Home Left

ଲଙ୍କାଠାରୁ ବି ଅଧିକ ରାଗ ଏହି ଆଇସ୍‌କ୍ରିମ୍‌

ଚାଇନାର ଲୋକମାନେ ସେମାନଙ୍କ ଅଜବ ଖାଦ୍ୟ ଏବଂ ପରୀକ୍ଷା ନିରୀକ୍ଷା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବାଦୁଡିର ସୁପ୍‌ ପିଇବା ଠାରୁ ଆରମ୍ଭ କରି ଭିନ୍ନ ପ୍ରକାରର ପରୀକ୍ଷା ସେ କରିଥାନ୍ତି। ନିକଟରେ ବିଶ୍ୱର ସବୁଠାରୁ ବଡ଼ ଫାଷ୍ଟଫୁଡ୍‌ ଚେନ୍‌ ‘ମାକ୍‌…

ପାଟଣାରେ ଚାଞ୍ଚଲ୍ୟ: ରିଜର୍ଭ ଫରେଷ୍ଟ ମଧ୍ୟରେ ପଡ଼ିରହିଛି ମୁଣ୍ଡ ବିହୀନ ଗଳିତ ମୃତଦେହ

ପାଟଣା,୨୫।୧(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ସିଲିଦା ଗ୍ରାମ ନିକଟରେ ଥିବା ଇୟୁକାଲିପଟାସ ରିଜର୍ଭ ଫରେଷ୍ଟ ମଧ୍ୟରେ ସୋମବାର ଏକ ମୁଣ୍ଡ ବିହୀନ ଗଳିତ ମୃତଦେହକୁ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଖବର ଦେବା ପରେ…

କଳିଯୁଗ ଶେଷ-ସତ୍ୟଯୁଗ ଆରମ୍ଭ କହି ୨ ଝିଅଙ୍କୁ ହତ୍ୟା କଲେ ମାତାପିତା

ଚିତୋର, ୨୫।୧: ଅନ୍ଧବିଶ୍ୱାସ ଯୋଗୁ ଆନ୍ଧ୍ରପ୍ରଦେଶର ଚିତୋର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପ୍ରିନ୍ସପଲ ଦମ୍ପତିି ସେମାନଙ୍କର ୨ ଝିଅଙ୍କୁ ଡମ୍ବେଲ୍‌ରେ ପିଟି ହତ୍ୟା କରିଛନ୍ତି। ଏଠାକାର ମଦନାପଲ୍ଲେ ଅଞ୍ଚଳରେ ରବିବାର ରାତ୍ରରେ ମାତା ପଦ୍ମଜା ଏବଂ ପିତା…

ଲୋପ ପାଇଲାଣି ଶ୍ରମଜୀବୀଙ୍କ ଟନିକ୍‌

ଯାଜପୁର ଅଫିସ/ ବଡ଼ଚଣା,୨୫।୧(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକର ସମିଆଁ, ଶାଳପଡ଼ା, ପାରିଆ, ଦର୍ପଣ, ସିହା, କାଇମାଟିଆ ପ୍ରଭୃତି ପାହାଡ଼ିଆ ଅଣଜଳସେଚିତ ଅଞ୍ଚଳ ଭାବେ ପରିଚିତ। ବର୍ଷା ଦିନରେ ମୁଖ୍ୟ ଫସଲ ଭାବେ ମାଣ୍ଡିଆ, ମକା, ବାଜରା ଚାଷ କରି ଆସୁଥିଲେ।…

ଅମ୍ଫନ ପ୍ରକଳ୍ପ ଚୟନ ତାଲିକାରେ ଚଞ୍ଚକତା: ବିପର୍ଯ୍ୟସ୍ତ ହୋଇଥିବା ରାସ୍ତା ବାଦ୍‌

ନାଉଗାଁ,୨୫।୧(ସ୍ବ.ପ୍ର.): ଅମ୍ଫନ ବାତ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକୁ ମରାମତି ପାଇଁ ନିର୍ଦ୍ଦେଶ ଆସିଥିଲା। ସେହି ଅନୁସାରେ ନାଉଗାଁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଅମ୍ଫନରେ ବିପର୍ଯ୍ୟସ୍ତ ହୋଇଥିବା ରାସ୍ତା ଚିହ୍ନଟ କରାଯାଇ ଜିଲା ଗ୍ରାମ ଉନ୍ନୟନ ସଂସ୍ଥାର କାର୍ଯ୍ୟାଳୟକୁ ତାଲିକା ପଠାଯାଇଥିଲା। ମାତ୍ର ମରାମତି…

ପୁଣି ପଡିଆକୁ ଫେରିବେ ସଚିନ ତେନ୍ଦୁଲକର!

ରାୟପୁର,୨୫।୧: ବିଶ୍ୱର କିଛି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ମିଳନ ହେବାକୁ ଯାଉଛି। କିଛି ବଛା ବଛା କ୍ରିକେଟ୍‌ରଙ୍କୁ ନେଇ ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ନାମେଣ୍ଟ ଛତିଶଗଡରେ ରାୟପୁରରେ ମାର୍ଚ୍ଚ ୨ରୁ ୨୧ ମାର୍ଚ୍ଚ…

ଏପ୍ରିଲ ୫ରୁ ଓଷ୍ଟା ପ୍ରି-ବୋର୍ଡ ପରୀକ୍ଷା: ୨୭ରେ ପ୍ରକାଶ ପାଇବ ଟେଷ୍ଟପେପର

କଟକ ଅଫିସ, ୨୫।୧: ଆସନ୍ତା ମେ’ ୩ରୁ ବୋର୍ଡ ପରୀକ୍ଷା ଆରମ୍ଭ ହେବ। କରୋନା ପାଇଁ ପ୍ରାୟ ୯ ମାସ ଧରି ବିଦ୍ୟାଳୟ ଯାଇ ନ ଥିବା ଛାତ୍ରୀଛାତ୍ରମାନେ ୧ ବର୍ଷର ପାଠ୍ୟଖସଡ଼ାକୁ ୧୦୦ ଦିନ ମଧ୍ୟରେ ଶେଷ କରି ପରୀକ୍ଷା…

ଆଜି ରାଜ୍ୟରୁ ୧୩୦ ପଜିଟିଭ୍‌ ଚିହ୍ନଟ, ଜଣେ ଆକ୍ରାନ୍ତ ଆଖି ବୁଜିଲେ

ଭୁବନେଶ୍ୱର,୨୫।୧(ବ୍ୟୁରୋ): ସେମବାର ରାଜ୍ୟରେ ୧୩୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୪୩୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୭୬ ଜଣ ଚିହ୍ନଟ…

ବନ୍ଦ ହେବାକୁ ଯାଉଛି ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା’!

ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛି। ଏହି ଶୋ’ରେ ବଲିଉଡ୍‌ ଠାରୁ ଆରମ୍ଭ କରି ଛୋଟ ପରଦାର ଅନେକ କଳାକାର ଉପସ୍ଥିତ ହୋଇ ନିଜ ଫିଲ୍ମର ପ୍ରମୋଶନ କରିଥାନ୍ତି। ଖାଲି…

ଧାନ ବୋଝେଇ ଟ୍ରାକ୍ଟର ରଖି ରାସ୍ତା ଅବରୋଧ କଲେ ବରଗଡ଼ ଚାଷୀ

ପଦ୍ମପୁର,୨୫।୧(ଡି.ଏନ୍‌.ଏ.)- ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଢେଇ ମାସରୁ ଅଧିକ ସମୟ ବିତିଲାଣି। ମାତ୍ର ଧାନ ବିକ୍ରି ସମସ୍ୟା ତୁଟି ନାହିଁ। ଚାଷୀମାନେ ଧାନ ବିକ୍ରି କରି ସାରି ନ ଥିବାବେଳେ ବିଭିନ୍ନ ମଣ୍ଡି ଗୁଡିକୁ ବନ୍ଦ କରି…

କୋହଲିଙ୍କୁ ଏମିତି ଚ୍ୟାଲେଞ୍ଜ୍‌ ଦେଲେ ଡବ୍ଲୁଡବ୍ଲୁଇ ସୁପରଷ୍ଟାର

ଡବ୍ଲୁଡବ୍ଲୁଇ ସୁପରଷ୍ଟାର ଟ୍ରିପଲ ଏଚ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆକୁ ଏକ କ୍ରିକେଟ ମ୍ୟାଚ ପାଇଁ ଚ୍ୟାଲେଞ୍ଜ ଦେଇଛନ୍ତି। ଡବ୍ୟୁଡବ୍ଲ୍ୟୁଇର ଏକ ବଡ ଶୋ ଭାରତୀୟ ଦର୍ଶକଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି, ଯାହା ସୋନି ନେଟୱାର୍କରେ ଜାନୁଆରୀ ୨୬ରେ…

ଆଜାଦ ମଇଦାନରେ କୃଷକ ରାଲିକୁ ସମ୍ବୋଧନ କରିବେ ଶରଦ ପାୱାର, ଆଦିତ୍ୟ ଠାକରେ

ମୁମ୍ବାଇ,୨୫ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ରାଜଧାନୀ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଏହାକୁ ନେଇ ଏବେ ସାରା ଦେଶରେ ରାଜନୀତି ହୋଇଛି ସରଗରମ । ଏବେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri