Home Left

ସାଥୀଙ୍କଠାରୁ ଦୂରରେ ଥିଲେ କରନ୍ତୁ ଏପରି, କେବେ ତୁଟିବନି ବନ୍ଧନ

ସାଥୀଙ୍କଠାରୁ ଦୂରେଇ ରହିବା ବାସ୍ତବରେ କଷ୍ଟଦାୟକ। କିନ୍ତୁ କିଛି ଲୋକ କୁହନ୍ତି, ଦୂରତା ଦୁଇଟି ହୃଦୟକୁ ନିକଟତର କରିଥାଏ। ଆଉ କିଛି ଭାବନ୍ତି, ଯିଏ ଆଖିରୁ ଦୂରରେ, ସେ ମଧ୍ୟ ହୃଦୟଠାରୁ ଦୂରରେ। ମାତ୍ର ଏମିତି ଭ୍ରାନ୍ତ ଧାରଣା ଦୂର କରିବା…

ଭିଡିଓଗେମ୍‌ ଖେଳିବାକୁ ମା’ବାପା ମନା କରିବାରୁ ଏମିତି କାଣ୍ଡ ଘଟାଇଲେ ଯୁବକ

ଆମେରିକାର ମିଚିଗାନ ସହରର ୨୯ ବର୍ଷୀୟ ଯୁବକ ଖ୍ରୀଷ୍ଟୋଫର ମ୍ୟାକକେନ ତାଙ୍କ ସାବତ ବାପାଙ୍କୁ ଛୁରିରେ ହତ୍ୟା କରିଥିଲା ବେଳେ ମା’ଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି। ଦୁହେଁ ଖ୍ରୀଷ୍ଟୋଫରଙ୍କୁ ଭିଡିଓ ଗେମ ଖେଳିବାକୁ ବାରଣ କରିଥିବାରୁ ସେ ଏପରି କରିଥିଲେ। ମା’…

ରୋମାନ୍ସରେ ନଂ- ୧ ଏହି ଭାରତୀୟ ଖେଳାଳି: ସ୍ତ୍ରୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଏମିତି

ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ରୋହିତ ଶର୍ମା ଏବେ ଅଷ୍ଟ୍ରେଲିଆରେ କ୍ୱାରାଣ୍ଟାଇନ୍‌ ସମୟ ବିତାଉଛନ୍ତି। ଏହି ସମୟରେ ତାଙ୍କଠାରୁ ବହୁ ଦୂରରେ ଥିବା ସ୍ତ୍ରୀ ରିତିକା ୨୧ ଡିସେମ୍ବରରେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ତେବେ ଏହି ଦମ୍ପତି ନିଜର…

ଦୁଇଦିନ ହେଲା ୪୯ ନଂ ଜାତୀୟ ରାଜପଥ ଜାମ୍‌: ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୨୨ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ମୁମ୍ବାଇ – କୋଲକାତା ଜାତୀୟ ରାଜପଥ (ଏନ୍‌ଏଚ୍‌) ୪୯ରେ ସଦର ଥାନା ଅନ୍ତର୍ଗତ ଠାକୁରଡିହି ନିକଟରେ ଦୁଇଟି ଟ୍ରକ୍‌ ବ୍ରେକ ଡାଉନ ହେବାରୁ ସୋମବାରଠାରୁ ଯାତାୟାତ ଠପ୍‌ ହୋଇଯାଇଛି। ଏହି ରାସ୍ତାରେ ହଜାର ହଜାର…

ଭିଜିଲାନ୍ସ ଜାଲରେ ଆର୍‌ବି ଡିଭିଜନ କିରାଣି

ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ମଙ୍ଗଳବାର ଆର୍‌ବି ଡିଭିଜନ-୧ର କିରାଣି ଅସିତ କୁମାର ନାୟକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଏକା ସାଙ୍ଗରେ ୫ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଡୁମ୍‌ଡୁମାସ୍ଥିତ ୩ ମହଲା ଘର, ଜଟଣୀସ୍ଥିତ ଗୋଟିଏ…

କରୋନାର ନୂଆ ରୂପକୁ ନେଇ ଭୟ କରିବାର ନାହିଁ: ଡବ୍ଲୁଏଚଓ

ଲଣ୍ଡନ,୨୧ ।୧୨: ବ୍ରିଟେନରେ କରୋନା ଭାଇରସର ନୂଆ ରୂପ ସାମ୍ନାକୁ ଆସିବା ପରେ ଭୟଭୀତ ହୋଇଯାଇଛି ସାରା ବିଶ୍ୱ । ଏମିତିକି ପାଖାପାଖି ୩୦ଟି ଦେଶ ବିଟ୍ରେନକୁ ବିମାନ ସେବା ବନ୍ଦ କରି ଦେଇଛି । ସ୍ଥିତି ବିଗିଡିବାକୁ ଯାଉଥିବା ଦେଖି…

ପରୀ ହତ୍ୟାକାଣ୍ଡ: ପୋଖରୀରୁ ପ୍ରମାଣ ଖୋଜୁଛି ଏସ୍‌ଆଇଟି, ନିଷ୍କାସନ ହେଉଛି ପାଣି

ନୟାଗଡ଼ ଅଫିସ, ୨୨।୧୨: ବହୁ ଚର୍ଚ୍ଚିତ ‘ପରୀ’ ହତ୍ୟାକାଣ୍ଡ ମାମଲାରେ ଏସ୍‌ଆଇଟି ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ତାଙ୍କ ଗାଁ ଯଦୁପୁରରେ ଥିବା ଏକ ପୋଖରୀରୁ ମଙ୍ଗଳବାର ସକାଳୁ ଜଳ ନିଷ୍କାସନ କରାଯାଉଛି। ଅଧିକ ପ୍ରମାଣ ଲାଗି ପୋଖରୀରୁ ଜଳ ନିଷ୍କାସନ…

ପ୍ରଜାକୋର୍ଟରେ ଗୋଟିଏ ପରିବାରକୁ ଗାଁରୁ ବିତାଡ଼ିତ କଲେ ମାଓବାଦୀ

ଚିତ୍ରକୋଣ୍ଡା,୨୨ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀଙ୍କ ହିଂସା ଦେଖିବାକୁ ମିଳିଛି। ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ସନ୍ନ୍ୟାସୀଗୁଡ଼ା ଗ୍ରାମର ଗୋଟିଏ ପରିବାରକୁ ପ୍ରଜାକୋର୍ଟରେ ନିର୍ଯାତନା ଦିଆଯିବା ସହ ଗାଁରୁ ବିତାଡ଼ିତ କରିଛନ୍ତି ମାଓବାଦୀ। ଦୁଇଦିନ ତଳେ ସ୍ବାଭିମାନ ଅଞ୍ଚଳର…

କରୋନା ଟିକାକୁ ଅନୁମତି ଦେଲା ୟୁରୋପିୟ ସଂଘ

ଆମଷ୍ଟାରର୍ଡମ,୨୨ ।୧୨: ଏବେ ସାରା ବିଶ୍ୱର ନଜର କରୋନା ଟିକା ଉପରେ । ଏହି କ୍ରମରେ ୟୁରୋପିୟ ସଂଘ ବାୟୋଏନଟେକ ଓ ଫାଇଜର ଦ୍ୱାରା ମିଳିତ ଭାବେ ବିକଶିତ କୋଗିଡ-୧୯ ଭ୍ୟାକ୍ସିନକୁ ୨୭ ଦେଶର ସଂଗଠନ(ୟୁରୋପିୟ ସଂଘ)ବଜାରକୁ ଛାଡିବାକୁ ସୋମବାର ଔପଚାରିକ…

ଜିଏସ୍‌ଟି ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାଉରକେଲା ଅଫିସ, ୨୨।୧୨: ରାଉରକେଲା ଜିଏସ୍‌ଟି ଅଫିସରେ କାର୍ଯ୍ୟରତ ଅଲେଖ ମହାନନ୍ଦଙ୍କ ଘରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ଅଲେଖ ଜିଏସ୍‌ଟି ଅଫିସର ଭାବେ କମର୍ସିଆଲ…

ଧାନ କିଣାକୁ ବିରୋଧ କରି ରାଜରାସ୍ତାରେ ଚାଷୀ

ପଦ୍ମପୁର,୨୨ା୧୨(ଡି.ଏନ୍‌.ଏ.): ବରହମପୁର ସେବା ସମବାୟ ସମିତିରେ ସ୍ବୟଂ ସହାୟକ ଗୋଷ୍ଠୀର ଧନ କିଣାକୁ ବିରୋଧ କରି ମଙ୍ଗଳବାର ଚାଷୀମାନେ ଧାନ ବୋଝେଇ ଟ୍ରକ ଓ ଟ୍ରାକ୍ଟର ରଖି ଇଚ୍ଛାପୁର ଠାରେ ରାସ୍ତାରୋକୋ କରିଛନ୍ତି। ଭଦ୍ରକ ବାସୁଦେବପୁର ଓ ଭଦ୍ରକ ଚାନ୍ଦବାଲି ରାସ୍ତାର…

ଅଙ୍ଗନବାଡ଼ି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର ଅଫିସ,୨୨ା୧୨: ଆୟବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୌର ପରିଷଦର ୯ ନଂ ଓ୍ବାର୍ଡର ଅଙ୍ଗନବାଡ଼ି କର୍ମୀ ନମିତା ଦଳାଇଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ ଚାଲିଛି। ଏକା ସାଙ୍ଗରେ ୫ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି। ମିଳିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri