Home Left

ପ୍ରାଣୀଙ୍କ ସହ ସମୟ ବିତାଉଛନ୍ତି ଟିମ୍‌ ଇଣ୍ଡିଆର ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳର ଯୁବ ଖେଳାଳି ଶ୍ରେୟଶ୍‌ ଆୟର ଆଇପିଏଲ୍‌ରେ ନିଜ ଦଳକୁ ଫାଉନାଲକୁ ନେଇ ପାରିଥିଲେ। ମାତ୍ର ଇଣ୍ଡିଆ-ଅଷ୍ଟ୍ରେଲିଆ ସିରିଜ୍‌ରେ ସେ ସେମିତି କିଛି କମାଲ କରିପାରିଲେ ନାହିଁ। ଏହି କାରଣ ପାଇଁ ତାଙ୍କୁ ଟେଷ୍ଟ ମ୍ୟାଚ୍‌ରେ ସ୍ଥାନ ମିଳିଲା…

ଏସବୁ ୫ ରାଶିର ବ୍ୟକ୍ତି କରିଥାନ୍ତି ପ୍ରେମ ବିବାହ…

ପ୍ରେମ ନେଇ ସଭିଙ୍କ ମନରେ ଥାଏ ସମ୍ବେଦନଶୀଳତା। ତେବେ କେତେକ ଲୋକ ଆରେଞ୍ଜ୍‌ ମ୍ୟାରେଜ୍‌କୁ ପସନ୍ଦ କରୁଥିବାବେଳେ କିଛି ପ୍ରେମ ବିବାହ କରିବାକୁ ଚାହିଁଥାନ୍ତି। ମନରେ ଏଭଳି ଭାବନା ସୃଷ୍ଟି କ୍ଷେତ୍ରରେ ଜନ୍ମ ଜାତକରେ ଗ୍ରହଙ୍କ ଯୋଗ ଏବଂ ସ୍ଥିତି ଗୁରୁତ୍ୱପୂର୍ଣ୍ଣ…

ଅଠରନଳା ପୁରୁଣା ବ୍ରିଜ୍‌ରେ ବାଇକ୍‌ ଚଳାଚଳ ବନ୍ଦ

ପୁରୀ ଅଫିସ,୨୨।୧୨:ଅଠରନଳା ପୁରୁଣା ବ୍ରିଜ୍‌ ଉପରେ ଦୁଇଚକିଆ ଯାନ ଚଳାଚଳ ବନ୍ଦ ରହିବ। ଏ ନେଇ ପୁରୀ ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ସୋମବାର ଏ ସମ୍ପର୍କରେ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇ ସର୍ବସାଧାରଣଙ୍କୁ ଅବଗତ କରାଯାଇଛି। ପୂର୍ବରୁ…

ଫିଲ୍ମରେ ଆକ୍ସନ ସିନ୍‌ରେ ସୋନୁଙ୍କ ଉପରେ ହାତ ଉଠାଇବାକୁ ମନାକଲେ ଏହି ସୁପରଷ୍ଟାର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଅଭିନେତା ସୋନୁ ସୁଦ ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକ ଏବଂ ଅସହାୟଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ। ଏହି ସମୟରେ ସେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଥିଲେ। ଏବେ ବି ତାଙ୍କର ଲୋକଙ୍କୁ ସାହାଯ୍ୟ କରିବା କାମ ଜାରିରହିଛି।…

ଦୂର ହେଉନି ଅଚଳାବସ୍ଥା

ନୂଆଦିଲ୍ଲୀ, ୨୨।୧୨: କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ୨୬ ଦିନରେ ପହଞ୍ଚତ୍ଥିବାବେଳେ ସମାଧାନର ବାଟ ବାହାରିପାରୁନାହିଁ। ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ଚାଷୀମାନେ ପ୍ରବଳ ଶୀତ କାକରରେ ପଡ଼ି ରହିଛନ୍ତି। ଇତିମଧ୍ୟରେ ଆନ୍ଦୋଳନରତ ୨୫ ଜଣ ଚାଷୀଙ୍କର ମୃତ୍ୟୁ…

ଜ୍ବାଇଁଙ୍କୁ ପରଷାଗଲା ୭୫ ପ୍ରକାର ଖାଦ୍ୟ

ଗୋପ,୨୨।୧୨(ଡି.ଏନ୍‌.ଏ.): କଥାରେ ଅଛି ଓଡ଼ିଆ ଘରେ ଜ୍ବାଇଁର ସମ୍ମାନ ସବୁଠାରୁ ଉଚ୍ଚରେ। ଜ୍ବାଇଁ ଯେବେ ଘରକୁ ଅତିଥି ଭାବରେ ଆସିଥାଏ ସେତେବେଳେ ଶ୍ୱଶୁର ଘର ପକ୍ଷରୁ ଜ୍ବାଇଁ ଝିଅଙ୍କ ଲାଗି ୯ ପ୍ରକାର ଛଅ ଭଜା ହୋଇଥାଏ। ହେଲେ ସୋମବାର ଗୋପ…

ଡ୍ରୋନ୍‌ ଯୋଗେ ଗ୍ରେନେଡ୍‌ ପକାଇଛି ପାକିସ୍ତାନ

ଚଣ୍ଡିଗଡ଼, ୨୨ା୧୨: ପଞ୍ଜାବର ଗୁରୁଦାସପୁର ଜିଲାରେ ଅନ୍ତର୍ଜାତୀୟ ସୀମା ସଂଲଗ୍ନ ଅଞ୍ଚଳରୁ ସୀମା ସୁରକ୍ଷା ବଳ(ବିଏଏସ୍‌ଏଫ୍‌) ଓ ପୋଲିସ ୧୧ ଗ୍ରେନେଡ ଠାବ କରିଛି। ପାକିସ୍ତାନ ଡ୍ରୋନ ଯୋଗେ ଏହି ଗ୍ରେନେଡ ପକାଇଥିବା ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି। ଭାରତ-ପାକ୍‌ ସୀମା ଦେଇ…

‘ଶିଗେଲା’ ଭୟରେ କେରଳ

କୋଝିକୋଡ୍‌, ୨୨ା୧୨: ଭାରତର ପ୍ରଥମ ରାଜ୍ୟ ଭାବେ କରୋନା ପାଦ ଥାପିଥିଲା କେରଳରେ। ଏଥିରୁ ରାଜ୍ୟବାସୀ ମୁକ୍ତି ପାଇ ନ ଥିବାବେଳେ ଏବେ ସେମାନଙ୍କ ଚିନ୍ତା ବଢ଼ାଇଛି ନୂଆ ସଂକ୍ରମଣ। କରୋନା ସହ ‘ଶିଗେଲା’ ନାମକ ଏକ ବ୍ୟାକ୍ଟେରିଆ କବଳରେ ନ…

ଆଜମ ଖାନଙ୍କ ନାଁରେ ଚାର୍ଜଶିଟ୍‌

ରାମପୁର, ୨୨ା୧୨: ରାଜ୍ୟ ସଭାର ପୂର୍ବତନ ସଦସ୍ୟ ସ୍ବର୍ଗତ ଅମର ସିଂଙ୍କ ପରିବାର ବିରୋଧରେ ଧମକପୂର୍ଣ୍ଣ ମନ୍ତବ୍ୟ ପାଇଁ ରାମପୁର ପୋଲିସ ସମାଜବାଦୀ ପାର୍ଟି ଏମ୍‌ପି ଆଜମ ଖାନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଛି। ୨୦୧୮ରେ ଅମର ସିଂ ତାଙ୍କ ନାଁରେ…

୯,୩୯୪ କୋଟି ଠକେଇରେ ଟିଡିପି ନେତା

ହାଇଦ୍ରାବାଦ, ୨୨।୧୨: ଦେଶରେ ଗୋଟିଏ ପରେ ଗୋଟିଏ ବଡ଼ ବ୍ୟାଙ୍କ ଦୁର୍ନୀତି ପଦାକୁ ଆସିବାରେ ଲାଗିଛି। ବିଜୟ ମାଲ୍ୟା, ନୀରବ ମୋଦିଙ୍କ ପରେ ସବୁଠୁ ବଡ଼ ବ୍ୟାଙ୍କ ଦୁର୍ନୀତିର ପର୍ଦ୍ଦାଫାଶ୍‌ ହାଇଛି। ହାଇଦ୍ରାବାଦର ଟ୍ରାନ୍ସଷ୍ଟ୍ରୟ କମ୍ପାନୀ ବିଭିନ୍ନ ବ୍ୟାଙ୍କରୁ ୯,୩୯୪ କୋଟି…

ବନ୍ଦ ଘରେ ‘ବର୍ଣ୍ଣବୋଧ’

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ଓଡ଼ିଆ ଭାଷା ଅସ୍ମିତାର ପରିଚୟ ହେଉଛି ‘ବର୍ଣ୍ଣବୋଧ’। ଶିଶୁ ସାହିତ୍ୟର ପ୍ରାଣପ୍ରତିଷ୍ଠାତା ମଧୁସୂଦନ ରାଓ ‘ବର୍ଣ୍ଣବୋଧ’ ମାଧ୍ୟମରେ ଓଡ଼ିଆ ଭାଷାକୁ ବର୍ଣ୍ଣ ପରିଚୟ ଦେଇଛନ୍ତି। ଓଡ଼ିଆ ବର୍ଣ୍ଣ, ମାତ୍ରା, ଯୁକ୍ତାକ୍ଷର, ବନାନ, ଉଚ୍ଚାରଣ ଓ ଶବ୍ଦ ଗଠନ ଆଦି ଶିକ୍ଷା…

ରଜନୀକାନ୍ତଙ୍କୁ ସମନ

ଟୁଟିକୋରିନ୍‌, ୨୨ା୧୨: ଷ୍ଟେରଲାଇଟ କମ୍ପାନୀ ବିରୋଧୀ ବିକ୍ଷୋଭବେଳେ ୨୦୧୮ରେ ପୋଲିସ ଗୁଳିଚାଳନାକୁ ନେଇ ବିବାଦୀୟ ମନ୍ତବ୍ୟ ରଖିଥିବା ତେଲୁଗୁ ଷ୍ଟାର ରଜନୀକାନ୍ତଙ୍କୁ ସମନ କରାଯାଇଛି। ଘଟଣାର ତଦନ୍ତ ପାଇଁ ଅବସରପ୍ରାପ୍ତ ଜଷ୍ଟିସ୍‌ ଅରୁଣା ଜଗଦେସନଙ୍କ ନେତୃତ୍ୱରେ ଗଠିତ ଆୟୋଗ ରଜନୀକାନ୍ତଙ୍କୁ ଆସନ୍ତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri