Home Left

୩ ସିଂହଙ୍କ ଉପରେ ଭାରି ପଡିଲା କୁମ୍ଭୀର

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ କୁମ୍ଭୀର ସହ ୩ଟି ସିଂହ ଲଢୁଥିବା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ନଦୀ କୂଳରେ କୁମ୍ଭୀରଟି ଶୋଇଛି। ଏହି ସମୟରେ ହଠାତ୍‌ ଏକ ସିଂହ…

ଗୋବିନ୍ଦାଙ୍କୁ ୫୭: ନୀଲମ୍‌ ପ୍ରେମ କରି ସୁନୀତାଙ୍କ କରିଥିଲେ ବିବାହ

ମୁମ୍ବାଇ,୨୧।୧୨: ବଲିଉଡ୍‌ ଅଭିନେତା ଗୋବିନ୍ଦା ସୋମବାର ୫୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୩ ଡିସେମ୍ବର ୨୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଗୋବିନ୍ଦା ଅରୁଣ ଆହୁଜା। ଲଭ୍‌-୮୬ ଫିଲ୍ମରେ ୧୯୮୬ରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ…

୩୧ ବର୍ଷରେ ତମନ୍ନା: ବାହୁବଳୀ ରାତାରାତି କରିଥିଲା ସୁପରଷ୍ଟାର

ମୁମ୍ବାଇ,୨୧।୧୨: ସାଉଥ୍‌ ଫିଲ୍ମରୁ ବଲିଉଡ୍‌ରେ ପାଦ ଥାପିଥିବା ସୁନ୍ଦରୀ ଅଭିନେତ୍ରୀ ତମନ୍ନା ଭାଟିଆ ସୋମବାର ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୯ ଡିସେମ୍ବର ୨୧ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ଅଭିନୟ କରିବା ତାଙ୍କ ପାଇଁ ଏକଦମ୍‌ କଷ୍ଟକର ହେଉଥିବାବେଳେ…

ଆଣ୍ଠୁଗଣ୍ଠି ସମସ୍ୟା ସୃଷ୍ଟି କରେ ଆଙ୍ଗୁଠି ଫୁଟାଇବା…

କାର୍ଲିଫର୍ନିଆ : କେତେକ ନିଜର ଆଙ୍ଗୁଠି ଫୁଟାଇଥାନ୍ତି। ଏହା ଦ୍ୱାରା ଆଙ୍ଗୁଠି ଜଏଣ୍ଟ ଆରାମ ଲାଗିଥାଏ। ତେବେ ବାରମ୍ବାର ଏପରି କରିବା ଦ୍ୱାରା ଆର୍ଥରାଇଟିସ୍‌ ସମସ୍ୟା ଦେଖାଦେବାର ଆଶଙ୍କା ରହିଥାଏ ବୋଲି କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଗବେଷକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା…

୩୭ରେ କରିଶ୍ମା

ମୁମ୍ବାଇ,୨୧।୧୨: ଛୋଟପରଦାରୁ ବଲିଉଡ୍‌ରେ ପାଦ ଥାପିଥିବା ସୁନ୍ଦରୀ ଅଭିନେତ୍ରୀ କରିଶ୍ମା ତନ୍ନା ସୋମବାର ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୩ ଡିସେମ୍ବର ୨୧ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଛୋଟ ପରଦାରେ କିୟୁଁକି ଶାଶ୍‌ ଭି କଭି ବୋହୂ ଥିରେ ତାଙ୍କ…

ହାର୍ଟଆଟାକ୍‌ ଆଶଙ୍କା ଦୂର କରିବା ଲାଗି ଦିନରେ ୨ ଥର ଘଷନ୍ତୁ ଦାନ୍ତ…

ଓ୍ବାଶିଂଟନ: ଦାନ୍ତ ଘଷିବା ଦ୍ୱାରା ହାର୍ଟଆଟାକ୍‌ ଆଶଙ୍କା କମେ। ଏନେଇ ନିକଟରେ ଏକ ଗବେଷଣା ଭିତ୍ତିକ ରିପୋର୍ଟ ୟୁରୋପିଆନ୍‌ ଜର୍ନାଲ୍‌ ଅଫ୍‌ ପ୍ରିଭେଣ୍ଟିଭ୍‌ କାର୍ଡିଓଲୋଜିରେ ପ୍ରକାଶ ପାଇଛି। ଦାନ୍ତରେ ସୃଷ୍ଟି ହେଉଥିବା ବ୍ୟାକ୍ଟେରିଆ ଧମନୀରେ ରକ୍ତ ପ୍ରବାହ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ।…

ଏହି କ୍ରିକେଟରଙ୍କ ନାଁରେ ରହିଛି ବିଶ୍ୱର ବଡ ବଡ ସହର

ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି, ଯେଉଁମାନଙ୍କ ନାଁରେ ବିଶ୍ୱର ବଡ ବଡ ସହର ରହିଛି। ଅବଶ୍ୟ ଏହା ସଂଯୋଗ ମାତ୍ର। କିନ୍ତୁ ଏହି ଖେଳାଳିଙ୍କ କଥା ଉଠିଲେ, ସେହି ସହର କଥା ମନେପଡିଯାଏ। ସେମିତି କିଛି କ୍ରିକେଟରଙ୍କ ବିଷୟରେ ଜାଣନ୍ତୁ।…

ରାଜ୍ୟରେ ସୁସ୍ଥ ହେଲେ ୩୩୮ କରୋନା ଆକ୍ରାନ୍ତ

ରାଜ୍ୟରେ ରବିବାର ୩୩୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଖୋର୍ଦ୍ଧାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୪୯ ଜଣ। ସେହିଭଳି ସୁନ୍ଦରଗଡ଼ରୁ ୩୬, ଭଦ୍ରକରୁ, କଟକ ୨୧, ବାଲେଶ୍ବରରୁ ୨୦, ଅନୁଗୁଳ, ମୟୁରଭଞ୍ଜରୁ ୧୮, ବରଗଡ଼ ୧୭ , କଳାହାଣ୍ଡି,…

ଜେଲ ଗଲେ କୋଟିପତି ସହକାରୀ ଅଧିକାରୀ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ବରିଷ୍ଠ ସହକାରୀ ଅଧିକାରୀ ଅଶୋକ କୁମାର ମିଶ୍ରଙ୍କୁ କଟକସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ପଚରାଉଚରା କରାଯାଇଥିଲା। ରବିବାର ତାଙ୍କୁ ଭୁବନେଶ୍ୱରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା।…

କରୋନା ଟିକା ନେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଇସ୍ରାଏଲ,୨୦।୧୨-ଶନିବାର କରୋନା ଟିକା ନେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ। ଦେଶର ପ୍ରଥମ ନାଗରିକ ଭାବେ ସେ ଏହି ଟିକା ଗ୍ରହଣ କରିଛନ୍ତି। ଏକ ଟିଭି ଲାଇଭ ଶୋରେ ସେ ଟିକା ନେଇଥିବା ଦେଖିବାକୁ ମିଳିଛି। ଫାଇଜର୍‌ ଓ ବାୟୋଏନଟେକ ଦ୍ୱାରା…

୫୦ ପାଇଲଟଙ୍କ ଲାଇସେନ୍ସ ବାତିଲ କଲା ପାକିସ୍ତାନ ସରକାର

ଇସ୍ଲାମାବାଦ,୨୦।୧୨ : ମିଛ ପ୍ରମାଣପତ୍ର ଦେଇଥିବା ୫୦ ପାଇଲଟଙ୍କ ଲାଇସେନ୍ସ ବାତିଲ କରିଛି ପାକିସ୍ତାନ ସରକାର। ସେମାନେ କେଉଁଭଳି ଭାବେ ମିଛ ପ୍ରମାଣପତ୍ର ହାସଲ କଲେ, ତାହା ଅନୁସନ୍ଧାନ କରିବ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ସିଏଏ)। ଏ ନେଇ ସିଏଏ…

କାର ଚଲାଇ ଖାଲରେ ପକାଇ ଦେଲା କୁକୁର

  ଅଣ୍ଟାରିଓ(କାନାଡା): କୁକୁର ମିଣିଷର ସର୍ବୋତ୍ତମ ବନ୍ଧୁ । କିନ୍ତୁ ସେମାନଙ୍କ ଡ୍ରାଇଭିଂ ଦକ୍ଷତା ଥିବା କହିଲେ, କେହି ବିଶ୍ୱାସ କରିବେ ନାହିଁ। ଚଳିତ ମାସ ୯ ତାରିଖର ଘଟଣା। କାନାଡାର ଅଣ୍ଟାରିଓରେ ଜଣେ ମହିଳା ଉତ୍ତର ଗ୍ରେନଭିଲର ଜନଷ୍ଟନ ରୋଡର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri