Home Left

ନିୟମ ସମ୍ପର୍କରେ ଅବଗତ ନ ଥିଲେ ରାଇନା

ନୂଆଦିଲ୍ଲୀ,୨୨।୧୨: ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ମୁମ୍ବାଇରେ କୋଭିଡ୍‌-୧୯ ନିୟମ ଭଙ୍ଗ କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ। ସ୍ଥାନୀୟ ନିୟମ ସମ୍ପର୍କରେ ଅବଗତ ନ ଥିବାରୁ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଥିବା ସିଏସ୍‌କେ ଷ୍ଟାରଙ୍କ ପକ୍ଷରୁ କୁହାଯାଇଛି। ଜେଡ୍‌ବ୍ଲ୍ୟୁ ମାରିଅଟଠାରେ…

ପାରାଦୀପରେ ୧୦୦ରୁ ଊର୍ଦ୍ଧ୍ୱ ମନ୍ତ୍ରୀ, ବିଧାୟକ: ଯୁଦ୍ଧ ଜାହାଜରେ ବସି ସମୁଦ୍ରରେ ବୁଲିଲେ

ସୋରଡ଼ା,୨୨।୧୨(ଡି.ଏନ୍‌.ଏ.): ରାଜନୀତିରୁ କିଛି ସମୟ ବାହାରକରି ସମୁଦ୍ରର ନୀଳ ଜଳରାଶିରେ ବୁଲିଛନ୍ତି ମନ୍ତ୍ରୀ, ବିଧାୟକ । ମଙ୍ଗଳବାର ସକାଳେ ୧୦୦ ଜଣରୁ ଊର୍ଦ୍ଧ୍ୱ ବିଧାୟକ ଭୁବନେଶ୍ବରରୁ ୪ଟି ସ୍ବତନ୍ତ୍ର ବସ୍‌ ଯୋଗେ ପାରାଦ୍ବୀପ ଯାତ୍ରାକରି ସେଠାରେ ୯ଟା ସୁଦ୍ଧା ପହଞ୍ଚିଥିଲେ। ବାଚସ୍ପତି…

ପାକିସ୍ତାନକୁ ସାନ୍ତ୍ୱନାମୂଳକ ବିଜୟ

ନାପିଅର,୨୨।୧୨: ପ୍ରଥମ ଦୁଇଟି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିବା ପାକିସ୍ତାନ ୩ୟ ତଥା ଅନ୍ତିମ ଟି୨୦ ମୁକାବିଲାରେ ହାସଲ କରିଛି ସାନ୍ତ୍ୱନାମୂଳକ ବିଜୟ। ଅନ୍ୟପକ୍ଷରେ ପରାଜୟ ସତ୍ତ୍ୱେ ଘରୋଇ ନ୍ୟୁଜିଲାଣ୍ଡ ଦଳ ଟି୨୦ ସିରିଜ୍‌କୁ ୨-୧ରେ ଜିତି ନେଇଛି। ପ୍ରଥମେ ବ୍ୟାଟିଂ…

ଭାଜପା ବିଧାୟକଙ୍କ ବିବାହରେ କରୋନା କଟକଣାର ଉଲ୍ଲଂଘନ: ସାମିଲ ହୋଇଥିଲେ ଫଡନବିଶ!

ମୁମ୍ବାଇ,୨୨ ।୧୨: ମହାରାଷ୍ଟ୍ରରେ ଏବେବି ଦିନକୁ ଶହ ଶହ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେଥିପାଇଁ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବା ବେଳେ କରୋନା କଟକଣା ମାନି ଚଳିବାକୁ ବାରମ୍ବାର କହୁଛନ୍ତି । ହେଲେ ଏଠାରେ ଏକ…

ପ୍ରତି ମାସରେ ପଶ୍ଚିମବଙ୍ଗ ଗସ୍ତ କରିବେ ଶାହା!

ନୂଆଦିଲ୍ଲୀ,୨୨ ।୧୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୁଣିଥରେ ଆସନ୍ତା ଜାନୁୟାରୀରେ ପଶ୍ଚିମବଙ୍ଗ ଗସ୍ତ କରିବେ ବୋଲି ଜଣାପଡିଛି । ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜାନୁୟାରୀରେ ସ୍ୱାମୀ ବିବକୋନନ୍ଦଙ୍କ ଜନ୍ମଜୟନ୍ତି ଅବସରରେ ୧୨ ଜାନୁୟାରୀକୁ ଶାହା…

ପିଙ୍କ୍ ଗାଉନରେ କିମିଆ କଲେ ନୋରା

ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ନୋରା ଫତେହି ନିଜର ଭିନ୍ନ ଅନ୍ଦାଜକୁ ନେଇ ଦର୍ଶକଙ୍କ ମନ କିଣିବାରେ କିଛି ବି ଉଣା କରନ୍ତି ନାହିଁ । ନିଜ ଡ୍ୟାନ୍ସରେ ସେ ଦର୍ଶକଙ୍କୁୁ କିମିଆ କରନ୍ତି । ନିକଟରେ ତାଙ୍କର ଏକ ଭିଡିଓ ଖୁବ୍…

