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ନକଲି ସାମଗ୍ରୀ ଜବତ କରିଛି। ଯାହାର ମୂଲ୍ୟ ୩ଲକ୍ଷରୁ…
ଗିନିଜ୍ ଓ୍ବାଲର୍ଡ ରେକର୍ଡସ୍ରେ ଜୟରାମ
ଘଣ୍ଟାପଡା,୧୭।୧୨ (ଡି.ଏନ୍.ଏ):ଗିନିଜ୍ ବୁକ୍ ଅଫ୍ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଆମ୍ବଗାଁର ୩୦ ବର୍ଷୀୟ ଯୁବ ଗବେଷକ ଜୟରାମ ରଣା। ଜୈବ ରାସାୟନିକ ଗବେଷକ ରଣା ବିଶ୍ୱର ସର୍ବବୃହତ୍ ସାରୁପତ୍ର ପ୍ରଦର୍ଶନ କରି ଗିନିଜ୍ ବୁକ୍…
ଶିଳ୍ପ ଗଡ଼ରେ ଭୋକ
ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ତଥା ଦାନଗଦି ଓ ସୁକିନ୍ଦା ବ୍ଲକରେ ଶିଳ୍ପ ଗଢ଼ିଉଠିଲେ ବିକାଶର ନୂତନ ଧାରା ସୃଷ୍ଟି ହେବ। ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ହେବ। ପାଠପଢୁୁଆ ଯୁବତୀ ଯୁବକମାନେ କର୍ମସଂସ୍ଥାନ ପାଇ ଆମତ୍ନିର୍ଭରଶୀଳ ହେବେ। ଅଞ୍ଚଳରେ ଶିକ୍ଷା,…
ପୃଥିବୀରେ ଏହି ୩ ଟି ଜିନିଷ ସବୁଠୁ ମୂଲ୍ୟବାନ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଏକ ଶ୍ଳୋକରେ ପୃଥିବୀର ତିନୋଟି ମୂଲ୍ୟବାନ ରତ୍ନ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, ହୀରା, ମୋତି, ଜମି ଏବଂ ସୁନା କେବଳ ଏକ ପଥର, ଯାହା ବିନା ଜଣେ ବଞ୍ଚିପାରିବ, କିନ୍ତୁ ସେହି ତିନୋଟି…
ସବୁ ସୀମା ଟପି ଗଲେଣି ମୋଦି ସରକାର: ରାହୁଲ
ନୂଆଦିଲ୍ଲୀ, ୧୬।୧୨- ଦିଲ୍ଲୀ ଓ ହରିୟାଣାର ସିଙ୍ଗୁ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ବୁଧବାର ଜଣେ ଶିଖ ଗୁରୁ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ…
ବିଶ୍ୱର ପ୍ରଥମ ଦାଢି ଥିବା କନ୍ୟା!
ହରମାନ କୌରଙ୍କୁ ବିଶ୍ୱର ପ୍ରଥମ ଦାଢିଥିବା କନ୍ୟା ବୋଲି କୁହାଯାଏ । ପ୍ରକୃତରେ ସେ ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ୍ସରେ ପୀଡ଼ିତ କାରଣରୁ ତାଙ୍କ ଶରୀରରେ ଅଧିକ କେଶ ଉଠିଥିବା କୁହନ୍ତି ଡାକ୍ତର । ଏଥିପାଇଁ ପ୍ରଥମେ ପ୍ରଥମେ ହରମାନ ଚିନ୍ତା କରୁଥିବା…
ସଚିନ୍-ଜୁହିଙ୍କ ପ୍ରେମ ବିବାହ ରହିଥିଲା ଅସଫଳ
ମୁମ୍ବାଇ,୧୭।୧୨: ଛୋଟପରଦାର ଲୋକପ୍ରିୟ ଅଭିନେତା ସଚିନ୍ ଶ୍ରଫ୍ଙ୍କ ୪୧ ତମ ଜନ୍ମଦିନ ଗୁରୁବାର ପାଳିତ ହେଉଛି। ୧୯୭୯ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ଲଭ୍ ମ୍ୟାରେଜ୍ ପରେ ବି ତାଙ୍କ ସ୍ତ୍ରୀ ଛୋଟ ପରଦାର ସୁନ୍ଦରୀ ନାୟିକା ଜୁହି ପରମାର…
ଏହି ଖେଳାଳି ବ୍ୟାଟିଂ କରୁଥିବାବେଳେ ଟିଭି ପାଖରୁ ଉଠନ୍ତି ନାହିଁ ସଚିନ ତେନ୍ଦୁଲକରଙ୍କ ଝିଅ
କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ନାଁରେ ଅନେକ ରେକର୍ଡ ରହିଛି। ଯାହାକୁ ଭାଙ୍ଗିବା ଯେକୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟକର। ଆଜିକାଲିର ଯୁବ କ୍ରିକେଟରଙ୍କ ପାଇଁ ସେ ପ୍ରେରଣା। ସଚିନଙ୍କ ବ୍ୟାଟିଂ ବିଶ୍ୱର ଅନେକ କ୍ରିକେଟରଙ୍କୁ ମଧ୍ୟ ପସନ୍ଦ ଆସିଥାଏ। ସଚିନଙ୍କ…
୯ ବର୍ଷର ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା ଗୋଟିଏ ଭୁଲ୍ ଟୁଇଟ୍ : ଦୂରେଇ ଯାଇଥିଲେ ଜନ୍-ବିପାଶା
ମୁମ୍ବାଇ,୧୭।୧୨: ବଲିଉଡ୍ ଅଭିନେତା ହ୍ୟାଣ୍ଡସମ୍ ହଙ୍କ୍ ଜନ ଆବ୍ରାହମ୍ ଗୁରୁବାର ୪୮ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସେ ଜଣେ ସୁପର ମଡେଲ ଭାବେ କାମ କରୁଥିଲେ। ୨୦୦୩ରେ ଜିସ୍ମ୍…
ଲାଲା ଅମରନାଥ ୮୭ ବର୍ଷ ତଳେ ଇଂଲଣ୍ଡ ବିପକ୍ଷରେ କରିଥିଲେ ଶତକ
ନୂଆଦିଲ୍ଲୀ, ୧୭।୧୨: କ୍ରିକେଟର ଲାଲା ଅମରନାଥ ୮୭ ବର୍ଷ ତଳେ ୧୯୩୩ ଡିସେମ୍ବର ୧୭ରେ ଭାରତର ପ୍ରଥମ ଖେଳାଳି ଭାବେ ଶତକ ପୂରଣ କରିଥିଲେ। ମୁମ୍ବାଇର ତତ୍କାଳୀନ ଜିମ୍ଖାନା ଷ୍ଟାଡିୟମ୍ରେ ଇଂଲଣ୍ଡ ବିପକ୍ଷରେ ଖେଳି ଲାଲା ଅମରନାଥ ୧୧୮ ରନ୍ ସଂଗ୍ରହ…
Archives