ବିବାହରେ ଯୋଗ ଦେବାକୁ ୨୦ ଜଣଙ୍କୁ ମିଳିଥିଲା ଅନୁମତି: ଆସିଲେ ୧୦ ହଜାର, ଆଉ ତା’ପରେ

ଅଧିକାଂଶ ଦେଶରେ କରୋନା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏପରି ପରିସ୍ଥିତିରେ ସୀମିତ ଲୋକଙ୍କୁ ନିମନ୍ତ୍ରଣ କରାଯାଇ ବିବାହ କାର୍ଯ୍ୟକ୍ରମ ସମାପ୍ତ ହେଉଛି। କିନ୍ତୁ କରୋନା ପ୍ରତିବନ୍ଧକ ସତ୍ତ୍ୱେ ପ୍ରାୟ ୧୦ ହଜାର ଲୋକ ବିବାହରେ ଯୋଗଦେଇଥିଲେ। ବିଶେଷ…

ରକୁଲ ପ୍ରିତ ସିଂ କରୋନା ପଜିଟିଭ

ମୁମ୍ବାଇ: ବଲିଉଡ୍ ନାୟିକା ରକୁଲ ପ୍ରିତ ସିଂ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି । ମଙ୍ଗଳବାର ଅପରାହ୍ନରେ ସେ ନିଜେ ଏହି ସୂଚନ ଦେଇଛନ୍ତି ଓ ନିଜେ କ୍ୱାରାଣ୍ଟାଇନରେ ରହି ଯାଇଥିବା କହିଛନ୍ତି । ଏହାସହ ନିକଟରେ ଯେଉଁମାନେ ତାଙ୍କ…

ଡିସେମ୍ବର ଶେଷ ସପ୍ତାହରେ ଦିଲ୍ଲୀରେ ପହଞ୍ଚିବ କରୋନା ଟିକା: ଡିପ୍‌ଫ୍ରିଜ୍ ପ୍ରସ୍ତୁତ

ନୂଆଦିଲ୍ଲୀ,୨୨ ।୧୨: ଦେଶରେ କରୋନା ଟିକା ଡିସେମ୍ବର ଶେଷ ସପ୍ତାହରେ ଅର୍ଥାତ୍ ୨୮ ତାରିଖରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି । ଏହି ଟିକା ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଷ୍ଟୋରେଜ କରିବାର ବ୍ୟବସ୍ଥା କରାଯାଇଛି । ଏହାପରେ ଦିଲ୍ଲୀର…

ଦଲିଆ କେକ୍‌

ଆବଶ୍ୟକ ସାମଗ୍ରୀ- ଦଲିଆ- ୩,୪ କପ୍‌, ସୁଜି- ୧/୪ କପ୍‌, ପରିବା(ଗାଜର, ବିନ୍ସ, ମଟର)- ୧ କପ୍‌, ଅଦା ପେଷ୍ଟ ୧ ଚାମଚ, କଞ୍ଚାଲଙ୍କା ୧ଟି (ଛୋଟ କଟା), ଲଙ୍କାଗୁଣ୍ଡ- ୧ ଚାମଚ, ୧/୩ ହଳଦୀ ଗୁଣ୍ଡ, ଦହି- ୩/୪ କପ୍‌,…

ପିଲାଙ୍କ ଗାଇଡ୍‌ଲାଇନ୍‌ ଟିପ୍ସ

ଲକ୍‌ଡାଉନ୍‌ ପରେ ପିଲାମାନେ ସବୁବେଳେ ଘରେ ରହିବା ଫଳରେ ଅଧିକାଂଶ ଚିଡିଚିଡା ହୋଇ ଯାଇଛନ୍ତି। ତେବେ ଆପଣଙ୍କ ପିଲାର ଏଭଳି ଅବସ୍ଥା ହୋଇଥିଲେ କ’ଣ କରିବେ ଜାଣିରଖନ୍ତୁ… ପିଲାଙ୍କୁ କୌଣସି ସମୟରେ ବି ନ ରାଗିବା ପାଇଁ ବୁଝାନ୍ତୁ। ରାଗିବା ଫଳରେ…

ଘରକରଣା

ରୋଷେଇ ଘରର ସିଙ୍କ ଜାମ୍‌ ହୋଇଥିଲେ ଏକ ବଡ଼ ଚାମଚ ବେକିଂ ସୋଢା, ଏକ ଚାମଚ ଭିନେଗାର, ଏକ ଚାମଚ ବ୍ଲିଚିଂ ମିଶାଇ ପକାଇ ଦିଅନ୍ତୁ। କିଛି ସମୟ ମଧ୍ୟରେ ପାଇପ୍‌ରେ ଥିବା ମଇଳା ଚାଲିଯିବ। ବହୁଦିନ ଧରି ଘର ବନ୍ଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri